Nabin Bhuyan
29 posts

Nabin Bhuyan
@ErNabin2
Assistant executive engineer, PR&DW dept, odisha
Katılım Ocak 2022
318 Takip Edilen1 Takipçiler

@choudwarmunicip after giving multiple complaint/ grievance from last 3 days regarding water supply disruption at my quarter inside ESI hospital staff colony, nobody is not responding. all of are playing game of pointing each other. EO sir kindly look into it.
English

@hafeez_shaikh @azizkavish tu Behl budhhi he kya , kahan ki baat ko kahan leke aa rha , har chij me muslim ghusa do
हिन्दी

@azizkavish Yehi insaniyat gaza ke masum bacchon ke liye dikhao unhen to bhukh aor aag ke golon ka samana karna padta hai is bachchi ke jism par sirf zakhm hai gaza ke masum bacchon ka to jism ke hisse bhi nahi hai
हिन्दी

यह दिशा पटानी की बहन खुशबू पाटनी हैं, जो पहले सेना में मेजर थीं।
खुशबू बरेली स्थित अपने घर के पास सुबह मॉर्निंग वॉक कर रही थी तभी उन्हें घर के पास के खंडहर से बच्ची के रोने की आवाज आई।
खुशबू भाग कर गई तो देखा खंडहर में लावारिस बच्ची पड़ी थी। खुशबू ने बच्ची को गोद में उठाया, उसे अपने घर ले जाकर साफ-सफाई करवाई और दूध पिलाया। जगह-जगह बच्ची के शरीर पर चोट के कुछ निशान थे।
खुशबू के पिता जगदीश पाटनी ने पुलिस को सूचित कर दिया।


हिन्दी

ଆନ୍ଦୋଳନରତ କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀଙ୍କ ମୁଣ୍ଡ ଫାଟିଲା #Bhubaneswar



OR

#ଓଟିଭି_ଜନମତ: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ପରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଓ କ୍ୟାମ୍ପସରୁ ତଡ଼ିବା ଘଟଣାକୁ ନେଇ ସାରା ବିଶ୍ୱରେ ନିନ୍ଦିତ ହୋଇଛି ଓଡ଼ିଶା ଓ ଭାରତ। ଏଥିପାଇଁ KIITର 'Deemed University' ମାନ୍ୟତା ରଦ୍ଦ କରାଯିବା ଉଚିତ କି? #OTV #Janamata #OTVjanamata #SocialMediaSurvey #PublicOpinion

OR

KIIT ବିଶ୍ୱବିଦ୍ୟାଳୟରେ ଘଟିଥିବା ଦୁର୍ଭାଗ୍ୟଜନକ ପରିସ୍ଥିତି ସମ୍ବନ୍ଧରେ ନେପାଳର ଦୁଇ ପ୍ରତିନିଧି ଶ୍ରୀ ସଂଜୀବ ଦାସ ଶର୍ମା ଓ ଶ୍ରୀ ନବୀନ ରାଜ ଅଧିକାରୀଙ୍କ ସହ ମାନନୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ @MahalingMukesh ଏବଂ ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଆଲୋଚନା କରିଛି। ଏଥିସହିତ ନେପାଳର ମାନନୀୟା ବୈଦେଶିକ ମନ୍ତ୍ରୀ @Arzuranadeuba ଙ୍କୁ ଭିଡ଼ିଓ କଲ ମାଧ୍ୟମରେ ଘଟଣାର ନିରପେକ୍ଷ ତଦନ୍ତ ସହିତ ନେପାଳର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛି ।
‘ବସୁଧୈବ କୁଟୁମ୍ବକମ‘ ବିଚାରରେ ବିଶ୍ୱାସ ରଖେ ଏହି ଓଡ଼ିଶା ମାଟି । ମୃତ ଛାତ୍ରୀଜଣଙ୍କ କେବଳ ନେପାଳର ଝିଅ ନୁହେଁ, ସେ ଓଡ଼ିଶା ମାଟିର ମଧ୍ୟ ଝିଅ । ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ସହିତ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଆମ ସରକାର ତତ୍ପର ଅଛନ୍ତି। ନେପାଳ-ଭାରତ ସୁସମ୍ପର୍କ ଅକ୍ଷୁର୍ଣ୍ଣ ରହିବ ବୋଲି ଆମେ ବିଶ୍ୱାସ ଦେଉଛୁ ।
ଏହି ସମ୍ବେଦନଶୀଳ ମୁହୂର୍ତ୍ତରେ କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ଏବଂ ବୈଦେଶିକ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସରକାରଙ୍କ ତ୍ୱରିତ ପଦକ୍ଷେପରେ ନେପାଳର ବୈଦେଶିକ ମନ୍ତ୍ରୀ ତଥା ସରକାର ସନ୍ତୋଷ ବ୍ୟକ୍ତ କରିଛନ୍ତି ।




