
@STAOdisha @CTOdisha @DCP_TRAFFIC @AMITABHTHAKUR21 @drpatra @cpbbsrctc @rto_kendrapara @rto_bbsr2 @RtoBbsr_I @RTO_KEONJHAR @rto_boudh କେମିତି ପୈଠ କରିବେ ? Over speeding ପାଇଁ challan କାଟିଲେ ବି ସେଥିରେ DL, Pollution Certificate, Insurance ଏସବୁର ଫାଇନ ମିଶି ଯାଉଛି। ତ ଜଣେ ଅନଲାଇନ କେମିତି ଦେବ ?

