kameswar behera ✈️

47K posts

kameswar behera ✈️ banner
kameswar behera ✈️

kameswar behera ✈️

@ExpressKameswar

I am like to news update & development plan ✍️new railway line project infrastructure .Toursim Destination🗞️ 🤝🇮🇳🤝 social work

Odisha/India Katılım Mart 2022
1.4K Takip Edilen500 Takipçiler
kameswar behera ✈️ retweetledi
MMRDA
MMRDA@MMRDAOfficial·
India's next economic growth frontier just got a whole lot bigger, and MMRDA is at the helm. 🚧🌆 (1/3)
MMRDA tweet mediaMMRDA tweet mediaMMRDA tweet media
English
61
24
155
43.1K
kameswar behera ✈️ retweetledi
Kanak News
Kanak News@kanak_news·
#ଦୁଲୁକୁଛି_ମହେନ୍ଦ୍ରଗିରି ମହେନ୍ଦ୍ର ମେଳା ପାଇଁ ଚଳଚଞ୍ଚଳ ମହେନ୍ଦ୍ରଗିରି । ଜୁନ୍‌ ୧ରୁ ନଅ ଦିନ ଧରି ଆୟୋଜିତ ହେବ ଆଧ୍ୟାତ୍ମିକ ମହୋତ୍ସବ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦୃଷ୍ଟିରୁ ବ୍ୟାପକ ପ୍ରସ୍ତୁତି । ଅନ୍ୟପଟେ ମେଳାକୁ କିଛି ସଂଗଠନର ବିରୋଧ #Gajapati #Odisha #KanakNews #Mehendragiri
OR
0
0
4
302
Bibhuti Bhusan Jena
Bibhuti Bhusan Jena@BibhutiJena93·
ଓଡ଼ିଶା ଲୋକସେବା ଆୟୋଗ (#OPSC) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସେବା (#OCS) ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ସମସ୍ତ ଯୁବ ପ୍ରତିଭାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା। ଆପଣମାନଙ୍କର ଏହି ସଫଳତା କେବଳ ବ୍ୟକ୍ତିଗତ ଗୌରବର ପ୍ରତୀକ ନୁହେଁ, ବରଂ ଓଡ଼ିଶାର ଭବିଷ୍ୟତ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଏକ ନୂତନ ଆଶା। ଜନସେବା, ସତ୍ୟନିଷ୍ଠା ଓ ପାରଦର୍ଶିତାକୁ ନିଜ କର୍ତ୍ତବ୍ୟର ମୂଳମନ୍ତ୍ର ଭାବେ ଗ୍ରହଣ କରି ସମାଜର ପ୍ରତ୍ୟେକ ଶେଷ ଲୋକଙ୍କ ପର୍ଯ୍ୟନ୍ତ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଆପଣମାନଙ୍କର ପ୍ରମୁଖ ଦାୟିତ୍ୱ ହେଉ। ‘ବିକଶିତ ଓଡ଼ିଶା, ସମୃଦ୍ଧ ଓଡ଼ିଶା’ ଗଠନରେ ଆପଣମାନଙ୍କର ଅବଦାନ ସଦା ସ୍ମରଣୀୟ ହେଉ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ କାର୍ଯ୍ୟଜୀବନ ପାଇଁ ଅନେକ ଶୁଭକାମନା।
OR
1
0
8
128
Collector & District Magistrate, Ganjam
ଆଜି “ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ” ଅଭିଯାନରେ ଜିଲ୍ଲାର ସ୍ୱଚ୍ଛତା ମାସ୍କଟ୍ “କୃଷ୍ଣ” ସହିତ ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ କରିବାର ପ୍ରଣ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀଗଣ, ବ୍ଲକ ସ୍ତରୀୟ ଅଧିକାରୀବୃନ୍ଦ ଓ ଜିଲ୍ଲାବାସୀ ସମ୍ମିଳିତ ଭାବେ ଯୋଗଦାନ କରିଛନ୍ତି। ଆସନ୍ତୁ, ପ୍ରତି ମଙ୍ଗଳବାର ଦିନ ଏହି ମହତ୍ ଉଦ୍ଦେଶ୍ୟରେ ନିଜର ସକ୍ରିୟ ଯୋଗଦାନ କରି ଗଞ୍ଜାମ ଜିଲ୍ଲାକୁ ସାରା ଦେଶରେ ସ୍ୱଚ୍ଛତାର ଶୀର୍ଷସ୍ଥାନରେ ପହଞ୍ଚାଇବା। @CMO_Odisha @PRDeptOdisha @IPR_Odisha @HUDDeptOdisha
OR
1
1
10
253
Upasna Mohapatra
Upasna Mohapatra@UpasnaMohapatra·
କୃଷ୍ଣପ୍ରସାଦ ବ୍ଲକ, ଗୋମୁଣ୍ଡିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟୁବୁକା ଗ୍ରାମର ଗ୍ରାମବାସୀଙ୍କ ସୁବିଧା ଓ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଟୁବୁକା ରାମ ମନ୍ଦିର ଠାରୁ ଖଣି ମୁହଁ ପର୍ଯ୍ୟନ୍ତ ପିଚୁ ସଡ଼କ ନିର୍ମାଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୋଟ ₹ ୬ କୋଟି ଟଙ୍କା ଅନୁମୋଦିତ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ମହୋଦୟଙ୍କୁ ଧନ୍ୟବାଦ୍ ଜଣାଉଛି । ଏହି ସଡ଼କ ନିର୍ମାଣ ଦ୍ୱାରା ଅଞ୍ଚଳର ଯାତାୟତ ବ୍ୟବସ୍ଥା ଅଧିକ ସୁଦୃଢ ହେବା ସହିତ ଆର୍ଥିକ ଓ ସାମାଜିକ କାର୍ଯ୍ୟକଳାପକୁ ଗତି ମିଳିବ ।
Upasna Mohapatra tweet media
OR
1
0
4
306
Prathik
Prathik@traphikp·
🇮🇳Bharat's first Hydrogen powered train receives approval for commercial operations. This 10 coach train set will be launched on Jind-sonipat route in Haryana soon.
Prathik tweet media
English
3
1
21
1.8K
kameswar behera ✈️ retweetledi
Ansuman Satapathy
Ansuman Satapathy@TechAnsuman·
A new green milestone for #IndianRailways RB approves #India’s 1st 10-Car Hydrogen Fuel Cell DEMU for the #Jind #Sonipat route at 75 kmph MPS top speed. • 1200 KW Medha power cars • Hydrogen fueling at Jind A significant step towards sustainable rail transport in India. 🇮🇳
Ansuman Satapathy tweet media
Ansuman Satapathy tweet mediaAnsuman Satapathy tweet media
Ansuman Satapathy@TechAnsuman

