Smruti🐾

216 posts

Smruti🐾 banner
Smruti🐾

Smruti🐾

@abd5129141

I'm only responsible for what I say, not for what you understand.

Orissa, India Katılım Ocak 2012
109 Takip Edilen20 Takipçiler
Smruti🐾
Smruti🐾@abd5129141·
@DrLekhaShree ଆପଣ ସବୁ କହିବେ ଦୟାକରି ଶିକ୍ଷକ ଙ୍କ ପାଇଁ କହିବେନି କାରଣ ଆପଣ ଙ୍କର ସରକାର ସବୁ ବେଳେ ଶିକ୍ଷକ ଙ୍କୁ ଆଡ ଆଖିରେ ଦେଖିଚି 🙏 ଆଉ ଏ ଯେଉଁ ଶିକ୍ଷକ କ ଙ୍କୁ ଅନ୍ୟ କାମ ଦିଅ ଯାଉଚି ଆର ଶୁଭାରମ୍ଭ ଆପଣ ଙ୍କ ସରକାର କରିଥିଲା
OR
0
0
0
4
Lekha Samantsinghar
Lekha Samantsinghar@DrLekhaShree·
ବିଜେପି ଡବଲ ଇଞ୍ଜିନ ସ୍କୁଲ ପିଲାଙ୍କୁ ୟୁନିଫର୍ମ ବି ଯୋଗାଇ ପାରିଲା ନାହିଁ .... #BJPfailsOdisha
Lekha Samantsinghar tweet media
OR
23
83
313
6.6K
Smruti🐾
Smruti🐾@abd5129141·
@Iambharatiya23 @sabyaactor ଓଡ଼ିଶା ସାରା ଏ ପର୍ବ ପାଳନ କରୁଛନ୍ତି କି ? ଏଟା ଓଡ଼ିଶା ର ପଶ୍ଚିମ ଅଞ୍ଚଳ ରେ ହୁଏ ଆଉ ଓଡ଼ିଶା ର ପଶ୍ଚିମ ଅଞ୍ଚଳ କୁ ହିଁ ପଶ୍ଚିମ ଓଡ଼ିଶା କହନ୍ତି ଆପଣ ଙ୍କ ଧାରଣା ନଥିଲେ ବିଦ୍ୟୁତ୍ ବିଲ ରେ ଦେଖିବେ ଲେଖା ଥିବ କେଉଁଟା ଉତ୍ତର ଓଡ଼ିଶା କେଉଁଟା ପଶ୍ଚିମ ଓଡ଼ିଶା କେଉଁଟା ପୂର୍ବ ଓଡ଼ିଶା
OR
1
0
1
11
Ramacharya Upadhyaya
Ramacharya Upadhyaya@Iambharatiya23·
@sabyaactor ତୁ କଣ ଗୋଟେ Researcher ନାଁ Writer ଯେ ପଶ୍ଚିମ ଓଡିଶା ବୋଲି ସମ୍ବୋଧନ କରୁଛୁ..! ଖାଲି ଓଡିଶା ଲେଖିଥିଲେ କଣ ତ ସନମାନ ଚାଲି ଯାଉଥିଲା.
OR
1
0
0
26
SABYASACHI MISHRA 🇮🇳
SABYASACHI MISHRA 🇮🇳@sabyaactor·
ମା ଦୂର୍ଗାଙ୍କ ଆଶୀର୍ବାଦ ଆଜି ମତେ ମୋ ଭଉଣୀ ମାନଙ୍କଠୁ ମିଳିଲା।ଆଜି ମୋ ଜୀବନରେ ଏକ ସୁନ୍ଦର ନୂଆ ଅନୁଭୂତି ଟିଏ ହେଲା, ପଶ୍ଚିମ ଓଡିଶାର ଭାଇଜୁଇନ୍ତିଆ ପର୍ବର ଏକ ଅଂଶୀଦାର ଭାବରେ। ଏହା ଏକ ନିଆରା ପର୍ବ। ଆଶ୍ବୀନ ମହାଷ୍ଟମୀ ଦିନ ପଶ୍ଚିମ ଓଡିଶାର ଝିଅ ଓ ଭଉଣୀମାନେ ସାରାଦିନ ନିର୍ଜଳା ଉପବାସ କରନ୍ତି ଓ ସଂନ୍ଧ୍ଯା ସମୟରେ ଦୁବ ଚାଉଳ [୧/୩]
OR
12
23
492
25.7K
Smruti🐾
Smruti🐾@abd5129141·
@Madhusudan_1936 @sabyaactor ଆରେ ଆପଣ ଜାଣି ନାହାନ୍ତି ସବୁ ରାଜ୍ୟ ସବୁ ଦେଶ ର ପୂର୍ବ ପଶ୍ଚିମ।ଉତ୍ତର ଦକ୍ଷିଣ ଅଛି ବୋଲି କେବେ ବୋଧେ ଶୁଣି ନାହାନ୍ତି ପଶ୍ଚିମ ଓଡ଼ିଶା ଶବ୍ଦ ଟା ଆପଣ ଯେମିତି ଭାବୁଛନ୍ତି ସବ୍ୟ ଭାଇ ବନେଇକି ଆସିଲେ ଏବେ
OR
0
0
0
7
Madhusudan
Madhusudan@Madhusudan_1936·
