ଜୀବନ ସେବା ଫାଉଣ୍ଡେସନ
845 posts

ଜୀବନ ସେବା ଫାଉଣ୍ଡେସନ
@Jeevansevaf
We work on Road Safety, Environmental safety, Health and humanity,Education
Bhubaneswar Katılım Kasım 2019
661 Takip Edilen832 Takipçiler

ମା’ ପ୍ରତି ଆମର ସମ୍ମାନ ଏବଂ ନିବିଡ଼ତାକୁ ପ୍ରତିପାଦିତ କରିବା ପାଇଁ “ମା ପାଇଁ ଗଛଟିଏ -୨.୦” ଆଜି ରାଜ୍ୟବ୍ୟାପୀ ୭୫ ଲକ୍ଷ ବୃକ୍ଷରୋପଣ ଅଭିଯାନକୁ ସଫଳ କରିବା ପାଇଁ କୋରାପୁଟ ର ଲମତାପୁଟ ବ୍ଲକ ଅର୍ନ୍ତଗତ ସିଲପଡା ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି
@CMO_Odisha
@PMOIndia
@ekpedmaakenaam
@dmkoraput
@ForestDeptt




OR

ନୂଆଖାଇ ଜୁହାର 🙏🙏ନୂଆଖାଇଜୁହାର
ମା ମାଟି ର ପର୍ବ ତଥା ଏକତା ଭାଇଚାରା ର ଅପୂର୍ବ ପଶ୍ଚିମ ଓଡ଼ିଶାର ପର୍ବ ନୂଆଁଖାଇ ଅବସରରେ ଜୀବନ ସେବା ଫାଉଣ୍ଡେସନ ପରିବାର ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ!
ନୂଆଁଖାଇ ଜୁହାର!🙏🙏💐💐🙏🙏
@CMO_Odisha
@Naveen_Odisha

OR
ଜୀବନ ସେବା ଫାଉଣ୍ଡେସନ retweetledi

#ମୋ_ବାପାଙ୍କୁ_ଖୋଜି_ଆଣ
ବର୍ଷେ ହେଲାଣି କୁଆଡ଼େ ଚାଲିଯାଇଛନ୍ତି ବାପା । ଅସହାୟ ହୋଇଯାଇଛି ପରିବାର । ଅଧାରୁ ପାଠ ଛାଡ଼ିଦେଇଛି ଝିଅ । ଭଙ୍ଗା ଘରେ ଭୋକ ଉପାସରେ ବିତୁଛି ଜୀବନ । କେନ୍ଦ୍ରାପଡ଼ା ଆଳି ବ୍ଲକରୁ ଆସିଛି ଏପରି ଦୁଃଖଦ ଖବର
#Kendrapada #Odisha #KanakNews
OR

@prsprateek Sir,,,🙏
ଆପଣଙ୍କୁ ଜଗନ୍ନାଥ ଧାମ ପୁରୀକୁ ସ୍ୱାଗତଂ ।
@SPPuri1
@odisha_police @DGPOdisha @homeodisha @CMO_Odisha

OR

ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ହେଉଛି ଏକ ବାର୍ଷିକ ସଚେତନତା ଦିବସ ଋତୁସ୍ରାବ ସମ୍ପର୍କିତ ନିଷେଧକୁପ୍ରଥା ଅନ୍ଧବିଶ୍ୱାସ କୁ ଦୂର କରିବା ତଥା ବିଶ୍ୱବ୍ୟାପୀ ଉତ୍ତମ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ଅଭ୍ୟାସକୁ ପ୍ରୋତ୍ସାହିତ କରିବା, ଋତୁସ୍ରାବ ସ୍ୱଚ୍ଛତା ସଂପର୍କିତ ଶିକ୍ଷା ଓ ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ଏକ ଅଭିଜାନ
@CMO_Odisha


OR

Phulbani is drowning in neglect. Broken drainage and road(peonpada)for ovr 1yr have ruined roads,disrupted life & endangered health.Repeated pleas to authorities & politicians hv no responses .How long must we suffer in silence?@CMO_Odisha @DMKandhamal @BibhutiJena93 @kanak_news



English

#jeevan_seva_foundation
#birthdaycelebration
#With children who don't have access to food.
#thankyou Santosh bhai.
#ama_pathasala



English

MR.Biswajit Mohanty
24times donated blood at #BHUBNESWAR RED CROSS in an emergency case Patients and bring a life back to power! That's the power of a blood donor. Be a blood donor & be a life saver.
#TIMES-24
#Helping the Need
#Redcross
#SaveLives
#jeevan_seva_foundation