OR

#କିଟ୍_ଜମି_ଦଖଲ_କେଳେଙ୍କାରୀର_ଖୋଲୁଛି_ଫର୍ଦ୍ଦ
କିଟ୍ ବିରୋଧରେ ଜମି କେଳେଙ୍କାରୀର ପୁଳା ପୁଳା ପ୍ରମାଣ । ବିଜେଡି ସରକାର ଅମଳରେ ଆଇନକୁ ଦଳି ମକଚି ଶାଗ ମାଛ ଦରରେ କେମିତି ଏକର ଏକର ଜମି ଅକ୍ତିଆର କରିଥିଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ତାର ତଥ୍ୟ ଖୋଳି ବାହାର କରିଛନ୍ତି RTI କର୍ମୀ।
#KIIT #AchyutaSamanta #OTV
OR

even after auto deduction of car loan emi within due date. Bank of Baroda is imposing an outstanding due amount, WHY. Is your team incompetent or what. your customer relations isn't good ,your team is only for to harass the public. @RBI kindly look into the matter.
English

@bankofbaroda even after auto-pay emi within the due date , why is your bank asking outstanding amount for overdue. ye kaunsa naya dhanda chala rhe ho
English

@narendramodi @adgpi jai hind sir but kindly loook after their fooding
English

Today, on Army Day, we salute the unwavering courage of the Indian Army, which stands as the sentinel of our nation’s security. We also remember the sacrifices made by the bravehearts who ensure the safety of crores of Indians every day. @adgpi




English

@saibiswas27719 @Vkpandianfancl1 first learn how to write in hindi
English

@Vkpandianfancl1 Tum logon ke pass Aur koi Mudda nahin hai।। ISS bajese Tum kritadaso ekkhii batt.. Rajyapal ke bete ki galati ko leke har roj Post kar rahe ho.. Aur BJP sarkar ki burari kartey Ho..Tum jaise chamcho kabhi nahi sudhroge.. kutte ki doom .kabhi sidhhe nahi hoga
हिन्दी

@Odisha_Updates @Naveen_Odisha @MamataOfficial encouragement mane tama hata dhariki kie shkheithanta na kn, tama mananku ta odisha re kama Kariba pasand nuhe , dhana phasal sarila pore paleiba Chennai Bangalore Surat khatibaku paisa ashare
Indonesia

@Naveen_Odisha @MamataOfficial ନିଜ ଶାସନ କାଳରେ ଓଡ଼ିଶାରେ ଆଳୁ ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିଥିଲେ ଆଜି ଏମିତି ଆଉ ଚିଠି ଲେଖିବାକୁ ପଡ଼ି ନଥାନ୍ତା !
ଅଖା ବ୍ୟାଗ୍ ରେ 1400 କୋଟି ଖର୍ଚ୍ଚ ନକରି ଅନ୍ତତଃ କିଛି ଶୀତଳ ଭଣ୍ଡାର ଖୋଲି ଆଳୁ, ପିଆଜ,ରସୁଣ ଆଦି ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଥିଲେ ଓଡ଼ିଶାବାସୀ ଉପକୃତ ହୋଇପାରିଥାନ୍ତେ !
OR

Learnt from media reports that long queues of trucks loaded with potatoes are waiting at the West Bengal border. Requested Honourable Chief Minister of West Bengal @MamataOfficial Ji to kindly intervene in the matter and ensure smooth supply of potatoes to #Odisha.
As you know, potatoes are an essential item for our people. Due to rains, there has been a short supply of potatoes in Odisha market, resulting in artificial price hike, adding to the suffering of the common man.

