SWADHIN KUMAR PATRA

1.4K posts

SWADHIN KUMAR PATRA banner
SWADHIN KUMAR PATRA

SWADHIN KUMAR PATRA

@KumarSwadh59375

Katılım Şubat 2025
828 Takip Edilen46 Takipçiler
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
#ମାନବ_ସେବା_ହିଁ_ମାଧବ_ସେବା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଏଭଳି ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇବା ପାଇଁ ସମସ୍ତଙ୍କୁ ଅନୁରୋଧ ।। @CMO_Odisha @SRC_Odisha @arvindpadhee @GovernorOdisha
SWADHIN KUMAR PATRA tweet mediaSWADHIN KUMAR PATRA tweet mediaSWADHIN KUMAR PATRA tweet mediaSWADHIN KUMAR PATRA tweet media
OR
0
0
0
0
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
ସତର୍କ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ ।। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟବାସୀ ଆଗାମୀ କିଛି ଦିନ ସତର୍କ ରୁହନ୍ତୁ ।। କାମ ନ ଥିଲେ ଅଯଥା ବାହାରକୁ ବାହାରନ୍ତୁ ନାହିଁ ।।ବାହାରକୁ ବାହାରିଲେ ଛତା, ପାଣି ନେଇ ବାହାରନ୍ତୁ। । @SRC_Odisha @CMO_Odisha @SecyChief @HFWOdisha @DMBargarh
SWADHIN KUMAR PATRA tweet media
OR
0
0
1
11
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ କଲବଲ ହେଉଥିବା ବେଳେ ବାରମ୍ବାର ଲାଇନ୍ କାଟିବା କାରଣରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ମୁଖ୍ୟମନ୍ତ୍ରୀ ଲାଇନ କଟିବନି ବୋଲି କହିଥିଲା ବେଳେ ତାଙ୍କ କଥାକୁ ମାନୁନି ବିଦ୍ୟୁତ ବିଭାଗ। @MohanMOdisha @KVSinghDeo1 @TPWesternOdisha @EnergyOdisha @TPCentralOdisha
SWADHIN KUMAR PATRA tweet media
OR
0
0
1
33
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
#ରକ୍ତଦାନ_କରନ୍ତୁ_ଜୀବନ_ବଞ୍ଚାନ୍ତୁ 🙏 ଗ୍ରୀଷ୍ମ ପ୍ରବାହ ପାଇଁ ବରଗଡ ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଅନୁରୋଧକୁ ରକ୍ଷା କରି ହାଟପଦା ର #ଅନନ୍ତ_ଦୀପ ଭାଇ ଜଣେ ଅସହାୟଙ୍କୁ ରକ୍ତଦାନ କରିଥିବାରୁ ବହୁତ ବହୁତ ଧନ୍ୟବାଦ ।। @CMO_Odisha @HFWOdisha
SWADHIN KUMAR PATRA tweet media
OR
0
0
1
60
SWADHIN KUMAR PATRA retweetledi
State Transport Authority, Odisha
ଗାଡ଼ି ଚଳାଇବାର ଦକ୍ଷତା ଯେତିକି ଜରୁରୀ, ସଡ଼କରେ ଶୃଙ୍ଖଳା ଓ ଧୈର୍ଯ୍ୟ ରଖିବା ସେତିକି ଜରୁରୀ। ସାମାନ୍ୟ ଅସାବଧାନତାରୁ ଅନେକ ସମୟରେ ବଡ଼ ଦୁର୍ଘଟଣା ଘଟିଯାଏ ଆପଣଙ୍କ ବହୁମୂଲ୍ୟ ଜୀବନକୁ ବିପଦରେ ପକାନ୍ତୁ ନାହିଁ, ଗାଡ଼ି ଚଳାଇବା ବେଳେ ସୁରକ୍ଷାକୁ ସର୍ବଦା ପ୍ରାଧାନ୍ୟ ଦିଅନ୍ତୁ । #RoadSafety #Odisha #DriveSafe #StayAlert #SafetyFirst
State Transport Authority, Odisha tweet media
OR
1
8
24
792
SWADHIN KUMAR PATRA retweetledi
State Transport Authority, Odisha
ଷ୍ଟିଅରିଂ କେବଳ ହାତରେ ନଥାଏ, ଦାୟିତ୍ୱବୋଧରେ ମଧ୍ୟ ଥାଏ କମ୍ ବୟସରେ ଗାଡ଼ି ଚଳାଇବା = ନିୟମର ଉଲ୍ଲଂଘନ + ସୁରକ୍ଷା ସହ ଖେଳ ❌ ସଠିକ୍ ବୟସ, ସଠିକ୍ ପ୍ରଶିକ୍ଷଣ ଏବଂ ସଠିକ୍ ଡ୍ରାଇଭିଂ = ସୁରକ୍ଷିତ ଭବିଷ୍ୟତ ✅ #RoadSafety #Odisha #DriveSafe #ResponsibleDriving #NoUnderageDriving
State Transport Authority, Odisha tweet media
OR
0
8
12
616
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
@BJP4India अर्थव्यवस्था जाय भाड़ में साला प्यार कम नहीं होना चाहिए ।।
हिन्दी
0
0
1
4
BJP
BJP@BJP4India·
𝐏𝐌 𝐌𝐨𝐝𝐢’𝐬 𝐬𝐞𝐧𝐬𝐞 𝐨𝐟 𝐡𝐮𝐦𝐨𝐮𝐫! 🫡 😎
English
1.5K
5.1K
40.7K
478.1K
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
ରାଜନୀତିରୁ ସିନା #ଭି_କାର୍ତ୍ତିକେୟନ_ପାଣ୍ଡିଆନ ସାର ସନ୍ୟାସ ନେଇ ଯାଇଛନ୍ତି କିନ୍ତୁ ଓଡିଶାବାସୀଙ୍କ ହୃଦୟରେ ତାଙ୍କର ରାଜ୍ଯବାସୀଙ୍କ ପ୍ରତି ଭଲ ପାଇବା ଏବଂ ବିକାଶ ମୂଳକ କାର୍ଯ୍ୟ ପାଇଁ ସବୁଦିନ ମନେ ରହିବେ ।। #Vkpandian #OdishaPolitics #Odisha #vkpandian4odisha #naveenpatnaik @Naveen_Odisha @Vkpandianfancl1
OR
8
6
175
9.8K
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
ଦେଶବାସୀଙ୍କୁ ଅର୍ଥ ବ୍ୟବସ୍ଥାର କଥା କହି ବିଶ୍ବାସରୁ ତାହେଲେ ବିଦେଶ ଯାଇ ଏଭଳି ଖେଳ କରୁଛନ୍ତି ।। ଦେଶବାସୀଙ୍କୁ ଭକୁଆ ବନା ଚାଲିଛି ।। ନିର୍ଲଜ୍ଜ ।। @narendramodi @GiorgiaMeloni
Roop Darak@RoopDarak

