ALL ODISHA PEO ASSOCIATION

885 posts

ALL ODISHA PEO ASSOCIATION banner
ALL ODISHA PEO ASSOCIATION

ALL ODISHA PEO ASSOCIATION

@AOPA_Odisha

Official Tweeter Handle of All Odisha Panchayat Executive officers' Association #Demand4200GP_GroupBStatus #AddPEOToOdishaPRCadre

Bhubaneswar Katılım Haziran 2025
372 Takip Edilen266 Takipçiler
Sabitlenmiş Tweet
ALL ODISHA PEO ASSOCIATION
ALL ODISHA PEO ASSOCIATION@AOPA_Odisha·
ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରକାର ଙ୍କ କି ଭୁଲ କରିଛନ୍ତି।ତୃଣମୂଳ ସ୍ତର ରେ ସରକାର ଙ୍କ ସମସ୍ତ କାର୍ଯ୍ୟ ସୁଚାର ରୂପେ କରିବା ପରେ ମଧ୍ୟ ଆଜି ଜଣେ ପିଇଓ ଅବହେଳିତ।@PRDeptOdisha ଦେଇଥିବା ଜବ ଚାର୍ଟ ଆପଣଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଆଶା @RabiNaikBJP ସାର ଆମ ଗୁହାରି ଶୁଣିବେ। #wedemandGP4200 #Caderrestructuring
ALL ODISHA PEO ASSOCIATION tweet mediaALL ODISHA PEO ASSOCIATION tweet mediaALL ODISHA PEO ASSOCIATION tweet media
OR
17
76
81
3.5K
ALL ODISHA PEO ASSOCIATION
ALL ODISHA PEO ASSOCIATION@AOPA_Odisha·
ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରକାର ଙ୍କ କି ଭୁଲ କରିଛନ୍ତି।ତୃଣମୂଳ ସ୍ତର ରେ ସରକାର ଙ୍କ ସମସ୍ତ କାର୍ଯ୍ୟ ସୁଚାର ରୂପେ କରିବା ପରେ ମଧ୍ୟ ଆଜି ଜଣେ ପିଇଓ ଅବହେଳିତ।@PRDeptOdisha ଦେଇଥିବା ଜବ ଚାର୍ଟ ଆପଣଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଆଶା @RabiNaikBJP ସାର ଆମ ଗୁହାରି ଶୁଣିବେ। #wedemandGP4200 #Caderrestructuring
ALL ODISHA PEO ASSOCIATION tweet mediaALL ODISHA PEO ASSOCIATION tweet mediaALL ODISHA PEO ASSOCIATION tweet media
OR
17
76
81
3.5K
ALL ODISHA PEO ASSOCIATION retweetledi
Radheshyam Patra
Radheshyam Patra@patraradheshyam·
Think ! ଜଣେ PEO କଣ କାର୍ଯ୍ୟ କରୁଛି, ତାହାର ମହତ୍ତ୍ୱ କଣ? ସେ କାର୍ଯ୍ୟ କରିବାକୁ କେତେ ପରିଶ୍ରମ ଆବଶ୍ୟକ କେତେ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଆବଶ୍ୟକ,ପ୍ରକୃତରେ ତାହାର ଶିକ୍ଷାଗତ ଯୋଗ୍ୟତା କେତେ ଆବଶ୍ୟକ ? ସେ କେତେଟି ବିଭାଗର କାର୍ଯ୍ୟରେ ନିୟୋଜିତ ହେଉ ,ସେ ଅନ୍ୟ ଅଧିକ ବେତନ ଭୋଗୀ କର୍ମଚାରୀ ତୁଳନାରେ କଣ କରୁଛି ? #Justice4PEO
ALL ODISHA PEO ASSOCIATION@AOPA_Odisha

The PEO is the backbone of Odisha’s Gram Panchayats — managing records, schemes, finances, digital governance, and even cyclone relief. They face huge workloads, staff shortages, political pressure & high risk with low reward. @PRDeptOdisha #Justice4PEO #Level9 #GroupB