English
ଜୀବନ ସେବା ଫାଉଣ୍ଡେସନ retweetledi

Look at this matter and take necessary action please. help the poor lady.@dm_puri @HFWOdisha @MahalingMukesh @CMO_Odisha @OfficialTeamATA @BjpOdisha01 @KIRTIRANJANPAT6 @Subrata_ku_jena @BinayaKumarNa17

English
ଜୀବନ ସେବା ଫାଉଣ୍ଡେସନ retweetledi

ଲବଙ୍ଗ ଗୋଛାୟତ ସ୍ୱା-୰ଦେବାନନ୍ଦ ଗୋଛାୟତ ସା-ଖଲୁଆ ଗ୍ରାପ-ଗୁରୁଜାଲି ବ୍ଲକ-ତାଳଚେର ଜିଲ୍ଲା-ଅନୁଗୋଳ। ଲବଙ୍ଗ ଗୋଛାୟତ ବିଧବା ଭତ୍ତା ପାଇଁ ଆବେଦନ କରିଛନ୍ତି। ଯଥାଶୀଘ୍ର ବିଧବା ଭତ୍ତା ଆବେଦନ ପତ୍ରକୁ ଅନୁମୋଦନ କରିବାପାଇଁ ମାନନୀୟ @SSEPD2 @BPSethi @NityanandaBJP @angul_dm @sub_talcher @DSSOANGUL ମହୋଦୟଙ୍କୁ ବିନମ୍ର ଅନୁରୋଧ।




OR
ଜୀବନ ସେବା ଫାଉଣ୍ଡେସନ retweetledi

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶୀ ଗ୍ରାମର ପ୍ରସନ୍ନ ସାହୁଙ୍କ ମୃତ୍ୟୁ ପରେ ଦୁଇ ପୁଅ ଝିଅ ଏବେ ଅସହାୟ । ମମତା ସାହୁ ବହୁତ ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି। ପିଲାଙ୍କ ଭରଣ ପୋଷଣ, ଶିକ୍ଷା ଓ ସ୍ଵାସ୍ଥ୍ୟ ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯାଉ। @CMO_Odisha @districtadmndkl @WCDOdisha @DDhenkanal @MohanMOdisha




OR
ଜୀବନ ସେବା ଫାଉଣ୍ଡେସନ retweetledi

ଲଳିତା ବଗର୍ତ୍ତୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି। ପ୍ରକାଶିତ ଖବରକାଗଜ ଉପରେ ଜିଲ୍ଲା ପ୍ରଶାସନ @DMKandhamal ମହୋଦୟ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ। @PRDeptOdisha @RabiNaikBJP @SecyChief @_anugarg @CMO_Odisha @MohanMOdisha @PravatiPOdisha @IPR_Odisha

OR
ଜୀବନ ସେବା ଫାଉଣ୍ଡେସନ retweetledi

ଢେ଼ଙ୍କାନାଳ ଜିଲ୍ଲା: ହିନ୍ଦୋଳ ବ୍ଲକ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମ କାଦୁବସନ୍ତ ସାହିରେ ପ୍ରତିଦିନ ବେଆଇନ ଭାବେ ତାଳଗଛ କଟାଯାଉଚି। ବନବିଭାଗକୁ ଜଣାଇଥିଲେ ମଧ୍ୟ ବନବିଭାଗ କୌଣସି ପଦେକ୍ଷପ ନେଉନାହିଁ।
@CMO_Odisha @MohanMOdisha
@satyabrata1967 @DEFCCOfficial
@ForestDeptt @DfoDhenkanal
@pccfodisha




OR
ଜୀବନ ସେବା ଫାଉଣ୍ଡେସନ retweetledi

ଦୁର୍ଦ୍ଦଶାରେ ମୁଣ୍ଡପୋତା କେଳା ସମ୍ପ୍ରଦାୟର ଲୋକେ। ସରକାରୀ ଯୋଜନା ସାତ ସପନ, ମିଳୁନାହିଁ ଭତ୍ତା ଓ ଅନ୍ୟାନ୍ୟ ସୁବିଧା। ଏଥିପ୍ରତି ଜିଲ୍ଲା ପ୍ରଶାସନ @AdmnNayagarh ମହୋଦୟ ଦୃଷ୍ଟିଦେଇ ସରକାରୀ ସହାୟତା ଯୋଗାଇଦେବାକୁ ବିନମ୍ର ଅନୁରୋଧ। @PRDeptOdisha @SSEPD2 @BPSethi @NityanandaBJP @NayagarhVoice @SecyChief @_anugarg

OR













