Prabin Kumar
5.9K posts

Prabin Kumar
@BPrabinkumar
NGO Advisor (Free Schooling & Food) | Social & Environmental Activist | Nationalist | Orator | Researcher of Hindu Cultural Trails.
New Delhi Katılım Temmuz 2022
259 Takip Edilen88 Takipçiler
Prabin Kumar retweetledi

@jpsin1 मूर्ख लोग सब सह लेते हैं, इसलिए ऐसे फैसले लेने वालों का हौसला बढ़ता है।
जिस दिन आम आदमी सवाल पूछना शुरू करेगा, उसी दिन असली बदलाव आएगा।
इंकलाब सिर्फ नारों से नहीं, जागरूक जनता से आता है।
हिन्दी

@MohanMOdisha @CMO_Odisha ଓଡ଼ିଶାର ଖଣି ଅଞ୍ଚଳ — ବିଶେଷକରି Sukinda Valley, Keonjhar, Talcher ଏବଂ Angul — ରେ ଖଣି କାର୍ଯ୍ୟକଳାପ ଯୋଗୁଁ ଜଳ, ବାୟୁ ଓ ମାଟି ଦୂଷଣ ଗୁରୁତର ସମସ୍ୟା ହୋଇପଡ଼ିଛି। ଅନେକ ରିପୋର୍ଟ ଓ ଅଧ୍ୟୟନରେ ଭୂଗର୍ଭ ଜଳରେ Chromium, Iron ଓ ଅନ୍ୟ heavy metals ବୃଦ୍ଧି ଥିବା କୁହାଯାଇଛି।ଟିକେ ଦୃଷ୍ଟି ଦିଅ ଅଜ୍ଞା 🙏
OR

ଖଣି ଅଞ୍ଚଳର ଲୋକଙ୍କ ସୁସ୍ଥ ଓ ସୁରକ୍ଷିତ ଜୀବନ ହେଉଛି ଲୋକଙ୍କ ସରକାରଙ୍କ ପ୍ରାଥମିକତା । ଓଏମସି ଦ୍ୱାରା ଆରୋଗ୍ୟ ବାହିନୀ, ଅତ୍ୟାଧୁନିକ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମାଧ୍ୟମରେ ଖଣି ଅଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧାକୁ ଆହୁରି ସୁଦୃଢ଼ କରାଯାଉଛି ।
ଗୁରୁତର ରୋଗୀଙ୍କୁ ସମୟୋପଯୋଗୀ ଚିକିତ୍ସା ଓ ନିରାପଦ ସ୍ଥାନାନ୍ତରଣ ସୁବିଧା ଯୋଗାଇବାରେ ଏହି ପଦକ୍ଷେପ ଜୀବନରକ୍ଷାର ନୂଆ ଆଶା ସୃଷ୍ଟି କରିବ ।
OR

@MohanMOdisha @CMO_Odisha ଖଣି ଅଞ୍ଚଳରେ ଶୁଦ୍ଧ ପିଇବା ପାଣି
Dust ଓ truck regulation
health camp
Pollution monitoring public କରିବା
Mining company ମାନଙ୍କୁ କଡ଼ା ପରିବେଶ rule ମାନିବାକୁ ବାଧ୍ୟ କରିବା
ଖଣିରୁ ରାଜ୍ୟ ଆୟ ହେଉଛି,କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶର ମୂଲ୍ୟରେ ନୁହେଁ— ଏହା ଆଜି ଓଡ଼ିଶାର mining belt ଅଞ୍ଚଳର ମୁଖ୍ୟ ଚିନ୍ତା।
OR

ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ପାଇଁ ଏକ ପାଦ :-
ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଜିଲ୍ଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏକ ଅଭିନବ ପ୍ରୟାସ । 'କୃଷ୍ଣ' (ଗଞ୍ଜାମ ଜିଲ୍ଲାର ସ୍ବଚ୍ଛତା ମାସ୍କଟ୍) ମାଧ୍ୟମରେ ପ୍ରତି ମଙ୍ଗଳବାର ଦିନ ସକାଳ ୭ ଘଣ୍ଟା ଠାରୁ ୯ ଘଣ୍ଟା ପର୍ଯ୍ୟନ୍ତ 'ଆମ ଗଞ୍ଜାମ ସ୍ବଚ୍ଛ ଗଞ୍ଜାମ' ଅଭିଯାନ ଅନ୍ତର୍ଗତ ସ୍ଵେଚ୍ଛାକୃତ ଭାବେ ଆମେ ଗଞ୍ଜାମ ଜିଲ୍ଲାରେ ପ୍ରତ୍ଯେକ ପଞ୍ଚାୟତରେ ଶ୍ରମ ଦାନ କରି ଗଞ୍ଜାମ ଜିଲ୍ଲାକୁ କିଭଳି ପ୍ଲାଷ୍ଟିକ ମୁକ୍ତ କରାଇ ଆମ ପରିବେଶ, ପଶୂ, ପକ୍ଷୀ, ବୃକ୍ଷଲତା ତଥା ଆଗାମୀ ପିଢି ପାଇଁ ଏକ ସ୍ବଚ୍ଛ ଓ ସୁନ୍ଦର ବାତାବରଣ ପ୍ରଦାନ କରିବା। ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏକ ପ୍ଲାଷ୍ଟିକ ମୁକ୍ତ ସ୍ବଚ୍ଛ ଓ ସୁନ୍ଦର ଗଞ୍ଜାମ ଗଢିବା ; ଏହାହିଁ ଆମ ଜିଲ୍ଲା ପ୍ରଶାସନର ଜିଲ୍ଲା ବାସୀଙ୍କ ପାଇଁ ଆହ୍ୱାନ ।
@CMO_Odisha
@IPR_Odisha
OR

