Manash Kumar Sethi

3.1K posts

Manash Kumar Sethi banner
Manash Kumar Sethi

Manash Kumar Sethi

@Manash4Odisha

ଜୀବନରେ ସମ୍ପର୍କ ଏଭଳି ବନାନ୍ତୁ, ଯାହାକୁ ମିଛ କହିବାର ଆବଶ୍ୟକତା ପଡିବନି ଆଉ ଆପଣଙ୍କୁ ସତ ଜାଣିବାର Jay jagannatha

# Puri Astaranga, India Katılım Şubat 2020
345 Takip Edilen174 Takipçiler
Manash Kumar Sethi retweetledi
Nibedita Niki Das
Nibedita Niki Das@NikiNibedita·
ତୁମେ ଯେତେ ବେଳେ ତାଙ୍କୁ value ଦେଉଥିଲ ସେ ତୁମକୁ ignore କରୁଥିଲେ। କିନ୍ତୁ ମନେ ରଖ ହୀରା କେବେ ଶସ୍ତା ବଜାର ରେ ମିଳେ ନାହିଁ। #ଏଣୁ_ତେଣୁ
OR
4
6
69
1K
Manash Kumar Sethi retweetledi
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)
ସବୁ ପସନ୍ଦ ଆସୁଥିବା ଜିନିଷ ଭାଗ୍ୟରେ ନଥାଏ କଷ୍ଟ ହେଲେ ବି ବେଳେବେଳେ ଏ ସତ୍ୟକୁ ଗ୍ରହଣ କରିବାକୁ ପଡିଥାଏ ଓ ନିଜକୁ ବୁଝାଇବାକୁ ପଡିଥାଏ..........✍️ #ତୁମପାଇଁକିଛି
OR
0
1
18
370
Manash Kumar Sethi retweetledi
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)
ହଁ ମୁଁ ସେଇ ଝିଅ ଯିଏ ସବୁ କିଛି ଜାଣିବି ତୋତେ ଭଲ ପାଇବାର ସାହସ କରିଥିଲା,ହଁ ମୁଁ ସେଇ ଝିଅ ଯିଏ ତୋ ମିଛ ଭଲ ପାଇବା ଉପରେ ବି ବିଶ୍ୱାସ ରଖି ଚାଲିଥିଲା, ହଁ ମୁଁ ସେଇ ଝିଅ ଯିଏ ତୋତେ ଆଉ କାହା ପାଖରେ ଦେଖି ବି କ୍ଷମା କରି ତୋ ସହ ରହିବାକୁ ବି ରାଜିଥିଲା........... ✍️ #ତୁମପାଇଁକିଛି
OR
3
2
36
885
Manash Kumar Sethi retweetledi
𝄞❥❤️🅛🅘🅟🅘❤️𝄢🪽
*ମଣିଷ ମଣିଷ ଭିତରେ ହିଁ ବହୁତ ଫରକ ଥାଏ, କେଉଁ ମଣିଷ ହୀରାକୁ ବି ଫିଙ୍ଗିଦିଏ ଆଉ କେଉଁ ମଣିଷ କାଚକୁ ବି ସମ୍ଭାଳି କି ବି ରଖିଥାଏ.... *🙏 ଜୟ ଜଗନ୍ନାଥ 🙏*
OR
5
7
40
670
Manash Kumar Sethi retweetledi
𝄞❥❤️🅛🅘🅟🅘❤️𝄢🪽
*କିଛି ଜିନିଷକୁ ହସି ହସି ଭୁଲିଯିବା ଭଲ, କାହିଁକି ନା ତାକୁ ମନରେ ଯେତେ ବାନ୍ଧି ରଖିବ ସେତେ କଷ୍ଟ ହେବ, ସେ କାହାର ସ୍ମୃତି ହେଉ କି କିଏ ଦେଇଥିବା ଦୁଃଖ ହେଉ......।* . *🙏 ଜୟ ଜଗନ୍ନାଥ 🙏*
OR
8
7
43
991
Manash Kumar Sethi retweetledi
ଅଫେରା ବାଟୋଇ....✍︎
ଯେତେବେଳେ ଜଣେ ବୁଝେ ନାହିଁ ମନ କଥା, ତେବେ ସେଠାରେ କଣ କରିବା ଦରକାର !?
OR
2
2
12
581
Manash Kumar Sethi retweetledi
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)
ସେ କୁହନ୍ତି ମୋର କୁଆଡେ ନାକ ଅଗରେ ରାଗ କିନ୍ତୁ ମୁଁ କହେ ରାଗି ନୁହେଁ ଯିଏ ମୋର ସିଏ ଏକା ମୋର ତା ମୁହଁରୁ ଆଉ କାହା କଥା ଶୁଣିଲେ ରାଗିବିନି କେମିତି........ ✍️ #ତୁମପାଇଁକିଛି
OR
4
1
17
728
Manash Kumar Sethi retweetledi
ଅଫେରା ବାଟୋଇ....✍︎
