Amazing Titilagarh

2.9K posts

Amazing Titilagarh banner
Amazing Titilagarh

Amazing Titilagarh

@ATitilagarh

Here to showcase all about Titilagarh🔥, Balangir and surroundings with other informative posts. ➡️ Culture, Nature, Tourism, Happenings, Suggestions etc.. 💖

Titilagarh, Odisha, India Katılım Temmuz 2018
276 Takip Edilen1K Takipçiler
Amazing Titilagarh
Amazing Titilagarh@ATitilagarh·
@OPTCL_Odisha ତରଫରୁ ଟିଟିଲାଗଡ଼ ତହସିଲ ଅନ୍ତର୍ଗତ ବୁର୍ଡିପଡା ଗ୍ରାମ ନିକଟରେ ଏକ 400/220/33 KV ଗ୍ରୀଡ୍ ସବଷ୍ଟେସନ ନିର୍ମାଣ ପାଇଁ ପ୍ରାୟ ୫୮ ଏକର ଜମିକୁ ସମତଳ ଏବଂ ପ୍ରସ୍ତୁତ କରାଯାଉଛି । ଖୁବଶୀଘ୍ର ଗ୍ରୀଡ଼ କାମ ଆରମ୍ଭ ହେବ । ଓଡ଼ିଶାର ଏକ ପ୍ରମୁଖ ପାଓ୍ବାର୍ ହବ ହେବ ଟିଟିଲାଗଡ଼ । ଧନ୍ୟବାଦ @EnergyOdisha @KVSinghDeo1
Amazing Titilagarh tweet media
OR
0
0
1
34
Amazing Titilagarh
Amazing Titilagarh@ATitilagarh·
For the first time since 1952, a new official residence is being constructed for the Sub-Collector in Titilagarh. A grand, luxurious building will be built by the C.C.E.(R&B), Balangir Circle, at an estimated cost of approx. ₹1.15 crore. Thank you @PWD_Odisha @CollectorBgr
Amazing Titilagarh tweet media
English
0
1
1
77
Amazing Titilagarh
Amazing Titilagarh@ATitilagarh·
The 30 km stretch of road between Saintala and Titilagarh is set to be widened very soon. Additionally, the road from the Titilagarh Government Women's College to Madan Jal Chhak will also be expanded. Thank you @PWD_Odisha @CollectorBgr
Amazing Titilagarh tweet media
English
0
0
1
51
Amazing Titilagarh
Amazing Titilagarh@ATitilagarh·
ଚାନ୍ଦୋତରା/ସିନ୍ଧେକେଲା/ଟିଟିଲାଗଡ଼ ରୁ (ଭାୟା- ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼) ଭୁବନେଶ୍ୱର, କଟକ ପାଇଁ AC Sleeper ବସର ଆବଶ୍ୟକତା ରହିଛି । Balangir Dist. Pvt. Bus Owners' Association may please look into the matter. It's an urgent requirement. @ODBUSOfficial #Titilagarh #Balangir #Odisha
Amazing Titilagarh tweet media
0
0
2
109
Amazing Titilagarh
Amazing Titilagarh@ATitilagarh·
@AshwiniVaishnaw @PMOIndia @dpradhanbjp @sksingh_deo Respected sir/ma'am kindly take necessary step to introduce this train at earliest. At present, a person can't travel SBP at morning from TIG/BLGR and return at evening. One has to reach SBP 1 day in advance to finish the task.
Sailesh Agasti@saileshagasti57

THE NEED OF THE HOUR. Introduce this train at the earliest. Owned by SBP division, no dependency on SER, no regular delay hassle. A Big Relief to Daily Commuters, Students, Employees, and Patients. PM can be done at SBP, RSA may also be followed. @DRMSambalpur @EastCoastRail

