UMESH BISHI YADAV

19.7K posts

UMESH BISHI YADAV banner
UMESH BISHI YADAV

UMESH BISHI YADAV

@UmeshBisi

#Social_worker #Jay_Yadav_Jay_Madhab #Jay_Shree_Krishna #Jay_Maa_Samalei ଜୀବନ ଥିବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଲଢେଇ ଜାରି ରହିବ ।

Loisingha,Balangir,Odisha Katılım Ekim 2014
5K Takip Edilen4.8K Takipçiler
UMESH BISHI YADAV retweetledi
Dr. Mukesh Mahaling
Dr. Mukesh Mahaling@MahalingMukesh·
ରାଜ୍ଯରେ ଆୟୁଷ ଚିକିତ୍ସା ସେବା କ୍ଷେତ୍ରର ବିକାଶ ତଥା କାର୍ଯ୍ୟରତ ଆୟୁଷ ଡାକ୍ତର ମାନଙ୍କ ଦରମା ବୃଦ୍ଧି ନିଷ୍ପତ୍ତିକୁ ସ୍ଵାଗତ ଜଣାଇ ଆଜି ମୟୂରଭଞ୍ଜ ଆୟୁଷ ଡାକ୍ତର ଆସୋସିଏସନର ସଦସ୍ୟ ମାନେ ମୋତେ ସାକ୍ଷାତ କରି ଧନ୍ୟବାଦ ଜଣାଇବା ସହ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ନେତୃତ୍ଵାଧୀନ ଡବଲ ଇଞ୍ଜିନ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
Dr. Mukesh Mahaling tweet mediaDr. Mukesh Mahaling tweet media
OR
0
3
21
496
UMESH BISHI YADAV retweetledi
TP Western Odisha Distribution Ltd.
@UmeshBisi ପ୍ରିୟ ଗ୍ରାହକ, ଦୟାକରି ଆପଣଙ୍କ Mobile Number ଆମକୁ DM ମାଧ୍ୟମରେ ଅବଗତ କରନ୍ତୁ, ଯାହାଦ୍ୱାରା ଆମେ ଆପଣଙ୍କୁ ଉଚିତ ଭାବରେ ସହଯୋଗ କରିପାରିବୁ । ଆପଣଙ୍କ ଧୈର୍ୟ ଓ ବିଶ୍ୱାସ ପାଇଁ ଧନ୍ୟବାଦ । twitter.com/messages/compo…
OR
0
1
1
15
UMESH BISHI YADAV
UMESH BISHI YADAV@UmeshBisi·
@TPWesternOdisha ବିଜୁଳି ତାର ରେ ଗଛ ଲଗାଇବା ପ୍ରଥମ ଥର ପାଇଁ ଦେଖିଲି।ଯନ୍ତ୍ରୀ ବୁଦ୍ଧି କୁ ମାନିବାକୁ ପଡ଼ିବ।ଖୁଣ୍ଟ ଦେବା ବଦଳରେ ଗଛ ବାନ୍ଧି କାମ ଚଲେଇ ଦେଉଛନ୍ତି।
OR
0
0
0
35
UMESH BISHI YADAV retweetledi
TP Western Odisha Distribution Ltd.
@UmeshBisi ପ୍ରିୟ ଗ୍ରାହକ, ଉତ୍କଳ ଦିବସ ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା! ଆମେ ଏହି ଘଟଣାର ତଦନ୍ତ କରୁଛୁ ଏବଂ ଏନେଇ ଖୁବଶୀଘ୍ର ଆପଣଙ୍କୁ ଅବଗତ କରିବୁ । ଘଟଣା ସମ୍ପର୍କରେ ଆମକୁ ଜଣାଇଥିବାରୁ ଆପଣଙ୍କୁ ଧନ୍ୟବାଦ ।
OR
1
1
1
30
UMESH BISHI YADAV retweetledi
UMESH BISHI YADAV
UMESH BISHI YADAV@UmeshBisi·
