AboutBalasore

18.1K posts

AboutBalasore banner
AboutBalasore

AboutBalasore

@AboutBalasore

The name Balasore is recognised from the Persian word BALA-E-SHORE which means 'TOWN IN THE SEA' and subsequently changed to Balasore during MUGHUL Rules.

Balasore, Odisha, India-756000 Katılım Ağustos 2018
173 Takip Edilen5.5K Takipçiler
AboutBalasore retweetledi
Smt Mina Mohanty
Smt Mina Mohanty@mina_smt·
@AsitKumarSahu32 @AboutBalasore @DBalasore @TourismDptt @PravatiPOdisha @DrPrakashMohap1 @_Manish_Odisha_ @DBalasore ପ୍ରଶାସନ ଏବଂ @Culturedeptt ଠାରୁ ଆଶା ରଖିବା, ଏହା ଆମ ମୁର୍ଖାମୀର ପରିଚୟ। କାରଣ @balasoremunici1 ଅନ୍ତର୍ଗତ ଓ୍ବାର୍ଡ ନଂ ୨୪ର ଐତିହାସିକ ବାଲିଘାଟ ଅଞ୍ଚଳର ଉନ୍ନତି ନିମନ୍ତେ ଆସିଥିବା ଅର୍ଥ, ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିପାରୁ ନାହାନ୍ତି। ଏ ସରକାର ଆଉ କ'ଣ କରିପାରିବ... @SecyChief @Naveen_Odisha
Smt Mina Mohanty tweet media
OR
1
1
1
25
AboutBalasore retweetledi
Asit Sahu
Asit Sahu@AsitKumarSahu32·
@DBalasore @TourismDptt @PravatiPOdisha @DrPrakashMohap1 @AboutBalasore @_Manish_Odisha_ 1) ନୀଳଗିରିଜଗନ୍ନାଥ ମନ୍ଦିର ପ୍ରଵେଶ ପୂର୍ବରୁ (ଜୋତାଷ୍ଟାଣ୍ଡ କି ପାଣିର ବ୍ୟବସ୍ଥା ନାହିଁ) 2)ପଞ୍ଚୁଲିଙ୍ଗେଶ୍ୱର ମନ୍ଦିରରେ ସମାନ ଅବସ୍ଥା (local ଲୋକ ତୀର୍ଥଯାତ୍ରୀଙ୍କୁ ବିଭିନ୍ନ ସମୟରେ ଆକ୍ରମଣର ଅଭିଯୋଗ ଆସୁଛି) 3) ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ସମାନ ଅବସ୍ଥା(ଗାଡ଼ି ଷ୍ଟାଣ୍ଡ1 ହେଉ କି ଜୋତା ଷ୍ଟାଣ୍ଡ)
OR
0
2
2
36
AboutBalasore retweetledi
Asit Sahu
Asit Sahu@AsitKumarSahu32·
#ବାଲେଶ୍ଵର ପର୍ଯ୍ୟଟନସ୍ଥଳୀ ପାଇଁ ବିଭାଗର ଆନ୍ତରିକତା ନାହିଁ। #ଖିରଚୋରା_ଗୋପୀନାଥ_ମନ୍ଦିର #ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭକ୍ତମାନେ। #ମନ୍ଦିର ପାଖ ବସଷ୍ଟାଣ୍ଡ ନିକଟରେ ମଦକାଉଣ୍ଟର #ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ। @DBalasore sir @TourismDptt team @PravatiPOdisha mam #ନୀଳଗିରି #ପଞ୍ଚୁଲିଙ୍ଗେଶ୍ୱର #କ୍ଷୀରଚୋରା
Asit Sahu tweet media
OR
3
7
9
302
AboutBalasore
AboutBalasore@AboutBalasore·
Great to see the Hon’ble MP raising the issue of a CGHS Centre though it felt more like a flawless reading exercise than a discussion. Delivered nonstop, probably straight from a prepared script. Many other pressing issues remain, hope they also get some ‘airtime’ next time.
Pratap Chandra Sarangi@pcsarangi

Today, I had the privilege to participate in the proceedings of the Parliament of India and contribute to a discussion on a Matter of Public Importance regarding up a CGHS Wellness Centre in Balasore.

