susanta das

2.2K posts

susanta das

susanta das

@e_kumaras

Okk

شامل ہوئے Nisan 2023
209 فالونگ21 فالوورز
susanta das
susanta das@e_kumaras·
@snehaias @paitda @puriulb ପୁରୀ ରଧାଗିବିନ୍ଦ ଲେନ ମାର୍କଣ୍ଡେଶ୍ୱର ସାହି ୱାର୍ଡ ନଂ ୧୬.ହାଡ଼ିଗୋହରି ଅବସ୍ଥା ଖରାପ ମଶା ହେଉଛନ୍ତି ସଫା କରାଯାଉ କମିଶନର ମହୋଦୟା ଙ୍କୁ ଅନୁରୋଧ
susanta das tweet media
OR
0
0
0
11
susanta das ری ٹویٹ کیا
susanta das
susanta das@e_kumaras·
@CMO_Odisha @PrithivirajBJP @sureshpujariofc @rdmodisha @RDC_Central @SecyChief @dm_puri @PuriTahasil ୧୫,୬,୨୦୨୬ ବଦଳି ଶେଷ ତାରିଖ ହେବାକୁ ଆଉ ମାତ୍ର୭ଦିନ ବାକି ଅଛି ବଦଳି କରାଯାଉ ନାହିଁ କାହିଁକି ସରକାରଙ୍କ ନିର୍ଦ୍ଦେଶ ପାଳନ କରାଯାଇ ୧୦ବର୍ଷ ଗୀତାରାଣୀକର ଏବଂ ୭ବର୍ଷ ତ୍ରିଲୋଚନସେଠୀବଦଳିକରାଯାଉ ବହୁତ୍ହାତଗୁଞ୍ଜାଦେଇଅଛନ୍ତି ବଦଳି କରାଯାଉ ନିୟମ ସମଷ୍ଟଙ୍କ ପାଇଁ ସମାନ ମନ୍ତ୍ରୀ ଏବଂ ମୁଖ୍ୟ ଶାସନସଚିବ ମହୋଦୟ ଙ୍କୁ ଅନୁରୋଧ ବଦଳି କରାଯାଉ
OR
0
1
0
17
susanta das
susanta das@e_kumaras·
@CMO_Odisha @dr_kcmahapatra @sureshpujariofc @rdmodisha @rdmodisha @ushapadhee1996 @dm_puri @DJ_dibyajyoti @PKDA_Puri @PrithivirajBJP ସରକାରୀ ରାସ୍ତା ନଥାଇ ଅନୁମୋଦନଅଭିଯୋଗପରେସମସ୍ତଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁଭୁଲ୍ତଥ୍ୟଦେଇଛନ୍ତି ସୁଶାନ୍ତଭୋଇଆପଣମାନେଦେଖନ୍ତୁ ସରକାରୀନକ୍ସାରେରାସ୍ତାନାହିଁରଦ୍ଦକରାଯାଉ
susanta das tweet mediasusanta das tweet mediasusanta das tweet mediasusanta das tweet media
OR
1
1
0
20
susanta das
susanta das@e_kumaras·
@CMO_Odisha @dr_kcmahapatra @sureshpujariofc @rdmodisha @ushapadhee1996 @dm_puri @DJ_dibyajyoti @PKDA_Puri @PrithivirajBJP ସରକାରୀରାସ୍ତାନଥାଇଅନୁମୋଦନରାସ୍ତାନଥିବା ରିପୋର୍ଟ ତହସିଲଦାର ଦେଇଛନ୍ତି ଆମ୍ଭେ ସଂଯୋଗ କରିଛୁ ସୁଶାନ୍ତଭୋଇ ସମସ୍ତଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଏବଂସମସ୍ତମନ୍ତ୍ରୀଙ୍କୁ ଭୁଲ୍ଉତ୍ତରଦେଉଛନ୍ତି ଯାହାରିପୋର୍ଟରେ ପ୍ରମାଣିତ ଗୋପୀନାଥପୁର ମୌଜାପ୍ଲଟଗୁଡ଼ିକଆଗରେNH48ପ୍ଲଟ ନାହିଁ ଅଠର ନଳା ମୌଜା ୧୮, ୨୦ ନଂ ପ୍ଲଟଆଗରେ ନ48 ପ୍ଲାନ୍ରଦ୍ଦ କରାଯାଉ
