BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·24 Marଭଦ୍ରକ ରେ ଲୁଟ ଚାଲିଛି, ଜଳାଶୟ, ସବୁ ଚୁପ ! @MohanMOdisha @sureshkpujari @AvimanyuBhadrak @Sitansu1981 @DM_Bhadrak @BhadrakTimesÇevir OR11345
BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·22 Marଭଦ୍ରକ ମାଠସାହି ମୌଜା ଡାହାଣିଗଡ଼ିଆରେ ସରକାରୀ ଡ୍ରେନପୋତି ଘଟଣାରେ କିଛି ବି କାର୍ଯ୍ୟାନୁଷ୍ଠାନ ନାହିଁ। ମାନ୍ୟବର ରାଜସ୍ୱମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ା । @sureshkpujari @rdmodisha @RDC_Central @DM_Bhadrak @eobdkmunicipal @BhadrakTimesÇevir OR0415556
ଓଟିଭି@otvkhabar·20 Marପୁଣି ଥରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ବେଳେ ଚେୟାରରୁ ଉଠିଲେନି ବିଜେପି ବିଧାୟକ ଜୟନାରାୟଣ ମିଶ୍ର #OTV #OdishaTV #JaynarayanMishra #UtkalJanani #BandeUtkalJanani #OdishaStateSong #BJPMLA #Sambalpur #OdiaAsmita #OdishaNewsÇevir OR511411018.1K18
BHADRAK TIMES@BhadrakTimes·16 Marଭଦ୍ରକ ଡାହାଣୀ ଗଡ଼ିଆ ଠାରେ ଦୀର୍ଘ ୪୦ ବର୍ଷ ହେବ ଜଳ ନିଷ୍କାସନ ନାଳ କୁ ଅବରୋଧ କରି ମାଟି ପକାଇ ଜବର ଦଖଲ ଉଦ୍ୟମ ଚାଲୁଛି । ତହସିଲ କର୍ତ୍ତୃପକ୍ଷଙ୍କ କିଛି କାର୍ଯ୍ୟାନୁଷ୍ଠାନ ନାହିଁ । ଆଗକୁ କୃତ୍ରିମ ବନ୍ୟା ହୋଇ ଭଦ୍ରକ ବୁଡିବ । ମାନ୍ୟବର ରାଜସ୍ବମନ୍ତ୍ରୀ ପଦକ୍ଷେପ ନେବାକୁ ଅନୁରୋଧ 🙏 @sureshkpujari @DM_BhadrakÇevir OR136130
BHADRAK TIMES@BhadrakTimes·5 Marଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ବୟାଙ୍ଗଡ଼ିହି ମେଳଣ ଅଂଚଳରେ ଗତକାଲି ରାତିରୁ ଖୋଲାଖୋଲି ଭାବେ ଚାଲିଛି ଜୁଆଖେଳ / @igerbalasore @DM_Bhadrak @SpBhadrakÇevir OR005238
BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·24 Şubଓଡିଶା ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ'ର ସ୍ରଷ୍ଟା 'କାନ୍ତକବି' ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି💐💐🙏🙏 @GovernorOdisha @MohanMOdisha @dpradhanbjp @Naveen_Odisha @PrithivirajBJP @suryabanshibjp @AvimanyuBhadrak @Sitansu1981 @bande_utkala @DM_BhadrakÇevir OR01447
BHADRAK TIMES@BhadrakTimes·23 Şubଭଦ୍ରକ ସାବରଙ୍ଗ ପୋଲିସ ର ଦବଙ୍ଗଗିରି, ଡ୍ରାଇଭର ଆହତ । @MohanMOdisha @PrithivirajBJP @homeodisha @igerbalasore @DM_Bhadrak @SpBhadrakÇevir OR01568
BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·21 Şubଡିଜେ ବନ୍ଦ ସ୍ଵାଗତ ଯୋଗ୍ୟ ପଦକ୍ଷେପ । @DM_Bhadrak @SpBhadrak @BhadrakTimesÇevir OR019177
BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·22 Şubନିଯୁକ୍ତି ଆଶା ହରେଇ ଆତ୍ମହତ୍ୟା ଉଦ୍ୟମ, @MohanMOdisha @Naveen_Odisha @dpradhanbjp @NityanandaBJP @suryabanshibjp @AvimanyuBhadrak @Sitansu1981 @DM_Bhadrak @BhadrakTimesÇevir OR01357
BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·15 Ocaଭଦ୍ରକ ପୌରପାଳିକା ରେ ରାସ୍ତା ନିର୍ମାଣରେ ଦୁର୍ନୀତି, ଅନିୟମିତା ନେଇ ଖୋଦ କାଉନସିଲରଙ୍କ ଦୁର୍ନୀତି । ୮ମାସ ହେବ ନିର୍ବାହୀ ଅଧିକାରୀ ନାହାନ୍ତି । @MohanMOdisha @dr_kcmahapatra @suryabanshibjp @AvimanyuBhadrak @Sitansu1981 @DM_Bhadrak @BhadrakTimesÇevir OR01363