@sabyaactor ପଶ୍ଚିମ ଓଡିଶା କୋଉଠୁ କୋଉ ଯାଏଁ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ବି ଆମ ଓଡ଼ିଆଙ୍କ ର.. ତମକୁ କଣ କହିବା କୋଉ ଜ୍ଞାନ ତା ରଖିଚ ଯେ... ଘର ଭଙ୍ଗା ଅନତା ତମେ
OR
2
0
1
89
Smruti🐾
Smruti🐾@abd5129141·
@Rajushan8800 @sabyaactor ବିଦ୍ୟୁତ୍ ବିଲ ପୈଠ କେବେ କରିବେ ଜାଣି ଯିବେ ପଶ୍ଚିମ ଓଡ଼ିଶା ବି ଅଛି ଆରେ ସବୁ ରାଜ୍ୟ ସବୁ ଦେଶ ର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଅଛି ଆପଣ ମାନେ ତ ଏମିତି ଭାବୁଛନ୍ତି ଯେମିତି ସବ୍ୟ ଭାଇ ବନେଇଲେ ଏବେ ଭାଇ ଜିଉତା ଆପଣ ପାଳନ କରନ୍ତିକି ସବୁ ଭାଗ ର ଅଲଗା ଅଲଗା ପର୍ବ ଥାଏ
OR
0
0
0
6
Smruti🐾
Smruti🐾@abd5129141·
@WokePandemic Koi maa apne bacho ki baki qun mangega sab logon ka kiya karaya hai
हिन्दी
0
0
0
48
Woke Eminent
Woke Eminent@WokePandemic·
This temple sacrificed a toy buffalo instead of real one. 🙏 Good to see care for a life.
English
551
1.4K
19.1K
3.4M
Smruti🐾
Smruti🐾@abd5129141·
@WokePandemic Sahi hai warna ritual ki chakkar mein najane kitne masumon ki bali chadti hai insan ki fayda ke liye unhe q mar rahe ho wo toh kuch b jante nahi hoge
हिन्दी
0
0
0
122
Department of WCD, Government of Odisha
ସରକାରଙ୍କୁ ଧନ୍ୟବାଦ ଜଣେଇ ସୁଭଦ୍ରା ଅର୍ଥରାଶିକୁ ବ୍ୟବସାୟ ଓ ପିଲାଙ୍କ ପାଠପଢ଼ାରେ ବିନିଯୋଗ କରିବେ ବୋଲି ନିଜର ଭାବାବେଗ ପ୍ରକାଶ କରିଛନ୍ତି ମହିଳା । #subhadra #gharegharesubhadra #mubisubhadra @ministryWCD @CMO_Odisha @PravatiPOdisha @SecyChief @_anugarg @Shubha_Sarma @official8109 @IPR_Odisha
OR
3
0
13
997
Smruti🐾
Smruti🐾@abd5129141·
@shrilekhajena ସାଧା ମିଲ ସିଧା ଅର୍ଡର କରିବେ ଗୋଟେ ଗୋଟେ ଆଇଟମ ମାଗିଲେ ରେଟ୍ ତ ଅଧିକ ପଡ଼ିବ
OR
0
0
0
20
Smruti🐾
Smruti🐾@abd5129141·
@CMO_Odisha @MohanMOdisha @ArgusNews_in ଓଡ଼ିଶା ର କୋଣ ଅନୁକୋଣ ରେ ଯେତେ ବି ଅଙ୍ଗନୱାଡ଼ି ଆଉ ଜନସେବା କେନ୍ଦ୍ର ଅଛି ସବୁଠି ପଇସା ନଉଛନ୍ତି ଅଭିଯୋଗ କୁ ଅପେକ୍ଷା ନକରି ଗ୍ରାଉଣ୍ଡ ଜିରୋ ରୁ ଖବର ନିଅନ୍ତୁ
OR
0
0
0
5
Sanghamitra panda
Sanghamitra panda@sanghamitra_jr·
ପିଲାମାନଙ୍କୁ ବିଦେଶରେ ବଡ଼ଲୋକ କରି ଗର୍ବ କରୁଥିବା କିଛି ବାପା ମାଆ ମାନେ ଅଧିକାଂଶ ସମୟରେ ସାହି ପଡ଼ିଶାଙ୍କ କାନ୍ଧରେ ହିଁ ସ୍ଵର୍ଗଦ୍ଵାର ଯାଇଥାନ୍ତି... #ଜୟ_ଜଗନ୍ନାଥ 🙏