English
0
1
1
90
AboutBalasore retweetledi
Kanak News
Kanak News@kanak_news·
#ପଡ଼ିଶା_ପଞ୍ଝାରେ_ଓଡ଼ିଶା_ଗାଁ ରାଜ୍ୟ ପାଳୁଛି ଓଡ଼ିଶା ଦିବସ । ହେଲେ ପରିଚୟ ଖୋଜୁଛି ସୀମାନ୍ତ ଶଙ୍ଖାମେଦି । ୬୪ ବର୍ଷ ଧରି ପଡୋଶୀ ଚକ୍ରବ୍ୟୁହରେ ଫସି ରହିଛି ବାଲେଶ୍ବର ଭୋଗରାଇର ଗାଁ #Odisha #KanakNews #WestBengal #Balasore
OR
0
1
5
478
AboutBalasore retweetledi
Live News
Live News@LiveNewsOdisha·
ବାଲେଶ୍ବର: ଦହପଡା ପେଟ୍ରୋଲ ପମ୍ପ ନିକଟରେ ବାଇକକୁ ପିଟିଲା ଟ୍ରକ୍। ବାଇକ୍ ଚାଳକ ମୃତ। ଟ୍ରକ୍ ଡ୍ରାଇଭରଙ୍କୁ ନିସ୍ତୁକ ପିଟିଲେ ଲୋକେ ।
Live News tweet media
OR
0
1
2
80
AboutBalasore retweetledi
CMO Odisha
CMO Odisha@CMO_Odisha·
ବାଲେଶ୍ୱର ଜିଲ୍ଲା ବାହାନଗା ତହସିଲର କୃପାସିନ୍ଧୁ ବେହେରା (ପିତା -କରୁଣାକର ବେହେରା) ଙ୍କର ଦୁଃଖଦ ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷର ସହାୟତା ଘୋଷଣା କରିଛନ୍ତି ।
OR
5
3
29
2K
AboutBalasore retweetledi
Kanak News
Kanak News@kanak_news·
#ଘର_ଦେଲେନି_ବାହାର_କରିଦେଲେ ନିଷ୍ଠୁର ପାଲଟିଲା ସରକାରୀ ବ୍ୟବସ୍ଥା । ଜଣେ ବ୍ୟକ୍ତି ଚଞ୍ଚକତା କରି ହାତେଇନେଲେ ଜାଗା । ବାଲେଶ୍ୱର ଭୋଗରାଇରେ ଥଇଥାନ ନକରି ଭୂମିହୀନଙ୍କୁ ସରକାରୀ ଜାଗାରୁ ଉଚ୍ଛେଦ କଲା ପ୍ରଶାସନ । ଧାରଣାରେ ପରିବାର ଓ ଗାଁ ଲୋକ #Odisha #KanakNews #Balasore
OR
3
3
28
2.6K
AboutBalasore retweetledi
NandighoshaTV
NandighoshaTV@NandighoshaTV·
#ଓଲଟିଲା_ଯାତ୍ରୀବାହୀ_ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ। ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। କୋଲକତାର 'ସାନା ଟ୍ରାଭେଲ୍ସ' ନାମକ ଏକ ଯାତ୍ରୀବାହୀ ବସର ଆଗ ଚକା ଫାଟି ଯିବାରୁ ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। #Balasore #BusAccident #Odisha #NandighoshaTV
OR
0
1
2
161
AboutBalasore retweetledi
ଓଟିଭି
ଓଟିଭି@otvkhabar·
ବାଲେଶ୍ୱରରେ ଆଜି ଆୟୋଜିତ ହୋଇଛି ବିଶ୍ବ ମୁଢ଼ି ଦିବସ। ମୁଢ଼ି ସହିତ ମଟର ତରକାରୀ, ଆଚାର, ଆଳୁ ଚପ, ସାଲାଡ ଖାଇ ଲୋକମାନେ ମଜା ଉଠାଇଛନ୍ତି। ଫାଷ୍ଟଫୁଡ୍ ବଦଳରେ ମୁଢ଼ି ଖାଇବାକୁ ଅନେକ ପରାମର୍ଶ ଦେଇଛନ୍ତି। #WorldMuriDay #MuriLove #HealthyEating #TraditionalFood #Balasore #OTV
OR
8
20
268
15.1K
AboutBalasore
AboutBalasore@AboutBalasore·
Devotees are searching for water, and shoes are searching for their owners at Panchulingeswar. Masterclass in mismanagement by @DBalasore! 🏆 Itna 'silent' prashashan hai ki shayad unhe lagta hai bhakt bina paani ke hi moksh prapt kar lenge. @CMO_Odisha @odisha_tourism
sreetam@sreetam12

