Sabitlenmiş Tweet
Samita Sahoo 🇮🇳
11.7K posts


ପ୍ରାୟତଃ ବର୍ଷେ ହବ ଜାଳେଣି ଗ୍ୟାସ୍ ଓ ଫିଲଟର ପାଣି ବ୍ୟବହାର ବଢି ଯାଇଛି l କିଛି ଜାଣି ହଉ ନଥିଲା l ଆଜି ଜାଣିବାକୁ ମିଳିଲା ଆମ ଗୃହ ସହାୟିକା ମହିଳା ସବୁଦିନ ହାଣ୍ଡିଏ ଆକ୍ଵାଗାର୍ଡ ପାଣି ଗ୍ୟାସ୍ ଚୁଲିରେ ଗରମକରି ଗାଧୁଆପାଧୁଆ କରିବା ସହିତ ମୁଣ୍ଡ ଧୁଅନ୍ତି, ଚୁଟି ଉପୁଡ଼ିବ ନାହିଁ l ଶଃ ..ମାଲିକ ଏଠି ଚନ୍ଦା ହେଇ ଗଲାଣି , #ss_tweets

OR
Samita Sahoo 🇮🇳 retweetledi



@amareshbiswal72 କହି ପାରିଥାନ୍ତେ କି death certificate ବାହାର କରି ଆଣ।

ବର୍ତ୍ତମାନ ସୁଦ୍ଧା ଜନଗଣନା ସର୍ଭେ ରୁ ପାଇଥିବା ତଥ୍ୟ ଅନୁସାରେ ଲୋକଙ୍କ ଘରେ କିଛି ଥାଉ କି ନଥାଉ ସ୍ମାର୍ଟ ଫୋନ ସମସ୍ତଙ୍କ ପାଖରେ ଅଛି।
ତେଣୁ ଲୋକ ଅନ୍ୟ ସବୁ ଅପେକ୍ଷା ସ୍ମାର୍ଟ ଫୋନ କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ପ୍ରାୟ ଯାହା ଜଣା ପଡ଼ୁଛି।
#Census #Census2027
OR
Samita Sahoo 🇮🇳 retweetledi

@jenamanas520 @Manaswiini ମାଙ୍କଡ଼ ଖାଇ ଯାଉଛନ୍ତି,ଆଉ ଅଳ୍ପ ଅଛି।ଆସନ୍ତୁ।
OR

Samita Sahoo 🇮🇳 retweetledi

Khurda Road - Jatani
OTV@otvnews
#Bhubaneswar | Odisha government proposes to rename towns in line with their Odia pronunciation. CUTTACK - KATAKA ANGUL – ANUGOLA KANDHAMAL - KHONDMAL JEYPORE - JAYAPUR BALASORE - BALESHWAR BARGARH - BARAGADA BOLANGIR - BALANGIR DEOGARH – DEBAGADA BERHAMPUR - BRAHMAPUR KENDRAPARA - KENDRAPADA AUL - AALI KEONJHAR - KENDUJHAR KHURDA - KHORDHA RAIRAKHOL - REDHAKHOL Public opinions and suggestions to be submitted within a month.
Eesti
Samita Sahoo 🇮🇳 retweetledi

ସେ ସୁଖିଲା ବୈଠକରୁ କଣ ମିଳିବ… ଯିଏ ଖରାରେ ବୁଲିକି ମାଡ ଖାଉଛି ସେ ଜାଣିଛି!!! ଆଜି ଘଟଣାରେ ସେ ବାପା ପୁଅ ଗିରଫ ହେଲେଣି ନା ନାହିଁ??
ଓଟିଭି@otvkhabar
ଜନଗଣନା କର୍ମୀଙ୍କ ପ୍ରତି ଏ କି ଆଚରଣ...କାମାକ୍ଷାନଗରେ ମାଡ଼, ଟାଙ୍ଗୀରେ ଦୁର୍ବ୍ୟବହାର...ସୁରକ୍ଷା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ...ଆକ୍ରମଣକାରୀଙ୍କୁ ବରଦାସ୍ତ କରାଯିବନି କହିଲେ ରାଜସ୍ବ ମନ୍ତ୍ରୀ #CensusWorkersAttacked #KamakhyanagarAssault #OdishaCensus #AttackOnEnumerators #OTV
OR

@flower_lover01 @being_pnp Areh , tanku kuhantu jadi Phd/Master's degree+ UGC NET qualified thile KIIT University re apply karibe vacancy achi!!
English

କର୍ମଯୋଗୀ ଭିଡିଓ ୪୦ ଘଣ୍ଟା ଦେଖିଲେ କେତେ ଜଲଦି ପ୍ରମୋଶନ ମିଳିବ?? @Drakshays @SecularBuffalo
OR

@sschiki123 ମୋ ସ୍ବାମୀଙ୍କୁ କୁକୁର କାମୁଡ଼ି ଦେଇଛି,house numbering ପାଇଁ ତାଙ୍କୁ ସାଙ୍ଗରେ ନେଇଥିଲି।🥲
OR



















