Collector & DM, Balangir

9K posts

Collector & DM, Balangir banner
Collector & DM, Balangir

Collector & DM, Balangir

@CollectorBgr

Office of the Collector & District Magistrate, Balangir, Odisha, Pin-767001

Balangir, India เข้าร่วม Mart 2018
120 กำลังติดตาม37.8K ผู้ติดตาม
Collector & DM, Balangir รีทวีตแล้ว
DCOOdisha
DCOOdisha@DCOOdisha·
ଜନଗଣନା-୨୦୨୭ ଅପ୍ରେଲ୍ ୧ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅପ୍ରେଲ୍ ୧୬ ତାରିଖରୁ ତାଲିମପ୍ରାପ୍ତ ଗଣନାକାରୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଦେଶର ଦାୟିତ୍ୱବାନ ନାଗରିକ ଭାବେ ଏହି ଜନଗଣନା କାର୍ଯ୍ୟକୁ ସଫଳ କରିବା ପାଇଁ ସଠିକ ତଥ୍ୟ ଉପସ୍ଥାପନ କରନ୍ତୁ, ଦେଶର ଅଭିବୃଦ୍ଧିରେ ନିଜର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରଖନ୍ତୁ । #census2027 @rdmodisha @IPR_Odisha @CensusIndia2027
OR
0
5
15
699
Collector & DM, Balangir รีทวีตแล้ว
DCOOdisha
DCOOdisha@DCOOdisha·
ଆମର ଜନଗଣନା, ଆମର ବିକାଶ ଓଡ଼ିଶାର ସବୁ ଜିଲ୍ଲାରେ ଜନଗଣନା-୨୦୨୭ ର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯକ୍ରମରେ ଅପ୍ରେଲ୍ ୧୬ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହା ପୂର୍ବରୁ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନାର ପ୍ରାବଧାନ ରହିଛି । ଏହି ଜନଗଣନା-୨୦୨୭ ରେ ସଠିକ ଏବଂ ନିରପେକ୍ଷ ତଥ୍ଯ ପ୍ରଦାନ କରି ସମୃଦ୍ଧ ରାଜ୍ୟ ତଥା ଦେଶ ଗଠନରେ ସାମିଲ ହୁଅନ୍ତୁ । #census2027 @rdmodisha @IPR_Odisha @CensusIndia2027
OR
0
5
18
716
Collector & DM, Balangir รีทวีตแล้ว
DCOOdisha
DCOOdisha@DCOOdisha·
ଏକ ଉଜ୍ଜ୍ବଳ ଭବିଷ୍ୟତ ଏବଂ ବିକଶିତ ରାଷ୍ଟ୍ର ଗଠନ ନିମନ୍ତେ ସଠିକ୍ ଜନଗଣନା ସମୟର ଆବଶ୍ୟକତା । ଜନଗଣନା ପ୍ରକ୍ରିୟାକୁ ସ୍ବଚ୍ଛ ଏବଂ ସଫଳ କରିବାକୁ ଗଣନାକାରୀମାନଙ୍କୁ ନିର୍ଭୁଲ ତଥ୍ୟ ପ୍ରଦାନକରି ସଚେତନ ନାଗରିକର ଦାୟିତ୍ଵ ତୁଲାନ୍ତୁ । @CensusIndia2027 #CensusofIndia #Census2027 #जनगणना #जनगणना2027
DCOOdisha tweet media
OR
1
41
282
8.8K
Collector & DM, Balangir รีทวีตแล้ว
DCOOdisha
DCOOdisha@DCOOdisha·
‘ଜନଗଣନା ୨୦୨୭’ - ଦେଶର ସବୁଠାରୁ ବଡ଼ ସର୍ବସାଧାରଣ ଅଂଶଗ୍ରହଣ ଅଭିଯାନ ଏପ୍ରିଲ(୨୦୨୬)ରୁ ଆରମ୍ଭ ହେବାକୁ ଯାଉଛି। ‘ବିକଶିତ ଭାରତ ୨୦୪୭’ ର ଭିତ୍ତିକୁ ମଜଭୁତ କରିବା ଦିଗରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। @CensusIndia2027 #CensusofIndia #Census2027 #ViksitBharat2047 #जनगणना #जनगणना2027
DCOOdisha tweet media
OR
2
36
186
7.5K
Collector & DM, Balangir
Collector & DM, Balangir@CollectorBgr·
ନୂଆଦିଲ୍ଲୀ ରେ ହେବାକୁ ଥିବା ଏସିଆନ ଲନ୍ ବଲ୍ ଚାମ୍ପିଅନସିପ ପାଇଁ ଭାରତୀୟ ମହିଳା ଦଳରେ ଚୟନିତ ବଲାଙ୍ଗୀର ର ରାଜେଶ୍ୱରୀ ସେଠ ଙ୍କୁ ଜିଲ୍ଲାପାଳ, ବଲାଙ୍ଗୀର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
7
547
Collector & DM, Balangir
Collector & DM, Balangir@CollectorBgr·
ଜିଲ୍ଲାପାଳ, ବଲାଙ୍ଗୀରଙ୍କ ଅଧ୍ୟକ୍ଷତା ରେ ଜଳ ଯୋଗାଣ ଯୋଜନାର ପ୍ରଶାସନିକ ଅନୁମୋଦନ, ଗ୍ରାମାଞ୍ଚଳ ଜଳ ଉତ୍ସର ସୁରକ୍ଷା ଏବଂ ସଂରକ୍ଷଣ ଯୋଜନା, ଧୂସର ଜଳ ପରିଚାଳନା, ଜଳାଶୟ / ଉତ୍ସଗୁଡ଼ିକୁ ପ୍ରଦୂଷିତ ହେବାରୁ ରୋକିବା ଇତ୍ୟାଦି ବିଷୟରେ ବିଚାର କରିବା ପାଇଁ ଜିଲ୍ଲା ଜଳ ଏବଂ ପରିମଳ ମିଶନ (DWSM) ମାସିକ ବୈଠକ ଅନୁଷ୍ଠିତ ହାଇଥିଲା ।
