Ѕℛℐ ℕᎯᎽᎯᏦ

196 posts

Ѕℛℐ ℕᎯᎽᎯᏦ banner
Ѕℛℐ ℕᎯᎽᎯᏦ

Ѕℛℐ ℕᎯᎽᎯᏦ

@ManasKumar84

𝚂𝚘𝚌𝚒𝚊𝚕 𝚠𝚘𝚛𝚔𝚎𝚛

Puri Orissa Katılım Haziran 2024
108 Takip Edilen31 Takipçiler
TP Central Odisha Distribution Ltd
TP Central Odisha Distribution Ltd@TPCentralOdisha·
@ManasKumar84 @homeodisha @IndiaPostOffice ସାର୍, ଷ୍ଟ୍ରିଟ୍ ଲାଇଟ୍ TPCODL ର ଅଧିକାର କ୍ଷେତ୍ରରେ ଆସୁନାହିଁ। ଦୟାକରି ଏହି ବିଷୟରେ ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷ ଯଥା (ଗ୍ରାମ ପଞ୍ଚାୟତ/ବିଜ୍ଞାପିତ ଅଞ୍ଚଳ ପରିଷଦ/ମ୍ୟୁନିସିପାଲ୍ କର୍ପୋରେସନ) ସହିତ ଯୋଗାଯୋଗ କରନ୍ତୁ। ଆମ ସହିତ ଯୋଗାଯୋଗ କରିବା ପାଇଁ ଆପଣଙ୍କୁ ଧନ୍ୟବାଦ।
OR
1
0
1
31
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ପୁରୀ କୁ ପ୍ରବେଶ କରିବା ର ମୁଖ୍ୟ ରାସ୍ତା ଅଠର ନଳା, କିନ୍ତୁ ଏବେ ଭି ମୁଖ୍ୟ ରାସ୍ତା ରେ ଖୁଣ୍ଟି ମାନଙ୍କ ରେ ଆଲୁଅ ଜଳୁନାହିଁ ଏହାର ଉତ୍ତର ରଖିବେ କି @puriulb @EnergyOdisha @TPCentralOdisha @dm_puri @CMO_Odisha @Naveen_Odisha @niharkar @INCIndia @kanak_news @bjd_odisha @GovernorOdisha @narendramodi
Ѕℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet media
OR
2
0
0
79
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ନାମ - ବାଟୁଆ, ଗ୍ରାମ ମଙ୍ଗଳା ଘାଟ ପୁରୀ ୧ , ଭଦ୍ର ଲୋକ,ମିଳାପି ଲୋକ, ଏହି ଫଟୋ ଦେଖିଜାଣିବା ଉଚିତ୍ କି ତାଙ୍କୁ କେହି ହତ୍ୟା କରିଛି। କାରଣ ନା ଗଛ ଡ଼ାଳ ଭାଙ୍ଗିଛି ନା ତାଙ୍କ ଉଚ୍ଚତା କମ୍ ଉଚିତ୍ ତଦନ୍ତ ହେଉ ଜଣେ ବିଧବା ସ୍ତ୍ରୀ ଏବଂ ତାଙ୍କର ଦୁଇଟା ଛୋଟଛୋଟ ଝିଅ ଙ୍କୁ ନ୍ୟାୟ ମିଳୁ। @SPPuri1 @homeodisha @DGPOdisha @CMO_Odisha
Ѕℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet media
OR
0
1
2
61
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ପୁରୀ କୁ ପ୍ରବେଶ କରିବା ର ମୁଖ୍ୟ ରାସ୍ତା ଅଠର ନଳା, କେବେ ଏ ଖାଲି ଥିବା ରାସ୍ତା କୁ ପିଚୁ କରାଯିବ @puriulb @PWD_Odisha ଙ୍କ ପାଖରେ କିଛି ଯୋଜନା ଅଛି କି ନାହିଁ ❓ଉତ୍ତର ରଖିବାକୁ ଅନୁରୋଧ। @akshya_patra @bjd_odisha @BJP4Odisha @CMO_Odisha @dm_puri @homeodisha @Naveen_Odisha @homeodisha @OfficialTeamATA
Ѕℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet media
OR
0
2
7
372
