Sambeet

1.6K posts

Sambeet banner
Sambeet

Sambeet

@sambeetarts

Ui-Ux designer by profession artist by passion. Always ready to draw for children books. Love to spend time @odisha

Rourkela, Hyderabad Katılım Şubat 2010
456 Takip Edilen829 Takipçiler
Sambeet retweetledi
ହିମାଂଶୁ #ଗଳ୍ପକବିତା🇮🇳✍️🧢
ଧନ୍ୟବାଦ ଭାଇ 🙏। ମୋ ଜୀବନର ଏ ପ୍ରଥମ ସୋପାନରେ ଆପଣଙ୍କ ଏ ଆଶୀର୍ବାଦ ସର୍ବଦା ମନେ ରହିବ । ଓଡ଼ିଶାର କଳା ସଂସ୍କୃତି ର ଏ ଚିତ୍ର ସହ ମାନବତାର ଅବଗୁଣ ଗାଢ଼ ଛାଇ ଥିବା #ଦୈତ୍ୟ ମାନଙ୍କୁ ସ୍ୱାଗତ ।
Sambeet@sambeetarts

new book new cover art new style

OR
1
1
13
293
Sambeet
Sambeet@sambeetarts·
new book new cover art new style
Sambeet tweet media
English
1
3
11
791
Sambeet retweetledi
Chandrakanti ( ଚୁଟକି )
Chandrakanti ( ଚୁଟକି )@ChandrakantiPr3·
ମୁଁ କ'ଣ ଜାଣିଥିଲି ଦିନେ ଦୁଇ ମୋଟା ମଲାଟ ଭିତରେ ମୁଁ ବଞ୍ଚିବାର ଠିକଣା ଖୋଜିପାଇବି! @sambeetarts ଭାଇ ଆଜିବି ମନେ ଅଛି ଆପଣଙ୍କ କହିବା ପରେ ଗଳ୍ପକାନ୍ତି ଲେଖିବା କଥା। ଆପଣ ମୋ ବହିରେ ସୁନ୍ଦର ପ୍ରଛଦପଟ ମାନ କରି ତାକୁ ଗୋଟାପଣେ ଜୀବିତ କରି ଦେଇଛନ୍ତି।
Chandrakanti ( ଚୁଟକି ) tweet mediaChandrakanti ( ଚୁଟକି ) tweet media
OR
18
6
113
4.5K
Sambeet
Sambeet@sambeetarts·
@ChandrakantiPr3 @tapasr10 @ssgapu22 Congratulation ମୋର ମନେ ଅଛି ଶୁଭପଲ୍ଲବ ପାଇଁ ଲେଖିବା ପୂର୍ବରୁ ଆମର discussion ତେବେ ଏ ସବୁର collection ଯେ ଗୋଟିଏ ବହିର ଆକାର ନେବ ସେତବଳେ କଳ୍ପନା ବାହାରେ ଥିଲା ଆଜି ଦେଖିଲେ ଖୁସି ଲାଗୁଛି।congratulation again on your 1st book
OR
0
0
3
202
Sambeet
Sambeet@sambeetarts·
@KunaTripathy68 ଆପଣଙ୍କ ନୂଆ ବର୍ଷ ସୁବେଚ୍ଛା ରେ ମୁଁ କରିଥିବା ଜଗନ୍ନାଥଙ୍କ ଚିତ୍ର ଦେଖି ଖୁସି ଲାଗିଲା।ନୂତନ ବର୍ଷ ର ଅନେକ ଅନେକ ସୁବେଚ୍ଛା ।🙏
OR
0
0
0
9
Sambeet retweetledi
ଶୁଭପଲ୍ଲବ ~ Shubhapallaba
ପବିତ୍ର ଗଣେଶ ପୂଜାର ଶୁଭେଚ୍ଛା ସହିତ ଭେଟି ଦେଉଛୁ ଶୁଭପଲ୍ଲବର ୫୪ଶ ସଂସ୍କରଣ । ଡାଉନ୍‌ଲୋଡ୍ ଲିଙ୍କ: bit.ly/Shubha54 Cover art: @sambeetarts Editorial: @tapasr10 Design: @ssgapu22 #ଶୁଭପଲ୍ଲବ #Shubhapallaba #Shubhapallaba54 ପଢ଼ି କରି ମତାମତ ଦେବାକୁ ଭୁଲିବେ ନାହିଁ 😊
ଶୁଭପଲ୍ଲବ ~ Shubhapallaba tweet media
OR
0
2
2
334
Sambeet
Sambeet@sambeetarts·
Not yet complicated
Sambeet tweet media
English
0
0
2
72
ଅକାଳ କୁଷ୍ମାଣ୍ଡ 🇮🇳 (Yours sarcastically)
@ssgapu22 @tanaya_p Congratulations Gapu! ଶୁଭପଲ୍ଲବ ଆଜି ଯେଉଁ position ରେ ଅଛି ତାହାର ଶ୍ରେୟ କେବଳ ୩ଜଣଙ୍କର: @ssgapu22 , @tapasr10@sambeetarts ବାକି ସମସ୍ତଙ୍କ ଅବଦାନ କେବଳ ଗୁଣ୍ଡୁଚି ମୂଷା ପରି। ଗୋଟିଏ ପତ୍ରିକା ଚଲେଇବା ଆଉ ଏମିତି ରେଗୁଲାର ଚଲେଇବା କିଛି ସହଜ ବ୍ୟାପାର ନୁହେଁ। ଏଥିପାଇଁ ଯେତେ ପ୍ରଶଂସା କଲେ ବି କମ୍ ହେବ!
OR
2
1
4
234