DCP TRAFFIC, BHUBANESWAR-CUTTACK

1.3K posts

DCP TRAFFIC, BHUBANESWAR-CUTTACK banner
DCP TRAFFIC, BHUBANESWAR-CUTTACK

DCP TRAFFIC, BHUBANESWAR-CUTTACK

@DCP_TRAFFIC

เข้าร่วม Ağustos 2019
51 กำลังติดตาม12.7K ผู้ติดตาม
DCP TRAFFIC, BHUBANESWAR-CUTTACK รีทวีตแล้ว
COMMISSIONERATE POLICE
COMMISSIONERATE POLICE@cpbbsrctc·
🚦ସଡକ ସୁରକ୍ଷା ପ୍ରତି ସମସ୍ତେ ଦାୟିତ୍ୱବାନ ହେବା ଆବଶ୍ୟକ | ସମସ୍ତେ ଟ୍ରାଫିକ ନିୟମ ପାଳନ କରନ୍ତୁ, ✅ ହେଲମେଟ ଏବଂ ସିଟ ବେଲ୍ଟ ସବୁବେଳେ ପିନ୍ଧନ୍ତୁ ✅ ଦ୍ରୁତ ଗତିରେ ଗାଡି ଚଲାନ୍ତୁ ନାହିଁ ଏବଂ ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ 🚫 #ସୁରକ୍ଷିତଭାବେଘରକୁଫେରନ୍ତୁ #ComeHomeSafe 🏠 #NationalRoadSafetyMonth #cpbbsrctc #TrafficAwareness
COMMISSIONERATE POLICE tweet media
OR
4
8
25
1.4K
DCP TRAFFIC, BHUBANESWAR-CUTTACK
ଆସନ୍ତା ତା. ୧୮.୦୧.୨୦୨୬ ରିଖ ଦିନ ତଳ ବାଲିଯାତ୍ରା ପଡ଼ିଆ, କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ସତ୍ୟ ସାଇ ଦିବ୍ୟ ପାଦୁକା ଯାତ୍ରାର ସମାପନ ଉତ୍ସବ ନିମନ୍ତେ ଯାତାୟତ ସୂଚନା । @CuttackDM @CMCCuttack @CDA_CUTTACK @CRUT_BBSR @odisha_police @cpbbsrctc @STAOdisha @IPR_Odisha @dcp_cuttack
DCP TRAFFIC, BHUBANESWAR-CUTTACK tweet mediaDCP TRAFFIC, BHUBANESWAR-CUTTACK tweet media
OR
0
0
15
1K
DCP TRAFFIC, BHUBANESWAR-CUTTACK รีทวีตแล้ว
COMMISSIONERATE POLICE
COMMISSIONERATE POLICE@cpbbsrctc·
ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🪁 ଏହି ଆନନ୍ଦର ପର୍ବକୁ ସୁରକ୍ଷିତ ଭାବେ ପାଳନ କରନ୍ତୁ। ଗୁଡ଼ି ଉଡ଼ାଇବା ସମୟରେ ନିଜର ଓ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ସଜାଗ ରୁହନ୍ତୁ। ମନେରଖନ୍ତୁ, ଆପଣଙ୍କ ସୁରକ୍ଷା ହିଁ ଆମର ପ୍ରାଥମିକତା। #MakarSankranti #CommissioneratePolice #cpbbsrctc #OdishaPolice
COMMISSIONERATE POLICE tweet media
OR
0
4
13
968
DCP TRAFFIC, BHUBANESWAR-CUTTACK รีทวีตแล้ว
State Transport Authority, Odisha
ଦୁଇ ଚକିଆ ଧରି ବୁଲିବାକୁ ବାହାରୁଛନ୍ତି ତ ? ଯାଆନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ମୁଣ୍ଡରେ ଯଦି ହେଲମେଟ୍ ନାହିଁ, ତେବେ ସମସ୍ୟାଟି ସେଇଠି। #WearHelmet #RoadSafety #Odisha
State Transport Authority, Odisha tweet media
OR
12
12
65
2.5K
DCP TRAFFIC, BHUBANESWAR-CUTTACK รีทวีตแล้ว
State Transport Authority, Odisha
ରାସ୍ତାରେ ଯିବାବେଳେ ସର୍ଟକଟ୍ ଆପଣାନ୍ତୁ ନାହିଁ କିମ୍ବା ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରନ୍ତୁ ନାହିଁ ଏହା ବୁଦ୍ଧିମାନର କାମ ନୁହେଁ, ଏହାଦ୍ୱାରା ଆପଣ ମୃତ୍ୟୁକୁ ଆମନ୍ତ୍ରଣ କରନ୍ତି ସଚେତନ ଗାଡ଼ି ଚାଳକ ଭାବେ ସଡ଼କ ସୁରକ୍ଷାର ସମସ୍ତ ନିୟମ ପାଳନ କରନ୍ତୁ । #NoShortcutOnRoad #RoadSafety #ObeyTrafficRules #STAOdisha
State Transport Authority, Odisha tweet media
OR
1
7
26
923
