K Murali Krishna

184 posts

K Murali Krishna banner
K Murali Krishna

K Murali Krishna

@kmuralikrishnna

Adicted to social work

Pottangi Odisha India Katılım Kasım 2014
639 Takip Edilen73 Takipçiler
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ଭୁବନେଶ୍ୱରରେ ପାଣ୍ଡିଆନ.. ପାଣ୍ଡିଆନଙ୍କ ଆସିବା ଖବର ଶୁଣି ଭୋ ଟିଭି ଅଫିସରେ ଭୟର ବାତାବରଣ.. ଭୁକିବା ଦୁଇଗୁଣ କରିବାକୁ ମାଲିକଙ୍କ କଡା ନିର୍ଦ୍ଦେଶ..
Cockroach 🪳 Bashi Pakhala tweet media
OR
33
19
358
19K
Vkpandianfanclub
Vkpandianfanclub@Vkpandianfancl1·
"ଆପଣଙ୍କୁ ଫେରିବାକୁ ପଡ଼ିବ, ଓଡ଼ିଶା ମା’ ପାଇଁ, ଓଡ଼ିଶାକୁ ବଞ୍ଚେଇବାକୁ, ଆପଣଙ୍କୁ ଫେରିବାକୁ ପଡ଼ିବ।"
OR
30
8
135
1.8K
K Murali Krishna
K Murali Krishna@kmuralikrishnna·
@JioCare Are yar kitna bar share karun mera detaila.. Mobile number 7978596987- @airtelindia ka number hey, @reliancejio nahin lagega idhar Call karo Location Pottangi, Koraput, Odisha, Pin-764039
Indonesia
1
0
0
5
JioCare
JioCare@JioCare·
@kmuralikrishnna Hi Murali, allow us an opportunity to look into this for you. Please DM the exact network problem faced and provide your complete address which should include 1) Flat or House no, 2) Building name, 3) Street name, 4) Landmark, 5) City and area PIN code along with your (1/2)
English
2
0
0
12
Sambad (ସମ୍ବାଦ)
Sambad (ସମ୍ବାଦ)@sambad_odisha·
#ୟୁଜିଙ୍କ_ପାଇଁ_ଫସିଲେ_ତାନ୍ୟା ପ୍ରଥମେ କ୍ୟୁଟ୍ କହିଲେ ପରେ କେସ୍ କରିଦେଲେ । ବିବାଦରେ ଅଭିନେତ୍ରୀ ତାନ୍ୟା ଚାଟାର୍ଜୀ । କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କୁ ନେଇ ସେ ବଡ଼ ଖୁଲାସା କରିଥିଲେ । ହେଲେ ଏବେ ଏ କାମ ତାଙ୍କୁ ଭାରୀ ପଡ଼ିଛି । #Sambad #YuzvendraChahal #TanyaChatterjee #CricketControversy #SpecialReport
OR
1
0
19
3.7K
K Murali Krishna
K Murali Krishna@kmuralikrishnna·
@MLA140Rayagada @saptagiriulaka ଉତ୍କଳ ଦିବସର କରିଥିବା ବେଇଜ୍ଜତି କୁ ଏହି ଭଳି ରଙ୍ଗ, ଦେଲ ଆଉ। ମନରେ ଭକ୍ତି ଭାବ ଆଉ ସମ୍ମାନ ନାହିଁ, କେବେଳ ଲୋକଙ୍କୁ ଦେଖାଇବାର ଥିଲା, ଦେଖେଇଲେ ଆଉ। @khanalng5 @INCIndia
OR
0
0
0
4
Kadraka Appala Swamy କାଡ୍ରାକା ଆପାଲା ସ୍ବାମି
ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତି ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ। କିନ୍ତୁ ସବୁଠାରୁ ଅଧିକ ସମୟ ଧରି ଆଦିବାସୀ ବିଭାଗର ମନ୍ତ୍ରୀ ହୋଇ ଥିବାରୁ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଓଡ଼ିଶାର ଯେଉଁ ଯେଉଁଠି ଆଦିବାସୀ ବସବାସ କରୁଛନ୍ତି ସେଠାରେ ସ୍ବର୍ଗତ ଉଲ୍ଲାକା ନିଶ୍ଚିତ ବିକାଶର କରିଛନ୍ତି। ମୁଖ୍ୟତଃ ଶିକ୍ଷାକୁ ନେଇ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ସ୍ବର୍ଗତ ଉଲ୍ଲାକାଙ୍କ । ଆଦିବାସୀ ସମ୍ପଦାୟ ସମସ୍ତେ ମନେ ରଖିବା ଉଚିତ । ଶିକ୍ଷା ବିନା ଆଦିବାସୀ କୁଳ କେବେବି ଅଗ୍ରସର ବା ବିକାଶ ହୋଇ ପାରିବ ନାହିଁ। ଶିକ୍ଷାର ବିକାଶ କରିବାରେ ଯେଉଁ ବ୍ୟକ୍ତି ହାତ ବଡାଇଛନ୍ତି ସେମାନଙ୍କୁ ସବୁବେଳେ ସମ୍ମାନ ଦେବା ସହ ଉଚ୍ଚ ସ୍ଥାନରେ ବସାଇବା। ତାଙ୍କ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଜନ ସେବାରେ ରହିଥିଲେ। ତାଙ୍କ ବାର୍ଦ୍ଧକ୍ୟ ସହ ପରିଣତ ବୟସ ଆସି ଥିବା ବେଳେ ମଧ୍ୟ ଥକି ନଥିଲେ। ପ୍ରତ୍ୟେକ ଗାଁର ଲୋକଙ୍କୁ ମନେ ରଖି ସମସ୍ୟା ସମ୍ପର୍କରେ ପଚାରୁ ଥିଲେ। ଏହି ପବିତ୍ର ଦିନରେ ତାଙ୍କ ସୁପତ୍ର ତଥା ମାନ୍ୟବର ସାଂସଦ ଶ୍ରୀ ସପ୍ତଗିରୀ ଶଙ୍କର ଉଲ୍ଲାକା, ବରିଷ୍ଠ ନେତା ଶଙ୍କର୍ଷଣ ମଙ୍ଗରାଜ, ମୋ ଛୋଟଭାଇ ଭୂଷଣ ବିଡିକା ସମେତ ଅନେକ ଯୁବ ନେତା ଏବଂ ମୁଁ ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ଭିକ୍ଷା ଲାଭକଲି। @INCIndia @INCOdisha @BhaktaCharanDas @AjayLalluINC @saptagiriulaka @IYCOdisha
Kadraka Appala Swamy କାଡ୍ରାକା ଆପାଲା ସ୍ବାମି tweet mediaKadraka Appala Swamy କାଡ୍ରାକା ଆପାଲା ସ୍ବାମି tweet mediaKadraka Appala Swamy କାଡ୍ରାକା ଆପାଲା ସ୍ବାମି tweet mediaKadraka Appala Swamy କାଡ୍ରାକା ଆପାଲା ସ୍ବାମି tweet media
OR
1
1
8
392
K Murali Krishna
K Murali Krishna@kmuralikrishnna·
Rajasthan Royals thought their openers and their 15-year-old "wonder kid" would stroll through, but Sunrisers Hyderabad just gave them a brutal reality check. Confidence is good, but overconfidence gets shredded in the IPL. Silence in the RR camp tonight! 🤫🧡 ​#RRvSRH #IPL2026
English
0
0
2
108
Bhakta Charan Das
Bhakta Charan Das@BhaktaCharanDas·
We have constituted a committee to examine the Sijimali issue which will visit the site and engage with locals to understand and address their grievances. We remain committed to a consultative, transparent and people centric approach.
Bhakta Charan Das tweet media
English
3
11
59
785
Biju Janata Dal
Biju Janata Dal@bjd_odisha·
ମେଟ୍ରୋ ପ୍ରକଳ୍ପରେ ତାଲା ପଡ଼ିଲା, ପ୍ରତିମାସରେ କୋଟି କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଓ ରିଲ୍ ସୁଟିଂରେ ଉଡ଼ିଲା #ହଟାଅବିଜେପି #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
OR
21
90
367
7.2K
Saptagiri Ulaka
Saptagiri Ulaka@saptagiriulaka·
Star campaigner list of Indian National Congress for the Nagaland Legislative Assembly Bye-Election @INCNagaland
Saptagiri Ulaka tweet media
English
5
4
41
761
K Murali Krishna
K Murali Krishna@kmuralikrishnna·
1000 bar achase samjhane ke bad bhi bhi samajh nahi aa rahey..problem kya hry ake khud dekho... nonscence jaise age mat pucho ki problem kya hey...konsa team bhi contact nahin kar rahabhey, is bar consumer case kar dunga acha samajh aa jayega @JioCare @_MukeshAmbani
JioCare@JioCare

