
VikasSpeaks!
2.1K posts

VikasSpeaks!
@sethy_bikash
Automation Engineer





Only ₹50 to eat and survive the day. What's your go-to food?


#ଜିତୁଙ୍କ_ଘରେ_ପହଞ୍ଚିଲା_ବିଜୁଳି ବହୁ ଚର୍ଚ୍ଚିତ ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା । ଡିଆନାଳୀ ଗାଁରେ ଜିତୁଙ୍କ ଘରେ ସଂଯୋଗ ହେଲା ବିଜୁଳି । ବାର୍ଦ୍ଧକ୍ୟ ଭତ୍ତା ସହ ଅନ୍ତ୍ୟୋଦୟ ଯୋଜନାରେ ମିଳିଲା ୩୫ କିଲୋ ଚାଉଳ #Keonjhar #Odisha #KanakNews #JituMunda











@amareshbiswal72 Very disturbing, the problem is banks are bounded by the rules, they can't process a death claim without death certificate and CDMO won't issue death certificate without postmortem. Bank employees should have guided him about the process to claim the amount.













@Drakshays @PrithivirajBJP Iye gote #### mantri






#ଡମ୍ପିଂ_ୟାର୍ଡ — #ପର୍ଯ୍ୟଟକଙ୍କ_ପାଇଁ_ସ୍ଵିଜରଲ୍ୟାଣ୍ଡ! Dumping Yard Turns into ‘Switzerland’ — Kishangarh Marble Waste Creates Glacier Illusion ବରଫ ପାହାଡ଼ର ଭ୍ରମ ସୃଷ୍ଟି କରୁଛି ମୋଟା ବହଳ । ଗ୍ଲାସିୟର ପରି ଦିଶୁଛି ମାର୍ବଲ ବର୍ଜ୍ୟ । ଶଙ୍ଖ ମଲମଲ ଡମ୍ପିୟାର୍ଡ ପାଲଟିଛି ସ୍ଵିଜରଲ୍ୟାଣ୍ଡ ତା' ଭିତରେ ବର୍ଷାଜଳ ପୂର୍ବ ପୋଖରୀ, କୌଣସି ହ୍ରଦଠୁ କମ୍ ନୁହେଁ । କାଚକେନ୍ଦୁ ପରି ପାଣି ଲୋକଙ୍କୁ ହାତଠାରି ଡାକୁଛି । ମାର୍ବଲ ଆବର୍ଜନାରେ ସୃଷ୍ଟି ହୋଇଥିବା ଏହି ସ୍ଥାନ କୌଣସି ପର୍ଯ୍ୟଟନସ୍ଥଳିକୁ ବି ପଛରେ ପକାଇଦେବ । ଆଉ ଶୀତ ଋତୁ ହେବା କ୍ଷଣି ଏଠାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । #Kishangarh #MarbleCity #DumpingYard #SwitzerlandIllusion #GlacierLook #TouristSpot #BollywoodShooting #EnvironmentalHazard #OdishaNews #PrameyaDigital



ଆଗରୁ କୋଉଠି ଶୋଇଥିଲେ ମ୍ୟାଡାମ୍... ଆଉ ଯଦି ସବୁ ସରକାର ଚେକ୍ କରିବେ, ଆପଣ କଣ ପାଇଁ ବିଧାୟକ ହେଇଛନ୍ତି କଟକର ?








