Anshuman Satapathy

205 posts

Anshuman Satapathy banner
Anshuman Satapathy

Anshuman Satapathy

@telsanshuman

You may shoot me with your words, you may cut me with your eyes, you may kill me with your hatefulness, but still, like Air, I'll Rise !

Puri Katılım Nisan 2022
66 Takip Edilen41 Takipçiler
Anshuman Satapathy
Anshuman Satapathy@telsanshuman·
୫ରୁ ଉର୍ଦ୍ଧ ଦିନ ହେବ ପୁରୀ #ମାଳିସାହି_ହନୁମାନ ମନ୍ଦିର ସମ୍ନାରେ #WATCO_puri ର #ପାଇପ ଲାଇନ ଫାଟି ନଷ୍ଟ ହେଇ ରାସ୍ତା ସାରା ଭାସୁଛି ପାଣି ଏବଂ ଏହି ପାଇପ ଫାଟିଥିବାରୁ ଅନେକ ପ୍ରକାର ରୋଗ ରେ ବି ପଡିପାରନ୍ତି #ସ୍ଥାନୀୟ_ବାସିନ୍ଦା....... #WATCO_puri ର ଅଧିକରୀ ଓ #CDMO_Puri ଏଥିପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ...@WatcoOdisha
OR
0
0
1
7
Anshuman Satapathy
Anshuman Satapathy@telsanshuman·
@puriulb ଟିକେ ଧ୍ୟାନ ଦିଅନ୍ତୁ ୧୯ନଂ ୱାର୍ଡ
Anshuman Satapathy@telsanshuman

ଆଜ୍ଞା ଇଏ ହଉଛି ପୁରୀ #୧୯ନଂ_ୱାର୍ଡ ଅନ୍ତର୍ଗତ ତେଲିସାହି #ସାହୁ ଲେନ ର ଦୃଶ୍ୟ.... #Puri_Municipal_Corporation, ନଳା ସଫା ନାଁ ରେ ନଳା କୁ ଭାଙ୍ଗି ଦେଉଛି ଯୋଉଥିପାଇଁ #ସାହି_ବାସିନ୍ଦା ମାନେ ହଇରାଣ ହେଉଛନ୍ତି ........ @puriulb ରp #commissioner ଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦିଅନ୍ତୁ.... @CMO_Odisha #Puri

