Collector & DM, Malkangiri
8.4K posts

Collector & DM, Malkangiri
@dm_malkangiri
Office of the District Magistrate, Malkangiri
Malkangiri, India Katılım Haziran 2019
137 Takip Edilen13.1K Takipçiler

ମାଲକାନଗିରି ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର କ୍ଷେତ୍ର ଅନୁଧ୍ୟାନ କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ଏନ୍. ତିରୁମାଲା ନାୟକ। @PCDept_Odisha @SMEOdisha @IPR_Odisha


OR
Collector & DM, Malkangiri retweetledi

ଆପଣ ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିଛନ୍ତି କି?
ଏବେ ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିବା ବହୁତ ସହଜ।
🌐 **ceoodisha.nic.in** ୱେବସାଇଟ୍କୁ ପରିଦର୍ଶନ କରନ୍ତୁ।
🔍 **"Search Your Name in 2026"** ବିକଳ୍ପକୁ ଚୟନ କରି ନିମ୍ନଲିଖିତ ଯେକୌଣସି ମାଧ୍ୟମରେ ନିଜ ନାମ ଖୋଜନ୍ତୁ:
✔️ EPIC ନମ୍ବର
✔️ ବ୍ୟକ୍ତିଗତ ବିବରଣୀ (Personal Details)
✔️ ମୋବାଇଲ୍ ନମ୍ବର
🗳️ ଚିଠା ଭୋଟର ତାଲିକାରେ ନିଜ ନାମ ନିଶ୍ଚିତ କରନ୍ତୁ। କୌଣସି ତ୍ରୁଟି କିମ୍ବା ଅସଙ୍ଗତି ଥିଲେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ।
📅 **ଦାବି ଓ ଆପତ୍ତି ଅବଧି:** *୦୫.୦୭.୨୦୨୬ – ୦୪.୦୮.୨୦୨୬*
@ECISVEEP
@PIB_India
@IPR_Odisha
@DDNational
@dd_odia
@MyGovOdia
#ECI #CEOOdisha #SIR2026 #DraftElectoralRoll #VoterList #SearchYourName
OR
Collector & DM, Malkangiri retweetledi

📢 ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-2026ର ସଂଶୋଧିତ କାର୍ଯ୍ୟସୂଚୀ
ଭାରତ ନିର୍ବାଚନ ଆୟୋଗ ୦୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ବିବେଚନା କରି ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-2026 ଅନ୍ତର୍ଗତ ଭୋଟର ତାଲିକା ସଂଶୋଧନର କାର୍ଯ୍ୟସୂଚୀକୁ ସଂଶୋଧନ କରିଛନ୍ତି।
🗓️ ସଂଶୋଧିତ କାର୍ଯ୍ୟସୂଚୀ
• ଦାବି ଓ ଆପତ୍ତି ଦାଖଲ: ୦୫ ଜୁଲାଇ ୨୦୨୬ – ୧୯ ଅଗଷ୍ଟ ୨୦୨୬
• ନୋଟିସ୍ ପର୍ଯ୍ୟାୟ ଏବଂ ଦାବି ଓ ଆପତ୍ତିର ସମାଧାନ: ୦୫ ଜୁଲାଇ ୨୦୨୬ – ୧୭ ସେପ୍ଟେମ୍ବର ୨୦୨୬
• ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ: ୨୧ ସେପ୍ଟେମ୍ବର ୨୦୨୬
#SIR2026 #ElectoralRoll #ElectionCommissionOfIndia #CEOOdisha #EveryVoteMatters #Democracy

OR

@OdishaCeo @IPR_Odisha He also chaired a review meeting with EROs & AEROs at the Mini Conference Hall, Collectorate, assessing progress on notice distribution, uploading, and hearing procedures.
English