English
0
2
5
94
Amazing Titilagarh
Amazing Titilagarh@ATitilagarh·
ବଲାଙ୍ଗୀର କଳାହାଣ୍ଡି ନୂଆପଡ଼ା ଅଞ୍ଚଳରେ ରେଳ ଯୋଗାଯୋଗ କୁ ନେଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୁଡି଼କ ଲୋକସଭାରେ ଉପସ୍ଥାପନ କରିଥିବାରୁ ମାନ୍ୟବର ସାଂସଦ କଳାହାଣ୍ଡି ଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛୁ । ଖୁବଶୀଘ୍ର ଏହିସବୁ ପ୍ରସ୍ତାବ ଗୁଡି଼କ କାର୍ଯ୍ୟକାରୀ ହେବ ବୋଲି ଆମେ ଆଶାବାଦୀ ଅଛୁ । ଧନ୍ୟବାଦ @malvikadevibjp ma'am. 🙏
OR
1
0
2
106
Amazing Titilagarh
Amazing Titilagarh@ATitilagarh·
@EastCoastRail @DRMSambalpur ତରଫରୁ ଟିଟିଲାଗଡ଼ ପଟରୁ ଏକ ଟ୍ରେନ ଚାଲୁ ଯାହା ସମ୍ବଲପୁରରେ ଦିନ ୧୦ ଟା ସୁଦ୍ଧା ପହଞ୍ଚିବ ଏବଂ ସମ୍ବଲପୁର ରୁ ସନ୍ଧ୍ୟା ୬ଟା ପୂର୍ବରୁ ବାହାରି ଟିଟିଲାଗଡ଼ରେ ରାତି ୯ଟାରେ ପହଞ୍ଚିବ । "A SBP-RGDA EXP Reverse is the Need Of the Hour." @sksingh_deo @dpradhanbjp @AshwiniVaishnaw
Amazing Titilagarh tweet media
OR
4
6
16
663
Amazing Titilagarh
Amazing Titilagarh@ATitilagarh·
@MahalingMukesh @narendramodi @NitinNabin @MohanMOdisha @SamalManmohan7 @PMOIndia @CMO_Odisha @BJP4India @BJP4Odisha ଆଜ୍ଞା ଆପଣ ତ କେଡେ ସୁନ୍ଦର ସମୂଦ୍ର କୂଳରେ ଶାନ୍ତିରେ ପ୍ରାତଃ ଭ୍ରମଣ କରୁଛନ୍ । ହେଲେ ଆମର୍ ମାନଙ୍କର ପ୍ରାତଃ ଟା ନିମ୍ନ ଲିଖିତ କାରଣ ଲାଗି ଟିକେ ହେଲେ ବି ସୁସ୍ଥ ନାଇଁ ରହିପାରୁଛେ । ଟିକେ ଇ ବାବଦେ ବି ଧ୍ୟାନ ଦଉନ୍ ଆଜ୍ଞା । ଆମର୍ ଅଞ୍ଚଲର୍ ଯୁଆନ୍ ପିଲାନୁ ବୁଢ଼ା ବୁଢ଼ୀ ତକ୍ ଆର୍ ରୋଗୀ ମାନେ ସଭେ ଥକି ଗଲେନ । 🙏 @MahalingMukesh
Amazing Titilagarh tweet media
OR
0
0
3
307
Dr. Mukesh Mahaling
Dr. Mukesh Mahaling@MahalingMukesh·
ଆଜିର ପ୍ରାତଃ ଭ୍ରମଣ ପାରାଦୀପର ବେଳାଭୂମିରେ... ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଶରୀର ପାଇଁ କିଛି ସମୟ ଦେବାକୁ ଭୁଲନ୍ତୁ ନାହିଁ। ସମାଜ ସୁସ୍ଥ ରହିଲେ ଏକ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ପରିକଳ୍ପନା ବାସ୍ତବ ରୂପ ନେବ। #FitIndia
OR
46
36
164
11.4K
Amazing Titilagarh
Amazing Titilagarh@ATitilagarh·
Continued.. "A SBP-RGDA EXP REVERSE is the Need Of the Hour." ଏହାଦ୍ବାରା ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୋନପୁର ଜିଲ୍ଲାର ହଜାର ହଜାର ସାଧାରଣ ଜନତା, ପରୀକ୍ଷାର୍ଥୀ, ରୋଗୀ, ବିଭିନ୍ନ କର୍ମଚାରୀ ଇତ୍ୟାଦି ଉପକୃତ ହୋଇପାରିବେ । @EastCoastRail @DRMSambalpur @sksingh_deo @dpradhanbjp @AshwiniVaishnaw
