ସ୍ୱାସ୍ଥ୍ୟ ସମ୍ପଦ

148 posts

ସ୍ୱାସ୍ଥ୍ୟ ସମ୍ପଦ banner
ସ୍ୱାସ୍ଥ୍ୟ ସମ୍ପଦ

ସ୍ୱାସ୍ଥ୍ୟ ସମ୍ପଦ

@Healthodisha1

Health is Wealth

Katılım Eylül 2021
39 Takip Edilen98 Takipçiler
ସ୍ୱାସ୍ଥ୍ୟ ସମ୍ପଦ
ଆର୍ଥିକ ସଙ୍କଟ ଯୋଗୁଁ ମାନସିକ ଦୁଶ୍ଚିନ୍ତା ଜୀବନ ନେଇଛି ଆୟୁଷ ଡାକ୍ତରଙ୍କର, ସେଥି ପାଇଁ ଦାଇକିଏ ? ପ୍ରାୟ ୧ ବର୍ଷ ପୂର୍ବରୁ ସବୁ କିଛି ଠିକ୍ ଥିଲା, ହେଲେ ଏବେ ଦରମା ମିଳୁଛି ୨ ରୁ ୪ ମାସକୁ ଥରେ । @CMO_Odisha @MahalingMukesh @HFWOdisha @nhmodisha @Naveen_Odisha @NNHRC1
ସ୍ୱାସ୍ଥ୍ୟ ସମ୍ପଦ tweet media
OR
0
1
2
52
ସ୍ୱାସ୍ଥ୍ୟ ସମ୍ପଦ
ଜାତିୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ମିଳୁନାହିଁ,ସ୍ୱଳ୍ପ ଦରମା ପାଉଥିବା ଏହି କର୍ମଚାରୀଙ୍କୁ ୩/୪ ମାସରେ ଥରେ ଦରମା ମିଳୁଛି ମାମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବେ କି?@CMO_Odisha @MahalingMukesh @HFWOdisha @nhmodisha @Naveen_Odisha
OR
1
3
5
82
ସ୍ୱାସ୍ଥ୍ୟ ସମ୍ପଦ
ସେହିଭଳି co-located ଆୟୁଷ ଡାକ୍ତର ମାନେ ପ୍ରତ୍ୟେକ ପି ଏଚ୍ଚ ସି ଏବଂ ସି ଏଚ୍ ସି ରେ ଆୟୁଷ ପଦ୍ଧତି ଅନୁସାରେ ଚିକିତ୍ସା ଯୋଗାଉଛନ୍ତି , ତେଣୁ ଆର୍ ବି ଏସ କେ ଏବଂ co-located ଆୟୁଷ ଡାକ୍ତର ମାନଙ୍କୁ ମାଧ୍ୟମ କରାଯାଉ। କାରଣ ଏମାନେହିଁ ନିଷ୍ଠାପର ସେବା ଯୋଗାଉଛନ୍ତି।
OR
0
0
0
19
ସ୍ୱାସ୍ଥ୍ୟ ସମ୍ପଦ
ରାଜ୍ୟରେ କେବଳ ଜାତିୟ ସ୍ବାସ୍ଥ୍ୟ ମିଶନର ଆୟୁଷ ଡାକ୍ତରମାନେ ହିଁ ନିଷ୍ଠାପର୍ ସେବା ଯୋଗାଉଛନ୍ତି। ଆର୍ ବି ଏସ କେ ଆୟୁଷ ଡାକ୍ତର ମାନେ ପ୍ରତ୍ୟେକ ଘର ର ପିଲାମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି ,ତେଣୁ ଏମାନଙ୍କୁ ମାଧ୍ୟମ କଲେ ପ୍ରାୟ ୩୫ ପ୍ରତିଶତ ଜନସାଧାରଣ ଉପକୃତ ହେବେ।
OR
1
0
0
27
ସ୍ୱାସ୍ଥ୍ୟ ସମ୍ପଦ
ସମ୍ମାନୀୟ ମନ୍ତ୍ରୀ ମହୋଦୟ ଙ୍କୁ ବିଶେଷ ନିବେଦନ ଆୟୁଷ ଚିକିତ୍ସା ପଦ୍ଧତିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ହେଲେ ଜାତିୟ ସ୍ବାସ୍ଥ୍ୟ ମିଶନରେ ଚାକିରୀ କରିଥିବା ସମସ୍ତ ଆୟୁଷ ଡାକ୍ତରଙ୍କୁ ମାଧ୍ୟମ କରାଯାଉ। ଆୟୁଷ ଡାକ୍ତରଙ୍କ ଉନ୍ନତି ହିଁ ଆୟୁଷ ପଦ୍ଧତିକୁ ଉପରକୁ ନେଇପାରିବ।
Dr. Mukesh Mahaling@MahalingMukesh

