NAC Purushottampur

3.7K posts

NAC Purushottampur banner
NAC Purushottampur

NAC Purushottampur

@nac_ppur

Purusottampur is a town and a notified area committee in Ganjam district in the Indian state of Odisha.

Purushottampur Katılım Ağustos 2017
92 Takip Edilen1.3K Takipçiler
Sabitlenmiş Tweet
NAC Purushottampur
NAC Purushottampur@nac_ppur·
ମୁଁ ପ୍ରତିନିଧି ସ୍ଵଛତା ର, ମୋ ଗର୍ଵ ପୁରୁଷୋତ୍ତମପୁର.......
NAC Purushottampur tweet media
OR
2
3
30
0
NAC Purushottampur
NAC Purushottampur@nac_ppur·
An annual budget meeting, along with Annual Action Plan and development projects of NAC, Purushottampur for FY 2026–27, was held at Conference Hall, NAC Purushottampur in the presence of the Hon’ble MLA, Chairperson, and Councillors. @HUDDeptOdisha @Ganjam_Admin @DUDA_Ganjam
NAC Purushottampur tweet mediaNAC Purushottampur tweet mediaNAC Purushottampur tweet mediaNAC Purushottampur tweet media
English
0
1
1
28
NAC Purushottampur retweetledi
Census India 2027
Census India 2027@CensusIndia2027·
जनगणना सिर्फ गिनती नहीं, देश की प्रगति की नींव है। आपकी सही जानकारी से बनती हैं योजनाएं, और हर घर तक पहुँचता है विकास। जब प्रगणक आपके दरवाज़े पर आएँ, उनका स्वागत करें और सही जानकारी दें। चलो निभाएं अपनी जिम्मेदारी, करें जनगणना में भागीदारी। Census is not just counting people; it’s the foundation of a nation’s progress. Your accurate information helps shape policies and ensures development reaches every home. When the enumerator visits, welcome them and share the correct details. Let’s fulfil our responsibility and participate in the Census. #Census2027 #जनगणना2027 @VikrantMassey
हिन्दी
11
140
461
19.3K
NAC Purushottampur
NAC Purushottampur@nac_ppur·
ଏପ୍ରିଲ ୯ ତାରିଖରେ ‘ଓଡ଼ିଆ ପକ୍ଷ’ ଅବସରରେ ଆୟୋଜିତ ‘ଆସ ବହିଟିଏ କିଣିବା’ ଅଭିଯାନ ପୁସ୍ତକପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହର ନୂଆ ପରିବେଶ ସୃଷ୍ଟି କରିଥିଲା। ଆସନ୍ତୁ, ଆମେ ସମସ୍ତେ ଜୀବନରେ ପୁସ୍ତକର ଗୁରୁତ୍ୱକୁ ସମ୍ମାନ ଦେଇ, ବହି କିଣିବା, ପଢ଼ିବା ଓ ଉପହାର ଦେଇ ଜ୍ଞାନର ପ୍ରଚାର କରିବା। @HUDDeptOdisha @Ganjam_Admin @DUDA_Ganjam
NAC Purushottampur tweet mediaNAC Purushottampur tweet mediaNAC Purushottampur tweet mediaNAC Purushottampur tweet media
OR
1
0
0
24
NAC Purushottampur retweetledi
Suryabanshi Suraj
Suryabanshi Suraj@suryabanshibjp·
‘ଓଡ଼ିଆ ପକ୍ଷ - ୨୦୨୬‘ ଓ ଓଡ଼ିଆ ନବବର୍ଷ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ସୁନ୍ଦର ସଙ୍ଗୀତ । #OdiaPakhya2026 #ଓଡ଼ିଆପକ୍ଷ
OR
5
4
25
794
NAC Purushottampur retweetledi
Chief Electoral Officer, Odisha
📞 ଭୋଟର ସମସ୍ୟାର ସମାଧାନ — ଏବେ କେବଳ ଗୋଟିଏ କଲ୍‌ ଦ୍ୱାରା ! ଭୋଟର ତାଲିକାରେ ନାମ ଯାଞ୍ଚ, ସୁଧାର, ନୂତନ ନିବନ୍ଧନ କିମ୍ବା ଅଭିଯୋଗ — ସବୁକିଛି ପାଇଁ 1950 ହେଲ୍ପଲାଇନ୍ ର ଗୋଟିଏ କଲ୍ ରେ । ସରଳ • ଶୀଘ୍ର • ନିର୍ଭରଯୋଗ୍ୟ 🕗 ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ 🌐 ଆପଣଙ୍କ ଭାଷାରେ ସେବା ଉପଲବ୍ଧ ଆଜିହିଁ କଲ୍ କରନ୍ତୁ — 1950 #ChiefElectoralOfficerOdisha #VoterHelpline #1950Helpline #YourVoteMatters #OdishaVotes
Chief Electoral Officer, Odisha tweet mediaChief Electoral Officer, Odisha tweet mediaChief Electoral Officer, Odisha tweet mediaChief Electoral Officer, Odisha tweet media
OR
1
55
163
7.3K
NAC Purushottampur retweetledi
Census India 2027
Census India 2027@CensusIndia2027·
This year, Census goes digital - bringing every household into the count with ease. Be a part of India’s progress. #Census2027 #जनगणना2027
English
2
39
132
6.8K
NAC Purushottampur
NAC Purushottampur@nac_ppur·
staff members—demonstrating a collective commitment towards cleanliness, heritage preservation, and civic pride.