#ବଲାଙ୍ଗୀର ଜିଲ୍ଲା #ଲୋଇସିଂହା ବ୍ଲକ #ଚୁଡ଼ାପାଲି ସେକ୍ସନ #ମାଗୁରବେଡା ଗ୍ରାପ #ବ୍ରାହ୍ମଣୀଡୁଙ୍ଗୁରୀ ଗ୍ରାମରେ #ଚାରୋଟି #ଖୁଣ୍ଟ ସହିତ #ସ୍କୁଲ ସମ୍ମୁଖରେ ଛାତ୍ରଛାତ୍ରୀ ଙ୍କ ମୁଣ୍ଡ ଉପରେ ବିପଦ।ଦୟାକରି ଯେତେଶୀଘ୍ର ସମ୍ଭବ ଉଚିତ୍ ପଦକ୍ଷେପ ନେବାକୁ ଅନୁରୋଧ। @TPWesternOdisha @EnergyOdisha @CMO_Odisha @CollectorBgr
UMESH BISHI YADAV tweet mediaUMESH BISHI YADAV tweet mediaUMESH BISHI YADAV tweet mediaUMESH BISHI YADAV tweet media
OR
3
3
4
188
UMESH BISHI YADAV
UMESH BISHI YADAV@UmeshBisi·
@TPWesternOdisha @CMO_Odisha @EnergyOdisha @CollectorBgr @SecyChief @MahalingMukesh ଟିକିଏ ପବନ ବହିଲେ ବିଜୁଳି ତାର ତଳ ଉପର ହେଉଛି।ଗ୍ରାମବାସୀଙ୍କ ମୁଣ୍ଡ ଉପରେ ବିପଦ।ଦୁର୍ଭାଗ୍ୟ ବଶତଃ ଯଦି କୌଣସି ଲୋକକୁ ବିଜୁଳି ଆଘାତ ହୋଇଯାଏ କିଏ ଦାୟୀ ରହିବେ?ତେଣୁ ଏବେ ମଧ୍ୟ ସମୟ ଅଛି ଯଥାଶୀଘ୍ର ବିଦ୍ୟୁତ୍ ଖୁଣ୍ଟପୋତି ବିଜୁଳି ସଂଯୋଗ କରନ୍ତୁ।ସ୍କୁଲ୍ ସମ୍ମୁଖରେ ଗୋଟିଏ ଖୁଣ୍ଟ ପୋତି କାମ ସାରି ଦେଲେ ହୋଇଯିବ କି ? @TPWesternOdisha
OR
0
0
0
50
UMESH BISHI YADAV
UMESH BISHI YADAV@UmeshBisi·
ବିଜୁଳି ବିଭାଗ #ଚୁଡ଼ାପାଲି #ଯନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଦେବାକୁ ପଡ଼ିବ।ବ୍ୟବସ୍ଥା ଦେଖି ଲାଗୁଛି ପୁରସ୍କାର ପାଇବାକୁ ଯୋଗ୍ୟ।ଦେଖନ୍ତୁ କେମିତି ଛାତ ଉପରେ ଗଛ ଲଗେଇ ବିଜୁଳି ସଂଯୋଗ କରିଛନ୍ତି।ଯଥାଶୀଘ୍ର ବିଘ୍ନରାଜ ପଧାନ ଘର ପାଖରେ ବିଦ୍ୟୁତ୍ ଖୁଣ୍ଟ ପୋତିବାକୁ ଅନୁରୋଧ। @TPWesternOdisha @CMO_Odisha @EnergyOdisha @CollectorBgr
UMESH BISHI YADAV tweet mediaUMESH BISHI YADAV tweet mediaUMESH BISHI YADAV tweet media
OR
3
0
0
87
UMESH BISHI YADAV retweetledi
Dr. Mukesh Mahaling
Dr. Mukesh Mahaling@MahalingMukesh·
ରାଜ୍ୟବାସୀଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଲୋକଙ୍କ ସରକାର ସଂକଳ୍ପବଦ୍ଧ ଅଟନ୍ତି। ଏହାକୁ ଗୁରୁତ୍ୱ ଦେଇ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଯୋଗାଇଦିଆଯାଉଛି।
Dr. Mukesh Mahaling tweet mediaDr. Mukesh Mahaling tweet media
OR
9
16
36
1.3K
UMESH BISHI YADAV
UMESH BISHI YADAV@UmeshBisi·
