Block Development Officer, Polasara

759 posts

Block Development Officer, Polasara banner
Block Development Officer, Polasara

Block Development Officer, Polasara

@bdo_polasara

Panchayat Samiti, Polasara, Ganjam

Polasara Katılım Mayıs 2021
17 Takip Edilen389 Takipçiler
Block Development Officer, Polasara
ପୋଲସରା ପଞ୍ଚାୟତ ସମିତିର ଖଣ୍ଡୁରୁ ଗ୍ରାମ ପଞ୍ଚାୟତ ଠାରେ ମିଳିତ ଜନଶୁଣାଣି ଶିବିର ଆୟୋଜିତ ହୋଇଥିଲା ଏଥିରେ ଅଧିକାରୀମାନେ ଲୋକଙ୍କ ଅଭିଯୋଗ ଶୁଣାଣିକରିଥିଲେ, ଏଥି ସହିତ ତହସିଲଦାର ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରା ପଟ୍ଟା ପ୍ରଦାନ କରାଗଲା @CMO_Odisha @PRDeptOdisha @Ganjam_Admin @ZP_Ganjam @SDMChatrapur
Block Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet media
OR
0
0
1
54
Block Development Officer, Polasara
ପୋଲସରା ପଞ୍ଚାୟତ ସମିତିର ଖଣ୍ତୁରୁ ଗ୍ରାମ ପଞ୍ଚାୟତ ଠାରେ ମିଳିତ ଜନଶୁଣାଣି ଶିବିର ଆୟୋଜିତ ହୋଇଥିଲା ଏହି ଶିବିରରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସହ ସମସ୍ତ ବ୍ଳକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି, ଜନ ସାଧାରଣଙ୍କର ଶୁଣାଣି କରିଥିଲେ ।@CMO_Odisha @PRDeptOdisha @Ganjam_Admin @ZP_Ganjam @SDMChatrapur
Block Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet media
OR
0
0
1
42
Block Development Officer, Polasara
ଆସନ୍ତା ତା. ୦୪.୦୫.୨୦୨୬ ରିଖ (ସୋମବାର) ଦିନ ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ “ଖଣ୍ଡୁରୁ” ଗ୍ରାମ ପଞ୍ଚାୟତଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ। ଗ୍ରାମପଞ୍ଚାୟତ ସ୍ତରୀୟ ଶିବିରରେ ଗୋଷ୍ଠୀଉନ୍ନୟନଅଧିକାରୀ, ତହସିଲଦାର, ଭାରପ୍ରାପ୍ତ ଥାନାଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ । “ଖଣ୍ତୁରୁ” ଗ୍ରାମ ପଞ୍ଚାୟତର ଜନସାଧାରଣମାନଙ୍କୁ ଅନୁରୋଧ ଆପଣଙ୍କ ଯେକୌଣସି ବ୍ଳକ, ତହସିଲ କିମ୍ବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କେ ଅଭିଯୋଗ କରିପାରିବେ । @CMO_Odisha @Ganjam_Admin @ZP_Ganjam @SDMChatrapur @IPR_Odisha @PRDeptOdisha
Block Development Officer, Polasara tweet media
OR
0
0
0
46
Block Development Officer, Polasara
ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ ବାଲିଚ୍ଛାଇ ଗ୍ରାମ ପଞ୍ଚାୟତରେ ULA ଯୋଜନା ସମ୍ପର୍କରେ ଜଣସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ସଭାର ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକଙ୍କୁ ULA ଯୋଜନାର ଲାଭ, ଯୋଗ୍ୟତା ମାନଦଣ୍ଡ ଓ ଆବେଦନ ପ୍ରକ୍ରିୟା ବିଷୟରେ ସଚେତନ କରିବା । @CMO_Odisha @IPR_Odisha @PRDeptOdisha @Ganjam_Admin @ZP_Ganjam
Block Development Officer, Polasara tweet mediaBlock Development Officer, Polasara tweet media
OR
0
0
1
65
Block Development Officer, Polasara
@rkb97official @CMO_Odisha @PRDeptOdisha @RabiNaikBJP @SecyChief @DC_Odisha @OdishaVigilance @IPR_Odisha @ZP_Ganjam @Ganjam_Admin ପ୍ରତ୍ୟେକ ଅନ୍ତ୍ୟୋଦୟ କୁ ଟିକି ନିଖି ଯାଞ୍ଚ କରି ଦିଆଯାଇଛି, ସମସ୍ତ ନିୟମ ଆଧାରରେ ହିଁ ଦିଆଯାଇଛି, ତିନି ସ୍ତରରେ ଯାଞ୍ଚ ହୋଇଛି, ପତ୍ରିକା ରେ ଶେଷ ଧାଡି ରେ ବି ଏହା ଦର୍ଶା ଯାଇଛି
OR
0
0
1
27
Block Development Officer, Polasara
ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିମିନା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ସହିତ କ୍ଷେତ୍ର ପରିଦର୍ଶନ କରି ଅସମ୍ପୂର୍ଣ୍ଣ ଅନ୍ତ୍ୟୋଦୟ ଗୃହଗୁଡିକୁ ଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। @CMO_Odisha @IPR_Odisha @PRDeptOdisha @Ganjam_Admin @ZP_Ganjam
Block Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet media
OR
0
0
4
113
Block Development Officer, Polasara
ପୋଲସରା ପଞ୍ଚାୟତ ସମିତିର ବଡପଙ୍କଳବାଡି ଗ୍ରାମ ପଞ୍ଚାୟତ ଠାରେ ମିଳିତ ଜନଶୁଣାଣି ଶିବିର ଆୟୋଜିତ ହୋଇଥିଲା ଏଥିରେ ଅଧିକାରୀମାନେ ଲୋକଙ୍କ ଅଭିଯୋଗ ଶୁଣାଣିକରିଥିଲେ, ଏଥି ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ଭତ୍ତା ଓ ତହସିଲଦାର ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରା ପଟ୍ଟା ପ୍ରଦାନ କରାଗଲା @CMO_Odisha @PRDeptOdisha @Ganjam_Admin @ZP_Ganjam @SDMChatrapur
Block Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet media
OR
0
0
3
67
Block Development Officer, Polasara
ପୋଲସରା ପଞ୍ଚାୟତ ସମିତିର ବଡପଙ୍କଳବାଡି ଗ୍ରାମ ପଞ୍ଚାୟତ ଠାରେ ମିଳିତ ଜନଶୁଣାଣି ଶିବିର ଆୟୋଜିତ ହୋଇଥିଲା ଏହି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସହ ସମସ୍ତ ବ୍ଳକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି, ଜନ ସାଧାରଣଙ୍କର ଶୁଣାଣି କରିଥିଲେ।@CMO_Odisha @PRDeptOdisha @Ganjam_Admin @ZP_Ganjam @SDMChatrapur
Block Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet media
OR
0
0
3
73
Block Development Officer, Polasara
ଖରାଦିନେ ପଶୁପକ୍ଷୀଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ଏକ ବଡ଼ ପୁଣ୍ୟ କାମ । ଗ୍ରୀଷ୍ମ ଋତୁରେ ପାଣିର ଅଭାବ ଯୋଗୁଁ ଅନେକ ପଶୁ ଓ ପକ୍ଷୀ ବହୁତ କଷ୍ଟ ପାଆନ୍ତି । ଏଥିପାଇଁ ପ୍ରତି ସ୍ଥାନେ ସ୍ଥାନେ ପାଣିର ବ୍ୟବସ୍ଥା କରାଯାଇଛି । @CMO_Odisha @IPR_Odisha @PRDeptOdisha @Ganjam_Admin @ZP_Ganjam
Block Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet media
OR
0
0
4
74
Block Development Officer, Polasara
ଆସନ୍ତା ତା. ୨୭.୦୪.୨୦୨୬ ରିଖ (ସୋମବାର) ଦିନ ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ “ବଡପଙ୍କଳବାଡି” ଗ୍ରାମ ପଞ୍ଚାୟତଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ। ଗ୍ରାମପଞ୍ଚାୟତ ସ୍ତରୀୟ ଶିବିରରେ ଗୋଷ୍ଠୀଉନ୍ନୟନଅଧିକାରୀ, ତହସିଲଦାର, ଭାରପ୍ରାପ୍ତ ଥାନାଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ । “ବଡପଙ୍କଳବାଡି” ଗ୍ରାମ ପଞ୍ଚାୟତର ଜନସାଧାରଣମାନଙ୍କୁ ଅନୁରୋଧ ଆପଣଙ୍କ ଯେକୌଣସି ବ୍ଳକ, ତହସିଲ କିମ୍ବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କେ ଅଭିଯୋଗ କରିପାରିବେ । @CMO_Odisha @Ganjam_Admin @ZP_Ganjam @SDMChatrapur @IPR_Odisha @PRDeptOdisha
Block Development Officer, Polasara tweet media
OR
0
0
2
69
Block Development Officer, Polasara
ପଞ୍ଚାୟତ ସମିତି ପୋଲସରା ପରିସରରେ ଆୟୋଜିତ ହୋଇଥିବା ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ମନ୍ତ୍ରୀ ମତ୍ସ‍୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କଦ୍ୱାରା ଅନ୍ତ‍୍ୟୋଦୟ ଗୃହ ଯୋଜନାରେ ପ୍ରୋତ୍ସାହନ ଅର୍ଥ ରାଶି ବଣ୍ଟନ କରାଗଲା । @CMO_Odisha @IPR_Odisha @PRDeptOdisha @Ganjam_Admin @ZP_Ganjam
Block Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet mediaBlock Development Officer, Polasara tweet media
OR
0
0
3
82