OR
0
0
0
8
susanta das
susanta das@e_kumaras·
@dm_puri @CMO_Odisha @IPR_Odisha @HUDDeptOdisha @SwachSurvekshan ଆପଣ କରୁଥିବା ସମସ୍ତ କାମ ଗୁଡିକ ଠିକ୍ ଭାବରେ କରୁଛନ୍ତି ଯାହାହେଉ ଏତେଦିନ ପରେ ଜଣେ ଦକ୍ଷ ଅଫିସର ଆସିଥିବାରୁ ଧନ୍ୟବାଦ ଅପଣକ କାର୍ଯ୍ୟରେ ପୁରୀ ବାସୀ ଆପଣଙ୍କ ଉପରେ ଖୁସି ଥିବାର ପରିଲକ୍ଷିତ ହେଉଛି
OR
0
0
2
136
Collector and District Magistrate Puri
*ସ୍ୱଚ୍ଛତାରେ ସେବା, ସେବାରେ ସମର୍ପଣ – ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅହରହ ପ୍ରୟାସ।* ବ୍ୟାପକ ସଫେଇ କାର୍ଯ୍ୟ, ବର୍ଜ୍ୟ ପରିଚାଳନା, ସାନିଟେସନ୍ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଶୌଚାଳୟ ଓ ଜନସୁବିଧା କାର୍ଯ୍ୟକ୍ରମ ମାଧ୍ୟମରେ ଭକ୍ତମାନଙ୍କ ପାଇଁ ଏକ ସ୍ୱଚ୍ଛ ଓ ଦିବ୍ୟ ରଥଯାତ୍ରାର ପରିବେଶ ସୃଷ୍ଟି କରିବା ଆମର ସଙ୍କଳ୍ପ। @puriulb #RathaYatra2026 #RathYatra2026 #PuriRathYatra #PuriMunicipalCorporation #PMCForRathaYatra #SwachhaPuri #CleanPuri #CleanAndGreenPuri #SafeRathYatra #RathaYatraPreparations #DevoteeFirst #ServingDevotees #SanitationForAll #JagannathCulture #JaiJagannath #PuriCares #PrideOfOdisha #FestivalOfFaith #MahaprabhuInPuri
OR
8
7
72
6.4K
susanta das
susanta das@e_kumaras·
ଜାତୀୟ ରାଜପଥ ଉପରେ ଯଦି ଲୋକମାନେ ବିନା ଅନୁମୋଦନରେ ବିନା ପାର୍କିଂ ରେ ହୋଟେଲ ନିର୍ମାଣ କରିବେ କେହି ଆଉ ଖାତିର କରୁନାହାନ୍ତି ଏହାକୁ ଦେଖି ପାଖରେ ଖାକି ମଠ ନୂଆସାହି ରୋଡ ଉପରେ ଜଗନ୍ନାଥ ଜମିରେ ବେଆଇନ ନିର୍ମାଣ ଚାଲିଛି ଅଭିଯୋଗ ପରେ କଣ ପଦକ୍ଷେପ ନେଇଛନ୍ତି କମିଶନର ମୋହାଦୟା ଉତ୍ତର ରଖନ୍ତୁ
susanta das tweet mediasusanta das tweet media
OR
0
0
0
4
susanta das
susanta das@e_kumaras·
