CHANDAN PATRI
702 posts

CHANDAN PATRI
@CHANDANPATRI
PANCHAYAT EXECUTIVE OFFICER
Balasore,Odisha,India Katılım Haziran 2013
197 Takip Edilen91 Takipçiler
CHANDAN PATRI retweetledi

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରକାର ଙ୍କ କି ଭୁଲ କରିଛନ୍ତି।ତୃଣମୂଳ ସ୍ତର ରେ ସରକାର ଙ୍କ ସମସ୍ତ କାର୍ଯ୍ୟ ସୁଚାର ରୂପେ କରିବା ପରେ ମଧ୍ୟ ଆଜି ଜଣେ ପିଇଓ ଅବହେଳିତ।@PRDeptOdisha ଦେଇଥିବା ଜବ ଚାର୍ଟ ଆପଣଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଆଶା @RabiNaikBJP ସାର ଆମ ଗୁହାରି ଶୁଣିବେ।
#wedemandGP4200
#Caderrestructuring



OR
CHANDAN PATRI retweetledi

Yet, we are a Group C post with NO CADRE, no service protection, and stagnant morale.
#PEO
@CMO_Odisha
@sird_pr_odisha
@MohanMOdisha
@Naveen_Odisha
@BhaktaCharanDas
@BJP4Odisha
@bjd_odisha
English
CHANDAN PATRI retweetledi

ପଞ୍ଚାୟତ ନିର୍ବାଚନ ନିକଟରେ। ହଜାର ହଜାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ପଦବୀ ଖାଲି ପଡ଼ିଛି। ଯଦି ଠିକ୍ ସମୟରେ ନିଯୁକ୍ତି ନହୁଏ, ତେବେ ନିର୍ବାଚନ ପରିଚାଳନା ଓ ଗ୍ରାମ୍ୟ ପ୍ରଶାସନ ଗୁରୁତର ଭାବେ ପ୍ରଭାବିତ ହେବ।
ସରକାରଙ୍କୁ ନିବେଦନ – ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରି ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରନ୍ତୁ।
#PEO

OR
CHANDAN PATRI retweetledi

PEOs are responsible for inevitable, uncompromising, non-negotiable duties:
✅ Good governance at panchayat level
✅ Local self-government(73rd Amendment mandate)
✅ All central & state schemes
✅ Financial & administrative liability of Gram Panchayat
@PRDeptOdisha
@RabiNaikBJP

English
CHANDAN PATRI retweetledi

ଯେଉଁଠାରେ ପିଇଓମାନେ କୌଣସି ବିଘ୍ନ ବିନା ସମସ୍ତ ସରକାରୀ ଯୋଜନାକୁ ତନ୍ନତନ୍ନକରି କାର୍ଯ୍ୟକାରୀ କରୁଛନ୍ତି,ସେଠାରେ ସେମାନଙ୍କୁ ଉଚିତ ପାରିଶ୍ରମିକ ଠାରୁ ବଞ୍ଚିତ କରାଯାଉଛି।ଏଭଳି ଘୋର ଅବହେଳା ସମ୍ପୂର୍ଣ୍ଣ ଅଗ୍ରହଣୀୟ
ଆମେ ଆନ୍ତରିକ ଭାବରେ ଆଶା କରୁଛୁ ଯେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ପିଇଓମାନଙ୍କ ଅଭିଯୋଗ ପ୍ରତି ଧ୍ୟାନ ଦେବେ
#PEO

OR

@baghadharijaici ଯଦି ଆପଣଙ୍କର ଚାକିରି କରିବା ପାଇଁ ଇଚ୍ଛା ପାଠ ପଢ଼ନ୍ତୁ। ଏମିତି ଭିକ ମାଗିବା ଠିକ୍ ନୁହେଁ।
OR

@CHANDANPATRI ଯଦି ଗାଳି ଶୁଣିବାକୁ ଇଚ୍ଛା ନାହିଁ, ସେ ପଦବୀ ଦୟାକରି ଛାଡ଼ି ଦିଅନ୍ତୁ। ଅଧିକ ସକ୍ଷମ ଲୋକ ଆସି ସେ କାମ କରିବେ।
OR