କଥା କଥିତ କିଛିଟା ଓଡ଼ିଆ ନିୟୁଜ୍ ଚେନେଲ୍ (ଭାସ୍କର) କିଛି ଦିନ ହେବ ଏମିତି ଭଙ୍ଗୀରେ ଖବର ପ୍ରସାରିତ କରୁଛନ୍ତି। ଖବର ପରିବେଷଣରେ କୌଣସି ଶାଳୀନତା ନାହିଁ। ଏମିତି ଖବର ସଂସ୍ଥାଙ୍କ ଉପରେ ସରକାରଙ୍କ ଅଙ୍କୁଶ ଲାଗିବା ଦରକାର। ଏମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଏମିତି ବିକୃତ କରି ସାରିଲେଣି ନକହିବା ଭଲ। ଉଦାହରଣ - ବାପାଲୋ....
OR
0
1
15
776
Manash Kumar Sethi retweetledi
Luma Mohanty❤️
Luma Mohanty❤️@LuisMohanty·
*ମଣିଷ ସବୁବେଳେ ଦୁଇଟି ଜାଗାରେ ହାରିଯାଏ, ଗୋଟିଏ ତା ପରିବାର,ଆଉ ଗୋଟିଏ ତା ମନ ପସନ୍ଦର ମଣିଷ ପାଖରେ ।* *ଜୟ ଜଗନ୍ନାଥ 🙏💐*
OR
2
5
37
776
Manash Kumar Sethi retweetledi
𝄞❥❤️🅛🅘🅟🅘❤️𝄢🪽
ଜୀବନରେ ବେଶୀ ସମ୍ପର୍କ ଦରକାର ନାହିଁ, କିନ୍ତୁ ଯୋଉ ସମ୍ପର୍କ ଅଛି ତା ଭିତରେ ଜୀଵନ ଥିବା ଦରକାର୍। ଜୟ ଶ୍ରୀ କୃଷ୍ଣ 🙏
OR
5
6
48
779
Manash Kumar Sethi retweetledi
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
ଯାହା ଜୀବନପଥ ଜଟିଳ ଥାଏ ତା ପଥଶ୍ରମ ଲାଘବ ପାଇଁ ଈଶ୍ୱର ଭଲ ମଣିଷ ମାନଙ୍କୁ ଖଞ୍ଜିଥାନ୍ତି ତା ଜୀବନରେ। ଯାହାର ଜୀବନ ପଥ ସହଜ ତାଙ୍କ ଜୀବନରେ ଜଟିଳ ଲୋକ ଥାନ୍ତି। ସୁଖଦୁଃଖ ମିଶ୍ରଣ ହିଁ ଜୀବନ। କାହାକୁ ପୁରା ଭଲ କିଛି ମିଳେନାହିଁ। 😊 #ଜୀବନଦର୍ଶନ
OR
0
5
29
589
Manash Kumar Sethi retweetledi
Guruprasad Nath🇮🇳
Guruprasad Nath🇮🇳@IAMGPN_Babu·
ଦୁନିଆରେ ଏମିତି ମଣିଷ ଅଛନ୍ତି ଅନ୍ୟକୁ ଏତେ ମିଠାମିଠା କଥା କହି ବୁଝେଇ ଦିଅନ୍ତି କିନ୍ତୁ ଯେଉଁଠି ନିଜେ ବୁଝିବାର ପାଳି ଆସେ ସେଇଠି ଏମିତି ଅବୁଝା ହୁଅନ୍ତି ଯେମିତି ସେ ଏକା ଦୁନିଆରେ ଜ୍ଞାନୀ ମଣିଷ ଟିଏ । "ଜୟ ଜଗନ୍ନାଥ"🙏🙏🙏
Guruprasad Nath🇮🇳 tweet media
OR
8
9
112
650
Manash Kumar Sethi retweetledi
Bisu ବାୟା isu
Bisu ବାୟା isu@Bisubayaisu·
ଜଗନ୍ନାଥଙ୍କ ପାଖେ ଏତିକି ଗୁହାରି ଖୁସିରେ ଭରୁ ତୁମ ସଂସାର ଜନ୍ମଦିନର ଏହି ଶୁଭ ଅବସରରେ, ଘେନ ବନ୍ଧୁ ମୋର ଅନେକ ଆଦର। ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ତୁମ ଉପରେ ରହୁ। ତୁମର ପ୍ରତିଟି ସ୍ୱପ୍ନ ସତ ହେଉ ଏବଂ ଆଗାମୀ ଦିନଗୁଡ଼ିକ ସଫଳତାରେ ଭରିଯାଉ। @ImPujaRaniତୁମ ପରି ଜଣେ ବିଶ୍ୱସ୍ତ ବନ୍ଧୁ ପାଇ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି।
OR
1
2
8
477
Manash Kumar Sethi retweetledi
Bisu ବାୟା isu
Bisu ବାୟା isu@Bisubayaisu·
ଜୀବନସାରା ଶାନ୍ତିରେ ରହିବା ପାଇଁ ହେଲେ ଅଧିକ ଧନ ସମ୍ପତ୍ତିର ଆବଶ୍ଯକ ନଥାଏ। ମନକୁ ବୁଝିଲା ପରି ଜଣେ ବନ୍ଧୁ କିମ୍ବା ଜୀବନ ସାଥି ହିଁ ଯଥେଷ୍ଟ। "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏
OR
7
8
69
1.2K
