Digambara Patra

10.1K posts

Digambara Patra

Digambara Patra

@digpatra

Professor of Chemistry, American University of Beirut @AUB_Lebanon Alumnus @IITMadras Worked @UniBasel_en @fz_juelich @waseda_univ Fellow @AvHStiftung #JSPS

Beirut, Lebanon Katılım Haziran 2009
44 Takip Edilen3.8K Takipçiler
Sabitlenmiş Tweet
Digambara Patra
Digambara Patra@digpatra·
ମିଲିର ସ୍କୁଲର ଜଣେ ଆମେରିକାର ସହକର୍ମୀଙ୍କୁ ଦେଇଥିବା ସମ୍ବଲପୁରୀ ସାର୍ଟ ସେ ପିନ୍ଧି ଆଜି ଡିନର ପାଇଁ ଆସିଥିବା ଦେଖି ଖୁସି ଲାଗିଲା ଯେତିକି ତାଠାରୁ ଅଧିକ ଖୁସି ଲାଗିଲା ଯେତେବେଳେ ସେ କହିଲେ ତାଙ୍କୁ ଏହା ଖୁବ କମ୍ଫଟେବୁଲ ଓ ପିନ୍ଧିବାକୁ ଖୁବ ଭଲ ଲାଗେ ! ସତରେ ଓଡ଼ିଶାର ସମ୍ବଲପୁରୀ ସାର୍ଟ ସୁନ୍ଦର ଓ ପିନ୍ଧିବାକୁ ଭାରି କମ୍ଫଟେବୁଲ !
Digambara Patra tweet media
OR
33
34
920
0
Digambara Patra
Digambara Patra@digpatra·
ଭୁବନେଶ୍ୱରରେ ଖଣି ଅଫିସରଙ୍କ ଘରେ ଭିଜିଲେନ୍ସ ପାଇଛି ନଗଦ ଚାରି କୋଟି ଟଙ୍କା ! ଏମିତି କୋଟି କୋଟି ଖଣି ଟଙ୍କା ଓ ଦୁର୍ନୀତିଗ୍ରସ୍ତ ଲୋକ ଥିଲେ, ଭୁବନେଶ୍ୱରରେ ଘର/ଏପାର୍ଟମେଣ୍ଟ ଆକାଶଛୁଆଁ ହେବ ନାହିଁ କି?
OR
9
3
74
6K
Digambara Patra
Digambara Patra@digpatra·
@NayakEsKay ଗ୍ୟାରେଣ୍ଟି ନୁହଁ କିମ୍ବା ରାଜନୀତି ଆରୋପ ନୁହଁ, ପ୍ରଦୂଷଣକୁ ଏସବୁ ଉପରେ ସମସ୍ତେ ଗୁରୁତ୍ୱ ଦେବାର ସମୟ ଆସିଛି ! ନହେଲେ ଭାରତରେ ସମସ୍ତଙ୍କ ପାଇଁ ଅଧିକ କ୍ଷତି କାରକ ହେବ ! ପୁରୁଣା ଲେଖା/ଟ୍ୱିଟ ଦେଖିବେ, ଅନେକ ବର୍ଷରୁ ସ୍ୱର ସମାନ ରହିଛି !
OR
1
0
2
24
Saroj Kumar Nayak
Saroj Kumar Nayak@NayakEsKay·
@digpatra ସବୁଥିପାଇଁ କେନ୍ଦ୍ର ସରକାର ନେହେରୁଙ୍କୁ ଦୋଷୀ ବୋଲି କହୁଛନ୍ତି, ଏଠି ବି ସେଇ ଏକା କଥା। ସେତେବେଳେ କରି ନ ଥିଲେ ଏବେକାର ବେକାର ସରକାର ନ କରି ପାରିବ ତାର ଗ୍ୟାରେଣ୍ଟି ଦେଇ ଦେଇଛନ୍ତି ତେଣୁ ଧନ୍ୟବାଦ। 😂
OR
1
0
0
35
Digambara Patra
Digambara Patra@digpatra·
୨୦୦୭ରୁ ୨୦୨୪ର ସରକାର ତାହେଲେ କିଛି କରିପାରିଲେ ନାହିଁ? ୫ଟି ସରକାର ବି? ତଥାପି ବର୍ତ୍ତମାନ ସରକାର ପ୍ରଦୂଷଣ ଜନୀତ ସରକାରୀ ସଂସ୍ଥାମାନଙ୍କୁ ମଜଭୁତ କରି କାମ କରିବାକୁ ପଡିବ !
Saroj Kumar Nayak@NayakEsKay

