Choudwar Municipality

235 posts

Choudwar Municipality banner
Choudwar Municipality

Choudwar Municipality

@choudwarmunicip

Executive Officer, Choudwar municipality, Housing & Urban Development Department, Govt. of Odisha... Bhubaneswer...

ଚୌଦ୍ୱାର, କଟକ Katılım Ağustos 2017
132 Takip Edilen751 Takipçiler
Choudwar Municipality
Choudwar Municipality@choudwarmunicip·
@ErNabin2 This Grievanve related to PHD, Choudwar... No role play Choudwar Municipality.. 🙏
English
0
0
0
9
Nabin Bhuyan
Nabin Bhuyan@ErNabin2·
@choudwarmunicip after giving multiple complaint/ grievance from last 3 days regarding water supply disruption at my quarter inside ESI hospital staff colony, nobody is not responding. all of are playing game of pointing each other. EO sir kindly look into it.
English
1
0
0
20
Choudwar Municipality
Choudwar Municipality@choudwarmunicip·
ସହରର ଉଠାଦୋକାନୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ #ପିଏମସ୍ୱନିଧି ଯୋଜନାକୁ ରାଜ୍ୟର ୧୪୦ଟି ସେନସସ୍ ଟାଉନ୍ ରେ ସମ୍ପ୍ରସାରିତ କରାଯାଇଛି। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ₹୫,୦୦୦ ରୁ ₹୫୦,୦୦୦ ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରାଯାଉଥିବା ବେଳେ ନିୟମିତ କିସ୍ତି ପରିଶୋଧ କଲେ ୭% ସୁଧ ରିହାତି ସୁବିଧା ମିଳୁଛି।
Choudwar Municipality tweet media
OR
0
0
0
25
Choudwar Municipality retweetledi
H & UD Dept
H & UD Dept@HUDDeptOdisha·
ସହରର ଉଠାଦୋକାନୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ #ପିଏମସ୍ୱନିଧି ଯୋଜନାକୁ ରାଜ୍ୟର ୧୪୦ଟି ସେନସସ୍ ଟାଉନ୍ ରେ ସମ୍ପ୍ରସାରିତ କରାଯାଇଛି। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ₹୫,୦୦୦ ରୁ ₹୫୦,୦୦୦ ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରାଯାଉଥିବା ବେଳେ ନିୟମିତ କିସ୍ତି ପରିଶୋଧ କଲେ ୭% ସୁଧ ରିହାତି ସୁବିଧା ମିଳୁଛି।
H & UD Dept tweet media
OR
3
11
90
2.9K
Choudwar Municipality
Choudwar Municipality@choudwarmunicip·
ଏହା ପୂର୍ବରୁ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନାର ପ୍ରାବଧାନ ରହିଛି । ଏହି ଜନଗଣନା-୨୦୨୭ ରେ ସଠିକ ଏବଂ ନିରପେକ୍ଷ ତଥ୍ଯ ପ୍ରଦାନ କରି ସମୃଦ୍ଧ ରାଜ୍ୟ ତଥା ଦେଶ ଗଠନରେ ସାମିଲ ହୁଅନ୍ତୁ । #census2027 @CensusIndia2027 @CuttackDM @IPR_Odisha
OR
0
0
0
12
Choudwar Municipality
Choudwar Municipality@choudwarmunicip·
ଆମର ଜନଗଣନା, ଆମର ବିକାଶ ଓଡ଼ିଶାର ସବୁ ଜିଲ୍ଲାରେ ଜନଗଣନା-୨୦୨୭ ର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯକ୍ରମରେ ଅପ୍ରେଲ୍ ୧୬ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ।
OR
1
0
0
34
Choudwar Municipality
Choudwar Municipality@choudwarmunicip·
ଏଥିରେ ବିଭିନ୍ନ ୱାର୍ଡ଼ର ପାରିଷଦ,ପୌର କର୍ମଚାରୀ, ପୌରଯନ୍ତ୍ରି,ନିର୍ବାହୀ ଅଧିକାରୀ, ଉପାଧ୍ୟକ୍ଷ, ଅଧ୍ୟକ୍ଷା ଯୋଗଦେଇଥିଲେ ସର୍ବଶେଷରେ ସମସ୍ତ ମହିଳା କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା #IWD2026 #GiveToGain #WomenLedSanitation #SwachhaAadat #SwachhaBharat
Choudwar Municipality tweet mediaChoudwar Municipality tweet mediaChoudwar Municipality tweet media
OR
0
0
1
16
Choudwar Municipality
Choudwar Municipality@choudwarmunicip·