OR
63
34
582
28.3K
Biju Janata Dal
Biju Janata Dal@bjd_odisha·
ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସାମିଲ ନକଲେ ଜୋରଦାର ହେବ ଆନ୍ଦୋଳନ। ୧୮ରୁ ୨୦ ବର୍ଷର ମହିଳାଙ୍କୁ ଯୋଜନାରେ ସାମିଲ କରିବା ନିହାତି ଜରୁରୀ। ପ୍ରତ୍ୟେକ ମହିଳାଙ୍କୁ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇ କିଛି କିଛି ମହିଳାଙ୍କୁ ସାମିଲ କରିବା କେବଳ ପ୍ରବଞ୍ଚନା ବୋଲି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। #BJPAntiOdisha
Biju Janata Dal tweet mediaBiju Janata Dal tweet mediaBiju Janata Dal tweet media
OR
30
20
227
9.7K
Smruti🐾
Smruti🐾@abd5129141·
@Jaipuriayadav @Naveen_Odisha ଏ ତ ସେଭଳି କଥା ହେଲା ଲକ୍ଷ୍ମୀ ବସ୍ ପ୍ରଧାନମନ୍ତ୍ରୀ ସଡ଼କ ରେ ଚାଲୁଛି। ବି ଜେପି ହଉ କି ବିଜେଡି ହଉ ଆମ ଠୁ ପଇସା ନୋଉଛ ଆମକୁ ସେବା ଦଉଚ ତମ ଘରୁ ଆଣି ନୁହଁ ତେଣୁ ଆମେ କରିଛୁ କହିକି ଗର୍ବ କରନ୍ତୁ ନାହିଁ
OR
0
0
4
211
𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧
ସୁଭଦ୍ର ଯୋଜନାର ମୁଖ୍ୟ ସ୍ଥଳ " ମୋ ସେବା କେନ୍ଦ୍ର " ଆପଣ ଜାଣନ୍ତି କି ସେହି ମୋ ସେବା କେନ୍ଦ୍ରର ସ୍ରଷ୍ଟା କିଏ ? ଉତ୍ତର ଆସିବ ସେହି ମହାନ ପୁରୁଷ ନବୀନ ପଟ୍ଟନାୟକଜୟ BJD ✌️ @Naveen_Odisha
OR
35
12
208
11.4K
Rashi Pandey
Rashi Pandey@rashi__pandey_·
Can someone Remove these people from the background?😭😭
Rashi Pandey tweet media
English
1.5K
429
18.3K
3.3M
Voice of Hindus
Voice of Hindus@Voiceofhindus·
This guy portrayed dog as Bhagwan Krishna, It's very wrong don't do this type of cheap things 🙏🏻 Sharing his id in below screenshot
English
603
287
1.9K
399K
Ashwini Vaishnaw
Ashwini Vaishnaw@AshwiniVaishnaw·
Cabinet, led by PM @narendramodi Ji, has approved the Unified Pension Scheme (UPS), effective from April 1, 2025. 🧵Understand UPS in 10 points.👇
Ashwini Vaishnaw tweet media
English
1.2K
3.2K
20.1K
2.7M
Smruti🐾 retweetledi
Ankit
Ankit@terakyalenadena·
What a great speech 🙌
English
503
6.7K
30.5K
1.1M
Smruti🐾
Smruti🐾@abd5129141·
@MohanMOdisha ପ୍ରାଥମିକ ଶିକ୍ଷକ ଙ୍କ ର ଗ୍ରେଡ ପେ ବୃଦ୍ଧି କରନ୍ତୁ ପୁରୁଣା ପେନସନ ଲାଗୁ କରନ୍ତୁ ନହେଲେ ନେତା ମନ୍ତ୍ରୀ ମାନଙ୍କର ବି ନୂଆ ପେନସନ ଲାଗୁ କରନ୍ତୁ