English


@CMO_Odisha @MohanMOdisha sir kindly continue the transformation work of the hospital,awc, school , college and govt office building , not just building but also focus equipped with advance equipment in college and hospital.
English

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ୨୦୨୪-୨୫ ବର୍ଷର ପୂର୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁଜନସାଧାରଣଙ୍କର ମତାମତ ଆହ୍ବାନ କରିଛନ୍ତି। ଆପଣଙ୍କ ମତାମତ ଇମେଲ୍ ଦ୍ୱାରା odisha.budget@gov.in ଠିକଣାରେ, ୱାଟସଆପ୍ ମାଧ୍ୟମରେ (+91)9438161111 ନମ୍ବରକୁ ଏବଂ ଅର୍ଥ ବିଭାଗର ସାମାଜିକ ଗଣମାଧ୍ୟମ ଦ୍ୱାରା ମଧ୍ୟ ପଠାଇ ପାରିବେ।

OR

@SamalManmohan7 this is because of your interview in which you have said that the bsky card will be stopped
English

ସାଧାରଣ ନିର୍ବାଚନ - ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟର କିଛି ଘରୋଇ ଡାକ୍ତରଖାନା ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ।
ରୋଗୀ ଓ ରୋଗର କୌଣସି ଜାତି, ଧର୍ମ ଓ ଦଳ ନାହିଁ । ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା । ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଞ୍ଚିତ ରଖାଯିବା ହେଉଛି ଏକ ସାମାଜିକ ଏବଂ ବୈଧାନିକ ଅପରାଧ ।
OR

@otvnews we hope you will work on odia asmita also , people of odisha will watch
English

BJP National Vice-President Baijayant Panda, who won the #Kendrapara Lok Sabha seat, offers prayers at a temple in #Bhubaneswar
Assuring development in #Odisha at a much faster pace, Panda says, "I thank and congratulate the people of Odisha and Kendrapara for voting for a change which was necessary for Odia Asmita and the state’s development. It is a historic decision..."
English

@OdishaYout10345 @NandighoshaTV 42 kanhi 60 Kari debaku kahuna , tama chhua au tame misiki exam deba gote job pain
Indonesia

#ନିଜ_ଜ୍ୟୋତିଷ_ବଦଳାଉ_ବିଜେପି: ପାଣ୍ଡିଆନ
- ବିଜେପି ନିଜର ଜ୍ୟୋତିଷ ପରିବର୍ତ୍ତନ କରୁ
- ବିଜେପି ସବୁବେଳେ ନିଜର ରଣନୀତି ପରିବର୍ତ୍ତନ କରୁଛି
- ପ୍ରଚାର ଶେଷଦିନରେ ପୁଣି ରଣନୀତି ପରିବର୍ତ୍ତନ କରିପାରନ୍ତି
- ବିଜେପି ସବୁବେଳେ କୁହେ ଏଇଟା ହେବ, ସେଇଟା ହେବ
- ଆଜି ହେବ, କାଲି ହେବ ଭଳି ଜ୍ୟୋତିଷ ବାଣୀ କରୁଛନ୍ତି
- ସେମାନେ ନିଜର ଜ୍ୟୋତିଷ ପରିବର୍ତ୍ତନ କରନ୍ତୁ ଭଲ ହେବ
- ସେମାନେ ଯାହା ଭାବିଛନ୍ତି, ତାହା କେବେବି ସତ ହୋଇନି
- ବିଜେଡିରେ ବିସ୍ଫୋରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଆକଳନର ଜବାବ ଦେଲେ କାର୍ତ୍ତିକ ପାଣ୍ଡିଆନ
#kartikpandian #target #pm #nandighoshatv

OR









