The Hell
1.3K posts


#ବଢ଼ିଲା_ପେଟ୍ରୋଲ_ଦର
ଭାରତରେ ବି ପଡ଼ିଲା ଯୁଦ୍ଧର ପ୍ରଭାବ, ସାରା ଦେଶରେ ବଢ଼ିଲା ପେଟ୍ରୋଲ ଦର, ୨ ଟଙ୍କା ମହଙ୍ଗା
#KanakNews #PetrolePrice #India

OR

ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସ୍ ଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ସମସ୍ତ ଜିଲ୍ଲାପାଳ, ପୋଲିସ ଏସପି, ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ: ବବିତା ପାତ୍ର
#BeggingFreeOdisha #ChildRights #BabitaPatra #OdishaNews #PublicSafety #OTV #SocialIssue
OR

@MohanMOdisha @IPR_Odisha Out sourcing କର୍ମଚାରୀ ମାନଂକୁ ରାତି ରେ ସୂର୍ଯ୍ୟ ଦେଖେଇଲେ @MohanMOdisha ଏବଂ ଦିନ ରେ ଲଣ୍ଠଣ ଦେଖେଇଲେ ଆଇନ ମନ୍ତ୍ରୀ @PrithivirajBJP. କହିଲେ ଯାହାସବୁ ଆଲୋଚନା ହେଲା @IPR_Odisha ବିଭାଗ ଏହାକୁ ପ୍ରକାଶ କରିବ. ହେଲେ ଏଠି ବିଭାଗ ପଖାଳ ଦିବସ ରେ ପଖାଳ ଖାଇ ନିଦ ରେ ଗଡିଲାଣି.
OR

ପଖାଳ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ଏହା ଆମ ମାଟିର ବାସ୍ନା, ଆମ ପରମ୍ପରାର ଗୌରବ ଏବଂ ଓଡ଼ିଆ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ।
ଆଜି 'ପଖାଳ ଦିବସ' ଅବସରରେ ସମସ୍ତ ଓଡ଼ିଶାବାସୀ ଓ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
ଆସନ୍ତୁ, ଆମର ଏହି ପାରମ୍ପରିକ ଖାଦ୍ୟର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବା।

OR

ORDER # 171-0470487-6897935
The item is smelling bad and it's not usable. This is defective product.
Unable to contact #AmazonIndia due to no option is available for contact. @amazonIN
#AmazonIndia


English

@CMO_Odisha ଯଥା ସମ୍ଭବ ସବୁ out sourcing କର୍ମଚାରୀ ମାନଂକୁ ରେଗୁଲାର କରାଯାଉ. ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ଦିଆଯାଉ.
@MohanMOdisha ଦିନେ ଆପଣ ରାସ୍ତା ରେ ଆନ୍ଦୋଳନ କରୁଥିଲେ ଏବେ ଭୁଲିଗଲେ କେମିତି.
ଯଦି ଭୁଲିଗଲେ ଆଗାମୀ ନିର୍ବାଚନ ରେ ଲୋକ ମାନେ ବି ଭୁଲିଯିବେ ପଦ୍ମ କୁ.
OR

ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ ନିରନ୍ତର ପ୍ରୟାସ ଫଳରେ ଓଡ଼ିଶାରେ ନିବେଶ ଅନୁକୂଳ ପରିବେଶ ସୃଷ୍ଟି ହେବା ସହ ନିଯୁକ୍ତି ସୁଯୋଗ ବୃଦ୍ଧି ପାଉଛି, ଯାହା 'ସମୃଦ୍ଧ ଓଡ଼ିଶା' ଗଠନ ଅଭିଯାନକୁ ଅଧିକ ଗତିଶୀଳ କରୁଛି। ନିକଟରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୨୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି, ଯାହା ମାଧ୍ୟମରେ ରାଜ୍ୟକୁ ₹୪,୫୦୦ କୋଟିରୁ ଅଧିକ ପୁଞ୍ଜି ନିବେଶ ଆସିବ।
ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ପ୍ରାୟ ୧୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଶେଷକରି କାଠ ଭିତ୍ତିକ ଶିଳ୍ପ, ରାସାୟନିକ, ପୋଷାକ, ଇସ୍ପାତ ଡାଉନଷ୍ଟ୍ରିମ୍, ଖାଦ୍ୟ ପ୍ରକ୍ରିୟାକରଣ, ରତ୍ନ ପଥର ଓ ଅଳଙ୍କାର, IT ଏବଂ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ବିକାଶ ରାଜ୍ୟର ଶିଳ୍ପ ଓ ଆର୍ଥିକ ପ୍ରଗତିକୁ ଏକ ନୂଆ ଶିଖରକୁ ନେଇଯିବ।

OR

#ବିଧାନସଭାରେ_କାନ୍ଦିଲେ_ବିରୋଧୀ !
ଏସ୍ସିବି ଅଗ୍ନିକାଣ୍ଡକୁ ନେଇ ବିଧାନସଭାରେ ହାଇଡ୍ରାମା । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ । କୋକେଇରେ ପ୍ରତୀକାତ୍ମକ ଶବ ରଖି ମୁଣ୍ଡ ପିଟି କାନ୍ଦିଲେ ବିଜେଡି ଓ କଂଗ୍ରେସ ବିଧାୟକ
#SCBMedicalFire #Odisha #KanakNews #OdishaAssembly
OR

@CMO_Odisha @narendramodi ସବୁ ଆଉଟ ସୋର୍ସିଙ୍ଗ୍ କର୍ମଚାରୀ ମାନଂକୁ ରେଗୁଲାର କରାଯାଉ, ଖାଲି ଭାଷଣ ରେ ଲୋକଙ୍କ ସରକାର, ଓଡ଼ିଆ ଅସ୍ମିତା ଗପିଲେ ହବନି.
OR