@Ganjam_Admin ଯୁବପିଢି ଓ ଗାଁର ପରିବେଶକୁ ନଷ୍ଟ କରୁଥିବା ଏହି ଅବୈଧ ମଦ ବ୍ୟବସାୟ ବନ୍ଦ ପାଇଁ ପ୍ରଶାସନ କେବେ କଡା ପଦକ୍ଷେପ ନେବ ?
OR

@Ganjam_Admin ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ନିଶ୍ଚୟ ଏକ ଭଲ ପଦକ୍ଷେପ । କିନ୍ତୁ ପ୍ରତ୍ୟେକ ଗାଁ, ସ୍କୁଲ ପାଖ ଓ ସହର ମଧ୍ୟରେ ଅବାଧରେ ମଦ ଦୋକାନ ଚାଲୁଛି । ଏହାକୁ ଅନୁମତି ଦେଉଛି କିଏ ? ପୋଲିସ ପେଟ୍ରୋଲିଂ ନାଁରେ ଆସି କେବଳ ହାତଗୁଞ୍ଜା ନେବେ? ପରିବେଶ ସହିତ ସମାଜକୁ ମଧ୍ୟ ସ୍ୱଚ୍ଛ କରିବା ଦରକାର ।
OR

@Naveen_Odisha ଶ୍ରୀ @Naveen_Odisha ଙ୍କ ସମବେଦନା ଓ ମାନବିକ ଆହ୍ୱାନ ପାଇଁ ଧନ୍ୟବାଦ। ଗଞ୍ଜାମର ପୁଅ ଏ.ରମୟାଙ୍କ ଅକାଳ ବିୟୋଗ ଓଡ଼ିଶା ପାଇଁ ଏକ ଗଭୀର ଦୁଃଖର ବିଷୟ। ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେଇ ତାଙ୍କର ମରଶରୀରକୁ ନିଜ ମାଟିକୁ ଫେରାଇ ଆଣିବା ସହ ପରିବାରକୁ ସହାୟତା ଯୋଗାଇବା ଉଚିତ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। 🙏
OR

ୟୁକ୍ରେନର ଡ୍ରୋନ୍ ଆକ୍ରମଣରେ ଋଷିଆରେ ଗଞ୍ଜାମ ଓଡ଼ିଶାର ଯୁବକ ଏ.ରମୟାଙ୍କ ଦେହାନ୍ତ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଚିକିଟିର ଯୁବକ ଏ.ରମୟାଙ୍କ ମରଶରୀର ପରିବାର ଲୋକଙ୍କ ନିକଟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ତୁରନ୍ତ ସହାୟତା ଯୋଗାଇ ଦିଅନ୍ତୁ।
OR
Prabin Kumar retweetledi

ନୀଳାଚଳନିବାସାୟ ନିତ୍ୟାୟ ପରମାତ୍ମନେ । ବଳଭଦ୍ରସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ ।। Dhwaja Bandha ritual at Shree Jagannatha Temple. #Puri #Jagannatha

@MishraKedar1 The BJP may have to look for another face if Mohan Charan Majhi is unable to emerge as a strong leader.
English

I can understand the frustration of BJP leaders in Odisha. After forming the government, many expected postings and positions. But CM Mohan Majhi has been unable to accommodate them so far. Now this frustration is being vented on ground-level officers. The way Arindam Roy shouted at the ABDO perfectly reflects the anger brewing at the grassroots level.
English

@MishraKedar1 People wanted change,bt alng with change, strong ldrship is also necessary.If party workers r unhappy,officers r under prssre,n conflicts are increasing at the g.roots level,then it is certainly a matter of concern.
English

