TAHASILDAR CHANDBALI
217 posts

TAHASILDAR CHANDBALI
@tdr_chan
Official 'X' account of Tahasil office, Chandbali
Chandbali , Bhadrak Katılım Haziran 2017
40 Takip Edilen508 Takipçiler

RoR distributed today to landless beneficiaries under the Vasundhara Scheme by Collector & ADM, Bhadrak. A step towards securing land rights and dignity for vulnerable families.
@AdmRevBhadrak
#Bhadrak


English

'ସ୍ଵ-ଗଣନା' ପୋର୍ଟାଲ se.census.gov.in ରେ ନିଜେ ନିଜର ତଥ୍ୟ ପ୍ରଦାନ କରି ଆପଣ 'ଜନଗଣନା-୨୦୨୭' ରେ ସାମିଲ ହୋଇପାରିବେ।
✅୧୫ ଏପ୍ରିଲ (ମଧ୍ୟରାତ୍ରି),୨୦୨୬ ପର୍ଯ୍ୟନ୍ତ ଜାରି ରହିବ ସ୍ଵ-ଗଣନା
ଏହି ପୋର୍ଟାଲରେ ନିଜେ ନିଜର ତଥ୍ୟ ପ୍ରଦାନ କରିବା ପାଇଁ ସୋପାନଗୁଡ଼ିକ ଜାଣନ୍ତୁ :-
ଆମର ଜନଗଣନା ଆମର ବିକାଶ

OR

‘ଜନଗଣନା ୨୦୨୭’ କୁ ସଫଳତାର ସହିତ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ, ଚାନ୍ଦବାଲିର ଦାଖା ଉଚ୍ଚ ବିଦ୍ୟାଳୟ ପରିସରରେ ଗଣନାକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
#census2027
@DCOOdisha
@DM_Bhadrak
@IPR_Odisha
@CensusIndia2027



OR

ଜନଗଣନା-୨୦୨୭’ ଦେଶ ଓ ରାଜ୍ୟର ସମଗ୍ର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ଦାୟିତ୍ୱଶୀଳ ନାଗରିକ ଭାବେ, ଜନଗଣନା ସମୟରେ ସଠିକ୍ ଓ ସତ୍ୟ ତଥ୍ୟ ଯୋଗାଇବାକୁ ଆମେ ସମସ୍ତେ ଆଗେଇ ଆସିବା। ଏହା ଦ୍ୱାରା ଏକ ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଗଠନରେ ଆମର ଅବଦାନ ନିଶ୍ଚିତ ହେବ।
#census2027
@DM_Bhadrak
@IPR_Odisha
@CensusIndia2027

OR

ଆମର ଜନଗଣନା - ଆମର ବିକାଶ।
ଜନଗଣନାରୁ ଜନକଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମରେ ଆପଣଙ୍କ ସଠିକ୍ ଓ ନିର୍ଭୁଲ ତଥ୍ୟ ପ୍ରଦାନ କରନ୍ତୁ ଏବଂ ଏହି କାର୍ଯ୍ୟକ୍ରମକୁ ସଫଳ କରନ୍ତୁ। @DM_Bhadrak
@census_odisha @IPR_Odisha


OR

ଜନଗଣନା–୨୦୨୭
୧୬ ଏପ୍ରିଲ ୨୦୨୬ ଠାରୁ ୧୫ ମେ ୨୦୨୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହ ଓ ଗୃହରେ ଉପଲବ୍ଧ ବିଭିନ୍ନ ସୁବିଧା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ।
ଜନଗଣନାରେ ସକ୍ରିୟ ଭାଗିଦାର ହୁଅନ୍ତୁ।
ସଠିକ ତଥ୍ୟ ପ୍ରଦାନ କରନ୍ତୁ, କିଛି ମଧ୍ୟ ଲୁଚାନ୍ତୁ ନାହିଁ.
@CensusIndia2027
@IPR_Odisha
#census
#odisha
OR

📍 #JagarMahotsav2026 & #Mahashivratri2026 Glimpses
🌙✨ All night bhajans, folk rhythms & divine lights!
🔥 Devotees united in devotion, offering prayer under sacred skies.
📸 Ancient temples adorned with flowers
🕉️ Om Namah Shivaya 📿 Har Har Mahadev




English






