DCP TRAFFIC, BHUBANESWAR-CUTTACK รีทวีตแล้ว
State Transport Authority, Odisha
ଗାଡ଼ି ଚଳାଇବା ବେଳେ ସାମାନ୍ୟ ଅସାବଧାନତା ବଡ଼ ଦୁର୍ଘଟଣାର କାରଣ ହୋଇପାରେ। ନିଜର ଓ ଅନ୍ୟମାନଙ୍କ ଜୀବନ ସୁରକ୍ଷା ପାଇଁ ସଚେତନ ରହିବା ସମସ୍ତଙ୍କ କର୍ତ୍ତବ୍ୟ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ। #NationalRoadSafetyMonth #SadakSurakshaAbhiyan #RoadSafety #Odisha #ComeHomeSafe
State Transport Authority, Odisha tweet media
OR
8
26
94
4.8K
DCP TRAFFIC, BHUBANESWAR-CUTTACK รีทวีตแล้ว
State Transport Authority, Odisha
ମଦ୍ୟପାନ କରି ଗାଡ଼ି ଚଳାଇବା ଦ୍ୱାରା ଆପଣଙ୍କ ବହୁମୂଲ୍ୟ ଜୀବନ ବିପଦରେ ପଡ଼ିପାରେ ଗାଡ଼ି ଚଳାଇବା ବେଳେ ଏଭଳି ଭୁଲ କରନ୍ତୁ ନାହିଁ ଟ୍ରାଫିକ ନିୟମ ପାଳନ କରନ୍ତୁ, ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ ଦିଅନ୍ତୁ #DontDrinkAndDrive #DriveSober #RoadSafety #DriveSafe
State Transport Authority, Odisha tweet media
OR
1
10
26
1.3K
DCP TRAFFIC, BHUBANESWAR-CUTTACK รีทวีตแล้ว
State Transport Authority, Odisha
ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ସଡ଼କ ସୁରକ୍ଷା ସଚେତନତାକୁ ବ୍ୟାପକ କରାଯାଉଛି । ଏହା ସହ ବିଭିନ୍ନ ସ୍ଥାନରେ, ବିଶେଷ କରି ପିକନିକ୍ ସ୍ଥଳିରେ RTO ମାନଙ୍କ ଦ୍ୱାରା ଏନଫୋର୍ସମେଣ୍ଟ ଜାରି ରହିଛି । ମଦ୍ୟପାନ, ବେଆଇନ ପାର୍କିଂ, ଦ୍ରୁତଗତି ତଥା ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି । ଏହାସହ କୁହୁଡ଼ିକୁ ଦୃଷ୍ଟିରେ ରଖି ଅତ୍ୟନ୍ତ ସାବଧାନତାର ସହ ଗାଡ଼ି ଚଳାଇବାକୁ ଅନୁରୋଧ କରାଯାଉଛି । ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । #Enforcement #RoadSafety #DriveSober #Odisha #ComeHomeSafe #FogAlert
State Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet media
OR
6
7
46
2.9K
DCP TRAFFIC, BHUBANESWAR-CUTTACK รีทวีตแล้ว
State Transport Authority, Odisha
ଘନ କୁହୁଡ଼ି ସମୟରେ ଗାଡ଼ି ଚଲାନ୍ତୁ ନାହିଁ ନିହାତି ଆବଶ୍ୟକ ଥିଲେ ଧ୍ୟାନ ଦିଅନ୍ତୁ: -ଧୀରେ ଓ ସାବଧାନତାର ସହ ଗାଡ଼ି ଚଳାନ୍ତୁ -ଗାଡ଼ି ପାର୍କିଂ ସମୟରେ ହାଜାର୍ଡ ଲାଇଟ୍ ବ୍ୟବହାର କରନ୍ତୁ -ଆବଶ୍ୟକ ନଥିଲେ ଗାଡ଼ି ଓଭରଟେକ୍ କରନ୍ତୁ ନାହିଁ -ଦ୍ରୁତଗତିରେ ଗାଡ଼ି ଚଳାନ୍ତୁ ନାହିଁ -ହଠାତ୍ ଲେନ୍ ପରିବର୍ତ୍ତନ କରନ୍ତୁ ନାହିଁ -ଗାଡ଼ି ଗାଡ଼ି ମଧ୍ୟରେ ସୁରକ୍ଷିତ ବ୍ୟବଧାନ ରଖନ୍ତୁ #FogSafety #TravelAlert #VisibilityMatters #RoadSafety #Odisha
State Transport Authority, Odisha tweet media
OR
2
27
89
3.6K
DCP TRAFFIC, BHUBANESWAR-CUTTACK รีทวีตแล้ว
State Transport Authority, Odisha
କ୍ରିକେଟ୍ ହେଉ କି ସଡ଼କ ହେଲମେଟ ହେଉଛି ସୁରକ୍ଷା କବଚ ବାରବାଟୀରେ ଟିମ୍ ଇଣ୍ଡିଆକୁ ଚିଅର୍ କରିବାକୁ ଆସୁଥିବେ, କିନ୍ତୁ ଷ୍ଟାଡିୟମ୍‌କୁ ଆସିବା ଉତ୍ସାହ ଭିତରେ ସଡ଼କ ସୁରକ୍ଷା ନିୟମ ଭୁଲିବେ ନାହିଁ #CricketMatch #BarabatiStadium #ObeyTrafficRules #RoadSafety
State Transport Authority, Odisha tweet media
OR
0
11
27
1.6K