ଚୌଦ୍ୱାର ପୌରପାଳିକା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମାର୍ଚ୍ଚ ୮ ରୁ ୧୪ Nari lead swachhta campaign ପାଳନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ ଟାଉନ ହଲଠାରେ ସଫେଇ କର୍ମଚାରୀ, ସ୍ୱଚ୍ଛସାଥି, ସ୍ୱଚ୍ଛ ସୁପରଭାଇଜର ଓ ସ୍ୱଚ୍ଛକର୍ମୀମାନଙ୍କ ଲାଗି ଜ୍ଞାନ ଆହରଣ କର୍ମଶାଳା ର ଆୟୋଜନ କରାଯାଇଥିଲା
OR
1
0
1
28
Choudwar Municipality
Choudwar Municipality@choudwarmunicip·
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ MCC, MRF,FSTP ରେ କାର୍ଯ୍ୟରତ ସମସ୍ତ ମହିଳା ସ୍ୱଚ୍ଛ କର୍ମୀଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜକୁ ସ୍ୱଚ୍ଛ ନିର୍ମଳ ଓ ସୁସ୍ଥ ରଖିବାରେ ସେମାନଙ୍କର ଅବିରତ ପରିଶ୍ରମ ତଥା ଅମୂଲ୍ୟ ଅବଦାନ ପାଇଁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଗଲା @CMO_Odisha @HUDDeptOdisha
Choudwar Municipality tweet mediaChoudwar Municipality tweet mediaChoudwar Municipality tweet mediaChoudwar Municipality tweet media
OR
0
0
2
35
Choudwar Municipality retweetledi
H & UD Dept
H & UD Dept@HUDDeptOdisha·
ମହିଳା ସଶକ୍ତିକରଣ ଓ ସାମର୍ଥ୍ୟର ପ୍ରତୀକ #ଅନ୍ତର୍ଜାତୀୟମହିଳାଦିବସ। ସମାଜର ବିକାଶଠାରୁ ଆରମ୍ଭ କରି ରାଷ୍ଟ୍ର ଗଠନ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ମହିଳାଙ୍କ ଅସାଧାରଣ ଦକ୍ଷତା ଏବଂ ନେତୃତ୍ୱ ଏକ ପ୍ରଗତିଶୀଳ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନାରୀଶକ୍ତିର ଏହି ସାହସ ଓ ପ୍ରତିଭା ସର୍ବଦା ସମାଜ ପାଇଁ ପ୍ରେରଣାଦାୟୀ।
H & UD Dept tweet media
OR
0
4
41
744
Choudwar Municipality
Choudwar Municipality@choudwarmunicip·
ଖାରବେଳ ଭବନ,ଭୁନେଶ୍ବର ଠାରୁ ଭର୍ଚୁଆଲ ମାଧ୍ୟମ ରେ ମାନ୍ୟବର ସହରି ବିକାଶ ମନ୍ତ୍ରି "ମୁଖ୍ୟମନ୍ତ୍ରୀ ସହରି ବିକାଶ ଯୋଜନା" ର ଶୁଭାରମ୍ଭ କରିଲେ।ଚୌଦ୍ୱାର ପୌରପାଳିକା ତତଫରୁ ଟାଙ୍ଗୀ ବ୍ଲକ୍ ଅଫିସ ର "OSWAN" ହଲ୍ ରୁ ଏହି କାର୍ଯ୍ୟକ୍ରମ ରେ ପୌରପାଳିକା କର୍ତ୍ତୃପକ୍ଷ ଯୋଡ଼ି ହେଲେ। @CMO_Odisha @CuttackDM @HUDDeptOdisha
Choudwar Municipality tweet mediaChoudwar Municipality tweet media
OR
0
0
1
24
Choudwar Municipality retweetledi
Chief Electoral Officer, Odisha
ଭୋଟର ତାଲିକାରେ ନାମ ସୁନିଶ୍ଚିତ କରିବା ପାଇଁ - ଏକ ତୁରନ୍ତ ସମାଧାନ! ➡️ଏହି ଭିଡିଓରେ ବର୍ଣ୍ଣିତ ପଦକ୍ଷେପ ଗୁଡ଼ିକୁ ଅନୁସରଣ କରନ୍ତୁ ➡️ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଯୋଗା-ଯୋଗ କରନ୍ତୁ ➡️ମ୍ୟାପିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ(SIR) ସମୟରେ ନିଜକୁ ଅତ୍ୟଧିକ ପ୍ରକ୍ରିୟାକରଣରୁ ଦୁରେଇ ମଧ୍ୟ ରଖନ୍ତୁ । @ECISVEEP @PIB_India @IPR_Odisha @DDNational @dd_odia #ECI #CEOOdisha #SIR #VoterMapping #SIRMapping #Odisha
OR
6
66
161
10.7K
Choudwar Municipality retweetledi
Chief Electoral Officer, Odisha
ଆସନ୍ତୁ! ଏକାଠି ହୋଇ ସ୍ୱତନ୍ତ୍ର ସଘନ ସଂଶୋଧନ(SIR) କୁ ସୁଗମ ଭାବରେ କାର୍ଯ୍ୟକାରୀ କରାଇବା । ଭୋଟର ମ୍ୟାପିଂ ଦ୍ୱାରା ବୁଥ୍-ସ୍ତରୀୟ ଅଧିକାରୀ (BLO)ଙ୍କୁ ସାହାଯ୍ୟ କରି ପ୍ରକ୍ରିୟାକୁ ସରଳୀକରଣ କରିବା । ଏହା ସହ ଜଡ଼ିତ ଅଧିକ ସୂଚନା ପାଇବାପାଇଁ ‘ଭୋଟର ହେଲ୍ପଲାଇନ୍ ନମ୍ବର-୧୯୫୦’ ରେ କଲ୍ କରନ୍ତୁ କିମ୍ବା voters.eci.gov.in ୱେବ୍ସାଇଟକୁ ଯାଇ ଅଥବା ECINet App ଡାଉନଲୋଡ କରି 'Book a Call with BLO' ବିକଳ୍ପ ମାଧ୍ୟମରେ ନିଜ ବୁଥ୍-ସ୍ତରୀୟ ଅଧିକାରୀଙ୍କ ସହ ସିଧା-ସଳଖ କଥା ହୁଅନ୍ତୁ । #ECI #CEOOdisha #SIR #BLO
Chief Electoral Officer, Odisha tweet media
OR
6
74
215
13.6K