Collector & DM, Balangir tweet mediaCollector & DM, Balangir tweet media
OR
0
0
14
537
Collector & DM, Balangir
Collector & DM, Balangir@CollectorBgr·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ୱ ପଖାଳ ଦିବସ ପାଳନ ଉପଲକ୍ଷେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ଆୟୋଜିତ ପଖାଳ ପରବ ରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ, ବଲାଙ୍ଗୀର ଯୋଗ ଦେଇଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
11
457
Collector & DM, Balangir
Collector & DM, Balangir@CollectorBgr·
ବିଶେଷ ସୂଚନା: ଆସନ୍ତା ତା: ୨୩.୦୩.୨୦୨୬ ରିଖ ସୋମବାର ଦିନ ବଲାଙ୍ଗିର ଜିଲ୍ଲାରେ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। @dept_ga
Collector & DM, Balangir tweet media
OR
0
0
12
513
Collector & DM, Balangir
Collector & DM, Balangir@CollectorBgr·
ଅଦ୍ୟ ତା : ୧୯।୦୩।୨୦୨୬ ରିଖରେ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା (MPKY) ର ଜିଲ୍ଲା ସ୍ତରୀୟ କମିଟିର ବୈଠକ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
2
9
605
Collector & DM, Balangir
Collector & DM, Balangir@CollectorBgr·
ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଓଡିଶା OSWAN platform ମାଧ୍ୟମରେ ଗ୍ରୀଷ୍ମ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏକ ବୈଠକ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ, ବଲାଙ୍ଗୀର ଯୋଗ ଦେଇଥିଲେ ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
7
401
Collector & DM, Balangir
Collector & DM, Balangir@CollectorBgr·
ଅଦ୍ୟ ତା : ୧୭।୦୩।୨୦୨୬ ରିଖରେ ମୁଖ୍ୟ ଶାସନ ସଚିବ, ଓଡ଼ିଶା, ବିଭିନ୍ନ ଜିଲ୍ଲା ସ୍ତରରେ ଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ OSWAN platform ମାଧ୍ୟମରେ ଏକ ବୈଠକ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ, ବଲାଙ୍ଗୀର ଯୋଗ ଦେଇଥିଲେ ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
1
22
900
Collector & DM, Balangir
Collector & DM, Balangir@CollectorBgr·
ଜିଲ୍ଲାପାଳ, ବଲାଙ୍ଗିର ମେହେର କାଟା ପରିବେଶ ପର୍ଯ୍ୟଟନ ସ୍ଥଳ(ଇକୋ-ଟୁରିଜିମ ସ୍ପଟ) ପରିଦର୍ଶନ କରି ସେଠାରେ ଚାଲୁଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । @ForestDeptt
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
45
1.2K
Collector & DM, Balangir
Collector & DM, Balangir@CollectorBgr·
ଜିଲ୍ଲାପାଳ, ବଲାଙ୍ଗିର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ରାଣୀଧରୋ ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା(MKUY) ରେ ଅନୁପମା ପାତ୍ରଙ୍କ ପ୍ରତିଷ୍ଠିତ ଗ୍ରାମାଞ୍ଚଳୀୟ ଗୋଦାମ ପରିଦର୍ଶନ କରିଥିଲେ ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
18
611
Collector & DM, Balangir
Collector & DM, Balangir@CollectorBgr·
@dept_ga @IPR_Odisha @CMO_Odisha ଏଠାରେ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗ/ସମସ୍ୟା ଗୁଡିକର ଶୁଣାଣି କରିବା ସହିତ ସେଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। (୨/୨)
OR
0
0