@narendramodi Ladies and Gentlemen - you were not ready for this

OR
0
0
1
28
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
@narendramodi अर्थव्यवस्था जाय भाड़ में साला प्यार कम नहीं होना चाहिए ।।
हिन्दी
0
0
0
5
Narendra Modi
Narendra Modi@narendramodi·
Appena atterrato a Roma, ho avuto l'opportunità di incontrare il Primo Ministro Meloni a cena, seguita da una visita all'iconico Colosseo. Abbiamo scambiato opinioni su una vasta gamma di argomenti. Attendo con interesse i nostri colloqui di oggi, durante i quali proseguiremo la conversazione su come rafforzare l'amicizia tra India e Italia. @GiorgiaMeloni
Narendra Modi tweet mediaNarendra Modi tweet mediaNarendra Modi tweet mediaNarendra Modi tweet media
Italiano
4.5K
17.6K
178.1K
14M
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।। ଦେଶର ବିକାଶ,ସଂଚାର କ୍ରାନ୍ତି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁଦୃଢ଼ୀକରଣରେ ଅବଦାନ ପାଇଁ ସେ ସର୍ବଦା ମନେ ରହିବେ ।। @RahulGandhi @priyankagandhi @INCIndia @INCOdisha #RajeevGandhi #Congress
SWADHIN KUMAR PATRA tweet media
OR
0
0
2
16
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
ନିଜର ଅପରଗତାକୁ ଲୁଚେଇବା ପାଇଁ ବ୍ୟବସ୍ଥାର ମୁଖା ଖୋଲୁଥିବା ବ୍ୟକ୍ତିଙ୍କୁ ସରକାର କେତେଦିନ ଚୁପ କରାଇବେ ? @SpeaksSabya ଭାଇଙ୍କ ଭୁଲ କଣ ? ଆଜି ରାଜ୍ୟରେ ବିକାଶମୂଳକ କାର୍ଯ୍ଯ ଠପ ହୋଇଯାଇଛି,ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି,ମହିଳାଙ୍କୁ ସୁରକ୍ଷା ମିଳି ପାରୁନି କହିବା କଣ ତାଙ୍କ ଭୁଲ ? @MohanMOdisha @PrithivirajBJP
SWADHIN KUMAR PATRA tweet media
OR
0
0
2
24
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
@SpeaksSabya ଙ୍କୁ ସରକାରଙ୍କ ଏତେ ଡର କଣ ପାଇଁ ? ଆଜି ରାଜ୍ଯର ବିକାଶ ଠପ୍ ହୋଇ ଯାଇଥିବା ବେଳେ ତାକୁ ବିରୋଧ ଏବଂ ପୂର୍ବ ସରକାରର ବିକାଶମୂଳକ କାମ ଲୋକଲୋଚନକୁ ଆଣୁଥିବା ବେଳେ ସରକାର ଆକ୍ରୋଶ ମୂଳକ ଭାବେ ଗିରଫ କରିବା କେତେଦୂର ଯୁକ୍ତିଯୁକ୍ତ ? ନିଜର ଅପାରଗତା ଲୁଚାଇବା ପାଇଁ କେତେ ଜଣଙ୍କୁ ଗିରଫ କରିବେ ସରକାର ? @MohanMOdisha
SWADHIN KUMAR PATRA tweet media
OR
0
0
0
8
SWADHIN KUMAR PATRA retweetledi
Governor Odisha
Governor Odisha@GovernorOdisha·
Heartfelt congratulations to all students who passed the CHSE +2 examinations. Keep believing in yourselves and move forward with confidence and positivity. For those disappointed with the results, remember this is only one step in life’s journey. Stay determined and keep striving forward.
English
1
6
28
1.1K
SWADHIN KUMAR PATRA retweetledi
Kanak News
Kanak News@kanak_news·
#ଧାରଣାରେ_ଠିକା_କର୍ମଚାରୀ ଖର୍ଚ୍ଚ କାଟ ନାମରେ ବିଦ୍ୟୁତ୍ ବିଭାଗରୁ ଠିକା କର୍ମଚାରୀ ଛଟେଇ : ଗାନ୍ଧୀ ମାର୍ଗରେ ଗର୍ଜିଲେ ୯ ହଜାର ଶ୍ରମିକ। #KANAKNEWS #ODISHA #MKT
OR
8
15
182
8.9K
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
ଦେଶରେ ପେଟ୍ରୋଲ-ଡିଜେଲ ର ମହଙ୍ଗା ମାଡ ପାଇଁ ଦରଦାମ ହୁ ହୁ ହୋଇ ବଢି ଚାଲିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଘରୁ ନ ବାହାରିବା ସହ ବାହ୍ୟ ଖର୍ଚ୍ଚ ନ କରିବା ପାଇଁ କହୁଥିବା ବେଳେ ସେ ନିଜେ ବିଦେଶରେ ମଉଜ ମଜଲିସ କରିବାରେ ବ୍ୟସ୍ତ ।। @narendramodi
Narendra Modi@narendramodi