OR
0
0
1
4
Anshuman Satapathy
Anshuman Satapathy@telsanshuman·
ଆଜ୍ଞା ଇଏ ହଉଛି ପୁରୀ #୧୯ନଂ_ୱାର୍ଡ ଅନ୍ତର୍ଗତ ତେଲିସାହି #ସାହୁ ଲେନ ର ଦୃଶ୍ୟ.... #Puri_Municipal_Corporation, ନଳା ସଫା ନାଁ ରେ ନଳା କୁ ଭାଙ୍ଗି ଦେଉଛି ଯୋଉଥିପାଇଁ #ସାହି_ବାସିନ୍ଦା ମାନେ ହଇରାଣ ହେଉଛନ୍ତି ........ @puriulb ରp #commissioner ଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦିଅନ୍ତୁ.... @CMO_Odisha #Puri
Anshuman Satapathy tweet mediaAnshuman Satapathy tweet media
OR
1
1
3
95
Anshuman Satapathy
Anshuman Satapathy@telsanshuman·
14 February — is Not Valentine's Day! 14 February is A Black Day for India 💔 Deepest tribute to our brave Soldiers who were martyred in Pulwama. Their sacrifice will never be forgotten. Bharat Mata ki Jay🇮🇳 #PulwamaMartyrs #BlackDay #NeverForget #JaiHind
Anshuman Satapathy tweet media
English
0
0
0
31
Anshuman Satapathy
Anshuman Satapathy@telsanshuman·
ବାପା ଆଜି ତମ ତୃତୀୟ ଶ୍ରାଦ୍ଧବାର୍ଷିକୀ, ତମ କଥା ଆଜି ଭାରି ମନେପଡୁଛି.... ବାପା ତମେ ଯୋଉଠି ବି ଥାଅ ଭଲରେ ଥାଅ ଏବଂ ଆମକୁ ଆଶୀର୍ବାଦ କରୁଥାଅ। ମହାପ୍ରଭୁ ଜଗନ୍ନାଥ ଙ୍କୁ ମୋର ଏତିକି ଗୁହାରି ମୋ "ଜେଜେ ବାପା" ଙ୍କୁ ଯୋଉଠି ବି ରଖନ୍ତୁ ଖୁସିରେ ରଖନ୍ତୁ 🙏🙏🙏........ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏🙏🙏 #RIP #SaratSatapathy
Anshuman Satapathy tweet media
OR
0
0
0
8
Anshuman Satapathy
Anshuman Satapathy@telsanshuman·
ପୁରୀ ରେ ଅନୁଷ୍ଠିତ ଓଡ଼ିଶା କମ୍ପ୍ରେହେନସିଭ ଅଙ୍କଲୋଜି ସମ୍ମିଳନୀ ରେ ଯୋଗଦେବା ଅବସରରେ......... #AllodishaDoctoorsmeet #Oncology #puri
Anshuman Satapathy tweet mediaAnshuman Satapathy tweet mediaAnshuman Satapathy tweet mediaAnshuman Satapathy tweet media
OR
0
0
0
8
Anshuman Satapathy
Anshuman Satapathy@telsanshuman·
ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ନେଇଆସୁ, ଏତିକି ମୋର ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା🙏🙏🙏।। #makarsankranti @highlight
Anshuman Satapathy tweet media
OR
0
0
2
15
Anshuman Satapathy
Anshuman Satapathy@telsanshuman·
ପବିତ୍ର କାଳୀପୂଜା ଓ ଦୀପାବଳୀ ଉପଲକ୍ଷେ ମୋର ସମସ୍ତ ଭାଇ, ଭଉଣୀ ଓ ଗୁରୁଜନ ମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏🎉🙏........ #Diwali #Diwali2025
Anshuman Satapathy tweet media
OR
0
0
1
7
Anshuman Satapathy
Anshuman Satapathy@telsanshuman·
Today I suffer a train Journey...... No RPF police are there & Many Beggar are there in Bhubaneswar - Hydrabad (Vishakha Express) Train...... Our PNR No- 4842954378 Compartment No- B1 Seat No- 66, 67, 69, 70, 71, 72 & 28 @IRCTCofficial @RailwaySeva @GMSRailway
Anshuman Satapathy tweet mediaAnshuman Satapathy tweet media
English
1
0
1
25
Anshuman Satapathy
Anshuman Satapathy@telsanshuman·
Today I suffer a train Journey...... No RPF police are there & Many Beggar are there in Bhubaneswar - Hydrabad (Vishakha Express) Train...... Our PNR No- 4842954378 Compartment No- B1 Seat No- 66, 67, 69, 70, 71, 72 & 28 @IRCTCofficial @RailwaySeva @GMSRailway