OR
0
0
2
72
Amazing Titilagarh
Amazing Titilagarh@ATitilagarh·
ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ଟିଟିଲାଗଡ଼ "ତୈତିଲ ଜନପଦ" ନାମରେ ଜଣାଯାଉଥିଲା, ଯେଉଁଠାରେ 'କଦୃ'(ଘୋଡ଼ା/କପଡ଼ା) ନାମକ ଦ୍ରବ୍ୟର ଅତ୍ୟଧିକ ବ୍ୟବସାୟ ହେଉଥିଲା । ଇତିହାସ ଛାତ୍ରଛାତ୍ରୀ ତଥା ଗବେଷକ ମାନେ ଆହୁରି ଗବେଷଣା କଲେ ଅନେକ ତଥ୍ୟ ସବୁ ସାମନାକୁ ଆସିବ । @KVSinghDeo1 @Culturedeptt @PravatiPOdisha @suryabanshibjp
Amazing Titilagarh tweet media
OR
0
0
5
82
Amazing Titilagarh retweetledi
Bhawanipatna _Buzz
Bhawanipatna _Buzz@MYBHAWANIPATNA1·
@EastCoastRail Request to Introduce JunagarhRoad-Puri Intercity Exp at (MRNG hrs)via KSNG,Tit,BLGR,BRGA,SBP,CTC,BBS,KUR.This will directly Connect W.Odisha With Puri.It will Immensely benefit Patients, Students across Different Universities & Devotees.@OdishaRail
Bhawanipatna _Buzz tweet media
English
3
2
6
417
Amazing Titilagarh
Amazing Titilagarh@ATitilagarh·
We are very hopeful that the Proposed Govt. Engg. College in Balangir District will be established in Titilagarh, an area with strong rail connectivity and home to one of India's Largest Ordnance Factories, Paper Mill, High Speed Steel Factory, etc. @MohanMOdisha @KVSinghDeo1
English
0
0
1
61
Amazing Titilagarh
Amazing Titilagarh@ATitilagarh·
ସୁଦୃଢ଼ ରେଳ ଯୋଗାଯୋଗ ତଥା ଭାରତର ଅନ୍ୟତମ ବୃହତ୍ ଗୋଳାବାରୁଦ କାରଖାନା, ପେପର୍ ମିଲ୍, ହାଇସ୍ପିଡ୍ ଷ୍ଟିଲ କାରଖାନା ଇତ୍ୟାଦି ରହିଥିବା ଅଞ୍ଚଳ ଟିଟିଲାଗଡ଼ ଠାରେ ବଲାଙ୍ଗୀର ଜିଲ୍ଲାର ପ୍ରସ୍ତାବିତ ବୈଷୟିକ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଆମେ ଦୃଢ଼ ଆଶାବାଦୀ ଅଛୁ । @MohanMOdisha @KVSinghDeo1 @MahalingMukesh @CMO_Odisha
Amazing Titilagarh tweet media
OR
2
0
0
201
Amazing Titilagarh retweetledi
OdishaRailUsers - Multimodal Connectivity Forum
18301/18302 Sambalpur Rayagada Express and 18303/18304 Sambalpur Puri Intercity Express will get LHB coaches from dates as mentioned.
OdishaRailUsers - Multimodal Connectivity Forum tweet media
English
7
24
83
3K