Balli

581 posts

Balli

Balli

@ballavdas54

Searching the Best Tweets . RTs Not Endorsement.Tweets r personal.

Katılım Mart 2018
328 Takip Edilen56 Takipçiler
Ashwini Vaishnaw
Ashwini Vaishnaw@AshwiniVaishnaw·
ଓଡ଼ିଶାର ରେଳ ନେଟୱର୍କର ଆହୁରି ସମ୍ପ୍ରସାରଣ ​🚉 ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ ନୂତନ ​ତ୍ରି-ସାପ୍ତାହିକ ଏକ୍ସପ୍ରେସ ଟ୍ରେନକୁ ମଞ୍ଜୁରୀ ମିଳିଛି ​✅ ଏହା ପର୍ଯ୍ୟଟନ, ତୀର୍ଥଯାତ୍ରା ଏବଂ ସାମାଜିକ-ଅର୍ଥନୈତିକ ସମନ୍ୱୟକୁ ବୃଦ୍ଧି କରିବ
Ashwini Vaishnaw tweet media
OR
155
291
1.2K
68.5K
Balli retweetledi
DCP Bhubaneswar
DCP Bhubaneswar@dcpbbsr·
17-year-old Ipsita Sarangi is missing. Any information may help bring her home safely. 📞 9438601553 / 7077566079 💰 Reward: ₹25,000/- Identity of informants will be kept confidential. Please share widely. #MissingGirl #Bhubaneswar #WeCareWeDare
DCP Bhubaneswar tweet media
English
11
411
444
28K
Balli
Balli@ballavdas54·
@CMO_Odisha Sir,Run a direct train from bbsr to Ayodhya dham asap.
Indonesia
0
0
0
34
CMO Odisha
CMO Odisha@CMO_Odisha·
ଓଡ଼ିଶାର ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ରାୟଗଡ଼ ରେଲୱେ ଡିଭିଜନ୍ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟର ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ପର୍ଯ୍ୟଟନର ବିକାଶ ଓ ରାଜସ୍ୱ ଅଭିବୃଦ୍ଧିରେ ସହାୟକ ହେବ। ଏହି ପଦକ୍ଷେପ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।
CMO Odisha tweet media
OR
38
14
146
5.2K
Balli retweetledi
🇮🇳 Loknath Palauri
🇮🇳 Loknath Palauri@lokipalauri·
Explored one among the many hidden gems of Odisha, nestled in yet another favorite lap of nature..Mayurbhanj district. Asurghati Waterfall !! To be honest.. my state is filled with many such hidden gems. No crowd. Full of Me Time. Pure bliss✨ 📍18kms from Rairangpur.
🇮🇳 Loknath Palauri tweet media
English
12
14
117
3.8K
Balli retweetledi
Madhuri Dixit Nene
Madhuri Dixit Nene@MadhuriDixit·
The rich weaving traditions of Odisha—timeless, intricate, full of soul ✨ Not just fabrics, but stories woven with love and patience Honoured to represent this beautiful legacy 🤍
Madhuri Dixit Nene tweet mediaMadhuri Dixit Nene tweet mediaMadhuri Dixit Nene tweet mediaMadhuri Dixit Nene tweet media
English
227
462
5K
198K
Pallavi
Pallavi@Memesociiety_·
Name a state in India you think has the most hospitable, friendly, peaceful and awesome people !!
English
2.4K
51
1.9K
501.2K
Balli
Balli@ballavdas54·
@hvgoenka Needs 56inch to watch.😀.Bravo the pilot
English
0
0
0
99
Harsh Goenka
Harsh Goenka@hvgoenka·
View from the cockpit during night landing…
English
107
370
4.7K
245.4K
Balli retweetledi
Akhilesh Yadav
Akhilesh Yadav@yadavakhilesh·
उड़ीसा में आध्यात्मिक-अनुभव के सौभाग्यशाली क्षण!
Akhilesh Yadav tweet mediaAkhilesh Yadav tweet mediaAkhilesh Yadav tweet mediaAkhilesh Yadav tweet media
हिन्दी
262
777
6.3K
94.8K
Balli
Balli@ballavdas54·
