Chandra Sarathi
1.1K posts

Chandra Sarathi
@chandra_sarathi
MLA Cuttack Sadar, @bjd_odisha
Bhubaneshwar, India Katılım Nisan 2012
110 Takip Edilen6.8K Takipçiler

@bjd_odisha @DhabalEngine Our Legendary and Visionary Leader the one and only Late Biju Patnaik doesn’t need any certificate from traitors like MP Dubey,Biju Babu was and will always remain in our hearts forever.Biju Babu Amar Rahe🙏
English

ବିଜୁ ବାବୁଙ୍କୁ ନେଇ ବିଜେପିର କୁତ୍ସିତ ରାଜନୀତି ସହିବ ନାହିଁ ଓଡ଼ିଶା, ରାଜ୍ୟସଭାରେ ଜୋରଦାର ବିରୋଧ କଲା ବିଜୁ ଜନତା ଦଳ।
ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଦ୍ୱାରା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଦିଆଯାଇଥିବା ଅସମ୍ମାନଜନକ ଓ ମିଥ୍ୟା ମନ୍ତବ୍ୟ ବିରୋଧରେ ବିଜୁ ଜନତା ଦଳର ସାଂସଦ ରାଜ୍ୟସଭାରେ ଦୃଢ଼ ପ୍ରତିବାଦ କରିବା ସହ ଗୃହ ତ୍ୟାଗ କରିଛନ୍ତି।
ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ବିଜୁ ବାବୁଙ୍କ ପ୍ରତି ଅପମାନସୂଚକ ଟିପ୍ପଣୀ ଦେବା ବିଜେପିର ଅହଂକାରୀ ମନୋଭାବର ପ୍ରତିଫଳନ। ଓଡ଼ିଶାର ଜନନାୟକଙ୍କୁ ଅପମାନିତ କରିବା ଅର୍ଥ ସାରା ଓଡ଼ିଶାକୁ ଅପମାନିତ କରିବା।
ସାଂସଦ ଶ୍ରୀ ଦୁବେ ଏବଂ ବିଜେପି ତୁରନ୍ତ ଏଥିପାଇଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ। ନଚେତ୍ ପ୍ରତିବାଦର ଏହି ନିଆଁ ଆଗକୁ ଆହୁରି ତେଜିବ।
#BijuPatnaik #OdishaPride #OdiaAsmita #BJDWithOdisha #BJPAntiOdisha
OR

ଭାରି ପରିପକ୍ୱ ଲୋକଟା ତ..
ପବିତ୍ର ବିଧାନସଭା ଭିତରେ ବାଚସ୍ପତିଙ୍କ ଉପରକୁ ଅଣ୍ଡା ଆଉ ଚପଲ ଫିଙ୍ଗୁଥିବା ଲୋକ କେତେ ପରିପକ୍ୱ ଓଡ଼ଶାବାସୀ ଜାଣନ୍ତି.. ଭୋଟ ଚୋରୀ କରି ଜିତିକି ଏତେ ଅହଙ୍କାର, ସତରେ ଯଦି ଗଣତାନ୍ତ୍ରିକ ଉପାୟରେ ଜିତିଥାନ୍ତ ତାହେଲେ ଆଉ ଇନ୍ଦ୍ର ଚନ୍ଦ୍ର ବୋଧେ ମାନିନଥାନ୍ତ..
ଓଟିଭି@otvkhabar
#ନବୀନଙ୍କ_ମନ୍ତବ୍ୟ_ଅପରିପକ୍ବ: #ମୁଖ୍ୟମନ୍ତ୍ରୀ ! -ନବୀନଙ୍କ ମନ୍ତବ୍ୟକୁ ଅପରିପକ୍ବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -ବିବେକାନୁମୋଦିତ ଭୋଟ୍ ଦେଇଥିବା ପ୍ରତିନିଧିଙ୍କ ପ୍ରତି ମନ୍ତବ୍ୟ ଦୁର୍ଭାଗ୍ୟଜନକ -ଅପରାଧିକ ପୃଷ୍ଠଭୂମି ଥିବା ମନ୍ତବ୍ୟ ଅପରିପକ୍ବତାର ପରିଚୟ -୨୪ ବର୍ଷ ଧରି ଶାସନ କରିବା ପରେ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ -ହାରିଯିବା ପରେ ଏଭଳି ମନ୍ତବ୍ୟ ଅପରିପକ୍ବତାର ପରିଚୟ #RajyaSabhaElection #OdishaPolitics #MohanCharanMajhi #NaveenPatnaik #BJP #OTV
OR
Chandra Sarathi retweetledi

