
“ଜଳ”- ଆମର ଦାୟିତ୍ବ, ଆପଣଙ୍କ କର୍ତ୍ତବ୍ୟ
ଜଳ – ଜୀବନର ଆଧାର। ପ୍ରରିଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ଆମର ଦାୟିତ୍ୱ, ଏବଂ ଜଳ ସଂରକ୍ଷଣ କରିବା ଆପଣଙ୍କ କର୍ତ୍ତବ୍ୟ। ଏହି ଉଦ୍ଦେଶ୍ୟକୁ ସାକାର କରିବା ପାଇଁ, କଟକ ସହରର ବିଭିନ୍ନ ସ୍ଥାନରେ ଚାଲିଛି ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ।
@HUDgov @CMCCuttack
OR





































