Debakumar Dash

12.3K posts

Debakumar Dash

Debakumar Dash

@DashDebakumar

Advocate. Cuttack

Cuttack, India Katılım Aralık 2022
301 Takip Edilen167 Takipçiler
🇮🇳 AMITABH THAKUR 🇮🇳
ବୈଶାଖ ପୂର୍ଣ୍ଣିମା ବା ଚନ୍ଦନ ପୂର୍ଣ୍ଣିମା ଜଗନ୍ନାଥ ସଂସ୍କୃତିରେ ଏକ ବିଶେଷ ଦିନ। ତେବେ କେବଳ ଶ୍ରୀକ୍ଷେତ୍ରରେ ନୁହେଁ ଏକାମ୍ରକ୍ଷେତ୍ରରେ ମଧ୍ୟ ଚନ୍ଦନ ଯାତ୍ରା ଖୁବ୍ ମହତ୍ତ୍ୱ ରଖେ। ନରେନ୍ଦ୍ର ପୁଷ୍କରିଣୀରେ ନାରାୟଣ ୨୧ ଦିନ ଚାପ ଖେଳୁଥିବା ବେଳେ ବିନ୍ଦୁ ସାଗରରେ ମହାଦେବ ୨୨ ଦିନ ଲୀଳା କରନ୍ତି🙏 ଜୟ ଶ୍ରୀଜଗନ୍ନାଥ ଜୟ ଶ୍ରୀଲିଙ୍ଗରାଜ
🇮🇳 AMITABH THAKUR 🇮🇳 tweet media🇮🇳 AMITABH THAKUR 🇮🇳 tweet media
OR
4
9
111
1.1K
Odisha Vigilance
Odisha Vigilance@OdishaVigilance·
THREE CONVICTIONS IN A DAY. Prasanta Kumar Mishra, Ex- Asst. Horticulture Officer, Nilgiri, #Balasore (Retd), who was charge sheeted by #Odisha #Vigilance for misappropriation of Govt. money allotted under NHM scheme, was convicted to 3 years jail & fine Rs.50,000/-.
English
10
7
110
6.5K
Aboli Naravane
Aboli Naravane@Abolinaravane·
To be able to immerse in dance is a blessing. Happy International Dance Day…
Aboli Naravane tweet media
English
25
11
323
5.1K
🇮🇳 AMITABH THAKUR 🇮🇳
🇮🇳 AMITABH THAKUR 🇮🇳@AMITABHTHAKUR21·
ଚାପେ ଚ ମଧୁସୂଦନମ୍ 🙏 ଶୀତରେ ମହାପ୍ରଭୁଙ୍କୁ ଘୋଡ଼ ଲାଗି ହୁଏ, ଗ୍ରୀଷ୍ମରେ ଚନ୍ଦନ ଲାଗି ହୋଇ ଚାପ ଖେଳନ୍ତି। ଅକ୍ଷୟ ତୃତୀୟାରୁ ଆରମ୍ଭ ହୁଏ ଅପୂର୍ବ ମାନବୀୟ ଲୀଳା ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ପ୍ରଥମ ୨୧ ଦିନ ବାହାର ଚନ୍ଦନ ଯାତ୍ରା ଓ ଶ୍ରୀମନ୍ଦିର ଭିତରେ ପରବର୍ତ୍ତୀ ୨୧ ଦିନ ଭିତର ଚନ୍ଦନ ଯାତ୍ରା ପାଳନ କରାଯାଏ।
OR
6
12
134
1.4K
Odisha Vigilance
Odisha Vigilance@OdishaVigilance·
Today, Sadananda Pradhan, Ex- Asst. Engr (Retd) Maneswar Block, Sambalpur & Biranchi Narayan Dash, AE, Brutang Irrigation Project, Daspalla, #Nayagarh, who were charge sheeted by #Odisha #Vigilance for misappropriation of Govt. money, were convicted to 2 years jail & fine.
English
12
3
77
3.2K
I & PR Department, Odisha
I & PR Department, Odisha@IPR_Odisha·
ନାରୀଶକ୍ତି ଶତଶତ ବନ୍ଦନୀୟ। ନାରୀ ଶକ୍ତି ବନ୍ଦନ ଅଧିନିୟମ ଦ୍ବାରା ଆହୁରି ଅଧିକ ସଶକ୍ତ ହେବେ ନାରୀ। #NariShaktiVandan
OR
4
2
42
4.1K
Mohan Charan Majhi
Mohan Charan Majhi@MohanMOdisha·
