Abhijit prusty

1.1K posts

Abhijit prusty banner
Abhijit prusty

Abhijit prusty

@AbhijitPru

Founder #SilverCityCuttack Public Charitable Trust (Team SCC), Founder Director Naturefest Foodpro India Pvt Ltd, Owner #Oditees

Pune, India Katılım Kasım 2015
435 Takip Edilen546 Takipçiler
Abhijit prusty retweetledi
suvendu1446
suvendu1446@suvendu1446·
Newly constructed speed breaker near biju pattanaik park sec 10 creating accident and injuries to lot of people due to no marks or signs od humps. 2 people died and atleast 50 people injuried till now. @CMCCuttack @CMO_Odisha @TeamSilverCity @kanak_news @otvnews
suvendu1446 tweet media
C D A Sector 10, Cuttack 🇮🇳 English
2
3
8
0
Abhijit prusty retweetledi
Silver City Cuttack
Silver City Cuttack@TeamSilverCity·
We @TeamSilverCity hs done a cleanliness campaign at Judicial Academy roundabout this evening. Requesting @CMCCuttack to collect the garbage tomorrow morning,it would be easier for us & CMC to do the next round cleaning. Our City Our responsibility ☺️ @SSingh_odisha @iammdmoquim
Silver City Cuttack tweet mediaSilver City Cuttack tweet mediaSilver City Cuttack tweet media
English
2
27
43
0
Abhijit prusty
Abhijit prusty@AbhijitPru·
@otvnews ହଉ ହଉ ,ନବ ଆଉ ଅନେଇ ଥାଅ। 😁😁ଆମ କଟକିଆ ଓକିଲ ଯେତେବେଳେ ମାତିବେ ରାଜଧାନୀ କଟକ ଉଠି ଆସିବ ବୋଲି ଜାଣିନାହାନ୍ତି ବୋଧେ 😁😁 32 ବର୍ଷ କଣ 320 ବର୍ଷ ବି strike କଲେ ବି କିଛି ହବନି।
OR
2
1
12
0
Abhijit prusty retweetledi
Silver City Cuttack
Silver City Cuttack@TeamSilverCity·
ବାଲିଯାତ୍ରା ସରିଗଲା,@CMCCuttack @CuttackDM ଙ୍କୁ ଅନୁରୋଧ ଧୂଳି ନିୟନ୍ତ୍ରଣ ପାଇଁ ରାସ୍ତା ଗୁଡ଼ିକ ର dusting ଏବଂ ନିୟମିତ ବ୍ୟବଧାନରେ କିଛି ଦିନ ପର୍ଯ୍ୟନ୍ତ ପଡିଆ ପାର୍ଶ୍ବବର୍ତ୍ତୀ ରାସ୍ତା ଗୁଡ଼ିକରେ ଗାଡି ଦ୍ୱାରା ପାଣି spray କରାଯାଉ. ନହେଲେ ଜାଗା ଗୁଡ଼ିକ ର Air Quality Index ନିମ୍ନସ୍ତର ରେ ପହଞ୍ଚିପାରେ. @CMO_Odisha
OR
6
68
75
0
Abhijit prusty retweetledi
Kanak News
Kanak News@kanak_news·
#ବାଲିଯାତ୍ରାର_ମୁଖ୍ୟ_ଆକର୍ଷଣ_କ୍ୟାପ୍ସନ୍_ଟିସାର୍ଟ କଟକ ବାଲିଯାତ୍ରାରେ ଡ଼ିମାଣ୍ଡରେ ରହିଛି କ୍ୟାପ୍ସନ୍ ଟି-ସାର୍ଟ । ବିଙ୍ଗ୍ କଟକୀ , ଆଉ ସବୁ ରେଡ୍ଡି ତ , ଇସି କି କଥା ଏଗୁଡ଼ାକ ଏଭଳି କିଛି କୌତୁକିଆ କ୍ୟାପ୍ସନକୁ ନେଇ ତିଆରି ହୋଇଥିବା ଟି-ସାର୍ଟକୁ କିଣି ନେଉଛନ୍ତି ଲୋକେ #KanakNews #Cuttack #Balijatra #Odisha
OR
0
3
82
0