Under the leadership of Hon’ble Prime Minister Shri @narendramodi, India’s digital public infrastructure has created a strong foundation for the next phase of growth. Odisha is consciously translating this national vision into local execution with global relevance, driving employment, innovation, financial inclusion, and investment across AI, digital finance, and Global Capability Centres.
Through initiatives such as BharatNetra and emerging programmes in FinTech, InsurTech, and AI, Bhubaneswar is steadily positioning itself as a gateway for financial innovation and global collaboration on the world stage. The city is also emerging as an eastern gateway for Asia-Pacific financial innovation, linking global capital with Indian talent and enterprise.
Hon’ble Chief Minister Shri @MohanMOdisha’s article in today’s Financial Express.
#ViksitOdisha #ViksitBharat
@PMOIndia

English

@otvkhabar ସବୁ ଆଉଟ ସୋର୍ସିଙ୍ଗ୍ କର୍ମଚାରୀ ମାନଂକୁ ରେଗୁଲାର କରାଯାଉ, ଖାଲି ଭାଷଣ ରେ ଲୋକଙ୍କ ସରକାର, ଓଡ଼ିଆ ଅସ୍ମିତା ଗପିଲେ ହବନି. ଲୋକ ଠିକ ସମୟ ରେ ଫଳ ଦେବେ. @MohanMOdisha
OR

#ପାରାଦୀପରେ_ମୁଖ୍ୟମନ୍ତ୍ରୀ
-ପାରାଦୀପରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
-ସ୍ବତନ୍ତ୍ର ହେଲିକପ୍ଟରରେ ଯାଇ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
#OdishaCM #MohanCharanMajhi #ParadeepVisit #OTV

OR

@bmcbbsr @HUDDeptOdisha @MoHUA_India @SwachhBharatGov @SwachSurvekshan @CMO_Odisha @IPR_Odisha Vending Zone Started at Restricted area. Public facing problem near Satsang Area.



English

Paver block road work is being undertaken at various locations by BMC to improve road infrastructure and enhance public convenience.
#UrbanDevelopment #PublicWorks #SwachhBhubaneswar #SwachhSurvekshan #SwachhAadat se #SwachhBharat




English

Retirement today looks very different from what it did a decade ago.
Senior citizens are active, independent and financially aware seeking solutions that support regular income and convenience.
With ICICI Bank iMobile, customers can opt for Fixed Deposits with a monthly payout option, enabling them to earn interest every month, even after retirement.
A simple digital solution designed to help senior citizens stay financially confident while continuing to enjoy life on their own terms.
@AnilKapoor
English

@zomatocare At the same time the delivery agent delivered two parcels in different locations. And the parcel is alternated. I received medium size instead of Large size.
English

@thehellin17 Hi there, we are here to help and will check what went wrong. Please allow us some time while we look into this for you.
English

Order placed Large Size but delivered medium size.
The delivery agent is delivered two places after pickup the food from this restaurant. Alternated the package.
@zomato is not responding.
@zomatocare


English

ସୁଭଦ୍ରା ଯୋଜନା ଓଡ଼ିଶାର ସମସ୍ତ ମା’ ଓ ଭଉଣୀଙ୍କ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ଏକ ଜ୍ଵଳନ୍ତ ଉଦାହରଣ । ଏହି ଯୋଜନା ମାଧ୍ୟମରେ ଆମ ସରକାର ମହିଳାମାନଙ୍କ ଜୀବନର ବହୁମୁଖୀ ଉନ୍ନତିକୁ ଲକ୍ଷ୍ୟ କରି ଆଗେଇ ଆସିଛନ୍ତି ଏବଂ ସେହି ଲକ୍ଷ୍ୟ ସଫଳତାର ସହିତ ସାକାର ହେଉଛି ।
ସୁଭଦ୍ରା ଯୋଜନା ମାଧ୍ୟମରେ ଆମ ସରକାର କେବଳ ଆର୍ଥିକ ସ୍ୱାଧୀନତା ଦ୍ୱାରା ମହିଳାମାନଙ୍କୁ ସଶକ୍ତ କରୁନାହାନ୍ତି, ବରଂ ଶିକ୍ଷା, ଦକ୍ଷତା ବିକାଶ ଏବଂ ରୋଜଗାର ସୁଯୋଗରେ ଥିବା ବ୍ୟବଧାନକୁ ମଧ୍ୟ ସଫଳଭାବେ ଦୂର କରୁଛନ୍ତି ।
OR

Item missing @JioMart
Order Number
17671722110834602W
Shipment Number
17671722110834602W-01
Only one pc. Lemon delivered.
No response from @JioMart_Support

English

youtu.be/7Vh0V8OVSJ0?si…
@bmcbbsr କ୍ଷତି ପୂରଣ ଦିଅ. ଏଭଳିଆ ଅପାରଗ କାମ କରି କଣ ସହର ର ଉନ୍ନତି କରିଦବ.
@ChanchalRanaIAS
@MayorofBBSR

YouTube
OR

@bmcbbsr @CMO_Odisha @IPR_Odisha @HUDDeptOdisha Unauthorised shops are causing road jams near Apollo Hospital BBSR.
#Bbsr
English

BMC officials regularly visit various locations across the city to oversee sanitation and other civic aspects in the wards. These field visits enable better monitoring of ground realities and help in initiating action wherever required.
#FieldVisit #BetterGovernance #SwachhBhubaneswar




English