India’s 1st Hydrogen fuelled Train starts trial run today on #Jind #Sonipat line RDSO IS CONDUCTING OSCILLATION & EBD TRIALS #India is now 5th country globally with #HydrogenTrain after Germany, Sweden, Japan & China. A big step for clean & green Rail Travel #IndianRailways

English
2
32
115
3.5K
ଓଟିଭି
ଓଟିଭି@otvkhabar·
#ପ୍ରମୁଖ_ରାସ୍ତା_ପ୍ରଶସ୍ତିକରଣକୁ_ଅନୁମୋଦନ -ରାଜ୍ୟର ପ୍ରମୁଖ ରାସ୍ତା ପ୍ରଶସ୍ତିକରଣ ପାଇଁ କେନ୍ଦ୍ରର ଅନୁମୋଦନ -ଏକ୍ସରେ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ -ପୁରୀ-ବ୍ରହ୍ମଗିରି-ସାତପଡ଼ା ମାର୍ଗ ହେବ ୪ ଲେନ୍‌ -ଟାଙ୍ଗୀ-ବ୍ରହ୍ମପୁର-ଇଚ୍ଛାପୂରମ NH-16 ହେବ ୬-ଲେନ୍ #OdishaInfrastructure #NH16 #RoadWideningOdisha #PuriBrahmagiriSatapada #PrithvirajHarichandan #CentralGovtApproval #OTV
ଓଟିଭି tweet media
OR
1
1
33
1.3K
Collector & District Magistrate, Ganjam
"ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ" ଅଭିଯାନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ସମସ୍ତ ୫୦୩ ଗ୍ରାମ ପଞ୍ଚାୟତ ସହିତ ବ୍ରହ୍ମପୁର ମହାନଗର ନିଗମ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପାଳିକାରେ ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହିତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଏବଂ "ଜିରୋ ପ୍ଲାଷ୍ଟିକ ଭିଜିବିଲିଟି" ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
3
3
22
489
Airports Authority of India
Airports Authority of India@AAI_Official·
Following WHO’s declaration of the Ebola outbreak as a Public Health Emergency, @DGCAIndia has issued SOPs for Ebola preparedness at Indian airports. AAI International Airports have strengthened health surveillance measures for passengers arriving from or transiting through affected countries, including DR Congo, Uganda and South Sudan, with mandatory self-declaration and health screening protocols in place.
Airports Authority of India tweet media
English
1
3
15
964
BDA BBSR
BDA BBSR@BDA_BBSR·
The Bhubaneswar Development Authority (BDA) has released the draft Standard Operating Procedure (SOP) for land parcel reconstitution under Town Planning (TP) Schemes 05 to 07 in Zone-I. For details and public access to the draft SOP, visit: bda.gov.in #BDA #TPScheme
BDA BBSR tweet mediaBDA BBSR tweet mediaBDA BBSR tweet mediaBDA BBSR tweet media
English
3
0
32
1.9K
kameswar behera ✈️
kameswar behera ✈️@ExpressKameswar·
@PrithivirajBJP @narendramodi @nitin_gadkari @MohanMOdisha @BJP4Odisha @BJP4India @CMO_Odisha @PMOIndia ➡️ ବ୍ରହ୍ମପୁର 🔁ଆସ୍କା ଭାୟା ହିଞ୍ଜିଳି ଜାତୀୟ ରାଜପଥ ୪ -୬ ଲାଇନ୍ ରାସ୍ତା ନିର୍ମାଣ କାର୍ଯ୍ୟ DPR ଶୀଘ୍ର ସହ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ ହୋଇପଡିଛି। ଟ୍ରାଫିକ ଓ ଜନସଂଖ୍ୟା ଦୃଷ୍ଟିରୁ । ➡️ ବ୍ରହ୍ମପୁର 🔁 ଦିଗପହଣ୍ଡି ରୋଡ଼ ୪ ଲାଇନ୍।🛣️🚧 ➡️ହିଞ୍ଜିଳି କାଟୁ ବାଇପାସ୍ - ଆସ୍କା ବାଇପାସ୍ ରାସ୍ତା NH-59
OR
0
2
4
57