@OdishaCeo @IPR_Odisha He reviewed notice hearing quality at Malkangiri Municipality, interacted with EROs, AEROs, BLOs, and BLO Supervisors, and chaired a joint meeting with political party representatives and the District Administration on the progress of Special Intensive Revision (SIR) 2026.
English
Collector & DM, Malkangiri retweetledi

📢 ଚିଠା ଭୋଟର ତାଲିକାରେ ନାମ ନାହିଁ ?
ନୂତନ ଭୋଟର ଭାବେ ପଞ୍ଜୀକରଣ ପାଇଁ Form ୬ ଦାଖଲ କରନ୍ତୁ ।
⚠️ Form ୬ ସହିତ ଘୋଷଣା ଫର୍ମ ଦାଖଲ କରିବା ଅନିବାର୍ଯ୍ୟ ।
⚠️ ପରିଗଣନା ପର୍ଯ୍ୟାୟରେ, ଅନଲାଇନ୍ Form ୬ ଦାଖଲ କରିଥିଲେ ମଧ୍ୟ ଘୋଷଣା ଫର୍ମ ଦାଖଲ କରନ୍ତୁ ।
ଦାବି ଓ ଆପତ୍ତି ଅବଧି: ୦୫.୦୭.୨୦୨୬ – ୦୪.୦୮.୨୦୨୬
#SIR2026 #FORM6 #DeclarationForm #SIR #CEOOdisha

OR

@rkb97official @CMO_Odisha @scstdevdept @SMEOdisha @NityanandaBJP @SecyChief @DC_Odisha @PRDeptOdisha @rdmodisha @IPR_Odisha @deo_malkangiri Report attached.

English

@CMO_Odisha @scstdevdept @SMEOdisha @NityanandaBJP @SecyChief @DC_Odisha @PRDeptOdisha @rdmodisha @IPR_Odisha @deo_malkangiri @dm_malkangiri
Hon’ble Sir, I request that you review this matter & take appropriate action

English

@0a7e42dfb44b4f5 @CMO_Odisha @DcDmJaipur @HFWOdisha @SSEPD2 @dr_kcmahapatra @MoHUA_India @PMAYUrban @BJP4Odisha Report attached.

English

Humble request to the concerned authority to kindly look into the matter and resolve the issue at the earliest. @CMO_Odisha @DcDmJaipur @HFWOdisha @SSEPD2 @dr_kcmahapatra @MoHUA_India @PMAYUrban @BJP4Odisha

English

ତୁମର ଠିକାଦାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ @CMO_Odisha @dm_malkangiri
Kanak News@kanak_news
#ଆବାସ: #ଠକିଦେଲା_ଠିକାଦାର ମାଲକାନଗିରି ବଣ୍ଡାଘାଟିରେ କାହିଁକି ସରୁନି ପ୍ରଧାନମନ୍ତ୍ରୀ ଧନମନ ଯୋଜନାରେ ଆବାସ ନିର୍ମାଣ ? ଗ୍ରାଉଣ୍ଡ ଜିରୋରୁ ଜଣାପଡ଼ିଲା ସାଂଘାତିକ ସତ । ହିତାଧିକାରୀଙ୍କ ଟଙ୍କା ନେଇ ଠିକାଦାର ଛୁ । ଅଧପନ୍ତରିଆ ନିର୍ମାଣକୁ ନେଇ ଚିନ୍ତାରେ ଘାଟି ମଣିଷ #Malkangiri #Odisha #KanakNews
OR

@rkb97official @NITIAayog @CMO_Odisha @DoT_India @USOF_India @PRDeptOdisha @RDOdisha @RabiNaikBJP @SecyChief @DC_Odisha @DoT_Odisha_LSA @bsnl_care @IPR_Odisha @BDO_Kalimela @RWSS_Mlkg @zp_malkangiri @HFWOdisha @SMEOdisha @WCDOdisha @EnergyOdisha @PCDept_Odisha @BSNLCorporate @BSNL_OR @PIBBhubaneswar @TPSouthOdisha Report attached.