@Titupanda2 @TPSouthOdisha @KVSinghDeo1 @CMO_Odisha ଲୁଟିବାରେ ଲାଗିଛି @TPSouthOdisha । ୧ ଦିନରେ ୪୯ ୟୁନିଟ୍ ଖର୍ଚ୍ଚ ଦେଖାଉଛନ୍ତି, ମାନେ ସାଧାରଣ ଲୋକଙ୍କୁ ସିଧାସଳଖ ଠକାଯାଉଛି। ଘରେ କଣ କାରଖାନା ଚାଲିଛି? ଏଭଳି ଭୁଲ୍ ମିଟର ରିଡିଂ ଆଉ ମନମୁଖୀ ବିଲ୍ ବନ୍ଦ କରନ୍ତୁ। ଲୋକଙ୍କ ଧୈର୍ଯ୍ୟକୁ ଦୁର୍ବଳତା ଭାବିବେନି। ତୁରନ୍ତ ଯାଞ୍ଚ କରି ସଠିକ୍ ସମାଧାନ ଦିଅନ୍ତୁ।
OR

ଆଜ୍ଞା @TPSouthOdisha ଗତ କାଲିରୁ ଆଜି ମଧ୍ୟରେ ୪୯ ୟୁନିଟ ମିଟର ରିଡିଙ୍ଗ ହେଲାଣି। ତ ଘରେ କଣ factory ବସେଇଛୁ ଆମେ? ଦୟାକରି ତୁରନ୍ତ ସମାଧାନ କରନ୍ତୁ।
@KVSinghDeo1 @CMO_Odisha


OR

@narpat_rat18280 Inki gan me sirf kolhapuri lal mirch bhara jayega 😄
हिन्दी
Prabin Kumar retweetledi

ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏
Shree Jagannatha Temple, Puri@JagannathaDhaam
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍ ।। Today's Patitapabana Darshan at Shree Jagannatha Temple. #Puri #Jagannatha
OR

@OSRTC_Odisha @CTOdisha ଓଡ଼ିଶାର ସ୍ୱାଦ ଓ ସଂସ୍କୃତିକୁ ଏଭଳି ସୁନ୍ଦର ଭାବେ ଯାତ୍ରା ସହିତ ଯୋଡ଼ିଥିବାରୁ ଧନ୍ୟବାଦ ।
OSRTC ଯାତ୍ରା କେବଳ ଗନ୍ତବ୍ୟକୁ ନୁହେଁ, ଓଡ଼ିଶାର ପରମ୍ପରା ଓ ପ୍ରସିଦ୍ଧ ଖାଦ୍ୟର ସ୍ୱାଦକୁ ମଧ୍ୟ ନିକଟରୁ ଅନୁଭବ କରାଉଛି । ❤️🚌🍲
#ConnectingOdisha
OR

ଓଏସ୍ଆରଟିସି ସହିତ ଯାତ୍ରା କରନ୍ତୁ ଏବଂ ଓଡ଼ିଶାର ପ୍ରସିଦ୍ଧ ପାରମ୍ପରିକ ଖାଦ୍ୟର ଅସଲି ସ୍ୱାଦକୁ ଅନୁଭବ କରନ୍ତୁ।
ଆପଣଙ୍କ ଯାତ୍ରା ସମୟରେ ପ୍ରତ୍ୟେକ ଜିଲ୍ଲାର ନିଜସ୍ୱ ଖାଦ୍ୟ ସଂସ୍କୃତିକୁ ଅନ୍ୱେଷଣ କରନ୍ତୁ।
#ସଂଯୋଗକରୁଛିଓଡ଼ିଶା
@CTOdisha



OR

"सनातन, जिसने लोगों को बांटने का काम किया, उसे खत्म करो"
◆ तमिलनाडु विधानसभा में विपक्ष के नेता और DMK विधायक उदयनिधि स्टालिन ने कहा
◆ उदयनिधि स्टालिन ने वंदे मातरम् को लेकर भी आपत्ति जाहिर की
@Udhaystalin | Udhayanidhi Stalin | TN Assembly | CM Vijay | Sanatana Dharma

हिन्दी

@news24tvchannel @Udhaystalin आखिर तमिलनाडु के बाकी नेता और MLA चुप क्यों हैं?
क्या करोड़ों हिंदुओं की आस्था का अपमान सिर्फ राजनीति के लिए किया जाएगा?
अगर किसी दूसरे धर्म पर ऐसी टिप्पणी होती, तो अब तक पूरे देश में हंगामा खड़ा हो जाता।
धर्म और संस्कृति को निशाना बनाकर समाज को बांटने की राजनीति बंद होनी चाहिए।
हिन्दी

@KavithaT142006 @Udhaystalin Strongly condemn @Udhaystalin for repeatedly making divisive and insulting remarks against Sanatan Dharma — a sacred faith, culture, and way of life followed by millions of Hindus across the world.
English