Manash Kumar Sethi retweetledi
Luma Mohanty❤️
Luma Mohanty❤️@LuisMohanty·
*ଜୀବନସାରା ଶାନ୍ତିରେ ରହିବା ପାଇଁ ହେଲେ ଅଧିକ ଧନ ସମ୍ପତ୍ତିର ଆବଶ୍ଯକ ନଥାଏ। ମନକୁ ବୁଝିଲା ପରି ଜଣେ ବନ୍ଧୁ କିମ୍ବା ଜୀବନ ସାଥି ହିଁ ଯଥେଷ୍ଟ।* *ଜୟ ଜଗନ୍ନାଥ 💐🙏*
OR
1
1
6
175
Manash Kumar Sethi retweetledi
Manasi_mood ✍
Manasi_mood ✍@Mansi72817212·
କବିତା ଧାଡିରେ ସମୟ ଗାଡ଼ିରେ ଦିନେ ଚାଲିଯିବି ଦୀର୍ଘ ଦୂରତା ଡେଇଁ, ଭାବୁଥିବ ମୁଯେ ଶୋଇଯାଇଅଛି ମିଛି ମିଛିକା ତୁମକୁ ଡରେଇବା ପାଇଁ... ଶୋଇଯିବି ମୁଁ ଚାହିଁ ଥିବୁ ତୁ ଫେରିବିନି ଆଉ ଅଳି କରିବା ପାଇଁ,ତୁମ ଆଖି ଲୁହରେ ଭିଜିବ, ମୋତେ ନେହୁରା ହୋଇ ଡ଼ାକିବ, ମୁଣ୍ଡ ବଡାଈ କାନ୍ଦିବ, ଡେଇଁ ଯାଇଥିବି ଅଜଣା ରାଇଜ ଭୂଇଁ....
Manasi_mood ✍ tweet media
OR
4
1
14
285
Manash Kumar Sethi retweetledi
Manash Kumar Sethi retweetledi
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤
ଅସ୍ତରଙ୍ଗ ଏକ ସରକାରୀ ମଦ ଦୋକାନ ରେ Expiry ମଦ ବିକ୍ରି ହେଉଥିବାର ଅଭିଯୋଗ ଆଣିଲେ ଗ୍ରାହକ । ବିୟର ରେ ଫ୍ରି ଅଫରରେ କରାଯାଉଛି Expiry ମଦ ବିକ୍ରି । #Puri #Astaranga Respected @CMO_Odisha Sir please look into this matter & take appreciate action..@dept_ga @SecyChief @_anugarg @exciseodisha @excisecomm @jagograhakjago @Food_Odisha @fssaiindia @FS_Odisha @PrithivirajBJP @homeodisha @DGPOdisha @igcrcuttack @dm_puri @JanaSunani @DC_Odisha @SPPuri1
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media
3
17
32
1.5K
Manash Kumar Sethi retweetledi
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤
ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ସ୍କୁଲ୍ ପିଲାଙ୍କ ବିପଦଜନକ ଯାତ୍ରା । ପୁଲିସ୍ ଓ ପରିବହନ ବିଭାଗ ଚୁପ୍..!! Humble request to Hon'ble @CMO_Odisha Shri @MohanMOdisha Sir,Pls look into this matter.@SecyChief @dept_ga @CTOdisha @BibhutiJena93 @STAOdisha @AMITABHTHAKUR21 @homeodisha @DGPOdisha @igcrcuttack @dm_puri @SPPuri1 @rto_rtopuri @JanaSunani @prsprateek
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media
1
3
13
319
Manash Kumar Sethi retweetledi
Nayak Reena
Nayak Reena@Tapasy1·
ତୁ ଜାଣିଛୁ ମୋର ପ୍ରଥମ ଫୋନ୍ କଲ୍ ବି ତୁ👈 ଆଉ ଶେଷ ଫୋନ୍ କଲ୍ ବି ତୁ👈 🥰 #ତୁ ଆଉ ମୁଁ 🌹 #ତପସ୍ୟା ✍️
Nayak Reena tweet media
OR
5
2
17
422