Collector and DM, Jharsuguda

2K posts

Collector and DM, Jharsuguda banner
Collector and DM, Jharsuguda

Collector and DM, Jharsuguda

@dm_jharsuguda

Official Twitter/X Handle of the Collector and District Magistrate, Jharsuguda

Jharsuguda, Odisha Katılım Haziran 2017
52 Takip Edilen10.9K Takipçiler
Collector and DM, Jharsuguda
ପତ୍ରାପାଲି ଗ୍ରାମ ଅନ୍ତର୍ଗତ ଏକନଗୁଡ଼ି ପ୍ରାକୃତିକ ଜଳସ୍ରୋତରେ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣlଲ ମୋତିରାମ ଚହ୍ୱାଣ ଆଜି ସରଜମିନ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଥିଲେ।
Collector and DM, Jharsuguda tweet media
Collector and DM, Jharsuguda tweet media
OR
0
2
20
887
Collector and DM, Jharsuguda
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। -'ଉନ୍ମେଷ' କାର୍ଯ୍ୟକ୍ରମରେ ୨୦୦ ଜଣ ଛାତ୍ରଛାତ୍ରୀ ହେବେ ସାମିଲ -ଜୁଲାଇ ୨୮ରେ 'ଉନ୍ମେଷ' ପ୍ରବେଶିକା ପରୀକ୍ଷା -ପ୍ରୋଢ଼ ଶିକ୍ଷା ପାଇଁ 'ଉଲ୍ଲାସ' କାର୍ଯ୍ୟକ୍ରମରେ ସାମିଲ ହେବେ ୫୦,୦୦୦ ରୁ ଉର୍ଦ୍ଧ୍ୱ -ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
1
17
1.8K
Collector and DM, Jharsuguda
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ 'ସିଏମ୍‌-ସମ୍ପଦ' #CMSAMPADA ଯୋଜନାର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଚୂଡ଼ାନ୍ତ ତାଲିକାକୁ ମାନ୍ୟବର ଜିଲ୍ଲାପାଳ ଅନୁମୋଦନ ପ୍ରଦାନ କରିଛନ୍ତି।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
0
7
419
Collector and DM, Jharsuguda
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଅବକାରୀ ଥାନା ଏବଂ ରେଞ୍ଜ କାର୍ଯ୍ୟାଳୟ ଗସ୍ତ କରି ବାର୍ଷିକ ସମୀକ୍ଷା ଓ ପରିଦର୍ଶନ କରିଛନ୍ତି। ଜିଲ୍ଲାରେ ବେଆଇନ ମଦ ବେପାର ଓ ବିଭିନ୍ନ ଚୋରା ଚାଲାଣ ରୋକିବା ସହ ଅବକାରୀ ରାଜସ୍ୱ ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
0
9
546
Collector and DM, Jharsuguda
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଜିଲ୍ଲାରେ ଜାରି ରହିଥିବା #ଏସ୍‌ଆଇଆର୍ କାର୍ଯ୍ୟକ୍ରମର ସଦ୍ୟତମ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ରାଜସ୍ୱ ଆୟୁକ୍ତ ଶ୍ରୀ ମହାପାତ୍ର ତାଲିକାରେ ଅନ୍ତର୍ଭୁକ୍ତ ଥିବା ପ୍ରକୃତ ଯୋଗ୍ୟ ଭୋଟରମାନଙ୍କୁ ସଠିକ୍ ଭାବେ ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ ।
OR
0
0
3
54
Collector and DM, Jharsuguda
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷ ଠାରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସଭାପତିତ୍ୱରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍) ସମ୍ପର୍କିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । @OdishaCeo
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
1
1
12
940
Collector and DM, Jharsuguda
📍 Venue: 2nd Floor DMF Auditorium Hall, Collectorate Office, Jharsuguda Timing: 10:30 AM to 2:00 PM The District Skill Development cum Employment Office, Jharsuguda (Government of Odisha) cordially invites job seekers to participate in tomorrow’s Job Drive.
Collector and DM, Jharsuguda tweet media
English
0
1
9
1K
Collector and DM, Jharsuguda
ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଉତ୍ସବ ମନମୋହନ ସ୍କୁଲ ପଡ଼ିଆଠାରେ ଆୟୋଜନ କରାଯିବ। ମୁଖ୍ୟ ଅତିଥି ସକାଳ ୯:୧୫ଘଟିକା ସମୟରେ ପତାକା ଉତ୍ତୋଳନ ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
1
1
14
709
Collector and DM, Jharsuguda
ଲଖନପୁର ବ୍ଲକ ମୁଖ୍ୟାଳୟ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ୪୯ଟି ଅଭିଯୋଗ ପତ୍ର ଗ୍ରହଣ ସହ ୪ ଜଣଙ୍କୁ ୭୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
2
21
936
Collector and DM, Jharsuguda