@kmuralikrishnna inconvenience. Please rest assured that our team is actively working to resolve the issue as quickly as possible. Thank you for your continued patience and understanding - Shubhangi (2/2)

हिन्दी
1
0
0
23
K Murali Krishna
K Murali Krishna@kmuralikrishnna·
Both
JioCare@JioCare

@kmuralikrishnna confirm are you facing connectivity issue on your mobile network or JioFiber ID connection so that accordingly we can investigate and help you with the resolution - Sharon (2/2)

English
1
0
0
11
K Murali Krishna
K Murali Krishna@kmuralikrishnna·
Dear Divyank Every day 3-4 hours we are facing the Issue in Pottangi Location 764039 PIN Don't ask the details again and again, please check you database first. This is my Air fibre number
K Murali Krishna tweet media
JioCare@JioCare

@kmuralikrishnna Hi, we are here for you. We understand that you are facing issues with network. Please DM us your Jio number, date and time when you faced this issue (in last 48 hours), website/app name with which you are having trouble, handset model that you are using, alternate (1/2)

English
1
0
0
79
K Murali Krishna
K Murali Krishna@kmuralikrishnna·
K Murali Krishna At/Gate Street Po-Pottangi Pin-764039 Dist-Koraput Pin-764039- Odisha @JioCare @reliancejio
JioCare@JioCare

@kmuralikrishnna number, complete address where you faced the issue with house number/name, street/road name, locality/area name, landmark, city and state with PIN code – Divyank (2/2)

हिन्दी
1
0
0
37
K Murali Krishna
K Murali Krishna@kmuralikrishnna·
Shocked to see Asian Smile Bus charging extra for food to travellers and irresponsibly throwing plastic waste daily in Pottangi surroundings during return from Bhubaneswar 🚍. This is a direct attack on our environment & public health. Authorities must investigate and impose fine
K Murali Krishna tweet mediaK Murali Krishna tweet mediaK Murali Krishna tweet media
English
0
0
1
464