Sabitlenmiş Tweet
Debasish Behura । ଦେବାଶିଷ ବେହୁରା
14.1K posts

Debasish Behura । ଦେବାଶିଷ ବେହୁରା
@Debasish_jeesu
TV Journalist । Bhubaneswar । ବାପା-ବୋଉ ଛେଉଣ୍ଡ । ⭕❗⭕
Odisha Katılım Nisan 2013
2.6K Takip Edilen721 Takipçiler

ବିଜେଡିକୁ ଦୁର୍ବଳ କରିବାକୁ ଚାହୁଁଥିଲେ ଦେବାଶିଷ ସାମନ୍ତରାୟ । ତାଙ୍କର ପ୍ରକୃତ ଚିତ୍ର ଏବେ ସାମ୍ନାକୁ ଆସିଯାଇଛି । ନବୀନଙ୍କ ୨୪ବର୍ଷ ଶାସନରେ ବିଜେଡିରୁ ଯାହା ନବା କଥା ଦେବାଶିଷ ଶୋଷି ନେଇଛନ୍ତି । ତାଙ୍କର ଖଣି, ଠିକାଦାରୀ ବ୍ୟବସାୟ ଅଛି। CBI, ଭିଜିଲାନ୍ସ ମାମଲାରୁ ବର୍ତ୍ତିବା ପାଇଁ ସେ ବିଜେପିକୁ ଯାଇଥିବା କହିଛନ୍ତି କଟକ ମେୟର ସୁବାସ ସିଂହ
ଆଜି ବିଜେପିରେ ମିଶିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ
OR

ବିଜେପିରେ ମିଶିବା ପରେ ଦେବାଶିଷ ସାମନ୍ତରାୟଙ୍କୁ ସ୍ବାଗତ ଜଣାଇଲେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ବନୀନ , ମୁଖ୍ୟମନ୍ତ୍ରୀ ମୋହନ ମାଝୀ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ । @debashish_mla @dpradhanbjp
@SamalManmohan7 @MohanMOdisha
@OdishaStateBJP
OR

ବିଜେପିରେ ମିଶିରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ନିଜକୁ ନବୀନ ପଟ୍ଟନାୟକଙ୍କ ବଡ ଅନୁଗତ ବୋଲି କହୁଥିଲେ । @debashish_mla @SamalManmohan7 @OdishaStateBJP

OR
Debasish Behura । ଦେବାଶିଷ ବେହୁରା retweetledi

#ପୁରୀ_ବେଳାଭୂମିରେ_ଆକର୍ଷଣୀୟ_ବାଲୁକା_କଳା
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ବେଳାଭୂମିରେ ଏକ ୧୫ ଫୁଟ ଲମ୍ବର ହାତୀ ଏବଂ ତାର ଛୁଆର ବାଲୁକା କଳା ନିର୍ମାଣ କରିଛନ୍ତି। ଯାହାର ବାର୍ତ୍ତା ରହିଛି "ହାତୀ ମେରେ ସାଥୀ"। ଏହି କଳାକୃତି ହାତୀ ବଂଶର ସୁରକ୍ଷା, ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଏକ ମାଆ ହାତୀ ଓ ତାର ଛୁଆ ମଧ୍ୟରେ ଥିବା ଆବେଗିକ ସମ୍ପର୍କକୁ ପ୍ରଦର୍ଶିତ କରୁଛି ।
#SudarsanPattnaik #PuriBeach #SandArt #SaveElephants #WildlifeConservation
OR

@sharma_views “By lying to the people and jailing opponents in false cases, BJP has won the election in Delhi. If they don’t enjoy power now, then who will?”
English

THIS IS WHAT VIP COMFORT LOOKS LIKE 🔥
Rekha Gupta appears to be sitting on a luxury chair listed up to ₹1.10 lakh.
Zero gravity recline. Automatic footrest. Built-in massage. Premium genuine leather. High-density cushioning.
A normal office chair does the job under ₹10,000.
Delhi struggles with water shortage.
CM comfort has gone full luxury lounge.
English

@pureodiasaswata @PradeepJenaIAS ବିଦ୍ୟୁତ ବିଭାଗରେ ବଡ ଦୃର୍ନୀତି ।
Smart ମିଟିର କିଣାରେ ହୋଇଛି ବଡ ଦୃର୍ନୀତି ।
OR

OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ନିଜର ବ୍ୟକ୍ତି ଗତ କାରଣରୁ ଇସ୍ତଫା ଦେଇଥିବା ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ୧୦ ହଜାରୁ ଅଧିକ ଠିକା ବିଦ୍ୟୁତ କର୍ମଚାରୀ ଆନ୍ଦୋଳନ କରୁଛନ୍ତି ।
@EnergyOdisha