@CMO_Odisha @dr_kcmahapatra @dm_puri @DJ_dibyajyoti @paitda @snehaias @RDC_Central @rdmodisha @HUDDeptOdisha @TPCentralOdisha @sureshpujariofc ଜାତୀୟ ରାଜପଥ ଉପରେ ବେଆଇନ ନିର୍ମାଣ ୬ମହଲା ଚାଲିଛି ନିର୍ମାଣ ବନ୍ଦସହଲାଇନବିଛିନ୍ନ କରାଯାଉ ସମସ୍ତ ଅଧିକାରୀଙ୍କୁ ଅନୁରୋଧବଡ଼ଦାଣ୍ଡ ୩୦୦ମିଟରଭିତରେନିର୍ମାଣ ଚାଲିଛି
susanta das tweet mediasusanta das tweet media
OR
4
0
0
182
susanta das
susanta das@e_kumaras·
@CMO_Odisha @dr_kcmahapatra @RDC_Central @rdmodisha @PrithivirajBJP @sureshpujariofc @dm_puri @DJ_dibyajyoti @PKDA_Puri @susant594747546 ଜିଲ୍ଲାପାଳଙ୍କ ନୀରବ ରହିବା କାରଣ କଣ ସରକାରୀ ରାସ୍ତା ନଥାଇ ଗୋପୀନାଥ ପୁର ମୌଜା ଦୁଇଟି ବେଆଇନ ଅନୁମୋଦନ ତଥ୍ୟ ଦେଲାପରେ ନୀରବ ପ୍ଲାନ୍ ରଦ୍ଦ କରାଯାଉ ମୁଖ୍ୟମନ୍ତ୍ରୀ ମହାଶୟ ନଗର ଉନ୍ନୟନମନ୍ତ୍ରୀଏବଂଆର୍ଡିସି ମହୋଦୟ ପ୍ଲାନ୍ ରଦ୍ଦ କରାଯାଉ କାହାଚାପରେ ପୁରୀଜିଲ୍ଲପାଳଅଭିଯୋଗ କରିବାଏକବର୍ଷ ବିତିଗଲା ଏହାବିରୁଦ୍ଧରେ RDMO ଚିଠି କରିଛନ୍ତି
OR
0
0
0
8
susanta das ری ٹویٹ کیا
susanta das
susanta das@e_kumaras·
@CMO_Odisha @dr_kcmahapatra @RDC_Central @rdmodisha @PrithivirajBJP @sureshpujariofc @dm_puri @DJ_dibyajyoti @PKDA_Puri @susant594747546 ପୁରୀପିକେଡିଏ ସୁଶାନ୍ତଭୋଇଙ୍କନୂତନକଳା କାରନାମା ପୁନର୍ବାରଗୋପୀନାଥରାଉତରାଏପୂର୍ ସରକାରୀରାସ୍ତାନଥାଇ ମୋଟାଅଙ୍କରଅର୍ଥନେଇ ଅନୁମୋଦନପ୍ଲାନ୍ ରଦ୍ଦକରାଯାଉ ଜିଲ୍ଲାପାଳବୁଝନ୍ତୁ
susanta das tweet mediasusanta das tweet mediasusanta das tweet media
OR
4
1
1
152
susanta das ری ٹویٹ کیا
susanta das
susanta das@e_kumaras·
@CMO_Odisha @dr_kcmahapatra @RDC_Central @rdmodisha @PrithivirajBJP @sureshpujariofc @dm_puri @DJ_dibyajyoti @PKDA_Puri @susant594747546 ପୁନର୍ବାର ସୁଶାନ୍ତଭୋଇଙ୍କକାରନାମା କେତେ ହାତଗୁଞ୍ଜା ଦେଇ ଅଛନ୍ତି କେହି ତାଙ୍କର କିଛି କରିପାରୁନାହାନ୍ତି ବେଆଇନ ଅନୁମୋଦନ ସରକାରୀ ରାସ୍ତାନଥାଇ ୪ଗୋଟିଁଅନୁମୋଦନପ୍ଲାନ୍ ରଦ୍ଦ କରାଯାଉମହିଳାକୁଟୀରଶିଳ୍ପ ଅନୁମୋଦନରେମୁଖ୍ୟଭୂମିକା ATP ସୁଶାନ୍ତଭୋଇ ପ୍ଲାନ୍ ରଦ୍ଦ ସହ ଏହିଭଳି ଅଫିସର ବଦଳି କରାଯାଉ ୭ବର୍ଷ ଗାଦିମାଡ଼ି ଅଛନ୍ତି ଅର୍ଥଦେଉଛନ୍ତି