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ଓଡ଼ ତରବୋଇ ଛକ ପାଇଁ ମଞ୍ଜୁର ହୋଇଥିବା ଏହି ନଳକୂପ ଟି କାହିଁ ଓଡ଼ ତରବୋଇ ଛକରେ ତ ନାହିଁ !! ଗଲା କୁଆଡେ ? @dm_puri @SPPuri1 @DelangaS @ICDS_Delanga
Ѕℛℐ ℕᎯᎽᎯᏦ tweet media
OR
0
0
0
20
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ପୁରୀ ଅଠରନଳା ଛକ ଠାରେ ହେଇଥିବା ଏହି ବଡ ନାଳ କାମ କେବେ ସରିବ ଅଧା ପନ୍ତରା କରି ଛାଡ଼ି ଦେଇଛନ୍ତି ଠିକାଦାର ଏହା ର ତଦନ୍ତ କରି ଉତ୍ତର ଦେବେ କି ଅଧିକାରୀ @puriulb @PWD_Odisha @dm_puri @GovernorOdisha @CMO_Odisha @bjd_odisha @dpradhanbjp @Naveen_Odisha @INCIndia @homeodisha
Ѕℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet media
OR
2
0
2
188
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ପୁରୀ ବଳିଆପଣ୍ଡା ଅଞ୍ଚଳର ସର୍ବେଶ୍ଵର ମଣ୍ଡଳ, ଚାଲିବା ତ ଦୂରର କଥା ନିଜ ଗୋଡ଼ରେ ଛିଡ଼ା ହେବା ତାଙ୍କ ପାଇଁ ଅସମ୍ଭବ, ବୟସ ୮୦ ତଥାପି ହାର୍ ମାନି ନାହାନ୍ତି ସର୍ବେଶ୍ଵର ମଉସା,ଭତା ପାଇଁ ଆସିଛନ୍ତି ପୁରୀ ପୌରସଂସ୍ଥା କାର୍ଯ୍ୟାଳୟକୁ, ପ୍ରଶାସନ ଚାହିଁଲେ କ'ଣ ସର୍ବେଶ୍ଵର ମଉସାଙ୍କ ପାଖରେ ଭତା ପହଞ୍ଚି ପାରିବ ନାହିଁ, @puriulb @dm_puri
Ѕℛℐ ℕᎯᎽᎯᏦ tweet media
OR
2
0
0
69
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ଶୁଣିବାକୁ ମିଳୁଛି କଣ ପୁରୀ ପୌରପାଳିକା ସମୁଦ୍ର କୁଳ ରେ ଥିବା ଉଠା ଦୋକାନୀ ମାନଙ୍କୁ ସୁନ୍ଦର ଭାବେ ଦୋକାନ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛି ଯଦି ସେମାନେ ଦୋକାନ ତିଆରି ନ କରାନ୍ତି ତେବେ ଦୋକାନ ସବୁ ଉଠାଇ ଦିଆଯିବ ଏଥି ପାଇଁ କିଛି କାଗଜ ଅଛି କି ଏହାର ଉତ୍ତର ଆଗାମୀ ଦିନରେ ଦେବାକୁ ହେବ @puriulb @homeodisha @dm_puri
OR
1
0
0
49
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ପୁରୀ ରାମ ମନ୍ଦିର ଛକ ରେ ଦୋକାନ ବଜାର ଗୁଡ଼ିକ ରାସ୍ତା ଉପରକୁ ମାଡ଼ି ବସିବା ଦ୍ଵାରା ସଂଧ୍ୟ ସମୟ ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ବାରମ୍ବାର @puriulb ଙ୍କ ଅଧିକାରୀ ଙ୍କୁ ତ୍ବିଟ୍ କଲେ ଭି କେହି ଭି ସେ ଅସ୍ଥାୟୀ ଦୋକାନ ଗୁଡ଼ିକ ସଜାଡୁ ନାହାଁନ୍ତି ଏହା ଏକ ଦୁଃଖର ବିଷୟ @dm_puri @homeodisha @SPPuri1 @akshya_patra
Ѕℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet media
OR
1
0
1
47
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