NAC Purushottampur tweet mediaNAC Purushottampur tweet mediaNAC Purushottampur tweet mediaNAC Purushottampur tweet media
English
0
0
0
18
NAC Purushottampur
NAC Purushottampur@nac_ppur·
Mass Cleaning Drive conducted on the occasion of Swachha Odisha Divas during Odia Pakhya at the historic sites of Jaugada and Jagannath Temple, in the esteemed presence of the Chairperson, Councillors, Executive Officer, senior citizens, Swachha Karmis &
NAC Purushottampur tweet mediaNAC Purushottampur tweet mediaNAC Purushottampur tweet mediaNAC Purushottampur tweet media
English
1
0
0
34
NAC Purushottampur retweetledi
H & UD Dept
H & UD Dept@HUDDeptOdisha·
#ସହରସାଥୀ : ୧୯୨୯ ଓଡ଼ିଶାର ସହରାଞ୍ଚଳ ସେବା ପାଇଁ ଏକ ସହଜ ଓ ନିର୍ଭରଯୋଗ୍ୟ ମାଧ୍ୟମ। ସଫେଇ, ଷ୍ଟ୍ରିଟ୍ ଲାଇଟ୍ କିମ୍ବା ଡ୍ରେନେଜ୍ ଭଳି ପ୍ରତିଟି ସମସ୍ୟାର ସମାଧାନ ଏବେ କେବଳ ଗୋଟିଏ କଲ୍‌ରେ ଉପଲବ୍ଧ। ଏହି ବ୍ୟବସ୍ଥା ଅଭିଯୋଗର ତ୍ୱରିତ, ସ୍ୱଚ୍ଛ ଓ ଉତ୍ତରଦାୟୀ ସମାଧାନ ସୁନିଶ୍ଚିତ କରୁଛି।
H & UD Dept tweet media
OR
1
6
40
1.4K
NAC Purushottampur retweetledi
Census India 2027
Census India 2027@CensusIndia2027·
For the first time, you can also fill your details digitally through our Self-enumeration facility before enumerator’s visit - simple, secure, and at your own convenience! #Census2027 #जनगणना2027
English
9
65
177
9.9K
NAC Purushottampur retweetledi
DCOOdisha
DCOOdisha@DCOOdisha·
ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ବାର୍ତ୍ତା:- #census2027 @CMO_Odisha @rdmodisha @IPR_Odisha @CensusIndia2027
DCOOdisha tweet media
OR
0
2
11
364
NAC Purushottampur
NAC Purushottampur@nac_ppur·
ପୁରୁଷୋତ୍ତମପୁର ଏନ୍‌ଏସି ପ୍ରଶାସନ ପକ୍ଷରୁ ମହାଆଡମ୍ବରରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସମ୍ମାନପୂର୍ବକ ମାଲ୍ୟାର୍ପଣ କରାଯାଇ, ସେମାନଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା। @HUDDeptOdisha @Ganjam_Admin @DUDA_Ganjam
NAC Purushottampur tweet mediaNAC Purushottampur tweet mediaNAC Purushottampur tweet mediaNAC Purushottampur tweet media
OR
1
0
1
19
NAC Purushottampur
NAC Purushottampur@nac_ppur·
“ସ୍ୱ-ଗଣନା (Self-Enumeration) କାର୍ଯ୍ୟକ୍ରମ ୧ ଏପ୍ରିଲ ୨୦୨୬ ଠାରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହା ପରେ ୧୬ ଏପ୍ରିଲ ୨୦୨୬ ଠାରୁ ଘର ତାଲିକାକରଣ କାର୍ଯ୍ୟ ଆରମ୍ଭ ହେବ। ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ସୁଚାରୁ ଓ ସଫଳ ସମ୍ପାଦନ ପାଇଁ ସହଯୋଗ କରିବାକୁ ଅନୁରୋଧ। ଧନ୍ୟବାଦ।
OR
0
0
1
20
NAC Purushottampur retweetledi
Doordarshan National दूरदर्शन नेशनल
ओडिशा स्थापना दिवस की हार्दिक शुभकामनाएं , प्राचीन विरासत, आस्था और प्राकृतिक सुंदरता से समृद्ध ओडिशा, अपनी अनोखी संस्कृति और परंपराओं के लिए जाना जाता है। यह दिन हमें इस गौरवशाली पहचान पर गर्व करने का अवसर देता है। #OdishaFoundationDay #UtkalDiwas #Odisha #DeshKaPehlaChannelDeshKaApnaChannel
हिन्दी
8
112
477
7.5K
NAC Purushottampur retweetledi
Mohan Charan Majhi
Mohan Charan Majhi@MohanMOdisha·
'ଓଡ଼ିଆ ପକ୍ଷ - ୨୦୨୬' ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଅବସର। ଏପ୍ରିଲ ୧ ଓଡ଼ିଶା ଦିବସଠାରୁ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଆମ ଭାଷା, ସଂସ୍କୃତି ଓ ପରମ୍ପରାର ଏହି ମହାମିଳନ ପର୍ବ ସାରା ରାଜ୍ୟରେ ପାଳିତ ହେବ। ଆସନ୍ତୁ, ଏହି ଉତ୍ସବରେ ସାମିଲ ହୋଇ ଆମ ଅସ୍ମିତାକୁ ଆହୁରି ସୁଦୃଢ଼ କରିବା। #OdiaPakhya2026 #ଓଡ଼ିଆପକ୍ଷ୨୦୨୬
OR
21
64
354
9.3K
NAC Purushottampur retweetledi
DCOOdisha
DCOOdisha@DCOOdisha·
‘ଜନଗଣନା-୨୦୨୭’ ସମ୍ପର୍କିତ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନାବଳୀ ମଧ୍ୟରୁ ପ୍ରଶ୍ନ ନଂ-୧ ବିଷୟରେ ଜାଣନ୍ତୁ । #census2027 @rdmodisha @IPR_Odisha @CensusIndia2027
OR
5
28
113
6.7K