Debasis Samantaray

407 posts

Debasis Samantaray banner
Debasis Samantaray

Debasis Samantaray

@Debasis_devs

Member of SILVER CITY CUTTACK

Cuttack,India Katılım Ocak 2017
317 Takip Edilen342 Takipçiler
Sabitlenmiş Tweet
Debasis Samantaray
Debasis Samantaray@Debasis_devs·
It has been 3 years since Cuttack and Team SCC celebrated March 1 as Dahibara Diwas, but since last year we have been requesting our Dahibara to get GI Tag status. Today on Dahibara Diwas we request you once again to give GI Tag status to Dahibara. @CMO_Odisha @iammdmoquim
Debasis Samantaray tweet media
English
1
24
39
6.4K
Anubhav Mohanty
Anubhav Mohanty@AnubhavMohanty_·
One of the most accurate ways to understand a person’s true nature is not by watching how they treat their equals, but how they treat the vulnerable. The most honest reflection of a soul is found in kindness towards street dogs. Compassion for them is the definitive test of character. 🐕❤️ #VoiceForTheVoiceless #Humanity
Anubhav Mohanty tweet media
English
5
2
37
1.6K
Debasis Samantaray retweetledi
Silver City Cuttack Public Charitable Trust
ଦୁଇଟି ଫୋଟୋ କଟକ ପ୍ରତି ଅବହେଳା ର କଥା ବଖାଣୁଛି। 😐 ପୁଜା ବଜାର ରେ କଟକ ର ଦୁଇ ପ୍ରମୁଖ ଜାଗା ରେ ଆଲୁଅ ହିଁ ଜଳୁନି, କଟକ କୁ ସବୁବେଳ ଏକ ଅବହେଳିତ ସହର କରି ରଖୁଥିବା ପ୍ରଶାସନ ର କି ମନ୍ଦ ଉଦ୍ଦେଶ୍ୟ ରହୁଛି!!! @CMCCuttack @CuttackDM @sofiafirdous1 @BiswalSouvic @BhartruhariM @odisha_tourism
Silver City Cuttack Public Charitable Trust tweet mediaSilver City Cuttack Public Charitable Trust tweet media
OR
0
16
14
221
Debasis Samantaray retweetledi
Silver City Cuttack Public Charitable Trust
ବର୍ଷ ସାରା ନାଳ ପାଣି ମହାନଦୀ ରେ ମିଶୁଛି ସେଠି Water Pollution ହଉନି କିନ୍ତୁ ବର୍ଷକୁ ଥରେ ମୂର୍ତ୍ତି ପଡିବ ସେଥିରେ ସବୁ ଅସୁବିଧା ହଉଚି ? ଯଦି ବି ଅସୁବିଧା ହଉଚି ତାହାଲେ ଯୋଉ ଅସ୍ଥାୟୀ ପୋଖରୀ ହଉଚି ସେଇଟା ଟିକେ ବଡ କରିକି କଲେ କେମିତି ହୁଅନ୍ତା ? ଏତେ ଛୋଟ ପୋଖରୀ ରେ ଏତେ ମୂର୍ତ୍ତି କେମିତି ପଡିବ? ଆମକୁ ଦେଖିଲେ ଖରାପ ଲାଗୁଚି ଆପଣ ମାନେ କେମିତି ଦେଖିକି ଚୁପ ରହି ଯାଉଛନ୍ତି ? @CuttackDM @CMCCuttack @SubashSinghBJD @sofiafirdous1 @BiswalSouvic
Silver City Cuttack Public Charitable Trust tweet media
OR
0
8
5
77
Debasis Samantaray retweetledi
Silver City Cuttack Public Charitable Trust