OR

ବିବାଦରେ ଥିବା ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କ ବଦଳି । ଦୟାଲ ଗଙ୍ଗୱାରଙ୍କୁ ଗୃହ ବିଭାଗର OSD ଦାୟିତ୍ବ । ସୌମ୍ୟ ହତ୍ୟାକାଣ୍ଡ ଘଟଣାର ବିବାଦକୁ ଆସିଥିଲେ ଗଙ୍ଗଓ୍ବାର । ସେ ADGP କମ୍ୟୁନିକେସନ ପଦରେ ଥିଲେ । @homeodisha

OR

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ନବୀନଙ୍କ ଘନିଷ୍ଠ ଅନୁଗତ କହୁଥିବା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । @debashish_mla @bjd_odisha

OR

ବିଜେଡି ଛାଡିବେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ
୨୦୦୦ ମସିହାରେ ବିଜେଡିରୁ ପ୍ରଥମ ଥର ତ୍ରର୍ତ୍ତୋଲ ବିଧାନସଭାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ କଟକ-ବାରବାଟୀ ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ବିଧାନସଭା ନିର୍ବାଚନ ହାରିବା ପରଠୁ କଟକ ବିଜେଡି ସଂଗଠନ ଠାରୁ ଦୂରରେ ଥିଲେ ଦେବାଶିଷ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇଥିଲା । ନିଜକୁ ନବୀନଙ୍କ ଅନୁଗତ କହୁଥିବା ଦେବାଶିଷ ଆଜି ବିଜେପିରେ ଯୋଗଦେବେ ।
@debashish_mla @bjd_odisha @OdishaStateBJP
OR

#Cockroach_Janta_Party ଏକ ଅଳ୍ପକାଳୀନ ଚମକ ନା ଏକ ବ୍ୟବସ୍ଥାଗତ ସଙ୍କଟ ?
କକ୍ରୋଚ୍ ଜନତା ପାର୍ଟି ଚାରିଆଡେ ରାତାରାତି ଭାଇରାଲ୍ ହେବା ଭାରତର ଯୁବପିଢ଼ି ମଧ୍ୟରେ ବଢୁଥିବା କ୍ରୋଧ ଏବଂ ହତାଶାକୁ ପ୍ରକାଶ କରୁଛି । ସମଗ୍ର ଦେଶରେ ଚାକିରିର ଅଭାବ, ଦୁର୍ବଳ ଶିକ୍ଷା ବ୍ୟବସ୍ଥା ଏବଂ ଦେଶରେ ବଢୁଥିବା ଆର୍ଥିକ କଷ୍ଟ ସେମାନଙ୍କୁ ଅଧୈର୍ଯ୍ୟ କରି ରାଜନୈତିକ ପରିବର୍ତ୍ତନ ଖୋଜିବାକୁ ବାଧ୍ୟ କରୁଛି । ପ୍ରକୃତରେ କଣ ଆମ ଦେଶ ଏଭଳି ସ୍ଥିତି ଦେଇ ଗତି କରୁଛି କି ?
ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର ତାଙ୍କ ନିଜସ୍ୱ ମତ ରଖିଛନ୍ତି । @rajeshmahapatra @NayakEsKay @tripathybirupak
@debendraprusty
Must watch ; youtu.be/uZisuY3RyC8?si…

YouTube

OR

ବିଦ୍ୟୁତ ଚାହିଦା ବଢ଼ିବାରୁ OPTCLର କଡ଼ା ପଦକ୍ଷେପ । କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ, ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କୌଣସି କର୍ମଚାରୀ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ । ଏଥିସହ ସମସ୍ତ ପ୍ରକାର ଅନୁମୋଦିତ ଛୁଟିକୁ ତତ୍କ୍ଷଣାତ୍ ବାତିଲ କରାଯାଇଛି । ବିଦ୍ୟୁତ ସରବରାହକୁ ନିରବିଛିନ୍ନ ରଖିବା ଏବଂ ସମସ୍ତ ଅପରେସନାଲ୍ ବ୍ୟବସ୍ଥାକୁ ସଚଳ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।
ସମଗ୍ର ରାଜ୍ୟରେ ପ୍ରାୟ ୧୦ ହଜାର ରୁ ଅଧିକ ଠିକା ବିଦ୍ୟୁତ କର୍ମଚାରୀ କାମ ବନ୍ଦ କରି ପ୍ରତିବାଦ କରୁଛନ୍ତି । ସେମାନଙ୍କ କଥା ବୁଝିବ କିଏ ?
@EnergyOdisha @vishaldevk @KVSinghDeo1 @SecyChief @CMO_Odisha

OR