BHADRAK TIMES@BhadrakTimes·1 Ocaଭଦ୍ରକ ଚରମ୍ପା ସ୍ଥିତ ଜରାଶ୍ରମ ରେ ଅନ୍ତେବାସୀଙ୍କ ଦୁର୍ଦଶା, ଭଦ୍ରକ ଜିଲାପାଳ ମହାଶୟ ଅନୁଧ୍ୟାନ କରିବେ କି ? @DM_Bhadrak @SpBhadrakÇevir OR003761
BHADRAK TIMES@BhadrakTimes·30 Ara@DM_Bhadrak @padmalochanB94 @rajaaswain @Food_Odisha @csobdk @bdo_bonth @CMO_Odisha @Naveen_Odisha ଏଥି ପାଇଁ ଦାୟୀ କିଏ ଓ ଭୁଲ କାହାର ?Çevir OR00233
District Administration,Bhadrak@DM_Bhadrak·30 Ara@padmalochanB94 @rajaaswain @Food_Odisha @csobdk @bdo_bonth @CMO_Odisha @Naveen_Odisha ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବନ୍ତଙ୍କ ଦ୍ଵାରା ଉପସ୍ଥାପିତ ତଦନ୍ତ ଦସ୍ତାବିଜ ଅଭିଯୋଗକାରୀଙ୍କ ଅବଗତି ନିମିତ୍ତ ସଂଲଘ୍ନ କରାଗଲା।Çevir OR21271
PADMALOCHAN BEHERA@padmalochanB94·5 Kas#ରାସନରୁ_ବଞ୍ଚିତ_ବାପ_ଛେଉଣ୍ଡ_ଅନାଥ_ପାଞ୍ଚ_ପିଲା_ଏବଂ_ମା ! ( ପୂର୍ବରୁ ରାସନ କାର୍ଡ ଥିଲା ) ଭଦ୍ରକ ଜିଲ୍ଲା,ବନ୍ତ ବ୍ଲକ,ରାମକୃଷ୍ଣ ପୁର ପଞ୍ଚାୟତ,ନଈପାରି ଗଢ଼ିଆର କବିତା ଯେନା ଙ୍କ ପରିବାର !ଅନୁରୋଧ ଯଥାଶୀଘ୍ର ରାସନ ଯୋଗେଇ ଦେବାକୁ @DM_Bhadrak @rajaaswain @Food_Odisha @csobdk @bdo_bonth @CMO_Odisha @Naveen_OdishaÇevir OR911440
BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·28 Araଭଦ୍ରକ ଓଜନ-ମାପ ବିଭାଗ 👇 ବେଆଇନ କାର୍ଯ୍ୟ କରିଛି, କାର୍ଯ୍ୟାନୁଷ୍ଠାନ ନାହିଁ। 👉ବାଲେଶ୍ୱର LMOଙ୍କ ବଦଳରେ ଭଦ୍ରକ LMO ଏକ ଜାଲ ରାଇସମିଲ ର ଭେରୀଫିକେସନ କରିବା ଓ ଏହା ଧରପଡିବା ପରେ ପୁଣି ଅସଲି ମିଲ ର ଭେରୀଫିକେକସ କାରିଛି । @MohanMOdisha @skumarias02 @Food_Odisha @DM_Bhadrak @csobdk @BhadrakTimesÇevir OR01683
BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·28 Araଭଦ୍ରକ ଗ୍ରାମଞ୍ଚଳ ପୋଲିସ ଏହି👇ଘଟଣା କୁ ବଢ଼େଇଦେବ । ମାମଲା କି କାର୍ଯ୍ୟାନୁଷ୍ଠାନ ନାହିଁ। @CMO_Odisha @homeodisha @DGPOdisha @igerbalasore @DM_Bhadrak @SpBhadrak @BhadrakTimesÇevir OR11579
BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·23 Ara୬ବର୍ଷ ଧରି ବଦଳି ନହେବା ର ରହସ୍ୟ କଣ ? @MohanMOdisha @pradeepbsbjp @Coop_Odisha @NABARDOnline @DM_Bhadrak @BhadrakTimesÇevir OR01462
BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·12 Araରାଜସ୍ୱ ଅଧିକାରୀଙ୍କ ସମୀକ୍ଷା ବୈଠକ । @CMO_Odisha @sureshkpujari @rdmodisha @DM_Bhadrak @BhadrakTimesÇevir OR01563
BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·12 Ara୭ବର୍ଷ ହେବ ଅଫିସ ଗୃହ ନିର୍ମାଣ ପାଇଁ ଟଙ୍କା ପଡିଛି, ଜମି ର ଦଖଲ ମିଳୁନି । @MohanMOdisha @SecyChief @Food_Odisha @DM_Bhadrak @csobdk @BhadrakTimesÇevir OR01457
BHADRAK TIMES retweetledi#ଉମାକଲ୍ୟାଣ ମହାପାତ୍ର@UmakalyanMohap4·9 Araରହସ୍ୟ ଘେରରେ ଟୋଲ ଗେଟ! @MohanMOdisha @OdishaWater @OdishaVigilance @DM_Bhadrak @SpBhadrak @BhadrakTimesÇevir OR014144
BHADRAK TIMES@BhadrakTimes·2 Araଭଦ୍ରକ ତହସିଲ କର୍ତ୍ତୃପକ୍ଷଙ୍କ RTI କୁ ବେଖାତିର । ଗତ ୮.୯.୨୫ରେ ରାଜସ୍ୱ ବିଭାଗ ରୁ ଜିଲ୍ଲା ପ୍ରଶାସନକୁ ଆସିଥିବା ଆଦେଶ ପରେ ଜିଲ୍ଲାପାଳଙ୍କ ଅଫିସରୁ ଭଦ୍ରକ ତହସିଲଦାରଙ୍କ ଅଫିସକୁ ଗତ୍ବ୨୦.୯.୨୫ର୍ଡ ଆସିଥିବା ଆଦେଶକୁ ବେଖାତିର । ରହସ୍ୟ କଣ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି । @MohanMOdisha @sureshkpujari @DM_BhadrakÇevir OR00230