ନିଯୁକ୍ତି ଅଭିଯାନ ତାରିଖ:- ୨୩.୦୭.୨୦୨୬(ଗୁରୁବାର) ସମୟ:- ସକାଳ ୧୦.୩୦ ରୁ ଅପରାହ୍ନ ୨ ଟା ସ୍ଥାନ:- ୨ୟ ମହଲା, ଡି.ଏମ୍.ଏଫ୍ ସମ୍ମିଳନୀ କକ୍ଷ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଝାରସୁଗୁଡ଼ା
Collector and DM, Jharsuguda tweet media
OR
0
0
16
10.4K
Collector and DM, Jharsuguda
Collector and DM, Jharsuguda@dm_jharsuguda·
ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। #Education #CollectorJharsugda
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
1
0
5
144
Collector and DM, Jharsuguda
Collector and DM, Jharsuguda@dm_jharsuguda·
ରାଜ୍ୟ ସରକାରଙ୍କ ପ୍ରତିଷ୍ଠିତ 'ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ' ଚୟନ ପ୍ରକ୍ରିୟା ପାଇଁ ଜିଲ୍ଲାପାଳ ବଡମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାରାକୁଟା ଏବଂ ଏଚ୍. କଟାପାଲି ପ୍ରାଥମିକ ବିଦ୍ୟାଳୟର କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡତିଆ ଉପସ୍ଥିତ ଥିଲେ।
OR
2
0
12
1.1K
Collector and DM, Jharsuguda
Collector and DM, Jharsuguda@dm_jharsuguda·
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି ମୁନ୍ଦ୍ରାଯୋର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନ ଓ ବିଦ୍ୟାଳୟର ଭିତ୍ତିଭୂମି ସମୀକ୍ଷା କରିଛନ୍ତି। ପରିଦର୍ଶନ କାଳରେ ଜିଲ୍ଲାପାଳ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଯାଞ୍ଚ କରିଥିଲେ।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
2
21
1.2K
Collector and DM, Jharsuguda
Collector and DM, Jharsuguda@dm_jharsuguda·
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି ମୁନ୍ଦ୍ରାଯୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ମେଡିକାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ଓ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
1
14
967
Collector and DM, Jharsuguda
Collector and DM, Jharsuguda@dm_jharsuguda·
ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଥିବା ୫ମ ରାଜ୍ୟସ୍ତରୀୟ ହକି ଚାମ୍ପିଅନସିପ୍-୨୦୨୬ରେ ଝାରସୁଗୁଡ଼ା ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରିଥିବା ସମସ୍ତ କୃତୀ କ୍ରୀଡ଼ାବିତମାନଙ୍କୁ ଜିଲ୍ଲାପାଳ ଆଜି ଲଇକେରା ବ୍ଲକ କାର୍ଯ୍ୟଳୟ ପରିସରରେ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
1
15
1.1K
Collector and DM, Jharsuguda
Collector and DM, Jharsuguda@dm_jharsuguda·
ଲଇକେରା ବ୍ଲକ କାର୍ଯ୍ୟଳୟଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଯୋଗଦେଇଥିଲେ। ଏଥିସହ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଶୁଣାଣି କରିଥିଲେ।
Collector and DM, Jharsuguda tweet media
OR
0
0
13
483
Collector and DM, Jharsuguda
Collector and DM, Jharsuguda@dm_jharsuguda·
ଜିଲ୍ଲାପାଳଙ୍କଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ଷମତାପନ୍ନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଜ୍ୟ ସରକାରଙ୍କ ସଡ଼କ ନୀତି ଅନୁଯାୟୀ ବିଭିନ୍ନ ଗ୍ରାମ୍ୟ, ପଞ୍ଚାୟତସମିତି ଏବଂ ସହରାଞ୍ଚଳ ରାସ୍ତାଗୁଡ଼ିକୁ ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ବିଭାଗକୁ ହସ୍ତାନ୍ତର କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ପାରିତ ହୋଇଛି।
Collector and DM, Jharsuguda tweet media
OR
0
1
14
1.2K
Collector and DM, Jharsuguda
Collector and DM, Jharsuguda@dm_jharsuguda·
ନିଯୁକ୍ତି ଅଭିଯାନ ତାରିଖ:- ୧୩.୦୭.୨୦୨୬(ସୋମବାର) ସମୟ:- ସକାଳ ୧୦.୩୦ ରୁ ଅପରାହ୍ନ ୨ ଟା ସ୍ଥାନ:- ୨ୟ ମହଲା, ଡି.ଏମ୍.ଏଫ୍ ଅଡିଟୋରିଅମ ହଲ୍,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଝାରସୁଗୁଡ଼ା
Collector and DM, Jharsuguda tweet media
OR
0
1
9
1.8K