ଜୟ ହୋ @BJP4Odisha + @BJP4Indiaର ଢ଼ାବଲ ସରକାର ସୁକିନ୍ଦା କ୍ରୋମାଇଟ ଯାହାକି ଦେଶର ୯୮% ଯୋଗାଉଛି ସେ ଖଣି ଅଞ୍ଚଳରେ ଏବେ ମୃତ୍ୟୁର ତାଣ୍ଡବଲୀଳା। ଖଣି ଉତ୍ତୋଳନକାରୀ ମାଲିକ ସ୍ଥାନୀୟ ବାସିନ୍ଦାଙ୍କୁ "ଖାଦ୍ୟ ପାଇଁ କାମ" ଯୋଗାଉଛି କିନ୍ତୁ ଯେଉଁ ହେକ୍ସାଭାଲେଣ୍ଟ କ୍ରୋମିୟମ (Cr(VI) ନିର୍ଗତ ବିଷାକ୍ତ ଜଳ ଛାଡ଼ୁଛି ତାହା ପାଣି, ଗଛ, ମନୁଷ୍ୟ/ପଶୁ ଜୀବନ ହାନି ଘଟାଉଛି। ବ୍ଲାକସ୍ମିଥ ପ୍ରତିଷ୍ଠାନ ୨୦୦୭ ମସିହାରେ ଏହାକୁ ପୃଥିବୀର ଚତୁର୍ଥ ପ୍ରଦ୍ୟୁଷଣ ପ୍ରଭାବିତ ଅଞ୍ଚଳ ବୋଲି ଦର୍ଶାଇଥିଲା ଆଜି ବି ସମଦଶା ଅବସ୍ଥାରେ। @SatpathyLive @debendraprusty @CPCB_OFFICIAL @spcbOdisha

OR
3
1
9
293
Digambara Patra
Digambara Patra@digpatra·
ସୋନପୁର, ନୂଆପଡା, ନୟାଗଡ଼, ମାଲକାନଗିରି, ରାୟଗଡ଼ ଓ ଗଜପତି ଭଳି ଛୋଟ ଜିଲ୍ଲାରେ କିଛି ନୂଆ ସରକାରୀ ଶିକ୍ଷା ଅନୁଷ୍ଠାନ (professional college) ଖୋଲିବା ଏ ସରକାରଙ୍କ ଭଲ ପଦକ୍ଷେପ ! ଏ ଜିଲ୍ଲାମାନଙ୍କୁ ବିଗତ ସରକାର ଅଣଦେଖା କରି ଆସୁଥିଲେ ! ଦେବଗଡ଼, ବୌଦ ଓ ନବରଙ୍ଗପୁର ଜିଲ୍ଲାରେ ବି କିଛି ହେବା ଆବଶ୍ୟକ !
OR
1
1
9
356
Digambara Patra
Digambara Patra@digpatra·
କିଛି ଦକ୍ଷିଣ ଭାରତ ରାଜ୍ୟରେ ହିନ୍ଦୀକୁ ରାଜନୈତିକ ଭାବରେ ଘୃଣା କରୁଛନ୍ତି ଆଉ ଏବେ ଉର୍ଦ୍ଦୁ ଶିଖେଇବାକୁ ଚେଷ୍ଟା କରୁଛନ୍ତି ! ହେଲେ ଉର୍ଦ୍ଦୁ ଶିଖିଲେ ହିନ୍ଦୀ କହିବାକୁ ଓ ବୁଝିବାକୁ ଅସୁବିଧା ରହିବ ନାହିଁ !
OR
0
0
4
163
Digambara Patra
Digambara Patra@digpatra·
ମଦକୁ ଟେଟ୍ରା ପେକ କଲେ, ଜୁସ, କ୍ଷୀର, ଛୁଆଙ୍କ ଡ୍ରିଙ୍କ ସହ ଯେମିତି ପାକିଙ୍ଗ ମିଶି ନଯାଏ ସେଥି ପ୍ରତି ଧ୍ୟାନ ଦିଆଯାଉ ! @PrithivirajBJP କାର୍ବନ ଫୁଟପ୍ରିଣ୍ଟ କମ ହେଲେ ବି ଟେଟ୍ରା ପେକ ରିସାଇକଲ କରିବା ଟିକେ କଷ୍ଟ ! ମଦ ପାଇଁ ଆଲୁମିନିୟମ କିମ୍ବା ଗ୍ଲାସ ଭଲ ହେବ, ଏମିତି ମଦ ପିଇବା ଲୋକ ଦେବେ, ଏଣୁ ପରିବେଶର ସୁରକ୍ଷା କରାଯାଉ !
OR
5
0
11
1.2K
Digambara Patra
Digambara Patra@digpatra·
@MYBHAWANIPATNA1 We have been demanding and after demand it is under survey, we are demanding to complete survey and for its approval as soon as possible.
English
0
0
1
14
Digambara Patra
Digambara Patra@digpatra·
ମୋଟୁ, ମାଲକାନଗିରି ଠାରୁ ମଯୁରଭଂଜ ପର୍ଯ୍ୟନ୍ତ ଗତ କିଛି ବର୍ଷର ଦାବୀକୁ ଅଟଳ ଏକ୍ସପ୍ରେସ୍ଉଏ ଭାବରେ ଓଡିଶା ସରକାର ବଜେଟରେ ଘୋଷଣା କରିଥିବା ଖୁସିରେ ବିଷୟ ! ସରକାରଙ୍କୁ ବିଶେଷ ଧନ୍ୟବାଦ ! @CMO_Odisha ସେପରି ପାରଳାଖେମୁଣ୍ଡି (ଗଜପତି)ରୁ ଆମଭୋନା (ବରଗଡ଼) ନମୋ ଏକ୍ସପ୍ରେସ୍ଉଏ ବି ଦକ୍ଷିଣ ଓ ପଶ୍ଚିମ ଓଡିଶାକୁ ଯୋଡି଼ବ !
Digambara Patra@digpatra