#ବଲାଙ୍ଗୀର ଜିଲ୍ଲା #ମହିଳା_ସ୍ବାସ୍ଥ୍ୟକର୍ମୀ ଙ୍କ ବିଷୟରେ କାହାର ଦୃଷ୍ଟି ନାହିଁ।ଦୁଇ ମାସ ହେବ ଉଚ୍ଚ ନ୍ୟାୟାଳୟ ରୁ ଆଦେଶ ସତ୍ବେ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ଅଧିକାରୀ।ଦୟାକରି ଏହି ବିଷୟରେ ସ୍ଵତନ୍ତ୍ର ଭାବେ ଦୃଷ୍ଟିଦେବାକୁ @MahalingMukesh ମହୋଦୟଙ୍କୁ ଅନୁରୋଧ।🙏 @HFWOdisha @CMO_Odisha @CollectorBgr @CdmoBalangir
UMESH BISHI YADAV tweet mediaUMESH BISHI YADAV tweet mediaUMESH BISHI YADAV tweet media
OR
2
3
13
323
UMESH BISHI YADAV retweetledi
TP Western Odisha Distribution Ltd.
@UmeshBisi Dear Sir, We are taking necessary steps with the concerned department to resolve the safety concern. We will notify you once the issue is resolved. We also request you to follow the safety measures, Stay safe.
English
1
1
1
50
UMESH BISHI YADAV
UMESH BISHI YADAV@UmeshBisi·
OD 31 9429 Black Pulsar ଗତକାଲି ରାତି ପ୍ରାୟ ୨ ଟା ରେ #ବଲାଙ୍ଗୀର ଜିଲ୍ଲା #ପାଟଣାଗଡ ବ୍ଲକ #ଘସିଏନ CHC ହସ୍ପିଟାଲ ପରିସରରୁ ଚୋରି ହୋଇ ଯାଇଛି।ଯିଏ ଦେଖିବେ ଦୟାକରି ଜଣେଇବାକୁ ବିନମ୍ର ଅନୁରୋଧ। ଚୋରକୁ ଧରି ବାଇକକୁ ଉଦ୍ଧାର କରିବାକୁ ଅନୁରୋଧ। @spbalangir @homeodisha @CMO_Odisha @odisha_police
UMESH BISHI YADAV tweet media
OR
0
3
11
384
UMESH BISHI YADAV retweetledi
Dr. Mukesh Mahaling
Dr. Mukesh Mahaling@MahalingMukesh·
ଲୋକଙ୍କ ସରକାର ଆସିବା ପରେ ରାଜସ୍ୱ ବିଭାଗରେ ନିଆଯାଇଥିବା ବିଭିନ୍ନ ସଂସ୍କାର ସମ୍ପର୍କରେ ଗୃହରେ ତଥ୍ୟ ଉପସ୍ଥାପନ କରିଛି।
OR
1
26
42
673
UMESH BISHI YADAV retweetledi
TP Western Odisha Distribution Ltd.
TP Western Odisha Distribution Ltd.@TPWesternOdisha·
@UmeshBisi @DmKalahandi @EnergyOdisha @CMO_Odisha @SecyChief ପ୍ରିୟ ଗ୍ରାହକ, ଆମର ଟିମ ସ୍ଥାନ ପରିଦର୍ଶନ କରି, ରିପୋର୍ଟ ହୋଇଥିବା ସମସ୍ୟାକୁ ସଂଶୋଧନ କରିଥିଲେ, ପୋଲକୁ ସିଧା କରିଥିଲେ ଏବଂ କଣ୍ଡକ୍ଟରଗୁଡ଼ିକୁ ସୁରକ୍ଷିତ ଉଚ୍ଚତାରେ ପୁନଃସ୍ଥାପିତ କରିଥିଲେ, ଯାହା ଦ୍ୱାରା ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ ହୋଇଥିଲା। ଆପଣଙ୍କର ନିରନ୍ତର ସମର୍ଥନ ଏବଂ ସହଯୋଗ ପାଇଁ ଧନ୍ୟବାଦ।
TP Western Odisha Distribution Ltd. tweet media
OR
0
1
1
30