OR
0
0
0
49
Mohan Charan Majhi
Mohan Charan Majhi@MohanMOdisha·
ପ୍ରତିଶ୍ରୁତି ପୂରଣକୁ ପ୍ରାଥମିକତା ଦେବା ଆମର ଦାୟିତ୍ଵ ରାଜ୍ଯର ମାତୃଶକ୍ତି ସର୍ବାଙ୍ଗୀନ ଉନ୍ନତିକୁ ତ୍ୱରାନ୍ୱିତ କରିବା ନିମନ୍ତେ କ୍ଯାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ "ସୁଭଦ୍ରା ଯୋଜନା" ପାଇଁ ଏସଓପି ଜାରି କରାଯାଇଛି। ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ମୋଟ ୫୫ ହଜାର ୮୨୫ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସୁଭଦ୍ରା ଡେବିଟ୍ କାର୍ଡ ଯୋଗାଇ ଦିଆଯିବ। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଡିବିଟି ମାଧ୍ୟମରେ ଏହି ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ଏବଂ ଏହାର ସଠିକ କାର୍ଯ୍ୟକାରିତାକୁ ତଦାରଖ କରିବା ନିମନ୍ତେ ସୁଭଦ୍ରା ସମିତି ଗଠନ ହେବ। ଏହି ଯୋଜନା ଅଧିନରେ ରାଜ୍ଯର ମୋଟ ୧ କୋଟିରୁ ଅଧିକ ମହିଳାଙ୍କ ଆର୍ଥିକ ବିକାଶ ଆହୁରି ତ୍ୱରାନ୍ୱିତ ହେବ।
OR
111
29
269
19.6K
Smruti🐾
Smruti🐾@abd5129141·
@Rakeshkumarray8 2😜 ଆଉ ସେ ବେକାର କାମ କରିବାକୁ ସମୟ ନାହିଁ
OR
1
0
0
107
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
ତୁମେ ଏବେ ଯାଏ single କାହିଁକି ଅଛ? 1- ଇଚ୍ଛା ନାହିଁ 2- କେହି ବାସିରେ ପଚାରୁ ନାହାଁନ୍ତି 3- ରୋଜଗାର ନାହିଁ 4- ଗରିବ ବୋଲି 5- ଗଞ୍ଜେଇ ମାର ବୋଲି 6- ବାଳ ନାହିଁ ବୋଲି 7- ବୟସ ହେଇନି ସେଗୁଡା ପାଇଁ (କିଛି ଅନ୍ୟ କାରଣ ଥିଲେ ଲେଖି ଦିଅ)
OR
78
4
108
12.9K
Smruti🐾
Smruti🐾@abd5129141·
@sekhar_nay79597 @otvkhabar ଏଟା ପ୍ରଥମ ନୁହଁ ଆଉ ଭଲରେ ଭିଡିଓ ଦେଖନ୍ତୁ ସେମାନେ ନିଜେ କହୁଛନ୍ତି ଆମେ କମ କରିକି ଦଉଚୁ ବୋଲି ଏଥିରେ ସରକାର କଉଠୁ ଆସିଲା କି ଯୁଗ ହେଲା ସବୁଥିରେ ରାଜନୀତି
OR
0
0
0
3
The_Glamour_World24×7
The_Glamour_World24×7@sekhar_nay79597·
@otvkhabar ଅଲଜ୍ୟା ଡବଲ ଇଞ୍ଜିନ ସରକାର ରେ ପ୍ରଥମ ଘଟଣା
OR
1
0
3
374
ଓଟିଭି
ଓଟିଭି@otvkhabar·
#ସ୍କୁଲ_ପିଲାଙ୍କ_ଅଣ୍ଡା_ଭାତ_ଆଳୁ_ସବୁ_ଫୋପାଡ଼ିଦେଲେ ମଧ୍ୟାହ୍ନ ଭୋଜନରେ ଖାଦ୍ୟ ପରିମାଣ କମ୍ ଓ ଆଳୁ କମ୍ ପଡୁଥିବାରୁ ପିଲା ଖାଦ୍ୟ ନ ଖାଇ ବିସ୍କୁଟ ଖାଇ ଫେରିଗଲେ ଛାତ୍ରଛାତ୍ରୀ । ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ବଞ୍ଚାନିଧି ସ୍କୁଲ୍ ଆଗରେ ଘଟିଛି ଏଭଳି ଘଟଣା... #MidDayMeal #Remuna #Balasore #Odisha #OTV
OR
77
33
369
44K