ସମାଜର ପ୍ରଗତି ସେତେବେଳେ ସମ୍ଭବ, ଯେତେବେଳେ ବିକାଶର କେନ୍ଦ୍ରବିନ୍ଦୁରେ ଥାଏ ନାରୀ । ଆଜି ଆମ ସରକାର ‘ମହିଳା କୈନ୍ଦ୍ରିକ ବିକାଶ’କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆରମ୍ଭ କରିଛନ୍ତି ଏକ ଯୁଗାନ୍ତକାରୀ ଅଭିଯାନ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’। ଶିକ୍ଷିତ କନ୍ୟା, ସୁରକ୍ଷିତ ଭବିଷ୍ୟତ। ନାରୀ ଶକ୍ତିର ଏହି ଆତ୍ମବିଶ୍ୱାସ ହିଁ ଗଢ଼ିବ ଏକ ସମୃଦ୍ଧ ଏବଂ ଆତ୍ମନିର୍ଭର ଓଡ଼ିଶା।
OR
20
18
69
4.1K
Nityananda Gond
Nityananda Gond@NityanandaBJP·
ପଶ୍ଚିମବଙ୍ଗ ନୂଆଗ୍ରାମ ନିର୍ବାଚନ ମଣ୍ଡଳୀ ଫୁଲକେନ୍ଦୁରେ ଆୟୋଜିତ ବିଶାଳ ସଭାରେ ଯୋଗ ଦେଇ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ବହୁମତରେ ଜିତାଇବା ପାଇଁ ଭୋଟ ଭିକ୍ଷା କରିଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ସରକାରଙ୍କ ସମସ୍ତ କାର୍ଯ୍ୟ ଓ ଜନ ମଙ୍ଗଳ ପାଇଁ ନିଷ୍ପତ୍ତି ଉପରେ ଆଲୋଚନା ସହିତ ନୂଆକରି ଓଡ଼ିଶାରେ ସରକାର ଗଢିଥିବା ଭାରତୀୟ ଜନତା ପାର୍ଟିର ସରକାରଙ୍କ ସମସ୍ତ ହିତାକାଂକ୍ଷୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଛି। ପଶ୍ଚିମବଙ୍ଗରେ ବିଜେପି ଶାସନ କ୍ଷମତାକୁ ଆସିଲେ ନିଶ୍ଚିୟ ଭାବରେ ରାଜ୍ୟ ବିକାଶ ଗତିରେ ଯିବ, ଜନତାଙ୍କ ମଙ୍ଗଳ ହେବ। ନିଶ୍ଚିତ ଭାବରେ ମୋର ଆଶା ଆଜିର ଏହି ଆଲୋଚନା ସଫଳ ହେବ ଆମ ଦଳ ହିଁ ବିଜୟ ହେବ। #PaltanoDorkarChaiBJPSorkar #BhoyOutBhorosaIn
Nityananda Gond tweet mediaNityananda Gond tweet mediaNityananda Gond tweet mediaNityananda Gond tweet media
OR
3
1
8
266
Narendra Modi
Narendra Modi@narendramodi·
I would like to appeal to all Members of Parliament… Please reflect upon your conscience, remembering the women in your own families. The legislation to ensure women’s reservation in legislative bodies is a significant opportunity to do justice to women of our nation. Please do not deprive our Nari Shakti of new opportunities. If this amendment is passed unanimously, it will further empower the women of our country and strengthen our democracy. Let us come together today to create history. Let us ensure that the women of India, who are half of the nation’s population, receive their rightful due.
English
5.3K
9.6K
66.6K
13.3M
Mission Shakti
Mission Shakti@mission_shakti·
Shri @kbordoloi20, IAS, State Mission Director, Assam Rural Livelihoods Mission, met Smt. @mansinimbhal, IAS, Commissioner-cum-Secretary, Department of Mission Shakti, today at Mission Shakti Bhawan, Bhubaneswar. #Womenempowerment
Mission Shakti tweet mediaMission Shakti tweet mediaMission Shakti tweet mediaMission Shakti tweet media
Eesti
2
1
11
364