Sanjay Kumar Rout retweetledi

ଆମ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ମହମ୍ମଦ ରଫିକ୍ଙ୍କ ବିୟୋଗ ବିଷୟରେ ଜାଣି ଗଭୀର ଦୁଃଖିତ। ସ୍ୱର୍ଗତଃ ରଫିକ୍ ଜଣେ ସରଳ, ଅମାୟିକ, ଲୋକପ୍ରିୟ ସଂଗଠକ ଓ ସମର୍ପିତ ରାଜନେତା ଥିଲେ । ସେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସୋହେଲା ଦୁର୍ଗାପୂଜା କମିଟିର ଉପସଭାପତି ମଧ୍ୟ ଥିଲେ। ତାଙ୍କର ପରଲୋକ ଆମ ପାଇଁ ଏକ ଅପୂରଣୀୟ କ୍ଷତି। ଜନତାଙ୍କ ପାଇଁ ଦୀର୍ଘ ଦିନର ସେବା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।

OR







