OR
2
8
12
113
ALL ODISHA PEO ASSOCIATION retweetledi
Chikoo
Chikoo@ChinkuChoudhur4·
ହେ ପ୍ରିୟ ଲୋକଙ୍କ ସରକାର! ଏବେ ତ 'ବନରାକସ'କୁ ବି ବୁଝାପଡ଼ିଗଲାଣି ଯେ ଲେଭଲ୍-୯ PEO ମାନଙ୍କର କେବଳ ଦାବି ନୁହେଁ, ବରଂ ସେମାନଙ୍କର ନ୍ୟାୟସଙ୍ଗତ ଅଧିକାର। ଆପଣଙ୍କୁ ଏହା କେବେ ବୁଝାପଡ଼ିବ? 🤔 @CMO_Odisha @PRDeptOdisha #Justice4PEO
Chikoo tweet media
OR
15
44
49
497
ALL ODISHA PEO ASSOCIATION retweetledi
Chikoo
Chikoo@ChinkuChoudhur4·
@TitisingGp @BdoNuagada @CDO_ZP_GJP @DM_Gajapati ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଭତ୍ତା ଟଙ୍କା, ଅସୁରକ୍ଷିତ ରାସ୍ତା, ଆଉ ମୁଣ୍ଡ ଉପରେ ଚାପ - ଏହା କ'ଣ ଆମ ସେବାର ପ୍ରତିଦାନ? ଆମର 'ଲେବଲ୍-୯' ଓ ସୁରକ୍ଷା ମିଳିବା ପର୍ଯ୍ୟନ୍ତ ଆମେ ଚୁପ୍ ବସିବୁ ନାହିଁ। ଆମର ସେବାକୁ ସମ୍ମାନ ଦିଅନ୍ତୁ, ସରକାର। 🙏 #Justice4PEO @CMO_Odisha @PRDeptOdisha @SSEPD2
OR
0
16
21
182
ALL ODISHA PEO ASSOCIATION retweetledi
Chikoo
Chikoo@ChinkuChoudhur4·
@TitisingGp @BdoNuagada @CDO_ZP_GJP @DM_Gajapati ଏ ଦୃଶ୍ୟ କେବଳ ଫଟୋ ନୁହେଁ, ଏହା ହେଉଛି ଆମର ପ୍ରତିଦିନର ସଂଘର୍ଷ। ଖରା, ବର୍ଷା, ଶୀତରେ ଘର ଘର ବୁଲି ଯେଉଁ ବୃଦ୍ଧବୃଦ୍ଧାଙ୍କ ମୁହଁରେ ହସ ଫୁଟାଉଛୁ, ସେମାନଙ୍କ ଆଶୀର୍ବାଦ ହିଁ ଆମର ପ୍ରେରଣା। କିନ୍ତୁ ବିଡ଼ମ୍ବନା ଦେଖନ୍ତୁ, ଯିଏ ଗାଁର ସବୁଠାରୁ ଅସହାୟଙ୍କୁ ସୁରକ୍ଷା ଦେଉଛି, ସେ ଆଜି ନିଜ ସୁରକ୍ଷା ପାଇଁ ଭିକ ମାଗୁଛି! #Justice4PEO
OR
1
6
11
171
ALL ODISHA PEO ASSOCIATION retweetledi
Chikoo
Chikoo@ChinkuChoudhur4·
@AOPA_Odisha @PRDeptOdisha @CMO_Odisha @AprajitaSarangi @BJP4Odisha @bjd_odisha @ArgusNews_in @otvkhabar @Sambad_English @kanak_news @News18Odia @SakalaNews ଜଣେ PEO କେବଳ ଜଣେ କର୍ମଚାରୀ ନୁହଁନ୍ତି, ସେ ଗ୍ରାମାଞ୍ଚଳ ବିକାଶର ପ୍ରତୀକ। ରାତିଦିନ ଏକ କରି କାମ କରୁଥିବା ଏହି ବର୍ଗକୁ ସୁରକ୍ଷା ଓ ସମ୍ମାନଜନକ ଦରମା (Level 9) ଦେବାରେ ବିଳମ୍ବ କାହିଁକି? ଆମର କର୍ତ୍ତବ୍ୟ ନିଷ୍ଠାକୁ ଦୁର୍ବଳତା ଭାବିବା ଅନୁଚିତ। ସରକାର ଏହି ଦିଗରେ ଦୃଷ୍ଟି ଦିଅନ୍ତୁ। @CMO_Odisha @PRDeptOdisha #Justice4PEO
OR
0
9
15
283
ALL ODISHA PEO ASSOCIATION retweetledi
Chikoo
Chikoo@ChinkuChoudhur4·
@CHANDANPATRI @AOPA_Odisha @PRDeptOdisha @CMO_Odisha କେବଳ କାଗଜ କଲମରେ ନୁହେଁ, ଆମେ ଲହୁଲୁହାଣ ହୋଇ ଓଡ଼ିଶାର ଗ୍ରାମାଞ୍ଚଳ ଗଢ଼ୁଛୁ। ଯେଉଁ ହାତରେ ଆମେ ଗାଁର ଭାଗ୍ୟ ବଦଳାଉଛୁ, ସେହି ହାତ ଆଜି ନିଜ ପରିବାରର ସୁରକ୍ଷା ପାଇଁ କାକୁତିମିନତି ହେଉଛି। ଉପଯୁକ୍ତ ପାରିଶ୍ରମିକ କେବଳ ଆମର ହକ ନୁହେଁ, ଏହା ଆମ ପରିବାର ପାଇଁ ଏକ ସୁରକ୍ଷିତ ଭବିଷ୍ୟତର ଆଶା। #Justice4PEO
OR
0
7
14
199
ALL ODISHA PEO ASSOCIATION retweetledi
CHANDAN PATRI
CHANDAN PATRI@CHANDANPATRI·