ଆଜି ଲୋକସେବା ଭବନ ସ୍ଥିତ ମୋ କାର୍ଯ୍ୟାଳୟ ଠାରେ ଆୟୁଷ ଡାଇରେକ୍ଟର ଓ ଆୟୁଷ ବିଭାଗ ଅଧିନରେ ଥିବା ରାଜ୍ୟର ୭ଟି ସରକାରୀ ମେଡ଼ିକାଲ କଲେଜ (୩ଟି ଆୟୁର୍ବେଦ କଲେଜ୍ ଓ ୪ଟି ହୋମିଓପାଥି କଲେଜ)ର ଅଧ୍ୟକ୍ଷ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୁଷ ଚିକିତ୍ସା ପଦ୍ଧତିର ପ୍ରଚାର ପ୍ରସାର କରି ଏହାକୁ ଲୋକାଭିମୁଖୀ କରିବାପାଇଁ ଏହି ବୈଠକରେ ଆଲୋଚନା କରାଗଲା | @MohanMOdisha @dpradhanbjp @CMO_Odisha @BJP4Odisha @moayush

OR
1
0
0
38
ସ୍ୱାସ୍ଥ୍ୟ ସମ୍ପଦ retweetledi
I & PR Department, Odisha
I & PR Department, Odisha@IPR_Odisha·
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍‌ (ଏଚ୍‌ଏମ୍‌ପିଭି) ସଂପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି। ଅଦ୍ୟାବଧି ଏଚ୍‌ଏମ୍‌ପିଭିର କୌଣସି ପ୍ରଭାବ ଓଡ଼ିଶାରେ ପରିଲକ୍ଷିତ ହୋଇନାହିଁ। ତା’ ସତ୍ତ୍ୱେ ଓଡ଼ିଶା ସରକାର ସମସ୍ତ ପରିସ୍ଥିତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବ୍ୟକ୍ତିଗତ ତଥା ପରିବେଶର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। #HMPV
OR
3
10
153
10.5K
ସ୍ୱାସ୍ଥ୍ୟ ସମ୍ପଦ
ରାୟଗଡ଼ା ଜିଲ୍ଲା ଏମ ଏଚ୍ ୟୁ ରେ କାମ କରୁଥିବା ଆୟୁଷ ଡାକ୍ତର ମାନଙ୍କୁ ଦୁଇମାସ ହେଲା ଦରମା ମିଳିନାହିଁ,ଏଥିପାଇଁ ଦାୟୀ କିଏ ସରକାର ନା ପ୍ରଶାସନ। ଅତିନିମ୍ନ ମାନର ଦରମା ପାଉଥିବା ଏହି ଆୟୁଷ ଡାକ୍ତର ମାନେ ଚଳୁଛନ୍ତି କିପରି,ସରକାର କେବେ ଚିନ୍ତା କରିଛନ୍ତି କି?@CMO_Odisha @HFWOdisha @MahalingMukesh @nhmodisha @Naveen_Odisha
OR
0
5
3
149
ସ୍ୱାସ୍ଥ୍ୟ ସମ୍ପଦ
@MahalingMukesh @CMO_Odisha @HFWOdisha @MohanMOdisha ନିର୍ବାଚନ ପୂର୍ବରୁ ଆପଣଙ୍କ ଦଳ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲେ ଶାସନ କୁ ଆସିଲେ ସ୍ବାସ୍ଥ୍ୟ ମିଶନ କର୍ମଚାରୀ ଙ୍କୁ ନିୟମିତ କରିବେ, ସେସବୁ କଣ ପାଣି ର ଗାର?@HFWOdisha @MahalingMukesh @MohanMOdisha @CMO_Odisha