ଏ କିଛି ଦିନ ତଳେ ଆମ ପ୍ରିୟ ସାଂସଦ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ କଟକ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରୁଥିବାରୁ ଫଟୋ ଓ ବାର୍ତ୍ତା ଅନେକ ଜାଗାରେ ଦେଖିଥିଲୁ। ହେଲେ ଏସବୁ ପୁରୁଣା ଓ ବାକି କାର୍ଯ୍ୟ ଗୁଡିକ କେତେ ବାଟ ଗଲା, ସେ ବିଷୟରେ ଗୁରୁତ୍ଵ ଦେଲେ ଭଲ ହୁଅନ୍ତା। @CMO_Odisha @CMCCuttack @sofiafirdous1 @BiswalSouvic
Silver City Cuttack Public Charitable Trust tweet media
OR
4
25
30
577
Debasis Samantaray retweetledi
Silver City Cuttack Public Charitable Trust
ଆଖି ଆଗରେ ଛଟ ଛଟ ହୋଇ ଚାଲିଗଲା ବଜରଙ୍ଗୀଙ୍କ ଜୀବନ। ବେଶୀ କିଛି କରିପାରିଲୁ ନାହିଁ। 😢💔 ଆମ ବନ ବିଭାଗ ଓ ପଶୁ ସମ୍ପଦ ବିଭାଗ ର ଅବସ୍ଥା ଏତେ ଶୋଚନୀୟ ଯେ ଦୀର୍ଘ ୨ ଘଣ୍ଟା ର ଅପେକ୍ଷା ପରେ ମଧ୍ଯ ଦୁର୍ଘଟଣା ରେ ପୀଡ଼ିତ ମାଙ୍କଡ ଟିକୁ ବଞ୍ଚାଇପାରିଲୁ ନାହିଁ। ବକ୍ସି ବଜାର ସ୍ଥିତ ପଶୁ ଚିକିତ୍ସାଳୟ ଟି ଦେଖିବାକୁ ବହୁତ୍ ବଡ, ହେଲେ ସେଠି ସୁବିଧା କିଛି ନାହିଁ କହିଲେ ଚଳେ। ଆଉ କଟକ ର ବନ ବିଭାଗ ର କଥା ମଧ୍ୟ ତାଠୁ ବଳି। ଗୋଟେ ଜୀବ ଟି ଗୁରୁତର ଆହତ ହୋଇ ଛଟ ଛଟ ହେଉଥିବା ବେଳେ ବନ ବିଭାଗ କାର୍ଯ୍ୟାଳୟ ରୁ ଲୋକ ଆସୁଛନ୍ତି ପ୍ରାୟେ ୨ ଘଣ୍ଟା ପରେ, ସେ ବି ଅନେକ ଯୁକ୍ତିତର୍କ ପରେ। କଟକ ପଶୁ ଚିକିତ୍ସାଳୟରେ ଉପସ୍ଥିତ ଡାକ୍ତର କେବଳ ଏକ ଯନ୍ତ୍ରଣା ନାଶକ ଟୀକା ଦେଇଥିଲେ ଏବଂ କହିଥିଲେ ଆମେ ଏଠାରେ ଏହାଠାରୁ ଅଧିକ ଆଉ କିଛି ବି କରିପାରିବୁ ନାହିଁ ଆଉ ଏଠାରେ କେବଳ ଗାଈ, କୁକୁର ଓ ବିଲେଇଙ୍କ ପାଇଁ ସୁବିଧା ଅଛି । ତେବେ ପଶୁ ଚିକିତ୍ସା କଣ କେବଳ ଗାଈ, କୁକୁର ଓ ବିଲେଇ ରେ ସୀମିତ ? ଫୋନ କଲ୍ ରେ ବନ ବିଭାଗ ଅଧିକାରୀଙ୍କ ଅଜବ ଯୁକ୍ତି, "କିଛି ଜରୁରୀ ସୁବିଧା ନାହିଁ, ଆମେ ପହଁଚିବୁ ଅପେକ୍ଷା କର!!" ଆଉ ଥିଲା ଅତି ପତିଆରା ସହ କଥାବାର୍ତ୍ତା, ସତେ ଯେପରି ଆମେ ତାଙ୍କର ବହୁତ କିଛି ଧାରିଛୁ। ସତରେ ସେ ପ୍ରାଣୀ ମରୁ ବା ବଞ୍ଚୁ ତାଙ୍କର ଯେପରି କିଛି ଯାଏ ଆସେ ନାହିଁ ବୋଧହୁଏ ସରକାର ତାଙ୍କୁ ଏଇ ସବୁ ବେଧଡ଼କ ଓ ମନମୁତାବକ କାମ ପାଇଁ ମୋଟା ଅଙ୍କ ର ଦରମା ଦେଉଛନ୍ତି। @ForestDeptt @ovc_unofficial @CMO_Odisha @svpmeds @BhartruhariM @CuttackDM @sofiafirdous1 @souvicbiswal
OR
3
32
23
485
Debasis Samantaray
Debasis Samantaray@Debasis_devs·
@TeamSCCPCT @CMCCuttack @TeamSilverCity @CDA_CUTTACK @CuttackDM ଲାଇଟ୍ ଜଳୁନି ଏପଟେ Tower ତଳକୁ ଦେଖିଲେ ଲାଗୁଚି ଲାଗୁଚି ସମ୍ପୂର୍ଣ୍ଣ Tower ଟି ବିଜେପି ଅଧୀନ କୁ ଚାଲି ଯାଇଚି । ତଥାପି ଜଳୁନି ଲାଇଟ୍ 😬
OR
1
1
3
60
Debasis Samantaray retweetledi
Silver City Cuttack Public Charitable Trust