2
249
Collector & DM, Balangir
Collector & DM, Balangir@CollectorBgr·
ଅଦ୍ୟ ତା : ୧୬।୦୩।୨୦୨୬ ରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ପାଟଣାଗଡ଼ ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।(୧/୨) @dept_ga
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
1
1
15
617
Collector & DM, Balangir
Collector & DM, Balangir@CollectorBgr·
ବିଶେଷ ସୂଚନା: ଆସନ୍ତା ତା: ୧୬.୦୩.୨୦୨୬ ରିଖ ସୋମବାର ଦିନ ବଲାଙ୍ଗିର ଜିଲ୍ଲାରେ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।@dept_ga @IPR_Odisha
Collector & DM, Balangir tweet media
OR
1
1
18
848
Collector & DM, Balangir
Collector & DM, Balangir@CollectorBgr·
ବଲାଙ୍ଗୀର ଜିଲ୍ଲାରେ ବାଣିଜ୍ୟିକ କୃଷି-ଉଦ୍ୟୋଗ ସ୍ଥାପନା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା(MKUY) ର ଏକ ଜିଲ୍ଲା ସ୍ତରୀୟ କମିଟି ବୈଠକ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l @IPR_Odisha
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
15
523
Collector & DM, Balangir รีทวีตแล้ว
Chief Electoral Officer, Odisha
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ – ଦ୍ୱିତୀୟ ଅଧିବେଶନ। ଦ୍ୱିତୀୟ ଦିନର ଦ୍ୱିତୀୟ ଅଧିବେଶନରେ ଅନୁଗୁଳ, ସୋନପୁର, ବଲାଙ୍ଗୀର, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO), ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଓ ଡେପୁଟି କଲେକ୍ଟର (ନିର୍ବାଚନ) ଅଂଶଗ୍ରହଣ କରିଥିଲେ ଏବଂ SIR ପ୍ରକ୍ରିୟାରେ ERO ଓ AERO ମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ। @ECISVEEP @PIB_India @IPR_Odisha @DDNational @dd_odia
Chief Electoral Officer, Odisha tweet mediaChief Electoral Officer, Odisha tweet media
OR
1
2
13
797
Collector & DM, Balangir
Collector & DM, Balangir@CollectorBgr·
ଅଦ୍ୟ ତା : ୧୦।୦୩।୨୦୨୬ ରିଖ ଦିନ ରାଜସ୍ବ ସମ୍ବନ୍ଧୀୟ କାର୍ଯ୍ୟ ର ସମୀକ୍ଷା କରିବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ରାଜସ୍ବ ଅଧିକାରୀମାନଙ୍କର ଏକ ବୈଠକ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। @IPR_Odisha
Collector & DM, Balangir tweet mediaCollector & DM, Balangir tweet media
OR
0
1
9
433
Collector & DM, Balangir
Collector & DM, Balangir@CollectorBgr·
@CMO_Odisha @HFWOdisha @EIT_Odisha ଖଣ୍ଡୀୟ ବନାଧିକାରୀ, ବଲାଙ୍ଗୀର ଙ୍କ ସମ୍ମିଳନୀ କକ୍ଷ ରେ ଆୟୋଜିତ ଏହି ସମୀକ୍ଷା ବୈଠକ ରେ ଜିଲ୍ଲାପାଳ ବଲାଙ୍ଗୀର ଓ ଅନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । (2/2)
OR
0
0
0
244
Collector & DM, Balangir
Collector & DM, Balangir@CollectorBgr·
ତା ୦୭।୦୩।୨୦୨୬ ରିଖ ଦିନ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଡ଼ ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲାର ନିର୍ମାଣ, ଗ୍ରାମୀଣ ବିକାଶ, ଜଳସମ୍ପଦ, ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ବିଭାଗର ପ୍ରମୁଖ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ(1/2)
Collector & DM, Balangir tweet mediaCollector & DM, Balangir tweet media
OR
1
0
8
488