OR
1
15
4
188
ସ୍ୱାସ୍ଥ୍ୟ ସମ୍ପଦ
ମାନ୍ୟବର ମନ୍ତ୍ରୀ କହିବେ କି RNTCP ରେ ଚାକିରି କରୁଥିବା STLS ମାନଙ୍କୁ କିପରି ନିୟମିତ କରାଗଲା କିନ୍ତୁ ଏହି ସ୍କିମ ରେ ଚାକିରି କରୁଥିବା STS ମାନଙ୍କ ପାଇଁ ପାତର ଅନ୍ତର ନୀତି କଣ ପାଇଁ? @HFWOdisha @MahalingMukesh @CMO_Odisha
ସ୍ୱାସ୍ଥ୍ୟ ସମ୍ପଦ tweet media
OR
1
3
2
170
ସ୍ୱାସ୍ଥ୍ୟ ସମ୍ପଦ
ମାନ୍ୟବର ମନ୍ତ୍ରୀ କହିବେ କି RNTCP ରେ ଚାକିରି କରୁଥିବା STLS ମାନଙ୍କୁ କିପରି ନିୟମିତ କରାଗଲା କିନ୍ତୁ ଏହି ସ୍କିମ ରେ ଚାକିରି କରୁଥିବା STS ମାନଙ୍କ ପାଇଁ ପାତର ଅନ୍ତର ନୀତି କଣ ପାଇଁ? @HFWOdisha @MahalingMukesh @CMO_Odisha
ସ୍ୱାସ୍ଥ୍ୟ ସମ୍ପଦ tweet media
OR
0
1
2
39
ସ୍ୱାସ୍ଥ୍ୟ ସମ୍ପଦ
ଜାତୀୟ ସ୍ବାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ସମସ୍ତ ଆୟୁଷ ଡାକ୍ତର (RBSK,Co-located,MHU)ଙ୍କୁ ମୁଖ୍ୟ ସ୍ରୋତରେ ଆଣି ଆୟୁଷ ମିଶନ କୁ ସଫଳ କରିବା ପାଇଁ ବ୍ୟବସ୍ଥା କରାଯାଉ ଏହି ବଜେଟ ରେ । @CMO_Odisha @MohanMOdisha @MahalingMukesh @FdOdisha
OR
0
1
0
37
ସ୍ୱାସ୍ଥ୍ୟ ସମ୍ପଦ
ବିଶେଷ କରି ସ୍ବାସ୍ଥ୍ୟବିଭାଗପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଆୟୁଷଡାକ୍ତର ଏବଂ ପାରାମେଡିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,ଏବଂ ଏହାକୁ ଏମାନେ ପ୍ରମାଣକରି କରିଛନ୍ତି ମଧ୍ଯ।ହେଲେ ଏମାନଙ୍କୁ ମିଳୁଛି ଗ୍ରୁପ୍ ଡି କର୍ମଚାରୀ ଠାରୁ କମ ପାରିଶ୍ରମିକ।ଏଣୁ ଏମାନଙ୍କ ଚାକିରୀକୁ ନିୟମିତ କରିବାପାଇଁ ଏହି ବଜେଟ୍ ବ୍ୟବସ୍ଥା କରାଯାଉ।
OR
1
0
0
37
ସ୍ୱାସ୍ଥ୍ୟ ସମ୍ପଦ
ମାନ୍ୟବର ଆମ ରାଜ୍ୟରେ ଦୀର୍ଘ ଦିନ ହେଲା ଠିକା କର୍ମଚାରୀ ଏବଂ ଆଉଟ୍ ସୋର୍ସିଂ କର୍ମଚାରୀ ମାନେ ଖୁବ୍ କମ୍ ମୂଲରେ ରାଜ୍ୟ ସରକାରଙ୍କୁ ସେବା ଯୋଗାଉଛନ୍ତି। ଏମାନଙ୍କ ଆଖିର ଲୁହ ଏବଂ ମନର କୋହ ଯୋଗୁଁ ଓଡିଶା ରେ ପରିବର୍ତ୍ତନ ହେଲା, ଏଣୁ ଏମାନଙ୍କ ଚାକିରୀକୁ ନିଯମିତ କରାଗଲେ ଖୁବ ଭଲ ହୁଅନ୍ତା। @CMO_Odisha @MohanMOdisha @FdOdisha
CMO Odisha@CMO_Odisha

