Pravati Parida

19.5K posts

Pravati Parida banner
Pravati Parida

Pravati Parida

@PravatiPOdisha

Deputy Chief Minister,Govt. of Odisha | MLA Nimapara Constituency | Proud Member of Bharatiya Janata Party.

Nimapara/Bhubaneswar/Odisha Katılım Eylül 2016
586 Takip Edilen42.7K Takipçiler
Pravati Parida
Pravati Parida@PravatiPOdisha·
ଜୟ ଜଗନ୍ନାଥ 🙏
Pravati Parida tweet media
OR
0
2
45
209
Pravati Parida
Pravati Parida@PravatiPOdisha·
ବିଶ୍ୱର ସବୁଠାରୁ ବଡ଼ ରାଜନୀତିକ ଦଳ @BJP4India ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଅଗଣିତ କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ସ୍ରୋତ ଶ୍ରୀ @NitinNabin ଜୀଙ୍କୁ ଜନ୍ମଦିନର ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ୱାସ୍ଥ୍ୟ ଓ ନିରୋଗ ଜୀବନ ପାଇଁ ପ୍ରାର୍ଥନା କରୁଛି ।
Pravati Parida tweet media
OR
1
2
11
256
Pravati Parida
Pravati Parida@PravatiPOdisha·
Hon’ble Prime Minister Shri @narendramodi Ji’s Europe visit is strengthening economic partnerships, attracting global investments and accelerating opportunities for job creation, innovation and industrial growth.
Pravati Parida tweet media
English
2
0
5
123
Pravati Parida
Pravati Parida@PravatiPOdisha·
ଡ୍ରୋନ, ରାଡାର, ଆଧୁନିକ କ୍ୟାମେରା ଏବଂ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ଆସିବ ସ୍ମାର୍ଟ ବର୍ଡର ପ୍ରୋଜେକ୍ଟ, ତିଆରି ହେବ ଅମେଧ୍ୟ ବର୍ଡର ଗ୍ରୀଡ୍ ।
Amit Shah@AmitShah

मोदी सरकार अगले एक साल में ड्रोन, रडार, आधुनिक कैमरा और तकनीकों से लैस ‘Smart Border Project’ लाकर अभेद्य बॉर्डर ग्रिड बनाएगी।

OR
1
0
3
162
Pravati Parida
Pravati Parida@PravatiPOdisha·
ଲୋକଙ୍କ ସହ ଆଲୋଚନା ଏବଂ ସେମାନଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ ସମାଧାନ ପ୍ରତି ଆମ ସରକାର ପ୍ରାଥମିକତା ଦେଇଆସିଛନ୍ତି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଜନତାଙ୍କୁ ଭେଟିବା ସହ ସେମାନଙ୍କ ଅଭିଯୋଗ ବାବଦରେ ପଚାରିବୁଝିଲି । @BJP4India @narendramodi @NitinNabin @AmitShah @blsanthosh @SamalManmohan7 @MohanMOdisha @Manas_BJP
Pravati Parida tweet mediaPravati Parida tweet mediaPravati Parida tweet mediaPravati Parida tweet media
OR
4
1
34
840
Pravati Parida
Pravati Parida@PravatiPOdisha·
ଗଞ୍ଜାମ ଜିଲ୍ଲାର ଲଡ଼କାପଲ୍ଲୀ ଛକଠାରେ ଘଟିଥିବା ଏକ ଦୁର୍ଘଟଣା ବାବଦରେ ଖବର ପାଇ ମୁଁ ଗଭୀର ଦୁଃଖିତ । ଏହି ଅଘଟଣରେ ୬ ଜଣଙ୍କର ପ୍ରାଣହାନି ହେବା ସହ ଅନେକ ଜଣ ଆହତ ହୋଇଛନ୍ତି । ମୃତକମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହି ଦୁଃଖଦ ପରିସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ।
OR
0
1
6
319
Pravati Parida
Pravati Parida@PravatiPOdisha·
Heartiest congratulations to the brave all-women @BSF_India Mt. Everest Expedition Team for scripting history by successfully scaling Mount Everest under #MissionVandeMataram. Their courage, determination and unwavering spirit at the world’s highest peak stand as a proud symbol of #NariShakti and national pride. Wishing them continued success and inspiring journeys ahead. 🇮🇳
BSF@BSF_India

21st May 2026 Scaling the world’s highest peak with unmatched courage and determination, BSF’s first ever All Women Mt. Everest Expedition Team has scripted history under #MissionVandeMataram by successfully summiting Mt. Everest. The BSF’s First all women mountaineering team comprising of Constable Kouser Fatima from Ladakh, Constable Munmun Ghosh from West Bengal, Constable Rabeka Singh from Uttarakhand and Constable Tsering Chorol from Kargil, successfully summited the Mt Everest (8848.86 M) at 8 AM (IST) today. Celebrating the BSF Diamond Jubilee Year, the Mahila Seema Praharis carried the spirit of ‘Vande Mataram’ to the top of the world. At an altitude where most people require oxygen support and even standing upright is a challenge, they sang Vande Mataram in one unwavering voice - creating a historic milestone that reflects the strength, resilience and indomitable spirit of Nari Shakti. This extraordinary achievement stands as a proud symbol of women empowerment, national pride and the BSF’s steadfast commitment to excellence. #VandeMataram #BSF #NariShakti #BSF_DiamondJubilee #हीरक_जयंती_उत्सव

English
1
1
7
145
Pravati Parida
Pravati Parida@PravatiPOdisha·
ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ପାଇଁ ବେଶ ପରିଚିତ ମିଲେଟ୍‌ ଶକ୍ତି କାଫେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିପାରିଛି । @mission_shakti #SubhadraShakti
Mission Shakti@mission_shakti

#EmpoweredWomen #EmpoweredOdisha #SubhadraShakti #LakhpatiDidi #ViksitOdisha #milletshakticafe

OR
1
1
5
179
Pravati Parida
Pravati Parida@PravatiPOdisha·
ପ୍ରକୃତିର ସନ୍ତୁଳନ ବଜାୟ ରଖିବାରେ ଜୈବ ବିବିଧତାର ପ୍ରମୁଖ ଭୂମିକା ରହିଛି । ଏହାର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନ ସ୍ଥାପନ କରାଯାଇଛି । ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଅବସରରେ ଆସନ୍ତୁ ଜୈବ ବିବିଧତାର ସୁରକ୍ଷା ପାଇଁ ସଂକଳ୍ପ ନେବା ।
Pravati Parida tweet media
OR
0
3
8
151
Pravati Parida
Pravati Parida@PravatiPOdisha·
ବିଶିଷ୍ଟ ସମାଜ ସଂସ୍କାରକ ତଥା ବ୍ରହ୍ମ ସମାଜର ପ୍ରତିଷ୍ଠାତା ରାଜା ରାମମୋହନ ରାୟଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି ।
Pravati Parida tweet media
OR
0
0
11
146
Pravati Parida
Pravati Parida@PravatiPOdisha·
ଜୟ ଜଗନ୍ନାଥ 🙏
OR
12
26
833
2.9K
Pravati Parida
Pravati Parida@PravatiPOdisha·
A productive meeting of the Council of Ministers was held yesterday, focusing on enhancing ‘Ease of Living’ and ‘Ease of Doing Business.’ Valuable perspectives and best practices were exchanged to further reforms and realise Hon’ble Prime Minister Shri @narendramodi ji’s vision of a #ViksitBharat.
Pravati Parida tweet media
English
1
5
22
395