ନା ଅଛି ପୁରୁଣା ର ଯତ୍ନ, ନା ଅଛି ନୂଆ ର ଆଦର। ଅଧା ରୁ ଅଧିକା ଦିନ ଅନ୍ଧାର ଆମ ରାଣୀହାଟ ଘଣ୍ଟା ଘର। ଘଣ୍ଟା ଘର ଟି ଠିକ୍ ସହର ର ବିପର୍ଯ୍ୟସ୍ତ ଓ ଅନ୍ଧାରୀ ବ୍ୟବସ୍ତା କୁ ସୂଚାଇ ଦେଉଛି। ସହର ର ପରିମଳ ଠୁ ନେଇ ଅନ୍ୟ ସମସ୍ତ ମୌଳିକ ବ୍ୟବସ୍ଥା ର ଜଲ୍ଦୀ ସୁଧାରିବାକୁ @CMCCuttack କୁ ଅନୁରୋଧ। Rgds, @TeamSCCPCT @TeamSilverCity
Silver City Cuttack Public Charitable Trust tweet media
OR
5
25
24
272
Debasis Samantaray
Debasis Samantaray@Debasis_devs·
ଦୁଇ ଦିନ ପାଇଁ ଲାଗିଲା ଆମ କଟକ ସବୁଠୁ ସୁନ୍ଦର କିନ୍ତୁ ଏବେ ପୁଣି ଲାଗୁଚି ଆମ କଟକ ସେଇ ପୁରୁଣା ଖାଲ ଖମା, ନାଳ ନର୍ଦ୍ଦମା ଚାରି ଆଡେ଼ ଅସନା । ୨ ଦିନିଆ ସାଜସଜ୍ଜା କଣ ପାଇଁ ? ସତରେ କଣ ଆମେ ବାହାର ଲୋକ ଙ୍କ ଉପରେ ଏତେ ନିର୍ଭରଶୀଳ କି ସେ ଆସିଲେ ସବୁ ଭଲ ହବ ସେ ଗଲା ପରେ ସବୁ ସରିଗଲା ? @CMCCuttack @CMO_Odisha @sofiafirdous1
OR
0
0
1
36
Debasis Samantaray
Debasis Samantaray@Debasis_devs·
ବିଶ୍ଵ ସ୍ତରୀୟ ବାଲିଯାତ୍ରା ରେ ଜାଗା ପାଇଁ ନିଲାମ ଯୋଉଠି ହଉଚି ଏବଂ ଗୋଟେ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ସାମ୍ନାରେ ଏତେ ବଡ ନାଳ ଯୋଜନା କିଏ କରିଛି ? ଗନ୍ଧ ରେ ନାକ ଫାଟି ଯାଉଚି । କଟକ ଲୋକ ତ ସବୁ ଜାଣିଛନ୍ତି କିନ୍ତୁ ବାହାର ଲୋକ କଣ ଭାବୁଥିବେ ? ତୁରନ୍ତ ସମାଧାନ ନିତ୍ୟାନ୍ତ ଆବଶ୍ୟକ । @CMCCuttack @SSingh_odisha @sofiafirdous1
Debasis Samantaray tweet media
OR
1
9
14
282
Debasis Samantaray
Debasis Samantaray@Debasis_devs·
@CMCCuttack ଆଜ୍ଞା ମୁଁ ହେଲି ୧୦୦୦ ବର୍ଷ ର ପୁରାତନ ତଥା ଅବହେଳିତ ସହର କଟକ ସହର ର ଜଣେ ଖାଣ୍ଟି କଟକିଆ । ଏତିକି କହିବାର ଥିଲା କି ଆମ ସହର ର ରାସ୍ତା କାମ ତ ଏବେ ଯାଏଁ ଠିକ୍ ସେ ସରିଲାନି ଅନ୍ତତଃ ଆଗକୁ ଦଶହରା ଅଛି PATCH ଟା ନହେଲେ ପକେଇ ଦିଅନ୍ତୁ । ଦେଖା ଯାଉ ଅପେକ୍ଷା ରେ ରହିଲି । @SSingh_odisha @sofiafirdous1
OR
0
0
1
6
Debasis Samantaray
Debasis Samantaray@Debasis_devs·
The place is behind Munu Bhai Cha near Barbati Stadium. Lots of vehicles are running through this Road everyday. It has been 8 days since the street light was not working, which caused a lot of accidents. Please request it to be repaired immediately @sofiafirdous1 @CMCCuttack
Debasis Samantaray tweet mediaDebasis Samantaray tweet media
English
2
10
10
132
Debasis Samantaray
Debasis Samantaray@Debasis_devs·
The Last Govt had started the process .It super disappointing that current government while making plans for a new stadium at Bhubaneswar says they have no such plans to renovate BARABATI It’s a shameful statement.Plz tk an Action ASAP. @CMO_Odisha @sofiafirdous1 @BhartruhariM
Debasis Samantaray tweet media
English
1
9
10
324