Anshuman Satapathy tweet mediaAnshuman Satapathy tweet media
English
0
0
1
39
Anshuman Satapathy retweetledi
Puri Police
Puri Police@SPPuri1·
SP Puri conducted a detailed briefing with officers at DPO today on various issues including temple security, crime, habitual offenders and other important upcoming festivities.
Puri Police tweet mediaPuri Police tweet mediaPuri Police tweet media
English
4
5
142
5K
Anshuman Satapathy retweetledi
Puri Police
Puri Police@SPPuri1·
ଆଜି ଶ୍ରୀ ପ୍ରତୀକ ସିଂ (ଭା.ପୁ.ସେ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶିଷ ଲାଭ କରି ବିଧିବଦ୍ଧ ଭାବେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ନେଇଛନ୍ତି।
Puri Police tweet mediaPuri Police tweet mediaPuri Police tweet media
OR
37
33
775
13.9K
Anshuman Satapathy
Anshuman Satapathy@telsanshuman·
ଆସନ୍ତାକାଲି କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ମାନେ ଯେଉଁ ଓଡ଼ିଶା ବନ୍ଦ ଡାକରେ ଦେଇଛନ୍ତି ଏହାକୁ ମୁଁ ମୋର ପୂର୍ଣ୍ଣ #ସମର୍ଥନ ଜଣାଉଛି ଏବଂ ଭଉଣୀ ସୌମ୍ୟାଶ୍ରୀ ମୃତୁର ନିରପେକ୍ଷ #ତଦନ୍ତ ପାଁଈ ଓଡ଼ିଶା ସରକାରଙ୍କୁ ଦାବି କରୁଛି।। #JusticforSoumashree #JusticForStudents @CMO_Odisha @rashtrapatibhvn @PMOIndia
OR
0
0
1
25
Anshuman Satapathy
Anshuman Satapathy@telsanshuman·
ଯଥା ପୂର୍ବମ, ତଥା ପରମ..... ଆଜି ପୁଣି ପୁରୀ #ଜିଲ୍ଲାମୁଖ୍ୟଚିକିତ୍ସାଳୟ ରେ #DutyChart ରେ #୨ଜଣ ଡାକ୍ତର ଙ୍କ ନାଁ ଲିଖିତ ହୋଇଥିବାବେଳେ Duty କରୁଛନ୍ତି ମାତ୍ର #୧ଜଣେ ଡାକ୍ତର, ସେ ପୁଣି ଯାହା ନାଁ #DutyChart ରେ ଅଛି, ସେ ପୁଣି #Duty କରୁନାହାନ୍ତି, ତାଙ୍କ ବଦଳରେ #ଆଉଜଣେ ଡାକ୍ତର #Duty କରୁଛନ୍ତି........ @CMO_Odisha
Anshuman Satapathy tweet mediaAnshuman Satapathy tweet mediaAnshuman Satapathy tweet media
OR
0
0
1
15
Anshuman Satapathy
Anshuman Satapathy@telsanshuman·
ଆସନ୍ତୁ "ନୂଆ ଆଶା" ରେ ଯୋଡି ହେବା ଏବଂ ଏବେ ଲଢ଼ିବା ମାନବିକତାର ନୂତନ ଅଧ୍ୟାୟ ଆରମ୍ଭ କରିବା ପାଁଈ ।। ଏଥର "ଏକାଠି ଲଢ଼ିବା, ଏକାଠି ଗଢ଼ିବା"...... ଯୋଡିହେବ ପାଁଈ nuaasha.com କୁ ଯାଆନ୍ତୁ।।
Anshuman Satapathy tweet media
OR
0
0
0
14
Anshuman Satapathy
Anshuman Satapathy@telsanshuman·
ଆଜି ମେଡିକାଲ ଛକ ଠାରେ ନାହିଁ ନଥିବା ଭିଡ଼। ଟିକେ ଚାଲିକି ଯିବା ବି କଷ୍ଟକର ହୋଇପଡ଼ିଥିଲା । ଯଦି ଆଜି ଠୁ ଏମିତି ଅବସ୍ଥା, ତାହାଲେ ଆଗକୁ ମହାପ୍ରଭୁ ଙ୍କ ଏତେବଡ଼ ରଥଯାତ୍ରା, ମୁଁ Puri District Admin ଏବଂ SP Puri ଙ୍କୁ ଅନୁରୋଧ କରୁଛି ଏ ଅପାରଗ #TrafficIIC ଙ୍କୁ ତୁରନ୍ତ ବଦଳି କରାଯାଉ।। @SPPuri1 @dm_puri @CMO_Odisha
Anshuman Satapathy tweet media
OR
0
0
1
17
Anshuman Satapathy retweetledi
Saurabh Bharadwaj
Saurabh Bharadwaj@Saurabh_MLAgk·
आज करीब एक तिहाई कश्मीर पाकिस्तान के कब्जे में है , करीब 72,935 sq km हमारा कश्मीर पाकिस्तान के कब्जे में है। पूरा देश भारत सरकार के साथ खड़ा है, आज समय आ गया है कि पाकिस्तान को आतंकवाद फैलाने के लिए सबक सिखाया जाए। POK वापिस भारत के अधिकार में आना चाहिए । क्या भारत को अपना कश्मीर वापिस लेना चाहिए ?
हिन्दी
70
287
344
12.5K