Indramani Tripathy

1.5K posts

Indramani Tripathy banner
Indramani Tripathy

Indramani Tripathy

@indratripathy

IAS(2011-SCS), Now Labour Commissioner,Odisha Views are personal.

Bhubaneswar Katılım Nisan 2010
449 Takip Edilen2.7K Takipçiler
Indramani Tripathy
Indramani Tripathy@indratripathy·
*“Savitri is the Divine Word, daughter of the Sun, goddess of the supreme Truth who comes down and is born to save;"* Sri Aurobinda ସାବିତ୍ରୀ ହେଲେ ଦିବ୍ୟ ବାକ୍, ସୂର୍ଯ୍ୟଙ୍କର କନ୍ୟା, ପରମ ସତ୍ୟର ଦେବୀ, ଯିଏ ଅବତରଣ କରିଛନ୍ତି ଏବଂ ରକ୍ଷା କରିବାକୁ ଜନ୍ମ ଗ୍ରହଣ କରିଛନ୍ତି; ଶ୍ରୀଅରବିନ୍ଦ
0
0
6
157
Indramani Tripathy retweetledi
Harsh Goenka
Harsh Goenka@hvgoenka·
Indian cuisine conversations often revolve around Punjabi, South Indian or Bengali food. Odiya cuisine deserves a much bigger place on that table. What struck me most was its restraint. No overload of cream, butter or chillies. Just balance, mustard, fermentation, texture and freshness. Dahi Bara Aloo Dum (popular street food), Drumstick-Brinjal Besara, Chhena Tarkari, Chakuli Pitha (like dosa) Aloo Patra Besara… all made at home.
Harsh Goenka tweet mediaHarsh Goenka tweet mediaHarsh Goenka tweet mediaHarsh Goenka tweet media
English
267
744
3.9K
178.4K
Indramani Tripathy
Indramani Tripathy@indratripathy·
ସନ୍ଥକବି ଭୀମ ଭୋଇଙ୍କ ଜନ୍ମ ଜୟନ୍ତୀରେ କୋଟି ପ୍ରଣାମ 🙏
Indramani Tripathy tweet media
OR
0
0
5
57
Indramani Tripathy retweetledi
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ 'ଆନ୍ତର୍ଜାତିକ ଶ୍ରମିକ ଦିବସ' ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି । ଶ୍ରମିକଙ୍କ ବୃହତ୍ତର ସ୍ୱାର୍ଥକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ :- ✅ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ ✅ ୬,୦୦୦ ଶ୍ରମିକଙ୍କୁ ମିଳିଲା ନୂତନ ପରିଚୟପତ୍ର; ୧୫୦ କୋଟି ଟଙ୍କାର ସହାୟତା ✅ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା (VDA) ବୃଦ୍ଧି; ନୂତନ ମଜୁରି—୪୭୨ ଠାରୁ ୬୨୨ ଟଙ୍କା ପର୍ଯ୍ୟନ୍ତ ✅ ୫ ଜଣଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ”
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
4
5
54
2.9K
Indramani Tripathy
Indramani Tripathy@indratripathy·
ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ସମସ୍ତ ଶ୍ରମିକ ଭାଇ ଭଉଣୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା।
Indramani Tripathy tweet media
OR
1
0
5
74
Indramani Tripathy
Indramani Tripathy@indratripathy·
Wishing all the very best to dear fellow friends on the National Civil Services Day.
Indramani Tripathy tweet media
English
2
0
10
76
Indramani Tripathy retweetledi
suriya artist
suriya artist@ArtistSuriya·
"ପବିତ୍ର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାର ଅନେକ ଅନେକ ଶୁଭକାମନା। ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। 🙏 "May this Akshaya Tritiya bring you wealth that never diminishes and happiness that stays forever. 🪙✨"
suriya artist tweet media
3
3
52
492
Indramani Tripathy retweetledi
Labour Commissioner, Odisha
Labour Commissioner, Odisha@LabourOdisha·
ଓଡ଼ିଆ ପକ୍ଷ-୨୦୨୬ ପାଳନ ଅବସରରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗ ତରଫରୁ ରାଜ୍ୟର ସମସ୍ତ ୩୨ଟି ଶ୍ରମ ଜିଲ୍ଲାରେ "ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ- ୧୯୫୬" ଅନୁଯାୟୀ 'ଓଡ଼ିଆ ଭାଷାରେ ନାମଫଳକ ଲେଖା ଅଭିଯାନ' ତଥା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । #LabourOdisha #odiapakhya @CMO_Odisha @GaneshRamBJP @LESIOdisha @IPR_Odisha
OR
3
1
8
423
Vikas Khanna
Vikas Khanna@TheVikasKhanna·
