
Titu panda
27.4K posts

Titu panda
@Titupanda2
ଭଲ ଲାଗେ ସେଇ ଶୁନଶାନ ଅନ୍ଧାର ରାତି, ଯେଉଁଠି ମଣିଷ ମାନଙ୍କ ଯାତାୟତ ନଥାଏ।



ମଣିପୁରର ଏ ସବୁ ଘଟଣା କାହିଁକି ଦେଶର ଜନତାଙ୍କୁ ଲୁଚାଇବାକୁ ଚେଷ୍ଟା କରୁଛି @BJP4India ଓ ଦେଶର ମିଡ଼ିଆ? @aajtak @indiatvnews @ZeeNews କାହିଁକି? ଆଜ୍ଞା @rashtrapatibhvn ଆପଣ ବି ଚୁପ କାହିଁକି? @BJP4Odisha @SulataDeoMP @Naveen_Odisha @bjd_odisha


ଆଜି ତା ୩୦.୦୪.୨୦୨୬ ରିଖ ସ୍ଵତନ୍ତ୍ର ଦିନିକିଆ ବିଧାନସଭା ଅଧିବେଶନରେ ଆଗତ ହୋଇଥିବା “ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ” ବିଷୟକୁ ନେଇ ଆଜିର ସ୍ଵତନ୍ତ୍ର ଅଧିବେଶନ ଡାକିବାର ଅଭିଳାଷ କ’ଣ ଓ ସରକାର ଏହାକୁ କାହିଁକି ଡାକିଲେ ସେ ବିଷୟରେ ମୋର ମତ ପ୍ରକାଶ କଲି। ଗତ ତା ୧୭.୦୪.୨୦୨୬ରିଖ ରେ କେନ୍ଦ୍ର ସରକାର ଷଡ଼ଯନ୍ତ୍ର ମୂଳକ ଭାବରେ ମହିଳା ବିଲକୁ ଢାଲ କରି ସୀମା ପୁନଃ-ନିର୍ଦ୍ଧାରଣ ବିଲକୁ ଆଣି ସଂସଦରେ କାଟ ଖାଇଥିଲା। ସେହି ଲଜ୍ଜ୍ୟାରୁ ବର୍ତ୍ତିବା ପାଇଁ ଆଜିର ଏହି ଚର୍ଚ୍ଚା ଆରମ୍ଭ କରିଛନ୍ତି ବୋଲି କହିବା ସହିତ ମହିଳା ବିଲ ଯେ କେବଳ ଛଳନା ଏବଂ ଲୋକଙ୍କ ଆଗରେ ନିଜ ଦୋଷକୁ ଢାଙ୍କିବାର ଏକ ପ୍ରୟାସ, ଏହା ମୋର ବକ୍ତବ୍ୟରେ ଜଣାଇଲି।



ଆମ ସମାଜ ଗୋଟେ ନାରୀ କୈନ୍ଦ୍ରିକ ସମାଜ । ଆମେ ପ୍ରକୃତିକୁ ମା ଭଳି ପୂଜା କରୁ, ରାଷ୍ଟ୍ରକୁ ମାତା ବୋଲି ସମ୍ବୋଧନ କରୁ । ଆମ ସଂସ୍କୃତି ଆମକୁ ଶିଖେଇଛି ଶକ୍ତିପୂଜନ, ମାତୃବନ୍ଦନର ମହତ୍ତ୍ୱ । କିନ୍ତୁ ଦୁଃଖର ବିଷୟ ବିରୋଧୀଙ୍କ ବୈମାତୃକ ମନୋଭାବ ଆଜି ଆମ ସମାଜର ମା-ଭଉଣୀଙ୍କ ଅଧିକାର ପ୍ରାପ୍ତିରେ ବାଧା ସୃଷ୍ଟି କରୁଛି । ଆଗାମୀ ଦିନରେ ରାଜ୍ୟର ମା'ମାନେ ବିରୋଧୀଙ୍କୁ ଉଚିତ ଜବାବ ଦେବେ । #AntiWomenAlliance #MahilaVirodhiBJD #MahilaVirodhiCongress



ଯେତେବେଳେ ଦାନ ମାଝୀଙ୍କ କାନ୍ଧରେ ତାଙ୍କ ସ୍ତ୍ରୀର ଶବ ଦେଖି ମହିଳାମାନେ ହତୋତ୍ସାହିତ ହେଉଥିଲେ, ସେତେବଳେ ନବୀନ ବାବୁ ଓଡ଼ିଆରେ ଦୁଇ ପଦ ଭରସା ଦେଇପାରିଲେନି ? ଏବେ ସେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । #BJDAgainstWomen











ମଣିପୁରର ଏ ସବୁ ଘଟଣା କାହିଁକି ଦେଶର ଜନତାଙ୍କୁ ଲୁଚାଇବାକୁ ଚେଷ୍ଟା କରୁଛି @BJP4India ଓ ଦେଶର ମିଡ଼ିଆ? @aajtak @indiatvnews @ZeeNews କାହିଁକି? ଆଜ୍ଞା @rashtrapatibhvn ଆପଣ ବି ଚୁପ କାହିଁକି? @BJP4Odisha @SulataDeoMP @Naveen_Odisha @bjd_odisha

ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିରେ କରିଥିବା ଅନୁରୋଧ ଅନୁଯାୟୀ ସରକାର '୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍' ଉପରେ ଆଲୋଚନା କରିବା ପାଇଁ ଗୃହର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ... "ଓଡ଼ିଶାବାସୀଙ୍କୁ ମୁଁ ଭରସା ଦେଉଛି। ମୁଁ ଥିଲା ପର୍ଯ୍ୟନ୍ତ ଓଡ଼ିଶାକୁ ତା'ର ହକ୍ରୁ କେହି ବଞ୍ଚିତ କରି ପାରିବ ନାହିଁ। ଓଡ଼ିଶାର ବିଜେପି ବିଧାୟକମାନେ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ୍ କରନ୍ତୁ।" - ଶ୍ରୀ ନବୀନ ପଟ୍ଟନାୟକ #Odisha #WomenReservationBill #DelimitationBill #BJDWithOdisha @bjd_odisha


#ଆର୍ଡିସି_କହିଲେ_ବ୍ୟାଙ୍କ_କର୍ତ୍ତୃପକ୍ଷ_ଦାୟୀ କେନ୍ଦୁଝର କାନ୍ଧରେ କଙ୍କାଳ ବୋହିବା ଘଟଣା । ଆରଡିସି ତଦନ୍ତରୁ ଆସିଲା ସାଂଘାତିକ ତଥ୍ୟ । ମୃତ୍ୟୁ ପୂର୍ବରୁ ୮ ଥର ବ୍ୟାଙ୍କ ଆସିଥିଲେ ଜିତୁ ମୁଣ୍ଡାଙ୍କ ଭଉଣୀ କାର୍ଲା ମୁଣ୍ଡା । ଉଭୟଙ୍କୁ ଜାଣିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ #Odisha #KanakNews #Kendujhar #RDC