Thanks @TheDailyPioneer for covering it.🙏 The proposed route will catalyze development across Odisha & will bring together northern, eastern central and southern districts, minimizing regional feeling. @CMO_Odisha @MoSarkar5T @Naveen_Odisha @PMOIndia @NITIAayog @nitin_gadkari

OR
1
0
6
406
Digambara Patra
Digambara Patra@digpatra·
ଗଜପତି, ମାଲକାନଗିରି ଓ ରାୟଗଡାରେ ଆୟୁର୍ବେଦିକ କଲେଜ ନୟାଗଡ଼ ଓ ନୂଆପଡାରେ ହୋମିଓପାଥି କଲେଜ ଲାଗୁଛି ଟିକିଏ ଆବଶ୍ୟକରୁ ଅଧିକ, ଆୟୁର୍ବେଦିକ/ହୋମିଓପାଥି କଲେଜ ଅଧିକ ନ ଖୋଲି ଏ ଅଂଚଳରେ ନର୍ସିଂ କି (ଭେଷଜ) ମେଡିକାଲ କଲେଜ ସମୟ ସାପେକ୍ଷ ଓ ଅଧିକ ଲାଭ ଦେବ ! ଅନେକ ସରକାରୀ ଆୟୁର୍ବେଦିକ/ହୋମିଓପାଥି ଡାକ୍ତର ଏଲୋପାଥି ମେଡ଼ିସିନ ଲେଖୁଛନ୍ତି !
OR
23
1
9
821
Digambara Patra
Digambara Patra@digpatra·
ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡା ଓ ଝାରସୁଗୁଡାରେ ବିଶ୍ୱବିଦ୍ୟାଳୟ, ବଲାଙ୍ଗୀର ଓ ପାରାଦୀପରେ ଇଞ୍ଜିନିଅରିଂ କଲେଜ, ଏସବୁ ଭଲ ପଦକ୍ଷେପ ହେଲେ ବି ସରକାରୀ ଶିକ୍ଷା ଅନୁଷ୍ଠାନରେ ଶିକ୍ଷାର ମାନ କମୁଛି, ଶିକ୍ଷାର ମାନ ଉପରେ ଗୁରୁତ୍ୱ ବଢେଇବାକୁ ସରକାରୀ ପ୍ରୟାସ ଆସୁ !
OR
3
0
8
313
Digambara Patra
Digambara Patra@digpatra·
ଓଡିଶା ବଜେଟରେ ଡାଲଖାଇ ଯୋଜନା ଭଲ ପଦକ୍ଷେପ ! ସବୁଠାରୁ ଭଲ କି "ଡାଲଖାଇ" ନାମ ଓଡିଶା ସଂସ୍କ୍ରୁତି ଓ ଶହ ଶହ ବର୍ଷର ଲୋକଗୀତ ପରମ୍ପରାକୁ ସ୍ୱୀକୃତି ଦେଉଛି ! 👏 “ରଙ୍ଗବତୀ" ଅନେକ ଲୋକପ୍ରିୟ ହେଲେ ବି ଲୋକଗୀତ ନୁହଁ, ରେଡ଼ିଓ ପାଇଁ (ଲୋକଗୀତ ଆଧାରରେ) ରଚିତ ଗୀତ !
OR
0
0
0
189
Digambara Patra
Digambara Patra@digpatra·
ସୁନ୍ଦରଗଡ଼-ଝାରସୁଗୁଡା-ସମ୍ବଲପୁର-ବରଗଡ଼ ଭଲ ଇକନମିକ କରିଡର ହେବ - ଏଥିରେ ବେଲପାହାଡ-ବ୍ରଜରାଜନଗର ଆସିବ ! ସେପରି ଢେଙ୍କାନାଳ-ଅନୁଗୁଳ ଇକନମିକ କରିଡର ବି ଭଲ ହେବ - ଏଥିରେ ତାଳଚେର, କଟକ ବି ସାମିଲ ହୋଇ ପାରିବ !