Upon landing in Rome, had the opportunity to meet Prime Minister Meloni over dinner followed by a visit to the iconic Colosseum. We exchanged perspectives on a wide range of subjects. Looking forward to our talks today, where we will continue the conversation on how to boost the India-Italy friendship. @GiorgiaMeloni

OR
0
0
1
21
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
@narendramodi ଦେଶରେ ପେଟ୍ରୋଲ-ଡିଜେଲ ର ମହଙ୍ଗା ମାଡ ପାଇଁ ଦରଦାମ ହୁ ହୁ ହୋଇ ବଢି ଚାଲିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଘରୁ ନ ବାହାରିବା ସହ ବାହ୍ୟ ଖର୍ଚ୍ଚ ନ କରିବା ପାଇଁ କହୁଥିବା ବେଳେ ସେ ନିଜେ ବିଦେଶରେ ମଉଜ ମଜଲିସ କରିବାରେ ବ୍ୟସ୍ତ ।।
OR
0
0
1
5
Narendra Modi
Narendra Modi@narendramodi·
Upon landing in Rome, had the opportunity to meet Prime Minister Meloni over dinner followed by a visit to the iconic Colosseum. We exchanged perspectives on a wide range of subjects. Looking forward to our talks today, where we will continue the conversation on how to boost the India-Italy friendship. @GiorgiaMeloni
Narendra Modi tweet mediaNarendra Modi tweet mediaNarendra Modi tweet mediaNarendra Modi tweet media
English
8.4K
23.7K
207.9K
16.6M
SWADHIN KUMAR PATRA
SWADHIN KUMAR PATRA@KumarSwadh59375·
@otvkhabar ଦେଶରେ ପେଟ୍ରୋଲ-ଡିଜେଲ ର ମହଙ୍ଗା ମାଡ ପାଇଁ ଦରଦାମ ହୁ ହୁ ହୋଇ ବଢି ଚାଲିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଘରୁ ନ ବାହାରିବା ସହ ବାହ୍ୟ ଖର୍ଚ୍ଚ ନ କରିବା ପାଇଁ କହୁଥିବା ବେଳେ ସେ ନିଜେ ବିଦେଶରେ ମଉଜ ମଜଲିସ କରିବାରେ ବ୍ୟସ୍ତ ।। @narendramodi
OR
0
0
3
33
ଓଟିଭି
ଓଟିଭି@otvkhabar·
#ମୋଦିଙ୍କ_ସହ_ସେଲଫି_ନେଲେ_ମେଲୋନି ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ । ମୋଦିଙ୍କ ସହ ସେଲଫି ଫଟୋ ଛାଡ଼ି ସ୍ବାଗତ କଲେ ମେଲୋନି ।ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ମେଲୋନିଙ୍କ ପୋଷ୍ଟ । #NarendraModi #GiorgiaMeloni #ModiInItaly #Melodi #IndiaItalyRelations #OTV
OR
2
4
74
1.9K