@rashtrapatibhvn ଙ୍କୁ ଅନୁରୋଧ ଜଣେ ଓଡ଼ିଆ ହିସାବ ରେ ଭାବନ୍ତୁ କେତେ କଷ୍ଟ ହେବ ଯଦି ଖାଲି କୋର୍ଟ ସ୍ଥାନାନ୍ତର ହୋଇଯାଏ। ଦୟାକରି ଏହି ସ୍ଥାନାନ୍ତରଣ କୁ ରୋକାଯାଇ ଏହି କୋର୍ଟ ସେହି ପୁରୁଣାସ୍ଥାନରେଉନ୍ନତିକରଣକରାଯାଉ। @dpradhanbjp @CMO_Odisha @Naveen_Odisha @INCIndia @IYC @BJP4Odisha @bjd_odisha @Vkpandianfancl1
Ѕℛℐ ℕᎯᎽᎯᏦ tweet media
OR
0
0
0
4
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ମାନ୍ୟବର ଅଦାଲତ ଙ୍କ ଆଦେଶ କୁ ଅବମାନନା କରୁଛନ୍ତି ପିପିଲି ବ୍ଲକ Education Officer ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। @EduMinOfIndia @OdishaOshec @DHE_Odisha @SMEOdisha @BeoSadar @PuriDeo26878 @dm_puri @SecyChief ଜଣେ ଲୋକର ଅଧିକାର କୁବଞ୍ଚେଇ ରଖିବାଆମ ଅଧିକାର @homeodisha @GovernorOdisha
Ѕℛℐ ℕᎯᎽᎯᏦ tweet media
OR
0
0
0
24
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ପୁରୀରେ ଓକିଲଙ୍କ ଆନ୍ଦୋଳନ ତେଜିଲା, ମାଳତୀପାତପୁରଠାରେ ରାସ୍ତାରୋକ ପୁରୀ: ପୁରୀ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ବିରୋଧ କରି ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ବ୍ୟାପକ ହୋଇଛି। ବିଧାୟକ ସାଂସଦ ମାନଙ୍କର କଣ ଦାୟିତ୍ଵ ନୁହେଁ କି ଏ ବିଷୟ ରେ ବିଧାନସଭା ଅଧିବେଶନ ରେ ପକାଇବେ @INCMinority @homeodisha
Ѕℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet media
OR
0
0
0
23
India Post
India Post@IndiaPostOffice·
@ManasKumar84 ମହାଶୟ/ମ୍ୟାଡାମ, ଏହି ମାମଲାଟି ଉପରେ ବିଚାର କରାଯାଉଛି। ଦୟାକରି ଆପଣଙ୍କ ସମସ୍ୟା ଉପରେ ବିଚାର କରିବା ପାଇଁ ଆମକୁ କିଛି ସମୟ ଦିଅନ୍ତୁ।
OR
1
0
1
12
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ପୁରୀ ମୁଖ୍ୟ ଡାକ ବିଭାଗ ରେ ଦୁଇଟି ମାତ୍ର କାଉଣ୍ଟର କଣ ଏହା ଠିକ୍ ଲୋକେ କି ଦୁଃଖିତ ଏଥିପାଇଁ, ଏହାର ସମାଧାନ ଶୀଘ୍ର କରାଯାଉ ଦୟାକରି ଆଉ କାଉଣ୍ଟର ବନାଯାଉ @IndiaPostOffice @dm_puri @homeodisha
Ѕℛℐ ℕᎯᎽᎯᏦ tweet mediaЅℛℐ ℕᎯᎽᎯᏦ tweet media
OR
1
0
1
177
Ѕℛℐ ℕᎯᎽᎯᏦ
Ѕℛℐ ℕᎯᎽᎯᏦ@ManasKumar84·
ପୁରୀ ସମୁଦ୍ର କୁଳ ରେ ଥିବା ଦୋକାନୀ ଗୁଡ଼ିକ ଦିନ କୁ ୨୦ ଟଙ୍କା ହିସାବ ରେ ମାସକୁ ୫୪୦ କିମ୍ବା ୫୬୦ ଦେଉଛନ୍ତି ପୁରୀ ପୌରପାଳିକା ନାମ ରେ ଭଡ଼ା ଦେଉଛନ୍ତି ସେ କଣ ସବୁ @puriulb ହାତରେ ଯାଉଚି ନା ଗୁଣ୍ଡା ଙ୍କ ପାଖକୁ ଯାଉଚି❓ଏହାର ଉତ୍ତର ଦେବେ ନା ଆମକୁ RTI ମାଗିବାକୁ ପଡ଼ିବ ❓ @CMO_Odisha @dm_puri @GovernorOdisha @puriulb
OR
1
0
0
50