OR
0
1
0
23
susanta das
susanta das@e_kumaras·
ଦୀପକ ବଂଶଲ ରାତିଦିନ କାମ ଚାଲିଛି ଜିଲ୍ଲାପାଳ ଏବଂ ଆର୍ଡିସି ଙ୍କ ଚିଠି ପରେ ନୀରବ ପୁରୀମହାନଗର ନିଗମରକମିଶନର ମହୋଦୟ ଖାଲିନଳା କାମ କ୍ୟାବିନ ଉଚ୍ଛେଦ କରିବା ସହ ବେଆଇନ ବିନା ଅନୁମୋଦନରେ ନିର୍ମାଣବନ୍ଦ ଲକରନ୍ତୁ ତା ଦେଖାଦେଖି ପାଖରେଦୁଇଟିନିର୍ମାଣଚାଲିଛି ଅଭିଯୋଗପରେ ପ୍ରଶାସନିକ ଅଧିକାରୀନୀରବ କେତେଅର୍ଥ ଦୀପକ ବଂଶଲ ଦେଇଛି ବନ୍ଦକରାଯାଉ
susanta das tweet mediasusanta das tweet mediasusanta das tweet media
OR
0
0
0
6
susanta das ری ٹویٹ کیا
susanta das
susanta das@e_kumaras·
@ASIGoI @arvindpadhee @JagannathaDhaam @puriulb @PuriTahasil @AbhiDashOdisha @CMO_Odisha ଶ୍ରୀମନ୍ଦିର ଚାରିପଟେ ମାଳ ମାଳ ବେଆଇନ ହୋଟେଲ ନିର୍ମାଣ ଚାଲିଛି ନୀରବ ପୁରୀ ପ୍ରଶାସନିକ ଅଧିକାରୀ ଜାଣତରେ ଚାଲିଛି ମୁଖ୍ୟମନ୍ତ୍ରୀ ମହୋଦୟ ଆପଣ ଦେଖନ୍ତୁ କେତେ ଅପାରଗ ପୁରୀ ପ୍ରଶାସନିକ ଅଧିକାରୀ
susanta das tweet mediasusanta das tweet mediasusanta das tweet mediasusanta das tweet media
OR
2
1
0
77
susanta das ری ٹویٹ کیا
susanta das
susanta das@e_kumaras·
@CMO_Odisha @rdmodisha @dr_kcmahapatra @DJ_dibyajyoti @AbhiDashOdisha @dm_puri @snehaias ରେବତୀଦାଶମାଳତୀପାଟପୁର୧୯ଫୁଟ ରାସ୍ତାରେ୬ମହଲାଅନୁମୋଦନ ପ୍ଲାନ୍ ରଦ୍ଦ କରାଯାଉ ନିର୍ମାଣଚାଲିଛି ତହସିଲଦାରଙ୍କୁଅନୁରୋଧ ସଠିକ୍ ରିପୋର୍ଟଦର୍ଶାନ୍ତୁ ଆପଣଏବେଯାଇଥିଲେ ତଳଜଙ୍ଘ୍ ରାସ୍ତାଦେଖିଛନ୍ତିଆପଣ ଦସ୍ତଖତ କରିଛନ୍ତି ୫୬ଫୁଟ ଅଛିତ
susanta das tweet mediasusanta das tweet mediasusanta das tweet media
OR
0
1
0
16
susanta das ری ٹویٹ کیا
susanta das
susanta das@e_kumaras·