OR
1
0
15
710
Digambara Patra
Digambara Patra@digpatra·
@bapisahoo Already constructed and partly operational, there is a plan to expand its further now.
English
0
0
0
8
Digambara Patra
Digambara Patra@digpatra·
ଓଡିଶାସାରା ପାର୍କ ଭଲ ପଦକ୍ଷେପ ! ବରଗଡ଼ଠାରୁ ମାଲକାନଗିରି ପର୍ଯ୍ୟନ୍ତ ଘରୋଇ ଶିଳ୍ପ/ପ୍ରସ୍ତାବ ଆସୁନାହିଁ ! ଗଂଜାମ, ରାୟଗଡା, କଳାହାଣ୍ଡି, ନୂଆପଡା ଓ ବଲାଙ୍ଗୀରରେ ଉତ୍ପାଦିତ କପା, ସେ ଅଂଚଳରେ ଭେଲୁ ଏଡିସନ ହେଲେ ଚାଷୀ ଓ ଶ୍ରମିକ ଲାଭ ପାଇବେ, ଶ୍ରମିକ ଅନ୍ୟରାଜ୍ୟକୁ ଯିବା କମିବ ! ତେଣୁ ଏ ଅଂଚଳରେ ପ୍ରଥମେ କିଛି ସରକାରୀ ଉଦ୍ୟମ ଆବଶ୍ୟକ !
Digambara Patra tweet media
OR
6
8
37
1.6K
Digambara Patra
Digambara Patra@digpatra·
@bapisahoo aluminum park was jointly being developed by IDCO (Govt) and NALCO together, so it’s not a new proposal.
English
1
0
0
18
Digambara Patra
Digambara Patra@digpatra·
ବେଙ୍ଗଲୁର/ଦିଲ୍ଲୀ ଭଳି ଅତ୍ୟଧିକ ବୃଦ୍ଧି ଓ ପ୍ରଦୂଷଣ ହେବା ଭଲ ନା ଜୂରିକ/ଜେନିଭା ଭଳି ରହିବା ଉପଯୋଗୀ ସହର ଦରକାର? ଦିଲ୍ଲୀ, ବେଙ୍ଗଲୋର ବି ଦୌଡୁଛନ୍ତି, ସେମାନଙ୍କ ସମକକ୍ଷ ପାଇଁ ଦୌଡିଲେ ଦୌଡୁ ହିଁ ଥିବା, ବରଂ ଓଡିଶାର ସବୁ ଅଂଚଳରେ ରହିବା ଉପଯୋଗୀ ଭଲ ସହର ଗୋଟିଏ ଲେଖାଏଁ କଲେ ସାରା ଓଡ଼ିଶାର ଲୋକଙ୍କ ଓ ପରିବେଶ ପାଇଁ ଭଲ ହେବ !
OR
0
0
7
246
Digambara Patra
Digambara Patra@digpatra·
ଓଡିଶାର ସବୁ ଅଂଚଳରେ ଆଟି ଓ ଇଲେକ୍ଟ୍ରୋନିକସର ବିକାଶ ପାଇଁ ଭଲ ପଦକ୍ଷେପ ! ବିଶେଷକରି ପଛୁଆ ଅଂଚଳରେ ଆଟି ଓ ଇଲେକ୍ଟ୍ରୋନିକସର ବିକାଶ ପାଇଁ ଅନେକ ସରକାରୀ ଯୋଜନା ଓ ପଦକ୍ଷେପ ଆବଶ୍ୟକ !
Digambara Patra tweet media
OR
1
4
29
1K