DM Cuttack

3.9K posts

DM Cuttack banner
DM Cuttack

DM Cuttack

@CuttackDM

Official Account of Collector & District Magistrate, Cuttack. presently Shri. Dattatraya B Shinde,IAS.

Cuttack, India 가입일 Haziran 2017
92 팔로잉53.9K 팔로워
DM Cuttack 리트윗함
Chief Electoral Officer, Odisha
କଟକ ଜିଲ୍ଲାର ଆଠଗଡ଼ ବିଧାନସଭା କ୍ଷେତ୍ରର ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଶ୍ରୀ ମାନସ ରଞ୍ଜନ ବେହେରା ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ତାହାର ଅଧିବେଶନଗୁଡ଼ିକ ସମ୍ପର୍କରେ ନିଜ ମତାମତ ପ୍ରକାଶ କରିଛନ୍ତି। ବିଭିନ୍ନ ଜିଲ୍ଲାର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO), ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଓ ଡେପୁଟି କଲେକ୍ଟର (ନିର୍ବାଚନ) ମାନେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ERO ଓ AERO ମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯାଇଥିଲା। @ECISVEEP @PIB_India @IPR_Odisha @DDNational @dd_odia @CuttackDM #ECI #CEOOdisha #SIR #VoterMapping #SIRMapping #Odisha
OR
1
4
7
434
DM Cuttack 리트윗함
Chief Electoral Officer, Odisha
ଏସ୍.ଆଇ.ଆର୍ ମ୍ୟାପିଂ ପ୍ରକ୍ରିୟା ପୁରଣ କରିବା ପାଇଁ ନିକଟସ୍ଥ ବି.ଏଲ.ଓଙ୍କ ସହ ଯୋଗାଯୋଗ କରନ୍ତୁ 📱 ECINet ମାଧ୍ୟମରେ ସହଜ ପ୍ରକ୍ରିୟା : ➡️ ମୋବାଇଲ୍ ଫୋନରେ ECINet ଆପ୍ ଡାଉନଲୋଡ୍ କରନ୍ତୁ ➡️ “Book a Call with BLO” ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ➡️ ନିମ୍ନଲିଖିତ ତିନୋଟି ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରନ୍ତୁ: * ଯଦି ଭୋଟର ଆଇଡି (EPIC) ନମ୍ବର ଅଛି — ସେହି ନମ୍ବର ପ୍ରବେଶ କରନ୍ତୁ * ଯଦି ନୂତନ ପଞ୍ଜୀକରଣ ପାଇଁ ଫର୍ମ ପୂରଣ କରିଛନ୍ତି — ରେଫରେନ୍ସ ନମ୍ବର ପ୍ରବେଶ କରନ୍ତୁ * ଯଦି ଉପରୋକ୍ତ କିଛି ନାହିଁ — ବିଧାନସଭା ମଣ୍ଡଳୀ, ଜିଲ୍ଲା ଓ ରାଜ୍ୟ ଚୟନ କରନ୍ତୁ ➡️ ଆପଣଙ୍କ ଅଞ୍ଚଳର ବି.ଏଲ.ଓଙ୍କ ନାମ ପ୍ରଦର୍ଶିତ ହେବ ➡️ ନିଜର ନାମ ଓ ମୋବାଇଲ୍ ନମ୍ବର ଦିଅନ୍ତୁ ➡️ OTP ସତ୍ୟାପନ ପରେ ଅନୁରୋଧ ଦାଖଲ କରନ୍ତୁ 📞 ପରେ ଆପଣଙ୍କ ବି.ଏଲ.ଓ ଆପଣଙ୍କୁ କଲ୍ କରି ସହଯୋଗ କରିବେ #ECI #CEOOdisha #SIR #VoterMapping #SIRMapping #Odisha #BookACallWithBLO
Chief Electoral Officer, Odisha tweet media
OR
0
26
67
3K
DM Cuttack
DM Cuttack@CuttackDM·
District review meeting chaired by Collector & DM with interaction with all field-level and district-level officials, focused on identifying water scarcity pockets, ensuring water quality & quantity ahead of summer, strengthening fire safety measures, training personnel across institutions, and improving nutrition support for adolescent girls & pregnant women to promote institutional deliveries. @CMO_Odisha @PRDeptOdisha @OdishaFire @HFWOdisha @WCDOdisha
DM Cuttack tweet mediaDM Cuttack tweet mediaDM Cuttack tweet media
English
1
2
24
507
DM Cuttack
DM Cuttack@CuttackDM·
14 domestic LPG cylinders seized from commercial establishments during enforcement drive in Narsinghpur block. District Administration reiterate strict action against misuse of subsidized gas. @CMO_Odisha @Food_Odisha
DM Cuttack tweet mediaDM Cuttack tweet mediaDM Cuttack tweet mediaDM Cuttack tweet media
English
2
4
54
2.4K
DM Cuttack
DM Cuttack@CuttackDM·
କଟକ ଜିଲ୍ଲାପାଳଙ୍କ ଓସ୍ଵାନ ସମ୍ମିଳନୀକକ୍ଷଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶିବିରରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଯୋଗ ଗୁଡିକର ଶୁଣାଣି କରି ତ୍ଵରିତ ସାମାଧାନ କରୁଛନ୍ତି। @CMO_Odisha @IPR_Odisha
DM Cuttack tweet mediaDM Cuttack tweet mediaDM Cuttack tweet mediaDM Cuttack tweet media
OR
3
2
26
620
DM Cuttack 리트윗함
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏସ.ସି.ବି ମେଡିକାଲ ଟ୍ରମା କେୟାର୍ ଆଇ.ସି.ୟୁରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଜାଣି ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏଥିସହ ଅଗ୍ନିକାଣ୍ଡ ଯୋଗୁଁ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଚିକିତ୍ସିତ ହେଉଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟି ଆଶ୍ଵାସନା ଦେଇଛନ୍ତି । ଆଇ.ସି.ୟୁରୁ ସ୍ଥାନାନ୍ତରିତ ହୋଇଥିବା ଅନ୍ୟ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗ ତଥା ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
OR
11
33
117
5.4K
DM Cuttack
DM Cuttack@CuttackDM·