When God has a plan… From selling bhatura chole at Vivek Public School in 1989, to opening Lawrence Garden Banquet from the back of my house in Amritsar in 1990. In 1991, I chose culinary arts— a decision that embarrassed almost everyone except my grandmother. There were years of humiliation I rarely speak about. Moments that nearly broke me. In 2000, when my banquet was torn down, I almost gave up. Instead, I moved to the United States and started over. Cleaning homes. Selling food on the streets of TriBeCa. Sleeping at Grand Central. Experiencing homelessness at NYC Rescue. Sleepless nights. Being called “Curry Boy” on the 7 train. And still, I kept going. From there… 8 Michelin stars. Then losing myself again. Then starting over—one last time as a promise to my sister—with Bungalow. And now… TIME100 Most Influential People in the World 2026. I’m still trying to process it. The journey continues.
Vikas Khanna tweet media
English
567
1.1K
9.1K
325K
Indramani Tripathy retweetledi
Sudarsan Pattnaik
Sudarsan Pattnaik@sudarsansand·
ଜୟ ଜଗନ୍ନାଥ 🙏 ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #JaiJagannath #OdiaNewYear
Sudarsan Pattnaik tweet media
OR
28
135
1.1K
16.2K
SATYAJIT MOHANTY
SATYAJIT MOHANTY@satyajitips88·
Bapa ( father), my friend, philosopher, guide and mentor, left for heavenly abode at the age of 95. May his soul attain Mokshya. Om Shanti 🙏🏼
SATYAJIT MOHANTY tweet mediaSATYAJIT MOHANTY tweet mediaSATYAJIT MOHANTY tweet mediaSATYAJIT MOHANTY tweet media
English
208
16
719
29.3K
Indramani Tripathy retweetledi
anand mahindra
anand mahindra@anandmahindra·
Payal Nag. Daughter of a daily-wage mason from Odisha. Electrocuted at the age of eight. Lost all four limbs. And then, found a bow. Spotted through her paintings by coach Kuldeep Vedwan, the same man who shaped world champion Sheetal Devi. Defeated her idol Sheetal Devi at the World Para Archery Series Final in Bangkok, April, 2026 Whenever I am feeling low or sorry for myself I will look at these images of Payal & Sheetal again & remind myself what the words: Courage, Resilience & Positive thinking, really mean. These champions are not just my #MondayMotivation. They will be a source of motivation Every. Single. Day
anand mahindra tweet media
English
298
4.4K
24K
387.9K
Indramani Tripathy retweetledi
Labour Commissioner, Odisha
Labour Commissioner, Odisha@LabourOdisha·
ଅଦ୍ୟ ତା ୦୪.୦୪.୨୦୨୬ ରିଖ ରେ ଶ୍ରମ ଆୟୁକ୍ତ,ଓଡିଶା ଙ୍କ କାର୍ଯ୍ୟାଳୟ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ “ଓଡିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍, ୧୯୫୬” ଅନୁଯାୟୀ, ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ 'ଓଡ଼ିଆ ରେ ନାମଫଳକ ଲେଖା ଅଭିଯାନ' ତଥା ସଚେତନତା ପଦଯାତ୍ରା ଭୁବନେଶ୍ବର ସ୍ଥିତ ମାଷ୍ଟର କ୍ୟାଣ୍ଟିନ୍ ଠାରୁ ଶୁଭାରମ୍ଭ କରାଯାଇ ଥିଲା। ଏଥିସହିତ ଏକ ସଚେତନତା ରଥ କୁ ଶ୍ରମ ଆୟୁକ୍ତ,ଓଡିଶା ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ ଶ୍ରମ ଆୟୁକ୍ତ, ଓଡିଶା, ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ଭୁବନେଶ୍ଵର ରେଞ୍ଜ ଯୁଗ୍ମ ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ମାନେ ଉକ୍ତ ସଚେତନତା ପଦଯାତ୍ରାରେ ସକ୍ରିୟ ଅଂଶ ଗ୍ରହଣ କରି ଥିଲେ I ଏହି ପଦଯାତ୍ରା ଅବସରରେ ରେ ଶ୍ରମ ଆୟୁକ୍ତ ଓଡ଼ିଆ ଭାଷା ର ମହତ୍ତ୍ଵ ତଥା ସାମ୍ପ୍ରତିକ ସାମାଜିକ ଅଗ୍ରଗତି ରେ ଏହାର ବ୍ୟବହାର ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l #LabourOdisha #odiapakhya @CMO_Odisha @GaneshRamBJP @LabourMinistry @LESIOdisha @IPR_Odisha @Culturedeptt
Labour Commissioner, Odisha tweet mediaLabour Commissioner, Odisha tweet mediaLabour Commissioner, Odisha tweet media
OR
3
2
15
932
Indramani Tripathy retweetledi
Labour Commissioner, Odisha
Labour Commissioner, Odisha@LabourOdisha·
ରାଜ୍ୟ ସରକାରଙ୍କ ଦ୍ଵାରା ଚଳିତ ଅପ୍ରେଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା "ଓଡିଆ ପକ୍ଷ" ରେ ଅପ୍ରେଲ ୪ ତାରିଖ ଦିନ "ଓଡିଆରେ ନାମ ଫଳକ ଲେଖା ଅଭିଯାନ" ସଚେତନତା ପଦଯାତ୍ରା ସାରା ରାଜ୍ୟରେ କରାଯାଉଛି। ଆସନ୍ତୁ ଏହି ଅଭିଯାନରେ ସାମିଲ ହୋଇ ନିଜ ନିଜର ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ର ନାମ ଫଳକକୁ ଓଡିଆରେ ନିର୍ଭୁଲ ଓ ସ୍ପଷ୍ଟ ଭାବରେ ଲେଖିବା ସହିତ ଆମ ମାତୃଭାଷା ଓଡିଆ କୁ ସମୃଦ୍ଧ କରିବା। #LabourOdisha #odiapakhya #odiarenamafalakalekhaabhijan @CMO_Odisha @GaneshRamBJP @LabourMinistry @LESIOdisha @IPR_Odisha @Culturedeptt
OR
1
5
10
415