କାମ ଠିକ୍ ଭାବରେ ନକରି କୁମ୍ଭୀର କାନ୍ଦଣା କରିବାର କିଛି ମାନେ ନାହିଁ। ଆପଣଙ୍କ ମାନସିକ ସ୍ବାସ୍ଥ୍ଯ ଜନତାର ଦାୟିତ୍ବ ନୁହେଁ, କିନ୍ତୁ ଜନତାର ନ୍ଯାର୍ଯ୍ଯ ପ୍ରାପ୍ଯ ଆପଣଙ୍କ ଦାୟିତ୍ବ।ଆପଣଙ୍କ ହାତରେ ଦାୟିତ୍ବ ସହିତ କ୍ଷମତା ବି ଅଛି। ତଦନୁତ୍ତର ବି ଯଦି ମାନସିକ ଚାପ ପଡୁଛି, ଚାକିରୀ ଛାଡି ଦିଅନ୍ତୁ।
ALL ODISHA PEO ASSOCIATION@AOPA_Odisha
"ପଞ୍ଚାୟତ ନିର୍ବାହୀ ଅଧିକାରୀ(PEO)ସରପଞ୍ଚଙ୍କ କଥାରେ କାମ କରୁଛନ୍ତି"–ବଡ଼ ନେତାଙ୍କ ଏହି କଥା ଦୁର୍ଭାଗ୍ୟଜନକ। PEO ଘର ଠାରୁ ଲଗେଇ ଭତ୍ତା, ରାସନ, ଉନ୍ନୟନ କାମ ସବୁ ନିରପେକ୍ଷ ଭାବେ କରନ୍ତି। ୨୦ରୁ ଅଧିକ ବିଭାଗର ଦାୟିତ୍ୱ,ତା’ ଉପରେ ସ୍ୱଳ୍ପ ଦରମା –କେତେ ମାନସିକ ଚାପରେ PEO ଅଛନ୍ତି,ତାହା ସରକାର ବୁଝିବା ଦରକାର। @PRDeptOdisha #PEO
OR

@baghadharijaici @Bibhuprasa66890 ଭାଇ ସରପଞ୍ଚ ଦସ୍ତଖତ ନ କଲେ PEO କଣ ଏକା ଟଙ୍କା ଉଠାଇ ପାରିବେ? ଆପଣ ଜାଣିବା ଆବଶ୍ୟକ ଯେ PEOଙ୍କ କ୍ଷମତା BDOଙ୍କ ଭଳି ନୁହେଁ। ପ୍ରଥମେ ପଞ୍ଚାୟତରାଜ ବ୍ୟବସ୍ଥାକୁ ବୁଝନ୍ତୁ ତା ପରେ ମନ୍ତବ୍ୟ ଦେବେ ।
OR

@Bibhuprasa66890 ସରପଞ୍ଚଙ୍କ କଥାରେ ପଡି, ଜଣକୁ ତାର ପ୍ରାପ୍ୟ ନଦେବା ଭାରି ଭଲ କାମ ବୋଧେ।
OR

@PattnaikP38815 @PRDeptOdisha @CMO_Odisha @MohanMOdisha @RabiNaikBJP @BJP4Odisha @SecyChief @News18Odia @dpradhanbjp @sambitswaraj @Naveen_Odisha @SatyaPrNayak Baseless statement.
English

"ପଞ୍ଚାୟତ ନିର୍ବାହୀ ଅଧିକାରୀ(PEO)ସରପଞ୍ଚଙ୍କ କଥାରେ କାମ କରୁଛନ୍ତି"–ବଡ଼ ନେତାଙ୍କ ଏହି କଥା ଦୁର୍ଭାଗ୍ୟଜନକ।
PEO ଘର ଠାରୁ ଲଗେଇ ଭତ୍ତା, ରାସନ, ଉନ୍ନୟନ କାମ ସବୁ ନିରପେକ୍ଷ ଭାବେ କରନ୍ତି।
୨୦ରୁ ଅଧିକ ବିଭାଗର ଦାୟିତ୍ୱ,ତା’ ଉପରେ ସ୍ୱଳ୍ପ ଦରମା –କେତେ ମାନସିକ ଚାପରେ PEO ଅଛନ୍ତି,ତାହା ସରକାର ବୁଝିବା ଦରକାର।
@PRDeptOdisha
#PEO
OR
CHANDAN PATRI retweetledi

@PattnaikP38815 @CMO_Odisha @RabiNaikBJP @MohanMOdisha @Naveen_Odisha @dpradhanbjp @AprajitaSarangi @babusinghodisha @ArgusNews_in @SecyChief @_anugarg @PravatiPOdisha @IPR_Odisha ସରକାରଙ୍କୁ ଅନୁରୋଧ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସେମାନଙ୍କ ହକ୍ ପ୍ରଦାନ କରନ୍ତୁ।
OR
CHANDAN PATRI retweetledi

