CityMirror

793 posts

CityMirror banner
CityMirror

CityMirror

@CityMirror2

Odia E-NEWS Portal | Daily News | Shine a positive light on our community and bring a positive spin on E-NEWS. Visit https://t.co/2QolCVWMbz

Bhubaneshwar, Odisha, India Katılım Ocak 2021
115 Takip Edilen17 Takipçiler
CityMirror
CityMirror@CityMirror2·
ନିର୍ବାଚନ ପୂର୍ବରୁ ପୁଣି ଜାଣେ ବିରୋଧୀଦଳ ନେତାଙ୍କୁ #ଇଡି ଛାଟ! #ଦିଲ୍ଲୀ #ମୁଖ୍ୟମନ୍ତ୍ରୀ #କେଜରିୱାଲ #ଗିରଫ #AravindKejriwal #DelhiCM #EDRaid #ArrestKejriwal @CityMirror2
CityMirror tweet media
OR
0
0
1
36
CityMirror
CityMirror@CityMirror2·
କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ପାଇଁ ଅଡୁଆ ବଢିଲା! ସାଧାରଣ ନିର୍ବାଚନ ପୂର୍ବରୁ 211ମସିହା ମାମଲାର ଚାର୍ଜଫ୍ରେମ #Cuttack #ParliamentElection2024 #BJD4Odisha #BJP
CityMirror tweet media
OR
0
0
0
36
CityMirror
CityMirror@CityMirror2·
ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀ ଅଙ୍କିତ ତିୱାରୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ News
CityMirror tweet media
OR
0
0
0
16
CityMirror
CityMirror@CityMirror2·
#ବିଜେଡି_ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ ମନମୋହନ ସାମଲ (ବିଜେପି ରାଜ୍ୟ ସଭାପତି)ଙ୍କ ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ - କଣ ଦୁଇ ଦଳ ମଦ୍ୟରେ ଆସନ ଭାଗବଣ୍ଟା ଅଛିଣ୍ଡା ରହିଲା? ନା ସାମ୍ପ୍ରତିକ ସ୍ଥିତିକୁ ନେଇ ଅଘୋଷିତ ଭିତିରିଆ ବୁଝାମଣା ଯୋଜନା? #BJD #BJP #Alliance @INCOdisha @bijaypatnaikinc #Elections2024
CityMirror tweet media
OR
0
0
0
51
CityMirror
CityMirror@CityMirror2·
@ncert ନୂଆ ଶିକ୍ଷା ନୀତି
CityMirror tweet media
OR
0
0
0
8
CityMirror
CityMirror@CityMirror2·
#ବିଜୁ_ଜୟନ୍ତୀ #ନିର୍ବାଚନ କୋଳାହଲ!
CityMirror tweet media
OR
0
0
0
17
CityMirror
CityMirror@CityMirror2·
ବିଜେଡି - ବିଜେପି ମେଣ୍ଟ ଓ ବିଜୁବାବୁଙ୍କୁ ଭାରତରତନ ଚର୍ଚ୍ଚା ପ୍ରସଙ୍ଗ ବିଜେଡି ସରକାର ବିରୋଧରେ ମୁଖ୍ୟ ବିରୋଧୀଦଳ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀରବତା! #odishaCongress #bjd #bjp @bijaypatnaikinc @sudarsandasINC
CityMirror tweet media
OR
0
0
0
52
CityMirror
CityMirror@CityMirror2·
ଯାଜପୁରରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପର ଗ୍ୟାରେଣ୍ଟି: ଅବକେ ବାର 4ଶୋ ପାର ଓଡିଶାରୁ କଂଗ୍ରେସକୁ ମୋଦିଙ୍କ କଡ଼ା ଟାର୍ଗେଟ ଓଡ଼ିଶା ଭଗବାନ ସୂର୍ଯ୍ୟଦେବଙ୍କ ଭୂମି ଓଡ଼ିଶା ବିକଶିତ ଭାରତର ଗେଟ୍ୱେ ହେବ @bjd_odisha @BJP4Odisha @INCOdisha #Election2024
CityMirror tweet media
OR
0
0
1
39
CityMirror
CityMirror@CityMirror2·
ଓଡ଼ିଶାରେ ଚିଟଫଣ୍ଡ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ କେନ୍ଦ୍ରରେ ଥିବା ମୋଦୀ ସରକାର ଓ ଓଡ଼ିଶାରେ ନବୀନ ସରକାରଙ୍କୁ ଘେରିଲା କଂଗ୍ରେସ l ରାଜ୍ୟ କଂଗ୍ରେସ ଭାବନରେ ପୱନ ଖେଡାଙ୍କ ସାମ୍ବାଦିକ ସମ୍ମିଳନୀ l @Pawankhera @INCOdisha @SaratPatINC @bijaypatnaikinc @BJP4Odisha @bjd_odisha @CityMirror2
CityMirror tweet media
OR
0
0
0
22
CityMirror
CityMirror@CityMirror2·
ନବୀନ ନିବାସରେ #ଭୁବନେଶ୍ୱର ଏକାମ୍ର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେଡି ଟିକେଟ ଦାବିଦାର! #bhubanwswar #BJD4Odisha #Elections2024
CityMirror tweet media
OR
0
0
0
13