
ଜନଗଣନା ୨୦୨୭' କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସରକାରଙ୍କ ପକ୍ଷରୁ 'ସ୍ୱ-ଗଣନା' ସୁବିଧା ଉପଲବ୍ଧ କରାଯାଇଛି। ଆପଣମାନେ ଘରେ ବସି ନିଜେ se.census.gov.inମାଧ୍ୟମରେ ନିଜର ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ରାଷ୍ଟ୍ର ନିର୍ମାଣରେ ଯୋଗଦାନ ରଖିପାରିବେ।
@CensusIndia2027
@IPR_Odisha
#CensusofIndia
OR






















































