⚫‼️⚫TULASIKHETRA CHARITABLE TRUST, ODISHA

7K posts

⚫‼️⚫TULASIKHETRA CHARITABLE TRUST, ODISHA banner
⚫‼️⚫TULASIKHETRA CHARITABLE TRUST, ODISHA

⚫‼️⚫TULASIKHETRA CHARITABLE TRUST, ODISHA

@TKhetratrust

Plastic free environment🌳is our aim. Donating blood is our hobby. Distributing food is our happiness. Build a Educate society is our purpose. ଜୟ ଜଗନ୍ନାଥ 🙏🏼

Odisha, India Katılım Ağustos 2020
4 Takip Edilen266 Takipçiler
⚫‼️⚫TULASIKHETRA CHARITABLE TRUST, ODISHA
ନଗେନ୍ଦ୍ରହାରାୟ ତ୍ରିଲୋଚନାୟ ଭସ୍ମାଙ୍ଗରାଗାୟ ମହେଶ୍ୱରାୟ | ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ ତସ୍ମେ "ନ" କାରାୟ ନମଃ ଶିବାୟ || #ମହାଶିବରାତ୍ରି_ର_ଶୁଭେଚ୍ଛା 🪔 #Mahashivratri2023
⚫‼️⚫TULASIKHETRA CHARITABLE TRUST, ODISHA tweet media
OR
0
2
2
477
⚫‼️⚫TULASIKHETRA CHARITABLE TRUST, ODISHA
Never Forget, Never Forgive. On the fourth anniversary of #PulwamaAttack, we pay our humble tribute to all the brave hearts who laid down their lives in the service of the nation. The nation will forever remain indebted to their families.
⚫‼️⚫TULASIKHETRA CHARITABLE TRUST, ODISHA tweet media
English
1
0
5
341
⚫‼️⚫TULASIKHETRA CHARITABLE TRUST, ODISHA
ଆଲୋକର #ପର୍ବ ଦୀପାବଳିରେ #ତୁଳସୀକ୍ଷେତ୍ର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଅସହାୟ ଙ୍କୁ ରାସନ ସହିତ କିଛି ଅର୍ଥରାଶି ପ୍ରଦାନ କରାଯାଇଥିଲା..! ଏ ଆଲୋକର ପର୍ବ ସମସ୍ତଙ୍କ ଜୀବନରୁ ଅନ୍ଧାର ରୂପକ ବାଧା ବିଘ୍ନ ଦୂରେଇ ଆଲୋକ ରୂପକ ହସ,ଖୁସି, ସମୃଦ୍ଧି ଭରି ଦେଉ ଜୟ ପ୍ରଭୁ ବଳଦେବଜୀଉ।🙏
⚫‼️⚫TULASIKHETRA CHARITABLE TRUST, ODISHA tweet media⚫‼️⚫TULASIKHETRA CHARITABLE TRUST, ODISHA tweet media
OR
0
2
7
0
⚫‼️⚫TULASIKHETRA CHARITABLE TRUST, ODISHA
ପବିତ୍ର ଗୁରୁଦିବସ ଉପଲକ୍ଷେ ତୁଳସୀକ୍ଷେତ୍ର ଚାରିଟେବୁଲ ଟ୍ରଷ୍ଟ ତରଫରୁ ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଅନ୍ତର୍ଗତ ବାଘୁଆମେଦି ଗ୍ରାମ ବସ୍ତିରେ ମାତୃଭାଷା ଓଡ଼ିଆର ପ୍ରଚାର ପ୍ରସାର ପାଇଁ ଏବଂ ଓଡ଼ିଆ ପଢ଼ିବା ପାଇଁ, ଓଡ଼ିଆ ଜାଣିବା ପାଇଁ, ଓଡ଼ିଆ କହିବା ପାଇଁ ଛୋଟ ଛୋଟ ପିଲାମାନଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବହି ବିତରଣ କରାଯାଇଛି ।
⚫‼️⚫TULASIKHETRA CHARITABLE TRUST, ODISHA tweet media⚫‼️⚫TULASIKHETRA CHARITABLE TRUST, ODISHA tweet media⚫‼️⚫TULASIKHETRA CHARITABLE TRUST, ODISHA tweet media⚫‼️⚫TULASIKHETRA CHARITABLE TRUST, ODISHA tweet media
OR
1
3
8
0
⚫‼️⚫TULASIKHETRA CHARITABLE TRUST, ODISHA
Tree plantation drive was conducted by the member of ତୁଳସୀକ୍ଷେତ୍ର ଚାରିଟେବୁଲ ଟ୍ରଷ୍ଟ and at mahakalapada primary school on the occasion of world environment day. Let's take pledge to celebrate not only today but also everyday as environment day for a healthy tomorrow. Spread Green
⚫‼️⚫TULASIKHETRA CHARITABLE TRUST, ODISHA tweet media⚫‼️⚫TULASIKHETRA CHARITABLE TRUST, ODISHA tweet media⚫‼️⚫TULASIKHETRA CHARITABLE TRUST, ODISHA tweet media⚫‼️⚫TULASIKHETRA CHARITABLE TRUST, ODISHA tweet media
English
0
6
14
0
⚫‼️⚫TULASIKHETRA CHARITABLE TRUST, ODISHA
ତୁଳସୀ କ୍ଷେତ୍ର ଚାରିଟେବୁଲ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ମାର୍ଶାଘାଇ ର ମାଟିଆ ବସ୍ତରେ କୁନି କୁନି ପିଲାମାନଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବହି ବାଣ୍ଟି ବା ସହିତ ଆମ ଭାଷା ସାହିତ୍ୟ କୁ ପଢ଼ିବା ସହିତ ପ୍ରତି ଦିନ ସ୍କୁଲ ଯିବା ଏବଂ ପାଠ ପଢି ବଡ଼ ମଣିଷ ହେବାର ଉଜ୍ବଳ ଭବିଷ୍ୟତ କାମନା କଲୁ..!

4
10
0