@DBalasore district admin is requested to direct the concerened authorities to take necessary action towards proper arrangement of drinking water at panchulingeswar temple and shoe stand management and person involving in the duty. Early action is expected.

English
3
2
10
164
AboutBalasore retweetledi
sreetam
sreetam@sreetam12·
@DBalasore district admin is requested to direct the concerened authorities to take necessary action towards proper arrangement of drinking water at panchulingeswar temple and shoe stand management and person involving in the duty. Early action is expected.
sreetam tweet mediasreetam tweet mediasreetam tweet mediasreetam tweet media
English
2
3
7
332
AboutBalasore retweetledi
Raju kumar Dalai 🇮🇳
Raju kumar Dalai 🇮🇳@Rajukuma1234·
#ଅଚଳ_ହୋଇଥିବା_ନଳକୂପର_ମରାମତି_ହେଉନାହିଁ @CMO_Odisha @RabiNaikBJP @PRDeptOdisha @DBalasore Sir ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଶ୍ରୀରାମପୁର ଗ୍ରାମରେ ଥିବା ସତସଙ୍ଗ ବିହାର ସାମ୍ନାରେ ଦୀର୍ଘ ଦିନରୁ ଅଚଳ ହୋଇଯାଇଛି ଏହି ନଳକୂପ।ପାଣି ପିଇବା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି।ଏହାକୁ ତୁରନ୍ତ ମରାମତି କରିବାକୁ ବିନମ୍ର ଅନୁରୋଧ 🙏
Raju kumar Dalai 🇮🇳 tweet mediaRaju kumar Dalai 🇮🇳 tweet media
OR
3
8
13
404
AboutBalasore retweetledi
ଓଟିଭି
ଓଟିଭି@otvkhabar·