Abhijit prusty
Abhijit prusty@AbhijitPru·
@XpressBees_IN 14326522195293,14326522195285, 14326522194388,14326522197077, 14326522197076 14326522198332, 14326522198331
1
0
0
0
Xpressbees India
Xpressbees India@XpressBees_IN·
@AbhijitPru Hello! We apologize for the inconvenience caused, and we request you to share the shipment ID / AWB number with us.
English
1
0
0
0
Abhijit prusty retweetledi
Silver City Cuttack
Silver City Cuttack@TeamSilverCity·
ପବିତ୍ର କାର୍ତ୍ତିକ ମାସ ପଞ୍ଚକ ପାଇଁ ଧବଳେଶ୍ବର ପୀଠ ଅତ୍ୟଧିକ ଭିଡ଼ ହେବ।ଝୁଲାପୋଲ ନିୟମ ଅନୁସାରେ 300ରୁ ଅଧିକଯାତ୍ରୀ ଯେପରି ଏକା ସାଙ୍ଗରେ ନ ଯାଆନ୍ତୁ ସେଥିପ୍ରତି ମନ୍ଦିର ତଥା ଜିଲ୍ଲାପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ,ପୋଲରେ ପ୍ରବେଶ ପୂର୍ବରୁ କିମ୍ବା ପରେ ସେଭଳି କିଛି କଥା ର ଧ୍ୟାନ ରଖାଯାଉନାହିଁ @CMCCuttack @CMO_Odisha
OR
10
48
136
0
Abhijit prusty retweetledi
Jagannath Prasad Mohanty
Jagannath Prasad Mohanty@jagannath94371·
କଟକ ବାଦାମ ବାଡ଼ି ବସ୍ ଷ୍ଟାଣ୍ଡ ପରିସରରେ ଥିବା ସାଇନ୍ ବୋର୍ଡ ର ଢାଞ୍ଚା ସବୁଜମୟ ହୋଇପଡିଛି। ଖାଲି ସେତିକି ନିଜେ ଏହାର ଅନେକ ସ୍ଥାନରେ ଲୁହା ଫ୍ରେମ୍ ଖାଇବା ଯୋଗୁ ଏବେ ବିପଦ ସଙ୍କୁଳ ଅବସ୍ଥାରେ ଠିଆ ହୋଇ ରହିଛି। @CMCCuttack @CMO_Odisha @CuttackDM
Jagannath Prasad Mohanty tweet mediaJagannath Prasad Mohanty tweet media
OR
4
3
25
0
Abhijit prusty retweetledi
Silver City Cuttack
Silver City Cuttack@TeamSilverCity·
*ଆଜି ତାରିଖ =30/09/2022 ରିଖ. ଶାରଦୀୟ ଦୁର୍ଗା ପୂଜା ର ଷୋହଳ ପୂଜା ର ତ୍ରୟୋଦଶ ଦିନ ରେ ମାଁ କଟକ ଚଣ୍ଡୀ ଙ୍କ ଗାୟତ୍ରୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି. ପବିତ୍ର ନବରାତ୍ରି ପୂଜା ର ଆଜି ପଞ୍ଚମ ଦିନ.* 🙏🙏🙏🌺🌺🌺 #Durgapuja #navratri2022
Silver City Cuttack tweet media
OR
2
3
39
0
Abhijit prusty
Abhijit prusty@AbhijitPru·
@uttirna96 Only in Bhubaneswar,not even around Bbsr, Just look at Our Cuttack, The millennium city is still deprived and waiting for the basic infra to be developed. The bizzare road conditions shows the situation of our city. Hopeless 😭😭😭😭
English
0
0
0
0
Abhijit prusty
Abhijit prusty@AbhijitPru·
@MousumiMohanty2 ଏ ସବୁ ର ଏବେ ବଡ଼ ବଡ଼ ପୋଷ୍ଟର ଛପା ହବ। ନେତା ମନ୍ତ୍ରୀ ଆମର credit ନେବେ
OR
0
0
3
0
Mousumi Mohanty
Mousumi Mohanty@MousumiMohanty2·
ସ୍ୱଚ୍ଛତା ଲିଗ ରେ କଟକ ସ୍ଥାନ ପାଇଛି... Seriously!!!!🤨🤨🤨
Mousumi Mohanty tweet media
OR
34
5
164
0