To facilitate citizens in paying their dues,three help desks have been started in RTO office and three counters at JMFC court by RTO Cuttack. Citizens are requested to take benefit of the arrangements. @CMO_Odisha @STAOdisha @CTOdisha
DM Cuttack tweet mediaDM Cuttack tweet mediaDM Cuttack tweet media
English
2
3
38
1.6K
DM Cuttack 리트윗함
Chief Electoral Officer, Odisha
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ତୃତୀୟ ଦିନ – ପ୍ରଥମ ଅଧିବେଶନ, ଯାହା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ। ଏହି ଅଧିବେଶନରେ କଟକ, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO), ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଓ ଡେପୁଟି କଲେକ୍ଟର (ନିର୍ବାଚନ) ଅଂଶଗ୍ରହଣ କରିଥିଲେ। ଏଥିରେ SIR ପ୍ରକ୍ରିୟାରେ ERO ଓ AERO ମାନଙ୍କର ଭୂମିକା ଓ ଦାୟିତ୍ୱ, ନିର୍ବାଚକ ତାଲିକା ପରିଚାଳନା ପାଇଁ ଆଇନଗତ ଢାଞ୍ଚା ଏବଂ BLO App ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅଧିବେଶନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍.ଏସ୍ ଗୋପାଲନ୍, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର ଏବଂ ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ କରାଯାଇଥିଲା। @ECISVEEP @PIB_India @IPR_Odisha @DDNational @dd_odia #ECI #CEOOdisha #SIR #VoterMapping #SIRMapping #Odisha
Chief Electoral Officer, Odisha tweet mediaChief Electoral Officer, Odisha tweet mediaChief Electoral Officer, Odisha tweet mediaChief Electoral Officer, Odisha tweet media
OR
0
6
19
996
DM Cuttack
DM Cuttack@CuttackDM·
District Level Mukhyamantri Kanya Bibaha Yojana (MKBY) organized on 12.03.2026 at JN Indoor Stadium, Cuttack, in the presence of the Hon’ble Deputy Chief Minister, Odisha and People’s Representatives of Cuttack district. @CMO_Odisha @WCDOdisha
English
0
1
21
583
DM Cuttack
DM Cuttack@CuttackDM·
20 LPG domestic gas cylinders seized from Yubaraj Hotel, Rajnagar, Athagad. Out of 20 cylinders, 10 were full, 2 half-filled, and 8 empty. All cylinders have been kept under zimanama at Padma Gas Agency, Athagad. @CMO_Odisha @Food_Odisha @IPR_Odisha
DM Cuttack tweet mediaDM Cuttack tweet media
English
7
17
179
16.5K
DM Cuttack
DM Cuttack@CuttackDM·
Smt. Usha Padhee, Chairperson of IDCO and Prabhari for Cuttack District, visited the Bali, Bali Sasana, and Kuspangi patches under Athagarh Sub-division today to review their potential for industrial development. She also interacted with investors from the Food Cluster who have received approval for the Bali patch, discussing progress and future plans for upcoming industrial activities in the region. @CMO_Odisha @idco_odisha #IndustrialDevelopment
DM Cuttack tweet mediaDM Cuttack tweet mediaDM Cuttack tweet mediaDM Cuttack tweet media
English
0
5
47
2.4K
DM Cuttack
DM Cuttack@CuttackDM·
Civil supply team are inspecting various godowns of domestic LPG. Sufficient stock is available in the district. No hoarding is yet found. @Food_Odisha @CMO_Odisha
DM Cuttack tweet mediaDM Cuttack tweet mediaDM Cuttack tweet media
English
5
6
90
4.2K
DM Cuttack
DM Cuttack@CuttackDM·
District Level ASHA & GKS Convention held today at Netaji Sanskruti Bhawan, Cuttack under the chairmanship of the Collector & DM, Cuttack. Outstanding ASHAs, GKS, JAS members and NQAS-certified health facilities were felicitated for their exemplary performance during 2025–26. The Collector appreciated the dedicated efforts of ASHAs and AWWs at the grassroots level in strengthening health and nutrition services and contributing to the reduction of IMR, MMR and TFR. @CMO_Odisha @HFWOdisha
DM Cuttack tweet mediaDM Cuttack tweet mediaDM Cuttack tweet mediaDM Cuttack tweet media
English
1
3
17
508
DM Cuttack
DM Cuttack@CuttackDM·
Adoption Orders issued today to three adoptive parents by the Collector & DM in accordance with CARA Regulations, 2022, ensuring a secure and lawful adoption process for the children. @CMO_Odisha @WCDOdisha
DM Cuttack tweet mediaDM Cuttack tweet mediaDM Cuttack tweet media
English
0
2
30
892