@otvkhabar It's good to mention their optional subjects choosen by each individual for inspiration for future aspirants.
English
0
0
0
12
ଓଟିଭି
ଓଟିଭି@otvkhabar·
#Breaking_News ପ୍ରକାଶ ପାଇଲା OAS ପରୀକ୍ଷାଫଳ। ଦେଖନ୍ତୁ ଟପ-୨୦ରେ ଥିବା ପରୀକ୍ଷାର୍ଥୀଙ୍କ ତାଲିକା। #OAS #OPSC #Top20 #Odisha #OTV
ଓଟିଭି tweet media
OR
35
22
277
15.3K
Balli
Balli@ballavdas54·
@CMO_Odisha Sir..A dedicated minister with some common sense should stay there till Rathayatra is over.
English
0
0
2
41
CMO Odisha
CMO Odisha@CMO_Odisha·
ମହାପ୍ରଭୁଙ୍କ ରଥଯାତ୍ରାରେ ଭିଡ଼ଜନିତ ଅଘଟଣ ମୃତ ଭକ୍ତଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଜିଲ୍ଲାପାଳ ଓ ଏସ.ପି ଙ୍କ ବଦଳି ନିର୍ଦ୍ଦେଶ, ନୂଆ ଜିଲ୍ଲାପାଳ ହେଲେ ଶ୍ରୀ ଚଞ୍ଚଲ୍ ରାଣା, ଶ୍ରୀ ପିନାକ ମିଶ୍ରଙ୍କୁ ଏସ. ପି ଦାୟିତ୍ବ DCP ଶ୍ରୀ ବିଷ୍ଣୁ ପତି ଏବଂ କମାଣ୍ଡାନ୍ଟ ଅଜୟ ପାଢ଼ୀ ନିଲମ୍ବିତ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ। ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି। ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ଼ କାରଣରୁ ତିନି ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। ପରଲୋକଗତ ଭକ୍ତମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ। ଏହା ସହିତ ପୁରୀ ଜିଲ୍ଲାପାଳ ଓ ଏସ.ପି ଙ୍କୁ ମଧ୍ୟ ବଦଳି କରାଯାଇଛି। ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବାବେଳେ ନୂତନ ଏସ. ପି ଭାବେ ଶ୍ରୀ ପିନାକ ମିଶ୍ରଙ୍କୁ ଦାୟିତ୍ଵ ଦିଆଯାଇଛି । ଏହା ସହିତ DCP ଶ୍ରୀ ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଶ୍ରୀ ଅଜୟ ପାଢ଼ୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
OR
299
110
1.2K
65.4K
Balli
Balli@ballavdas54·
Jay Jagannath.🙏🙏🙏.
English
0
0
0
4
Balli
Balli@ballavdas54·
@suryabanshibjp Thanks Sir.we need announcement from CM also.which part in bhadrak..
English
0
0
2
184
Suryabanshi Suraj
Suryabanshi Suraj@suryabanshibjp·
ପୂରଣ ହେଲା ପ୍ରତିଶ୍ରୁତି । ‘ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା‘ ମିଶନ ଅଧୀନରେ ଭଦ୍ରକରେ ପ୍ରତିଷ୍ଠା ହେବ ମେଡ଼ିକାଲ କଲେଜ। ବଜେଟ ଅଧିବେଶନରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟେକ ଭଦ୍ରକବାସୀଙ୍କ ତରଫରୁ ଅଶେଷ ଧନ୍ୟବାଦ। #ସମୃଦ୍ଧଓଡ଼ିଶାବଜେଟ୍ #SamruddhaOdishaBudget #BudgetForViksitOdisha #ViksitOdishaBudget #OdishaBudget2025
OR
42
31
387
11.5K
Balli
Balli@ballavdas54·
@Rakeshkumarray8 The odiya announcer were boring .also they were talking in Hhinglish
English
0
0
1
65
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
ମାଝୀ ବାବୁ ରୋହିତ କୁ କଣ ପଚାରିଲେ 1- ରିତିକା ର ସୁଭଦ୍ରା ଟଙ୍କା ଦରକାର କି? 2- ବଡ଼ା ପାଓ ତମର famous କାଇଁ ଆମେ ଖାଇଲୁନି 3- ସଫା ଝିଅ ଦେଖି ବାହା ହେଇଛ ଆଉ (ନା ଆଉ କିଛି) #ହାଇରେବିଧାତା
OR
21
6
145
6.5K
Balli
Balli@ballavdas54·
@TheAnsumanP Congratulations Sir...ocs re optional paper kan thila..need ur encourage.
English
0
0
0
93
Ansuman Parida
Ansuman Parida@TheAnsumanP·
Assumed Charge of Executive officer Nilgiri NAC Balasore... Jay Jagannath 🙏
Ansuman Parida tweet media
English
31
4
268
10.2K
Balli
Balli@ballavdas54·
Please help.
Balli tweet media
English
0
0
0
12