Our genuine Demand is only Group B level 9. #Justice4PEO
CHANDAN PATRI tweet media
English
9
50
45
607
ALL ODISHA PEO ASSOCIATION
The PEO is the backbone of Odisha’s Gram Panchayats — managing records, schemes, finances, digital governance, and even cyclone relief. They face huge workloads, staff shortages, political pressure & high risk with low reward. @PRDeptOdisha #Justice4PEO #Level9 #GroupB
ALL ODISHA PEO ASSOCIATION tweet media
English
21
80
86
985
ALL ODISHA PEO ASSOCIATION retweetledi
Rabi kabi
Rabi kabi@kabi_rabi49037·
@AOPA_Odisha @PRDeptOdisha @RabiNaikBJP @AprajitaSarangi @BJP4Odisha @bjd_odisha @ArgusNews_in @otvkhabar @kanak_news @News18Odia @SatyaPrNayak @SakalaNews @sambitswaraj Yes ,I see my sister everyday working as a PEO... silently she does everything...but I can see her physical pain after she returns from job...As a govt employee I enjoy all the national holidays at home but she goes to office...so I also request to govt... think abt PEOs
English
1
3
12
219
ALL ODISHA PEO ASSOCIATION
PEOs are responsible for inevitable, uncompromising, non-negotiable duties: ✅ Good governance at panchayat level ✅ Local self-government(73rd Amendment mandate) ✅ All central & state schemes ✅ Financial & administrative liability of Gram Panchayat @PRDeptOdisha @RabiNaikBJP
ALL ODISHA PEO ASSOCIATION tweet media
English
34
110
104
1.1K
ALL ODISHA PEO ASSOCIATION
ଯେଉଁଠାରେ ପିଇଓମାନେ କୌଣସି ବିଘ୍ନ ବିନା ସମସ୍ତ ସରକାରୀ ଯୋଜନାକୁ ତନ୍ନତନ୍ନକରି କାର୍ଯ୍ୟକାରୀ କରୁଛନ୍ତି,ସେଠାରେ ସେମାନଙ୍କୁ ଉଚିତ ପାରିଶ୍ରମିକ ଠାରୁ ବଞ୍ଚିତ କରାଯାଉଛି।ଏଭଳି ଘୋର ଅବହେଳା ସମ୍ପୂର୍ଣ୍ଣ ଅଗ୍ରହଣୀୟ ଆମେ ଆନ୍ତରିକ ଭାବରେ ଆଶା କରୁଛୁ ଯେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ପିଇଓମାନଙ୍କ ଅଭିଯୋଗ ପ୍ରତି ଧ୍ୟାନ ଦେବେ #PEO
ALL ODISHA PEO ASSOCIATION tweet media
OR
6
54
70
2.1K
ALL ODISHA PEO ASSOCIATION
ପଞ୍ଚାୟତ ନିର୍ବାଚନ ନିକଟରେ। ହଜାର ହଜାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ପଦବୀ ଖାଲି ପଡ଼ିଛି। ଯଦି ଠିକ୍ ସମୟରେ ନିଯୁକ୍ତି ନହୁଏ, ତେବେ ନିର୍ବାଚନ ପରିଚାଳନା ଓ ଗ୍ରାମ୍ୟ ପ୍ରଶାସନ ଗୁରୁତର ଭାବେ ପ୍ରଭାବିତ ହେବ। ସରକାରଙ୍କୁ ନିବେଦନ – ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରି ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରନ୍ତୁ। #PEO
ALL ODISHA PEO ASSOCIATION tweet media
OR
3
22
46
1.8K