@CMO_Odisha @PRDept_Odisha @RabiNaikBJP 🙏
ଗ୍ରାମାଞ୍ଚଳର PEO ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତୋଦୟ ଗୃହ, ରାସନ ବଣ୍ଟନ, ପାନୀୟ ଜଳ, ମନରେଗା, ହରିଶ୍ଚନ୍ଦ୍ର ଯୋଜନା, ରାସ୍ତା-ଡ୍ରେନ୍, ଆଲୋକୀକରଣ, ନିର୍ବାଚନ ବ୍ୟବସ୍ଥା, ଗ୍ରାମସଭା, ପଞ୍ଚାୟତ ସମ୍ପତି ତଦାରଖ – ସବୁ କାର୍ଯ୍ୟ ସମ୍ଭାଳୁଛନ୍ତି।
youtu.be/Sd0qzo7yq-A?si…

YouTube

OR

@PattnaikP38815 @PRDeptOdisha @RabiNaikBJP @CMO_Odisha @MohanMOdisha @Naveen_Odisha @dpradhanbjp @AprajitaSarangi @babusinghodisha @SakalaNews @SatyaPrNayak @suryabanshibjp @BJP4Odisha @SecyChief For our job below level 9 is an insult.
English
CHANDAN PATRI retweetledi

ଆମର ଆଶା ଓ ଭରସା — ମୋହନ ସରକାର ଆମ କଥା ତୁରନ୍ତ ଶୁଣିବେ ଏବଂ ହୃଦୟଗମ କରିବେ। ନିଆଁ ଲାଗିଲେ ଲୋକେ ଯେମିତି ଚିତ୍କାର କରନ୍ତି, ଆମେ ଆଉ ଅପେକ୍ଷା କରିପାରିବୁ ନାହିଁ। ଯଦି ଆମର ଯନ୍ତ୍ରଣା ବୁଝାମଣା ନ ହୁଏ, ତେବେ PEO ଙ୍କୁ ରାଜରାସ୍ତାକୁ ଓଲ୍ହେଇବାକୁ ଆଉ ବେଶୀ ସମୟ ଲାଗିବ ନାହିଁ।
@PRDeptOdisha @RabiNaikBJP @CMO_Odisha #PEO

OR

@PattnaikP38815 @CMO_Odisha @PRDeptOdisha @MohanMOdisha @RabiNaikBJP @dpradhanbjp @AprajitaSarangi @Naveen_Odisha @otvkhabar @ArgusNews_in @Sambad_English @SakalaNews @BJP4Odisha Govt should consider PEOs demands as PEOs are responsible for the success of any govt schemes.
English
CHANDAN PATRI retweetledi

@CMO_Odisha
@PRDeptOdisha
"୬୦ ବର୍ଷ ପୂର୍ବେ ଯେଉଁ ବେତନ ଥିଲା, ତାହା ଆଜି ବି ସମାନ। ଅଥଚ କାର୍ଯ୍ୟର ଭାର ୬୦ ଗୁଣ ବଢ଼ିଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦରେ ରହିବାକୁ ପଡ଼ୁଛି। ନା ବେତନ ବୃଦ୍ଧି, ନା ପଦୋନ୍ନତି। ଏହି ଅନ୍ୟାୟର ସଠିକ୍ ଉତ୍ତର ସରକାରଙ୍କୁ ଦେବା ସମୟ ଆସିଛି। #PEO #Level9

OR
CHANDAN PATRI retweetledi

📢 @CMO_Odisha
MI(Ration),BSSO(Pension),ABDO (Rural Housing)— all get₹4200+ GradePay.
But the PanchayatExecutiveOfficer, who handles ALL these sections in GPlevel & 19+major schemes,gets just₹2000GradePay.
This is blatant injustice to the backbone of rural administration.
#PEO

English

@PattnaikP38815 @CMO_Odisha @CuttackDM @ArgusNews_in @MohanMOdisha @sofiafirdous1 @BiswalSouvic @tripathy_devi @otvnews @ZP_Cuttack @RabiNaikBJP Is there any emergency situation now? Why only PR Department employee's holiday cancelled?
English

ଗ୍ରାମାଞ୍ଚଳ ତଥା ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବହୁ କାର୍ଯ୍ୟରେ ନିୟୋଜିତ କରାଯାଉଛି। ତେଣୁ ସାମୂହିକ ସ୍ଵାର୍ଥକୁ ଦୃଷ୍ଟିରେ ରଖି PEOମାନଙ୍କୁ Level 9 ରେ ବେତନ ପ୍ରଦାନ କରାଯାଉ । #level9forpeo

OR