@CMO_Odisha @dr_kcmahapatra @RDC_Central @rdmodisha @PrithivirajBJP @sureshpujariofc @dm_puri @DJ_dibyajyoti @PKDA_Puri @susant594747546 ଆମ୍ଭେ ୨,୫,୨୦୨୬ରେ ଆରଟିଆଇ ରେ ମଗୁଥିଲୁ ଅଠରନଳା ଗୋପୀନାଥ ପୁର ଏବଂ କାଶୀ ହରିପୁର ମୌଜାରେ ଅନୁମୋଦିତ ଫାଇଲ ତିନିଗୋଟି ତହସିଲଦାର Noc ସରକାରୀ ରାସ୍ତା ଅଛିକି ନାହିଁ ଅନୁମୋଦନ ପୂର୍ବରୁ noc ତହସିଲଦାର ଦେଲେ ପ୍ଲାନ୍ ଅନୁମୋଦନ ହେବ ଯଦି ନାହିଁ କିପରି ଅନୁମୋଦନ ଦେଇଛନ୍ତି ତଦନ୍ତ କରାଯାଇ ଆମ୍ଭେ ମାଗିଛୁ ସଚିବ ଦେଲେ ନାହିଁ ଧରା ପଡ଼ିଯିବ
OR
0
1
0
33
susanta das
susanta das@e_kumaras·
@CMO_Odisha @dr_kcmahapatra @rdmodisha @RDC_Central @dm_puri @DJ_dibyajyoti @PKDA_Puri @susant594747546 ସମସ୍ତ ତଥ୍ୟ ତହସିଲଦାର ରିପୋର୍ଟ ସଂଯୋଗ କରିଛୁ ଗୋପୀନାଥ ପୁର ମୌଜା ଅନୁମୋଦିତ ପ୍ଲଟ ସମ୍ମୁଖରେ ସରକାରୀ ରାସ୍ତା ନାହିଁ ପ୍ଲାନ୍ ରଦ୍ଦ କରାଯାଉ କାହା ଚାପରେ ଜିଲ୍ଲାପାଳଏହା ଉପରେRDMOଚିଠି ଆର୍ଡିସି କରିଛନ୍ତି ପ୍ଲାନ୍ ରଦ୍ଦକରାଯାଉ ସୁଶାନ୍ତଭୋଇ ଭୁଲ୍ ତଥ୍ୟ ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀମହୋଦୟଙ୍କୁଦେଇଛନ୍ତି ପ୍ଲାନ୍ ରଦ୍ଦ କରାଯାଉ
OR
0
0
0
7
susanta das
susanta das@e_kumaras·
@CMO_Odisha @dr_kcmahapatra @rdmodisha @RDC_Central @dm_puri @DJ_dibyajyoti @PKDA_Puri @susant594747546 ଜିଲ୍ଲାପାଳଙ୍କୁଭୁଲତଥ୍ୟଦେଇଛନ୍ତିସୁଶାନ୍ତଭୋଇ ଅଠରନଳାମୌଜାପ୍ଲଟ୨୦,୧୮ସମ୍ମୁଖରେ NH ୪୮ ଥିବାବେଳେ ସୁଶାନ୍ତ ଭୋଇ ଗୋପୀନାଥ ପୁର ମୌଜା ପ୍ଲଟ ସମ୍ମୁଖରେ NH ୪୮ଦେଇଛନ୍ତିସଠିକ୍ଉତ୍ତର ତହସିଲଦାରଦେଇଛନ୍ତିଦେଖନ୍ତୁ
susanta das tweet mediasusanta das tweet mediasusanta das tweet mediasusanta das tweet media
OR
4
0
0
79
susanta das
susanta das@e_kumaras·
@CMO_Odisha @dr_kcmahapatra @sureshpujariofc @SecyChief @PrithivirajBJP @RDC_Central @rdmodisha @ushapadhee1996 @DJ_dibyajyoti @dm_puri @snehaias କାହା ଛତ୍ର ଛାୟା ତଳେ ସୁଶାନ୍ତ ଭୋଇ ୭ବର୍ଷ ରାଜସ୍ୱ ବିଭାଗ ରେ ଅଛନ୍ତି ସରକାର ନିୟମ ଆସିଲା ପରେ ବଦଳି କରାଯାଉ ନାହିଁ କାହିଁକି କେତେ ଅର୍ଥ ମାସକୁ ଦେଉଛନ୍ତି ତାଙ୍କର ବଦଳି କରାଯାଉ ନାହିଁ ନଗର ଉନ୍ନୟନ ମନ୍ତ୍ରୀ ଙ୍କୁ ଅନୁରୋଧ ବଦଳି କରାଯାଉ ସରକାରଙ୍କ ନିୟମ ତିନିବର୍ଷ ରୁ ଉର୍ଦ୍ଧ ରହିପାରିବିନି ବଦଳି କରାଯାଉ
OR
0
0
0
9
susanta das
