Shubhapallaba Publication - ଶୁଭପଲ୍ଲବ ପ୍ରକାଶନ

469 posts

Shubhapallaba Publication - ଶୁଭପଲ୍ଲବ ପ୍ରକାଶନ banner
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ

Shubhapallaba Publication - ଶୁଭପଲ୍ଲବ ପ୍ରକାଶନ

@ShubhapallabaP

#Shubhapallaba Publication (#ଶୁଭପଲ୍ଲବ ପ୍ରକାଶନ) is a physical and online book publishing house in Odisha established by @Shubhapallaba Group.

Odisha Katılım Mart 2021
65 Takip Edilen110 Takipçiler
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweetledi
Sangram Keshari Senapati (ଗପୁ)
ଅପେକ୍ଷାରେ ଅନ୍ତ ଘଟାଇ ପ୍ରେମର ପହିଲି ପୁଲକ ନେଇ ଆସିଛି #ତାପସତ୍ୱ । ହାତଟି କାହାର ଆପଣମାନେ ତ ଜାଣିସାରିବେଣି, ଭିତରେ କ'ଣ ଅଛି ଜାଣିବାକୁ ହେଲେ, ପଢ଼ିବାକୁ ପଡ଼ିବ ବହିଟିକୁ । ପ୍ରି-ଅର୍ଡ଼ର୍ ପାଇଁ ଉଭୟ ଆମାଜନ୍ ଇଣ୍ଡିଆ ଓ @ShubhapallabStr ରେ ଉପଲବ୍ଧ ଅଛି । amzn.to/4fGB8L9 #Tapasatwa
Sangram Keshari Senapati (ଗପୁ) tweet media
OR
1
4
21
437
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweetledi
ହିମାଂଶୁ #ଗଳ୍ପକବିତା🇮🇳✍️🧢
ତିନି ଯୁବକଙ୍କ ତିନି ପ୍ରକାର ଚିନ୍ତାଧାରାର ବହି । ପ୍ରେମ , ଇତିହାସ ଓ ପ୍ରତିଦାନର କଥା । ଆସନ୍ତୁ ପଢ଼ିବା @zubun98 ଙ୍କ "ପୁଷ୍ପଗିରିର ଶେଷ ପାଣ୍ଡୁଲିପି" , @ssgapu22 ଙ୍କ "The year she disappeared" ଏବଂ "ପ୍ରବୀଣ କୁମାର କବିଙ୍କ" "We become a poem" . ଧନ୍ୟବାଦ @Shubhapallaba @ShubhapallabaP 🙏
ହିମାଂଶୁ #ଗଳ୍ପକବିତା🇮🇳✍️🧢 tweet media
OR
2
4
15
322
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweetledi
Sangram Keshari Senapati (ଗପୁ)
ଆଜି ବିଶ୍ୱ ପୁସ୍ତକ ଦିବସ । ମୁଁ ବସିକି ସେତେ ଅଧିକ ସମୟ ବହି ପଢ଼ିପାରେନାହିଁ । କିନ୍ତୁ, କିଛି ବହି ପଢ଼ିବା ଆରମ୍ଭ ହେଲେ କେତେବେଳେ ଶେଷ ହୋଇଯାଏ ଜଣାପଡ଼େ ନାହିଁ । ଏ ବହିଟି ଆପଣ ପଢ଼ିଲେ ବ୍ରେକ ନେବେ କି ଥରକରେ ପଢ଼ିବେ, ଆପଣଙ୍କ ଉପରେ ଛାଡ଼ିଲି । ଆମାଜନ ଓ ଶୁଭପଲ୍ଲବ ଷ୍ଟୋରରେ ଉପଲବ୍ଧ । amzn.to/48cG0TW
Sangram Keshari Senapati (ଗପୁ) tweet media
OR
0
4
20
281
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweetledi
Sangram Keshari Senapati (ଗପୁ)
And it's trending at No. 1 on Amazon India Kindle Store. By the way, the book "The Year She Disappeared" is available on Kindle for free: amzn.to/4sm3XPA #TYSD #Gapufy
Sangram Keshari Senapati (ଗପୁ) tweet mediaSangram Keshari Senapati (ଗପୁ) tweet media
English
0
3
5
90
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweetledi
Sangram Keshari Senapati (ଗପୁ)
The moment is here. My 1st English novel has been released yesterday at Balasore. "They don’t promise forever. They don’t talk about endings. And then, one day, she disappears." Find the reason of her disappearance. Available on Amazon: amzn.to/4vdItqP
Sangram Keshari Senapati (ଗପୁ) tweet media
English
11
8
45
1.6K
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ
ଶୁଭପଲ୍ଲବ ପ୍ରକାଶନ ୱେବ୍‌ସାଇଟ୍‌କୁ ଅଦ୍ୟତନ କରାଯାଇଛି । ପ୍ରକାଶିତ ସମସ୍ତ ବହିଗୁଡ଼ିକ ମଧ୍ୟରୁ କିଛି ବହିକୁ ଏଥିରେ ସ୍ଥାନିତ କରିଛୁ ଏବଂ ବହିଗୁଡ଼ିକ ବିଷୟରେ ତଥ୍ୟ ମଧ୍ୟ ସେଠାରେ ଉଲ୍ଲେଖ କରିଛୁ । publication.shubhapallaba.in/books.html
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ tweet media
OR
0
3
4
91
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweetledi
ଶୁଭପଲ୍ଲବ ~ Shubhapallaba
#ଶୁଭପଲ୍ଲବ ଦ୍ୱାରା ଭାରତୀୟ #ସ୍ୱାଧୀନତାଦିବସ ଅବସରରେ ଆୟୋଜନ କରାଯାଇଥିବା କୁଇଜ୍‌ରେ ଅଂଶଗ୍ରହଣ କରନ୍ତୁ । shubhapallaba.in/independence-d… #Shubhapallaba #IndependenceDay #IndianIndependenceDay #IndependenceDay2025
OR
0
3
8
376
Shubhapallaba Publication - ଶୁଭପଲ୍ଲବ ପ୍ରକାଶନ retweetledi
ଶୁଭପଲ୍ଲବ ~ Shubhapallaba
ଶୁଭପଲ୍ଲବ ସହିତ ହ୍ୱାଟସ୍‌ଆପ୍ ଗ୍ରୁପ୍ ଜରିଆରେ ଯୋଗ ଦିଅନ୍ତୁ । ବିଭିନ୍ନ ସମୟରେ ହେଉଥିବା ପ୍ରତିଯୋଗିତା, ପୁସ୍ତକ ସଂକଳନ ସହିତ ସାମିଲ ହେବାର ସୁଯୋଗ ପାଆନ୍ତୁ । ଲିଙ୍କ୍: chat.whatsapp.com/GLbpdgXXRWK1es… #ଶୁଭପଲ୍ଲବ #Shubhapallaba
ଶୁଭପଲ୍ଲବ ~ Shubhapallaba tweet media
OR
0
3
7
453