
ମଣିଷ ଓ ବନ୍ୟଜନ୍ତୁ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ବାଲେଶ୍ୱର ବନ୍ୟଜୀବ ବନଖଣ୍ଡ ଅନ୍ତର୍ଗତ ଜଙ୍ଗଲ ପ୍ରାନ୍ତବର୍ତ୍ତୀ ସମ୍ବେଦନଶୀଳ ଅଞ୍ଚଳରେ ସ୍ଥାପନ କରାଯାଉଛି ସୋଲାର ଫେନ୍ସିଂ।
କାମ୍ପା ପାଣ୍ଠି ସହାୟତାରେ କାର୍ଯ୍ୟକାରୀ ହେଉଥିବା ଏହି ବୈଷୟିକ ପ୍ରୟାସ ବନ୍ୟଜନ୍ତୁଙ୍କୁ କୌଣସି କ୍ଷତି ନପହଞ୍ଚାଇ ସେମାନଙ୍କୁ ଜନବସତି ଓ ଚାଷଜମି ଠାରୁ ଦୂରେଇ ରଖିବାରେ ସହାୟକ ହେଉଛି।
ଏହାଦ୍ୱାରା ଜଙ୍ଗଲର ସୀମା ଓ ନୂତନ ବନୀକରଣ ପ୍ରକଳ୍ପଗୁଡ଼ିକ ସୁରକ୍ଷିତ ରହିବା ସହ ସ୍ଥାନୀୟ ଚାଷୀଙ୍କ ଫସଲ ଓ ଧନଜୀବନର ହାନିକୁ ରୋକାଯାଇପାରୁଛି।
#HumanWildlifeConflict #SolarFencing #CAMPAOdisha
@CMO_Odisha @GaneshRamBJP @moefcc @NationalCAMPA @ForestDeptt @IPR_Odisha @DC_Odisha @SecyChief @pccfodisha @PCCFWL_Odisha @ForestDivision @blswldivision

OR















