susanta das@e_kumaras·
@CMO_Odisha @dr_kcmahapatra @sureshpujariofc @SecyChief @PrithivirajBJP @RDC_Central @rdmodisha @ushapadhee1996 @DJ_dibyajyoti @dm_puri @snehaias ପୁରୀରେସାତବର୍ଷଧରି ଗାଦିଛାଡୁନାହାନ୍ତି ଆସିଷ୍ଟାଣ୍ଟଟାଉନ ପ୍ଲାନର୍ସୁଶାନ୍ତଭୋଇବଦଳିପାଇଁଅଭିଯୋଗପରେନୀରବ ସମସ୍ତଅଧିକାରୀଜିଲ୍ଳାପାଳଙ୍କୁନିର୍ଦ୍ଦେଶ ହୋଇଥିଲା
susanta das tweet media
OR
1
1
0
33
susanta das
susanta das@e_kumaras·
@dm_puri @CMO_Odisha @dr_kcmahapatra @MohanMOdisha @DJ_dibyajyoti @rdmodisha @SecyChief @PuriTahasil ଆଇନ ମନ୍ତ୍ରୀଙ୍କୁନଗର ଉନ୍ନୟନ ମନ୍ତ୍ରୀଙ୍କୁ ଅନୁରୋଧ ତହସିଲଦାର ଠିକ୍ ରିପୋର୍ଟ ଦିଅନ୍ତୁ ଭିଡିଓ ଆମ୍ଭେ ଦେଇଛୁ ୫୬ଫୁଟ ରାସ୍ତା ଆରଆଇ ରଜତ ନାୟକ କେତେ ଅର୍ଥ ନେଇ ଦେଇଛନ୍ତି କଣ ତାଙ୍କ ବିରୁଦ୍ଧରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତହସିଲଦାରଙ୍କୁ ଅନୁରୋଧ ଯଥାଶୀଘ୍ର ଉତ୍ତର ରଖନ୍ତୁ RD division ରିପୋର୍ଟ ସଂଯୋଗ କର8ଛୁ
OR
0
0
0
9
susanta das
susanta das@e_kumaras·
@dm_puri @CMO_Odisha @dr_kcmahapatra @MohanMOdisha @DJ_dibyajyoti @rdmodisha @SecyChief @PuriTahasil ତହସିଲଦାର ଦେଖନ୍ତୁ ମୁଖ୍ୟମନ୍ତ୍ରୀ ମହୋଦୟ ଏବଂ ସମସ୍ତ ମନ୍ତ୍ରୀ ମହୋଦୟ ଆର୍ଡିସି ମହୋଦୟ ସମସ୍ତ ଅଧିକାରୀଙ୍କୁ ଅନୁରୋଧ ଦେଖନ୍ତୁ କେତେ ଅର୍ଥ ନେଇଛନ୍ତି ଆରଆଇ ରଜତ ନାୟକ ଭିଡିଓ ଦେଖନ୍ତୁ ରାସ୍ତା ଘରୋଇ ଯାହାକୁ RD division କରିଛନ୍ତି ପ୍ଲାନ୍ ରଦ୍ଦ କରିବା ସହ ନିର୍ମାଣ ବନ୍ଦ କରାଯାଉ
OR
2
1
0
41
susanta das
susanta das@e_kumaras·
@CMO_Odisha @dr_kcmahapatra @MohanMOdisha @dm_puri @DJ_dibyajyoti @rdmodisha @SecyChief @PuriTahasil ହରେକୃଷ୍ଣ ପୁର ଆରଆଇରଜତନାୟକ ଦୁଇଟିଦରଖାସ୍ତଚାପି ରଖିଛନ୍ତିବାରମ୍ବାରକହିଲାପରେନୀରବ ଉତ୍ତରମିଳୁନି ମୋଟାଅଙ୍କର ଅର୍ଥନେଇଥିବାରଶୁଣିବାକୁ ମିଳୁଛି ତହସିଲଦାରନୀରବଶୁଣୁନାହାନ୍ତି କାରଣଅସ୍ସଷ୍ଟ ଜିଲ୍ଲାପାଳଉତ୍ତର ରଖନ୍ତୁ
susanta das tweet mediasusanta das tweet media
OR
2
1
0
122
susanta das
susanta das@e_kumaras·