#ଜମି_ବିବାଦରୁ_ଯୁବକଙ୍କୁ_ଆକ୍ରମଣ -ସୋର: ବାଉଁଶ ଆଡ଼ିଆ ଗାଁରେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ -ଜମି ବିବାଦରୁ ଆକ୍ରମଣ ନେଇ ଅନନ୍ତପୁର ଥାନାରେ ଅଭିଯୋଗ -ଆକ୍ରମଣ ଅଭିଯୋଗରେ ୨ ଜଣ ଅଟକ, ଜଣେ ଫେରାର୍‌ -ଗୁରୁତର ଯୁବକ ସୋର ପରେ ବାଲେଶ୍ୱର ମେଡିକାଲ୍‌କୁ ସ୍ଥାନାନ୍ତର #SoroAttack #OdishaCrime #AnantapurPolice #OTV
ଓଟିଭି tweet media
OR
0
1
2
456
Debadatta
Debadatta@debadatta2002·
@AnanyaDash11 ବାଲେଶ୍ୱର ରେଳ ଷ୍ଟେସନ ରେ ଓଡ଼ିଆ ବଦଳରେ ବେଙ୍ଗଲୀ ରେ ଟିକେଟ ପ୍ରିଣ୍ଟ ହେଉଛି!
Debadatta tweet mediaDebadatta tweet media
OR
4
1
4
313
ଅନନ୍ୟା ଦାଶ
କାଲି ଗୋଟିଏ ଦୋକାନ ରେ କିଛି ସାମଗ୍ରୀ କିଣିଲାବେଳେ ଦୁଇଜଣ କଲେଜ ପୋଷାକ ପିନ୍ଧିଥିବା ଝିଅ ମୋ ପାଖରେ ଠିଆ ହୋଇ ଜିନିଷ କିଣୁଥିଲେ ଓ ପରସ୍ପର ସହ ହିନ୍ଦୀ ରେ ଗପିଚାଲିଥିଲେ। ତାଙ୍କର ହିନ୍ଦୀ ଗପ ବନ୍ଦ ହେଉନଥିଲା କିନ୍ତୁ ଦେଖିଲେ କାହିଁ ମତେ ଆଭାସ ହେଲା ସେ ଓଡ଼ିଆ ବୋଲି। ତାଙ୍କୁ ପଚାରିଦେଲି , ଆପଣ ଦୁଇଜଣ ଓଡ଼ିଆ ନା? ହସିଲେ ଦୁଇଜଣ ଆଉ କହିଁଲେ ହଁ। ମୁଁ କହିଲି ତାହାଲେ ହିନ୍ଦୀ ରେ କାହିଁ କଥା ହେଉଛ? ଓଡ଼ିଆ ରେ କଥା ହେବା ପାଇଁ ଲାଜ ଲାଗୁଛି କି? ଓଡ଼ିଆ "କୁଲ " ନୁହେଁ ବୋଧେ? ହସିକିରି ତାଙ୍କ ଭିତରୁ ଜଣେ ଉତ୍ତର ଦେଲା, "ନାହିଁ ନାହିଁ ସେ କଥା ନୁହେଁ, ମୁଁ ପିଲାଦିନୁ ରାଉରକେଲା ରେ ବଢ଼ିଛି ତ, ଭଲ ଓଡ଼ିଆ କହି ଜାଣିନି। " ମାନେ ରାଉରକେଲା କଣ ଓଡ଼ିଶା ବାହାରେ କି? ରାଉରକେଲା ଯେବେ ମୁଁ ଯାଇଥିଲି ମତେ ମଧ୍ୟ ଓଡ଼ିଆ ଠୁ ବେଶୀ ହିନ୍ଦୀ ରେ ଲେଖା ଦେଖା ହୋଇଥିଲା, କିନ୍ତୁ କାଲି ଏହି କଥା ବାର୍ତା ପରେ ମତେ ଲାଗୁଛି ଓଡ଼ିଆ ଭାଷା ର କିଛି ଅସ୍ତିତ୍ୱ ନାହିଁ ଆଉ ରାଉରକେଲା ରେ। ଓଡ଼ିଆ ଅଞ୍ଚଳ ରେ ଓଡ଼ିଆ ଭାଷା ର ଏହି ପରିସ୍ଥିତି ଦେଖି ଭାରି ଦୁଃଖ ଲାଗୁଛି। ବୋଧେ ଓଡ଼ିଶା ହିଁ ଏକା ଏମିତିଆ ବିରଳ ରାଜ୍ୟ ଯେଉଁଠି ନିଜ ଲୋକଙ୍କୁ ଚେତାଇବାକୁ ପଡ଼ୁଛି, ଓଡ଼ିଆ ଭାଷା କୁ ସମ୍ମାନ ଦିଅନ୍ତୁ! 😔 ରାଉରକେଲା ବାସି କଣ କହିବେ ଏହି ଘଟଣା କୁ ନେଇ? #Odisha #Odia
OR
152
83
714
29.9K