bdo maneswar

46 posts

bdo maneswar banner
bdo maneswar

bdo maneswar

@bdo_maneswar

OFFICE OF THE PANCHAYAT SAMITI MANESWAR

MALTIGUNDERPUR Katılım Mart 2023
17 Takip Edilen11 Takipçiler
bdo maneswar retweetledi
CMO Odisha
CMO Odisha@CMO_Odisha·
ଭକ୍ତ ଓ ଭଗବାନଙ୍କ ମଧ୍ୟରେ କମିଛି ଦୂରତା। ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିରର ଚାରିଦ୍ୱାର ଏବଂ ମିଳିଛି ₹୫୦୦ କୋଟିର କର୍ପସ ଫଣ୍ଡ। ସେହିପରି ଓଡ଼ିଆ କଳା ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ₹୨୦୦ କୋଟିର କର୍ପସ ଫଣ୍ଡ। ଲୋକଙ୍କ ସରକାରରେ ଓଡ଼ିଆ ଅସ୍ମିତାକୁ ମିଳୁଛି ପ୍ରାଧାନ୍ୟ । #BarshaEkUpalabdhiAnek
OR
12
4
33
2.5K
bdo maneswar retweetledi
CMO Odisha
CMO Odisha@CMO_Odisha·
ଲୋକଙ୍କ ଦୈନନ୍ଦିନ ଯାତାୟତ ହେବ ଆହୁରି ସହଜ। ଲୋକଙ୍କ ସରକାରର ୧ ବର୍ଷ ପୂର୍ତ୍ତି ଅବସରରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଅଧୀନରେ ୧୦୦ ଟି ଇ.ଭି ବସ୍‌ର ଶୁଭାରମ୍ଭ ହୋଇଛି। ଏହି ୧୦୦ଟି ବସ୍ ଚଳାଚଳ ହେବା ଦ୍ୱାରା କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍‌ରେ ଆମ ବସ୍ ସେବା ଉପଲବ୍ଧ ହେବ। #1YearOfDoubleEngine #BarshaEkUpalabdhiAnek @CRUT_BBSR
CMO Odisha tweet mediaCMO Odisha tweet mediaCMO Odisha tweet media
OR
61
37
609
25.5K
bdo maneswar retweetledi
CMO Odisha
CMO Odisha@CMO_Odisha·
ଆଦିବାସୀଙ୍କ ସାମଗ୍ରିକ ବିକାଶ ପାଇଁ ସବୁପ୍ରକାର ସହାୟତା ସହ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିଛନ୍ତି ଡବଲ ଇଞ୍ଜିନ ସରକାର। #BarshaEkUpalabdhiAnek
OR
17
20
101
4.5K
bdo maneswar retweetledi
CMO Odisha
CMO Odisha@CMO_Odisha·
ଲୋକଙ୍କ ମୁଖ୍ୟମନ୍ତ୍ରୀ ଓ ଲୋକଙ୍କ ସରକାରଙ୍କର ୧ ବର୍ଷ ପୂର୍ତ୍ତି ଅବସରେ ୧ ବର୍ଷର ଉପଲବ୍ଧିକୁ ନେଇ ପ୍ରସ୍ତୁତ ଗୀତ "ଜୟ ଜୟ କାର, ଲୋକଙ୍କ ସରକାର!!" #BarshaEkUpalabdhiAnek
OR
19
45
170
9.1K
bdo maneswar retweetledi
CMO Odisha
CMO Odisha@CMO_Odisha·
କୃଷିଭିତ୍ତିକ ପବିତ୍ର ରଜ ପର୍ବ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷକଙ୍କ ସୁଖ, ସମୃଦ୍ଧି ସହ ରାଜ୍ୟର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। #ରଜପର୍ବ
CMO Odisha tweet media
OR
34
40
189
6.3K
bdo maneswar retweetledi
Panchayati Raj and Drinking Water Department
ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ସମ୍ବନ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରିବା ସହ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ତଥା ବିଭିନ୍ନ ଜନକଲ୍ୟାଣକାରୀ ସେବାଗୁଡ଼ିକୁ ଉପଲବ୍ଧ କରିବା ପାଇଁ ଗଡୁଛି 'ବିକାଶ ବାହନ'। #BikashBahanYatra#OneYearOfMohanMajhi#BarshaEkUpalabdhiAnek #OneYearOfSushasan​ #Odisha#BikashitaOdishaBikashitaBharat
Panchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet media
OR
3
14
30
962
bdo maneswar retweetledi
Panchayati Raj and Drinking Water Department
ମାନ୍ୟବର @CMO_Odisha ଶ୍ରୀ @MohanMOdisha, ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ‘ବିକାଶ ବାହନ’ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମାନ୍ୟବର ମନ୍ତ୍ରୀ @PRDeptOdisha ଶ୍ରୀ @RabiNaikBJP, ମାନ୍ୟଵର ବିଧାୟକ, ଏକାମ୍ର-ଭୁବନେଶ୍ବର ଶ୍ରୀ @babusinghodisha, @SecyChief ଶ୍ରୀ ମନୋଜ ଆହୁଜା, @DC_Odisha ଶ୍ରୀମତୀ ଅନୁ ଗର୍ଗ, @PRDeptOdisha ସଚିବ ଶ୍ରୀ ଗିରୀଶ ଏସ୍ ଏନ୍ ପ୍ରମୁଖ ଉପସ୍ଥିତ ଥିଲେ । ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରିବା ସହ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ସରକାରୀ ଯୋଜନା ଓ ବିଭିନ୍ନ ଜନକଲ୍ୟାଣକାରୀ ସେବାଗୁଡ଼ିକୁ ଉପଲବ୍ଧ କରିବାରେ ଏହି 'ବିକାଶ ବାହନ' ବଳିଷ୍ଠ ଭୂମିକା ଗ୍ରହଣ କରିବ। ରାଜ୍ୟର ସମସ୍ତ ୩୧୪ ବ୍ଲକ, ୫ ମହାନଗର ନିଗମ ସମେତ ସମସ୍ତ ୧୧୫ ପୌରାଞ୍ଚଳରେ ୧୨-୨୧ ଜୁନ, ୨୦୨୫ ପର୍ଯ୍ୟନ୍ତ ବିକାଶର ବାର୍ତ୍ତା ନେଇ ଗଡ଼ିବ ଏହି 'ବିକାଶ ବାହନ'। #BikashBahanYatra#OneYearOfMohanMajhi#BarshaEkUpalabdhiAnek #OneYearOfSushasan​ #Odisha#BikashitaOdishaBikashitaBharat
Panchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet media
OR
3
31
94
2.2K