@CMO_Odisha @dr_kcmahapatra @sureshpujariofc @PrithivirajBJP @rdmodisha @RDC_Central @PKDA_Puri @DJ_dibyajyoti @ushapadhee1996 @_anugarg ଆଇନ ମନ୍ତ୍ରୀଙ୍କୁ ଅନୁରୋଧ ସଚିବ ଦିଲୀପ ମହାରଣା ଉତ୍ତର ରଖନ୍ତୁ ସରକାରୀ ରାସ୍ତା ନଥାଇ ନିର୍ମାଣ ଚାଲିଛି ଅଭିଯୋଗ ପରେ ନୀରବ ସଚିବ ଦିଲୀପ ମହାରଣା କଣ ପଦକ୍ଷେପ ନେଇଛନ୍ତି ସମସ୍ତ ମନ୍ତ୍ରୀ ମହୋଦୟ ଅଧିକାରୀଙ୍କୁ ଉତ୍ତର ରଖନ୍ତୁ ସବୁ ସୁଶାନ୍ତ ଭୋଇ ଙ୍କ ଜାଣତରେ ସଚିବଙ୍କ ଜାଣତରେ ନିର୍ମାଣ ଚାଲିଛି କେତେଗୋଟି ନୋଟିସ ପୋଲିସ ଚିଠି କରିଛନ୍ତି
OR
0
0
0
7
susanta das
susanta das@e_kumaras·
@CMO_Odisha @dr_kcmahapatra @sureshpujariofc @PrithivirajBJP @rdmodisha @RDC_Central @PKDA_Puri @DJ_dibyajyoti @ushapadhee1996 @_anugarg ସରକାରୀ ରାସ୍ତା ନଥାଇ ବିନା ଅନୁମୋଦନରେ ରେ ଆପାର୍ଟମେଣ୍ଟ ନିର୍ମାଣ ଆରମ୍ଭ ସଚିବ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ପଡିବ ନିର୍ମାଣ ବନ୍ଦ କରାଯାଉ ବେଆଇନ ଆପାର୍ଟମେଣ୍ଟ ଏବଂ ଅନେକ ଗୁଡ଼ିଏ ଡ୍ୟୁପ୍ଲେକ୍ସ ନିର୍ମାଣ ଚାଲିଛି କେହି ଅନୁମୋଦନ ନେଉନାହାନ୍ତି ଅଫିସରେ ହାତ ଗୁଂଜା ଦେଇ ନିର୍ମାଣ କରୁଛନ୍ତି
OR
1
1
0
28
susanta das
susanta das@e_kumaras·
@CMO_Odisha @dr_kcmahapatra @sureshpujariofc @PrithivirajBJP @rdmodisha @RDC_Central @PKDA_Puri @DJ_dibyajyoti @ushapadhee1996 @_anugarg କାଶୀ ହରିପୁର ମୌଜାରେ ସରକାରୀ ରାସ୍ତା ନଥାଇ ପ୍ଲଟ ନଂ ୧୭୦.ଶାରଦ ଜମିରେ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
susanta das tweet media
OR
5
1
0
65
susanta das
susanta das@e_kumaras·
ଜିଲ୍ଲାପାଳ ମହୋଦୟ କମିଶନରଙ୍କୁ ଅନୁରୋଧ ରଥ ପାଇଁ ପ୍ରସ୍ତୁତ ଲାଇନ ବିଚ୍ଛିନ୍ନ କରାଯାଉ
susanta das tweet media
OR
0
0
0
12
susanta das
susanta das@e_kumaras·
ପୁରୀ ମହାନଗର ନିଗମର ଏନଫର୍ସମେଣ୍ଟ ଗାଡ଼ି ବୁଲି ଦୋକାନ ଉଚ୍ଛେଦ ପାଇଁ କହୁଛି କିନ୍ତୁ ସମ୍ମୁଖରେ ବେଆଇନ ହୋଟେଲ ନିର୍ମାଣ ଚାଲିଛି ଜଗନ୍ନାଥ ଜମିରେ ବେଆଇନ ହୋଟେଲ ନିର୍ମାଣ ଲାଇନ ବିଚ୍ଛିନ୍ନ କରାଯାଉ
OR
1
0
0
21