#ବିଜେଡିର_ଷ୍ଟାର_ପ୍ରଚାରକ_ତାଲିକା
-ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି
-ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା
-ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ସ୍ବାଇଁ ଓ ନିରଞ୍ଜନ ପୂଜାରୀ ପ୍ରମୁଖଙ୍କ ନାଁ
#BJD #Starcampaigners #nuapadabyelection #Odisha #OTV

OR

Shocked that even our National Flag faces corruption. Reports link middlemen tied to a political party. Exploiting the Tricolour is betrayal of the Nation. Demand urgent enquiry & strict treason-level punishment. Our Flag is not for sale.
@rashtrapatibhvn, @PMOIndia , @AmitShah




English
Chandra Sarathi retweetledi

@Naveen_Odisha Get well soon Sir ,we all people of Odisha pray Lord Jagannath for your good health and speedy recovery,Jay Jagannath 🙏
English

Jai Jagannatha 🙏🏻
As advised by medical experts I would be undergoing a procedure for cervical arthritis on 22nd of this month at Kokilaben Dhirubhai Ambani Hospital in Mumbai. My personal doctor Dr Ramakant Panda is coordinating this in Mumbai. With blessings of Lord Jagannatha and good wishes of my brothers and sisters of Odisha, looking forward to returning soon to continue to serve all of you.
English

Behaviour of your doctors as well as staff’s are very very rude as my opinion business is given much more priority than providing quality health facilities to the patients the administration should take appropriate actions against this #@ManipalHealth ,Bhubaneshwar #@HFWOdisha
English

@debashish_mla @MinOfCultureGoI @tourismgoi We are proud of you Rusi Bhai @debashish_mla for representing Odisha especially Cuttack.The way you presented about the rich culture and heritage of Odisha all time Maritime history before the Parliament 🙏
English

Cuttack Baliyatra symbolizes Odisha's Rich Cultural and Maritime Heritage. On Kartik Purnima, Boats are floated on Mahanadi symbolically to honour the 2000-year-old maritime glory of Odisha. Over Time , BaliYatra has grown in many ways where Craftsmen, Weavers, self-help groups and other Businesses participate to market their products. Bali Yatra found a mention in PM's speech during his visit to Indonesia highlighting Odisha's Connect to South East Asia. Though It has been Declared a State Festival by Sri Naveen Patnaik Sir, It is yet to be recognized as a National Festival. Put Forward my Demand for ‘Cuttack Balijatra’ to be declared as a National Festival by the Ministry of Tourism and Ministry of Culture, Govt of India.
#BaliYatra #CuttackBaliyatra #RajyaSabha #Cuttack #Culture #Tourism
English

For clarification: I am not a member of any party other than BJD. Please stop spreading misinformation. Thank you.🙏
@bjd_odisha , @Naveen_Odisha
#ChandraSarathi
English

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ଥିବା କହିବା ପରେ ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ଲାଗିଛି l ସୁସ୍ଥ ବ୍ୟକ୍ତିଙ୍କୁ ଅସୁସ୍ଥ କହିବା ଅତ୍ୟନ୍ତ ନିନ୍ଦନୀୟ କଥା l
#BJPLosesOdisha
#NaveenGivesBacktoBJP
OR

ଚାଷୀ ହେଉ କି ମହିଳା ଅବା ଯୁବବର୍ଗ ସମସ୍ତଙ୍କୁ ମିଳିବ ନୂଆ ଓଡ଼ିଶାରେ ସୁବର୍ଣ୍ଣ ଅବସର l
#NaveenManifesto4NewOdisha

OR
Chandra Sarathi retweetledi

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। #OdiaNuaBarsa

OR
Chandra Sarathi retweetledi

With the blessings of Lord Jagannatha and the faith of people of Odisha, BJD has been serving the state and transforming it like never before in every sector.
BJD will contest in all 147 assembly constituencies and all 21 Lok Sabha constituencies with the support of people of Odisha and win more than three fourth seats under the leadership of Shri Naveen Patnaik.
BJD will continue to take decisions keeping people of Odisha in the forefront always and their welfare in true sprit of cooperative federalism and statesmanship required for nation building .
#NewOdisha and #EmpoweredOdisha will be our goal and we are on track to achieve this under the leadership of our leader Shri Naveen Patnaik.
English