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ୨୦୨୪-୨୫ ବର୍ଷର ପୂର୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁଜନସାଧାରଣଙ୍କର ମତାମତ ଆହ୍ବାନ କରିଛନ୍ତି। ଆପଣଙ୍କ ମତାମତ ଇମେଲ୍ ଦ୍ୱାରା odisha.budget@gov.in ଠିକଣାରେ, ୱାଟସଆପ୍ ମାଧ୍ୟମରେ (+91)9438161111 ନମ୍ବରକୁ ଏବଂ ଅର୍ଥ ବିଭାଗର ସାମାଜିକ ଗଣମାଧ୍ୟମ ଦ୍ୱାରା ମଧ୍ୟ ପଠାଇ ପାରିବେ।

OR
1
0
1
55
ସ୍ୱାସ୍ଥ୍ୟ ସମ୍ପଦ
"ଆମ ସରକାର" ଙ୍କୁ ବିଶେଷ ନିବେଦନ ରାଜ୍ୟରେ ଦୀର୍ଘ ଦିନଧରି କାର୍ଯ୍ୟ କରୁଥିବା ସମସ୍ତ ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତରଙ୍କ ଚାକିରୀକୁ ନିୟମିତ କରିବା ପାଇଁ ଏହି ପୂର୍ଣ୍ଣାଙ୍ଗ ବଜେଟ୍ ବ୍ୟବସ୍ଥା କରାଯାଉ। @CMO_Odisha @MohanMOdisha @MahalingMukesh @FdOdisha
Dr Rabindra@DrRabindra5

ଆମ ସରକାର ଙ୍କୁ ବିଶେଷ ଅନୁରୋଧ... 🙏🙏

OR
0
1
1
38
ସ୍ୱାସ୍ଥ୍ୟ ସମ୍ପଦ
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଓଡ଼ିଶାରେ ଆୟୁଷ ଚିକିତ୍ସା ପଦ୍ଧତିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ପୂର୍ଣ୍ଣାଙ୍ଗ ବଜେଟ୍ ରେ ବିଶେଷ ବ୍ୟବସ୍ଥା କଲେ ଆମ ରାଜ୍ୟର ଜନସାଧାରଣ ଏହି ଚିକିତ୍ସା ପଦ୍ଧତି ଦ୍ବାରା ଉପକୃତ ହୋଇପାରିବେ। @CMO_Odisha @MohanMOdisha @MahalingMukesh @HFWOdisha @GovernorOdisha @PMOIndia
CMO Odisha@CMO_Odisha

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ୨୦୨୪-୨୫ ବର୍ଷର ପୂର୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁଜନସାଧାରଣଙ୍କର ମତାମତ ଆହ୍ବାନ କରିଛନ୍ତି। ଆପଣଙ୍କ ମତାମତ ଇମେଲ୍ ଦ୍ୱାରା odisha.budget@gov.in ଠିକଣାରେ, ୱାଟସଆପ୍ ମାଧ୍ୟମରେ (+91)9438161111 ନମ୍ବରକୁ ଏବଂ ଅର୍ଥ ବିଭାଗର ସାମାଜିକ ଗଣମାଧ୍ୟମ ଦ୍ୱାରା ମଧ୍ୟ ପଠାଇ ପାରିବେ।

OR
0
2
4
64