English

@NITIAayog @CMO_Odisha @DoT_India @USOF_India @PRDeptOdisha @RDOdisha @RabiNaikBJP @SecyChief @DC_Odisha @DoT_Odisha_LSA @bsnl_care @IPR_Odisha @BDO_Kalimela @RWSS_Mlkg @zp_malkangiri @dm_malkangiri
Hon’ble Sir, I request that you review this matter & take appropriate action

English

Respect,Sir/Madam Kindly look into the matter and take necessary action. @CMO_Odisha @MohanMOdisha @dm_malkangiri @PRDeptOdisha

English

ଏମିତି ପରିସ୍ଥିତି ଯେତେ ହେବ ଡାକ୍ତରମାନେ ମାଲକାନଗିରି ଯିବାକୁ ସେତେ ଅମଙ୍ଗ ହେବେ, ଆଉ ମାଲକାନଗିରି ର ସ୍ୱାସ୍ଥ୍ୟସେବା ବଙ୍ଗାଳୀ କ୍ବାକ୍ଙ୍କ ହାତକୁ ଆଉ ଅଧିକ ଯିବ !
@HFWOdisha @MohanMOdisha
Odia Doc ~ ଓଡିଆ_ଡାକ୍ତର@odia_doctor
The situation of DHH Malkangiri, the remotest place in odisha where a posting is considered punishment. The duty doctor is being bragged and beaten by 100s of mob. Where is security? Where is law? Who will work in such condition? We demand strong action. @CMO_Odisha @PMOIndia
OR

@Socialworker022 @BDO_Kalimela @RWSS_Mlkg @RDOdisha @PRDeptOdisha @RabiNaikBJP @MohanMOdisha @sambad_odisha Report attached.

English

ଯଥାଶୀଘ୍ର ଗ୍ରାମକୁ ପକ୍କା ରାସ୍ତା, ନଳକୂପ ମରାମତି ସହ ବିଶୁଦ୍ଧ ପାନୀୟଜଳ ଯୋଗାଣ, ଆବାସ ଯୋଜନାରେ ପକ୍କା ଘର ଓ ନିୟମିତ ସ୍କୁଲ ଓ ଅଙ୍ଗନବାଡି ଖୋଲିବା ପାଇଁ ପଦକ୍ଷେପ ନେବାକୁ ମାନନୀୟ @dm_malkangiri ଙ୍କୁ ଅନୁରୋଧ ।
@BDO_Kalimela @RWSS_Mlkg @RDOdisha @PRDeptOdisha @RabiNaikBJP @MohanMOdisha
@sambad_odisha

OR
Collector & DM, Malkangiri retweetledi

📩 ଆପଣଙ୍କ ନାମରେ Notice ଜାରି ହୋଇଛି କି?
ଏବେ voters.eci.gov.in ମାଧ୍ୟମରେ ଘରେ ବସି ଆବଶ୍ୟକୀୟ ଦସ୍ତାବିଜ ଅନଲାଇନ୍ରେ ଦାଖଲ କରନ୍ତୁ।
📌 ପୋଷ୍ଟରେ ଦିଆଯାଇଥିବା ୫ଟି ସହଜ ପଦକ୍ଷେପ ଅନୁସରଣ କରି ଦସ୍ତାବିଜ ଦାଖଲ କରନ୍ତୁ।
⚠️ ଗୁରୁତ୍ୱପୂର୍ଣ୍ଣ: ଅନଲାଇନ୍ ପ୍ରକ୍ରିୟା ପାଇଁ ଆପଣଙ୍କ EPIC ନମ୍ବର ସହ ସଂଯୁକ୍ତ ମୋବାଇଲ୍ ନମ୍ବର ଏବଂ ଆଧାର ସହ ସଂଯୁକ୍ତ ମୋବାଇଲ୍ ନମ୍ବର ସମାନ ହେବା ଆବଶ୍ୟକ।
#SIR2026 #Notice #CEOOdisha #ECI #SIR

OR














